ଆୟୁଷ୍ମାନ ଭାରତ ଡିଜିଟାଲ ମିଶନର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

September 27th, 11:01 am

କାର୍ଯ୍ୟକ୍ରମରେ ଉପସ୍ଥିତ ମନ୍ତ୍ରୀପରିଷଦରେ ମୋର ସାଥୀ ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭ୍ୟ ମହାଶୟ, ମନ୍ତ୍ରିମଣ୍ଡଳରେ ମୋର ଅନ୍ୟ ସମସ୍ତ ସହଯୋଗୀ, ବରିଷ୍ଠ ଅଧିକାରୀଗଣ, ସାରା ଦେଶରୁ ସାମିଲ ହୋଇଥିବା ସରକାରୀ ଏବଂ ବେସରକାରୀ ଡାକ୍ତରଖାନାର ଡାକ୍ତର, ସ୍ୱାସ୍ଥ୍ୟ ପରିଚାଳନା ସହ ଜଡିତ ବ୍ୟକ୍ତି, କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଅନ୍ୟ ସମସ୍ତ ମହାନୁଭବ ଏବଂ ମୋର ପ୍ରିୟ ଭାଇ ଓ ଭଉଣୀମାନେ ।

ଆୟୁଷ୍ମାନ ଭାରତ ଡିଜିଟାଲ ମିଶନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

September 27th, 11:00 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନର ଶୁଭାରମ୍ଭ କରିଛନ୍ତି।

ସେପ୍ଟେମ୍ବର ୨୭ରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ ହେବ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ

September 26th, 02:42 pm

ଏକ ଐତିହାସିକ ଉଦ୍ୟମକ୍ରମେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି (୨୭ସେପ୍ଟେମ୍ବର)ଦିନ ୧୧ଟା ସମୟରେ ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥାରେ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନର ଶୁଭାରମ୍ଭ କରିବେ । ଏହା ପରେ ସେ ଏଥିରେ ଉଦ୍‌ବୋଧନ ଦେବେ ।

Corona period has pushed use and research in Ayurveda products: PM Modi

November 13th, 10:37 am

On Ayurveda Day, PM Modi inaugurated two institutes - Institute of Teaching and Research in Ayurveda (ITRA), Jamnagar and the National Institute of Ayurveda (NIA), Jaipur via video conferencing. PM Modi said India's tradition of Ayurveda is receiving global acceptance and benefitting whole humanity. He said, When there was no effective way to fight against Corona, many immunity booster measures like turmeric, kaadha, etc. worked as immunity boosters.

PM dedicates two future-ready Ayurