ଡିସେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ରାଜସ୍ଥାନ ଗସ୍ତ

December 16th, 03:19 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୧୭ ତାରିଖରେ ରାଜସ୍ଥାନ ଗସ୍ତରେ ଯିବେ । ଏହି ଅବସରରେ ରାଜସ୍ଥାନ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମ ‘ଏକ ବର୍ଷ-ପରିଣାମ ଉତ୍କର୍ଷ’ରେ ସେ ସାମିଲ ହେବେ । ଗସ୍ତ କାଳରେ ସେ ରାଜସ୍ଥାନର ଜୟପୁରଠାରେ ୪୬,୩୦୦ କୋଟି ଟଙ୍କାର ଶକ୍ତି, ସଡ଼କ, ରେଲୱେ ଏବଂ ଜଳ ସମ୍ପର୍କିତ ୨୪ଟି ପ୍ରକଳ୍ପର ଉଦଘାଟନ କିମ୍ବା ଶିଳାନ୍ୟାସ କରିବେ ।

ନୂଆଦିଲ୍ଲୀରେ ଅଷ୍ଟଲକ୍ଷ୍ମୀ ମହୋତ୍ସବର ଉଦ୍‌ଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

December 06th, 02:10 pm

ଆସାମର ମୁଖ୍ୟମନ୍ତ୍ରୀ ଶ୍ରୀ ହେମନ୍ତ ବିଶ୍ୱା ଶର୍ମା ଜୀ, ମେଘାଳୟର ମୁଖ୍ୟମନ୍ତ୍ରୀ କୋନରାଡ ସାଙ୍ଗମା ଜୀ, ତ୍ରିପୁରାର ମୁଖ୍ୟମନ୍ତ୍ରୀ ମାଣିକ ସାହା ଜୀ, ସିକ୍କିମର ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମାଙ୍ଗଜୀ, କେନ୍ଦ୍ର କ୍ୟାବିନେଟରେ ମୋର ସହଯୋଗୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଜୀ, ସୁକାନ୍ତ ମଜୁମଦାର ଜୀ, ଅରୁଣାଚଳ ପ୍ରଦେଶର ଉପ ମୁଖ୍ୟମନ୍ତ୍ରୀ, ମିଜୋରାମ ଏବଂ ନାଗାଲାଣ୍ଡ ସରକାରଙ୍କ ମନ୍ତ୍ରୀଗଣ, ଅନ୍ୟ ଜନପ୍ରତିନିଧି, ଉତ୍ତର ପୂର୍ବର ସମସ୍ତ ଭାଇ ଭଉଣୀମାନେ। ଭଦ୍ର ମହିଳା ଓ ପୁରୁଷ ମାନେ।

ଅଷ୍ଟଲକ୍ଷ୍ମୀ ମହୋତ୍ସବକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

December 06th, 02:08 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଅଷ୍ଟଲକ୍ଷ୍ମୀ ମହୋତ୍ସବକୁ ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ସ୍ୱାଗତ କରି ଶ୍ରୀ ମୋଦୀ କହିଥିଲେ ଯେ ଏହା ବାବା ସାହେବ ଡ. ବି ଆର ଆମ୍ବେଦକରଙ୍କ ମହାପରିନିର୍ବାଣ ଦିବସ। ବାବାସାହେବ ଆମ୍ବେଦକରଙ୍କ ଦ୍ୱାରା ପ୍ରସ୍ତୁତ ସମ୍ବିଧାନକୁ ୭୫ ବର୍ଷ ପୂରିଛି, ଏହା ସମସ୍ତ ନାଗରିକଙ୍କ ପାଇଁ ଏକ ବଡ଼ ପ୍ରେରଣା ବୋଲି ସେ କହିଛନ୍ତି। ଶ୍ରୀ ମୋଦୀ ଭାରତର ସମସ୍ତ ନାଗରିକଙ୍କ ତରଫରୁ ବାବାସାହେବ ଆମ୍ବେଦକରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ନଭେମ୍ବର ୧୩ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ବିହାର ଗସ୍ତ

November 12th, 08:26 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୧୩ ତାରିଖରେ ବିହାର ଗସ୍ତରେ ଯିବେ । ସେ ଦରଭଙ୍ଗାରେ ପହଞ୍ଚିବା ପରେ ପ୍ରାୟ ପୂର୍ବାହ୍ନ ୧୦ଟା ୪୫ ମିନିଟରେ ବିହାରରେ ୧୨,୧୦୦ କୋଟି ଟଙ୍କାର ବିଭିନ୍ନ ବହୁମୁଖୀ ପ୍ରକଳ୍ପର ଉଦଘାଟନ, ଶିଳାନ୍ୟାସ ଏବଂ ଦେଶ ଉଦ୍ଦେଶ୍ୟରେ ଲୋକାର୍ପଣ କରିବେ ।

Maharashtra needs a Mahayuti government with clear intentions and a spirit of service: PM Modi in Solapur

November 12th, 05:22 pm

PM Modi addressed a public gathering in Solapur, Maharashtra, highlighting BJP’s commitment to Maharashtra's heritage, middle-class empowerment, and development through initiatives that respect the state's legacy.

PM Modi addresses public meetings in Chimur, Solapur & Pune in Maharashtra

November 12th, 01:00 pm

Campaigning in Maharashtra has gained momentum, with PM Modi addressing multiple public meetings in Chimur, Solapur & Pune. Congratulating Maharashtra BJP on releasing an excellent Sankalp Patra, PM Modi said, “This manifesto includes a series of commitments for the welfare of our sisters, for farmers, for the youth, and for the development of Maharashtra. This Sankalp Patra will serve as a guarantee for Maharashtra's development over the next 5 years.

Those who looted rights of poor, gave slogan of poverty eradication: PM Modi in Palwal

October 01st, 07:42 pm

PM Modi, while initiating his address at the Palwal, Haryana rally, expressed his gratitude for the opportunity to visit various parts of Haryana in recent days. The PM shared his observation that a strong wave of support for the BJP is sweeping through every village, with one resonating chant: Bharosa dil se…BJP phir se!

PM Modi addresses an enthusiastic crowd in Palwal, Haryana

October 01st, 04:00 pm

PM Modi, while initiating his address at the Palwal, Haryana rally, expressed his gratitude for the opportunity to visit various parts of Haryana in recent days. The PM shared his observation that a strong wave of support for the BJP is sweeping through every village, with one resonating chant: Bharosa dil se…BJP phir se!

Cabinet approves 8 National High-Speed Road Corridor Projects at a total capital cost of Rs. 50,655 crore

August 02nd, 08:42 pm

The Cabinet Committee on Economic Affairs chaired by the Prime Minister Shri Narendra Modi has approved the development of 8 important National High Speed Corridor projects with a Length of 936 km at a cost of Rs. 50,655 crore across the country. Implementation of these 8 projects will generate an estimated 4.42 crore mandays of direct and indirect employment.

ମୁମ୍ବାଇଠାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଦତ୍ତ ଅଭିଭାଷଣ

July 13th, 06:00 pm

ମହାରାଷ୍ଟ୍ରର ରାଜ୍ୟପାଳ ଶ୍ରୀ ରମେଶ ବ୍ୟାସଜୀ, ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଜୀ, କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳରେ ମୋର ସାଥୀ ପୀୟୂଷ ଗୋୟଲଜୀ, ରାମଦାସ ଅଠାବଲେଜୀ, ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ ଦେବେନ୍ଦ୍ର ଫଡନଭୀସଜୀ, ଅଜିତ ଦାଦା ପାୱାରଜୀ, ରାଜ୍ୟ ସରକାରଙ୍କ ମନ୍ତ୍ରୀ ମଙ୍ଗଳ ପ୍ରଭାତଜୀ, ଦୀପକ କେସରକାଜୀ, ଅନ୍ୟ ସମସ୍ତ ମହାନୁଭବ, ଦେବୀଗଣ ଓ ସଜ୍ଜନବୃନ୍ଦ,

ମହାରାଷ୍ଟ୍ରର ମୁମ୍ବାଇରେ ୨୯,୪୦୦ କୋଟି ରୁ ଅଧିକ ଟଙ୍କାର ଏକାଧିକ ପ୍ରକଳ୍ପର ଶିଳାନ୍ୟାସ ଓ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପଣ କଲେ ପ୍ରଧାନମନ୍ତ୍ରୀ

July 13th, 05:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମହାରାଷ୍ଟ୍ରର ମୁମ୍ବାଇଠାରେ ୨୯,୪୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସଡ଼କ, ରେଳ ଏବଂ ବନ୍ଦର କ୍ଷେତ୍ର ସହ ଜଡ଼ିତ ଏକାଧିକ ପ୍ରକଳ୍ପର ଶିଳାନ୍ୟାସ ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ।

ଜୁଲାଇ ୧୩ରେ ମୁମ୍ବାଇ ଗସ୍ତ କରିବେ ପ୍ରଧାନମନ୍ତ୍ରୀ

July 12th, 05:23 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ ୧୩, ୨୦୨୪ରେ ମହାରାଷ୍ଟ୍ରର ମୁମ୍ବାଇ ଗସ୍ତ କରିବେ । ଅପରାହ୍ନ ପ୍ରାୟ ସାଢ଼େ ୫ଟାରେ ପ୍ରଧାନମନ୍ତ୍ରୀ ମୁମ୍ବାଇର ଗୋରେଗାଓଁସ୍ଥିତ ନେସ୍କୋ ପ୍ରଦର୍ଶନୀ କେନ୍ଦ୍ରରେ ପହଞ୍ଚିବେ, ଯେଉଁଠାରେ ସେ ୨୯,୪୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସଡ଼କ, ରେଳବାଇ ଏବଂ ବନ୍ଦର କ୍ଷେତ୍ର ସହ ଜଡ଼ିତ ଏକାଧିକ ପ୍ରକଳ୍ପର ଶୁଭାରମ୍ଭ କରିବେ ତଥା ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ଏବଂ ଶିଳାନ୍ୟାସ କରିବେ । ଏହା ପରେ ସନ୍ଧ୍ୟା ପ୍ରାୟ ୭ଟାରେ ପ୍ରଧାନମନ୍ତ୍ରୀ ମୁମ୍ବାଇର ବାନ୍ଦ୍ରା କୁର୍ଲା କମ୍ପେ୍ଲକ୍ସର ଜି - ବ୍ଲକରେ ଥିବା ଭାରତୀୟ ଖବରକାଗଜ ସୋସାଇଟି (ଆଇଏନ୍‌ଏସ୍‌) ସଚିବାଳୟକୁ ଯାଇ ଆଇଏନ୍‌ଏସ୍ ଟାୱାରର ଉଦଘାଟନ କରିବେ ।

Under Yogi Ji’s government, riots and rioters have been stopped: PM Modi in Ghazipur, UP

May 25th, 04:45 pm

In the heart of Ghazipur, Prime Minister Narendra Modi assured the crowd of his transparent vision for a Viksit Bharat, pledging to thwart every obstruction posed by the opposition.

ଉତ୍ତରପ୍ରଦେଶର ଗାଜିପୁରରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ମୋଦୀ

May 25th, 04:30 pm

ଗାଜିପୁରର କେନ୍ଦ୍ରସ୍ଥଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିରୋଧୀଙ୍କ ପ୍ରତ୍ୟେକ ବାଧାବିଘ୍ନକୁ ପ୍ରତିହତ କରିବା ପାଇଁ ପ୍ରତିଶ୍ରୁତି ଦେଇ ଏକ ବିକ୍ଷିତ ଭାରତ ପାଇଁ ତାଙ୍କର ସ୍ୱଚ୍ଛ ଦୃଷ୍ଟିକୋଣ ବିଷୟରେ ଜନତାଙ୍କୁ ଆଶ୍ୱାସନା ଦେଇଥିଲେ।

କଂଗ୍ରେସ ଓ ଇଣ୍ଡି ମେଣ୍ଟର ଏକମାତ୍ର ଏଜେଣ୍ଡା ହେଉଛି ଫ୍ୟାମିଲି ଫାଷ୍ଟ : ପଶ୍ଚିମ ଦିଲ୍ଲୀର ଦ୍ୱାରକାରେ ପ୍ରଧାନମନ୍ତ୍ରୀ ମୋଦୀ

May 22nd, 06:20 pm

ପଶ୍ଚିମ ଦିଲ୍ଲୀର ଦ୍ୱାରକାଠାରେ ଏକ ବିଶାଳ ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ରାଜନୈତିକ ଦୃଶ୍ୟପଟ୍ଟକୁ ଗଢ଼ିତୋଳିବାରେ ଦିଲ୍ଲୀର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ ଏବଂ ଚଳିତ ନିର୍ବାଚନରେ ସଚେତନ ଚୟନ କରିବାକୁ ଭୋଟରମାନଙ୍କୁ ଅନୁରୋଧ କରିଥିଲେ।

ପଶ୍ଚିମ ଦିଲ୍ଲୀର ଦ୍ୱାରକାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ମୋଦୀ

May 22nd, 06:00 pm

ପଶ୍ଚିମ ଦିଲ୍ଲୀର ଦ୍ୱାରକାଠାରେ ଏକ ବିଶାଳ ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ରାଜନୈତିକ ଦୃଶ୍ୟପଟ୍ଟକୁ ଗଢ଼ିତୋଳିବାରେ ଦିଲ୍ଲୀର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ ଏବଂ ଚଳିତ ନିର୍ବାଚନରେ ସଚେତନ ଚୟନ କରିବାକୁ ଭୋଟରମାନଙ୍କୁ ଅନୁରୋଧ କରିଥିଲେ।

ଟିଏମସିର ତୁଷ୍ଟୀକରଣ ପଶ୍ଚିମବଙ୍ଗରେ ଜନସଂଖ୍ୟାକୁ ବ୍ୟାହତ କରିଛି: ପଶ୍ଚିମବଙ୍ଗର ମେଦିନୀପୁରରେ ପ୍ରଧାନମନ୍ତ୍ରୀ ମୋଦୀ

May 19th, 01:40 pm

ପଶ୍ଚିମବଙ୍ଗର ମେଦିନୀପୁରରେ ନିଜର ତୃତୀୟ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ମୋଦୀ ଟିଏମସିର କାର୍ଯ୍ୟକଳାପକୁ ନିନ୍ଦା କରିବା ସହ ଦୁର୍ନୀତି, ଆତଙ୍କ ଏବଂ ତୁଷ୍ଟୀକରଣ ରାଜନୀତି ର ଅଭିଯୋଗ ଆଣି କହିଛନ୍ତି, ପଶ୍ଚିମବଙ୍ଗରେ ଟିଏମସି ଅର୍ଥ ହେଉଛି ଆତଙ୍କବାଦ, ଦୁର୍ନୀତି ଏବଂ ତୁଷ୍ଟୀକରଣ । ନିଜର ଭୋଟ୍ ବ୍ୟାଙ୍କକୁ ଖୁସି ରଖିବା ପାଇଁ ସେମାନେ ହିନ୍ଦୁ ସମାଜ ଓ ହିନ୍ଦୁ ଧର୍ମକୁ କ୍ରମାଗତ ଭାବେ ଅପମାନିତ କରୁଛନ୍ତି। ଜଣେ ଟିଏମସି ବିଧାୟକ କହିଥିଲେ ଯେ ହିନ୍ଦୁମାନେ ଭାଗୀରଥିରେ ବୁଡ଼ି ଯିବା ଉଚିତ୍ । ଏଭଳି ରାଜନୀତି ନ କରିବାକୁ ସାଧୁସନ୍ଥମାନେ ଟିଏମସି ନେତାମାନଙ୍କୁ ପରାମର୍ଶ ଦେଇଛନ୍ତି। ଏହାର ଜବାବରେ ମୁଖ୍ୟମନ୍ତ୍ରୀ ସବୁ ସୀମା ଅତିକ୍ରମ କରିଛନ୍ତି। ସେ ଇସ୍କନ, ରାମକୃଷ୍ଣ ମିଶନ ଓ ଭାରତ ସେବାଶ୍ରମ ବିରୋଧରେ ସାଧୁ ସମ୍ପ୍ରଦାୟକୁ ଅପମାନିତ କରି ଘୃଣ୍ୟ ଅଭିଯୋଗ ଆଣିଥିଲେ।

ପ୍ରଧାନମନ୍ତ୍ରୀ ମୋଦୀ ପଶ୍ଚିମବଙ୍ଗର ପୁରୁଲିଆ, ବିଷ୍ଣୁପୁର ଏବଂ ମେଦିନୀପୁରରେ ଜନସଭାକୁ ସମ୍ବୋଧିତ କରିଛନ୍ତି

May 19th, 12:45 pm

ପଶ୍ଚିମବଙ୍ଗର ପୁରୁଲିଆ, ବିଷ୍ଣୁପୁର ଏବଂ ମେଦିନୀପୁରରେ ଆୟୋଜିତ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ବିଶାଳ ସମାବେଶକୁ ସମ୍ବୋଧିତ କରି ଇଣ୍ଡି ମେଣ୍ଟର ବିଫଳତା ଏବଂ ଏହି ଅଞ୍ଚଳର ବିକାଶ ଓ ଉନ୍ନତି ଦିଗରେ ବିଜେପିର ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରିଥିଲେ। ଟିଏମସି ଦେଇଥିବା ପ୍ରତିଶ୍ରୁତି ଏବଂ ସେମାନଙ୍କ କାର୍ଯ୍ୟ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଅସଙ୍ଗତି ବିଷୟରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ, ବିଶେଷକରି ଜଳ ଅଭାବ, ସଂରକ୍ଷଣ ଏବଂ ଦୁର୍ନୀତି ସହିତ ଜଡିତ ପ୍ରସଙ୍ଗ ଉପରେ ଆଲୋକପାତ କରିଥିଲେ ।

When the government is strong, the country is strong: PM Modi in Rajampet

May 08th, 04:07 pm

With the Lok Sabha Elections of 2024 approaching, Rajampet, Andhra Pradesh celebrated the grand arrival of PM Modi. Speaking to the enthusiastic crowd at a public meeting, the PM shared his vision of a Viksit Andhra Pradesh and exposed the true motives of the Opposition.

PM Modi addresses a mega rally in Rajampet, Andhra Pradesh

May 08th, 03:55 pm

With the Lok Sabha Elections of 2024 approaching, Rajampet, Andhra Pradesh celebrated the grand arrival of PM Modi. Speaking to the enthusiastic crowd at a public meeting, the PM shared his vision of a Viksit Andhra Pradesh and exposed the true motives of the Opposition.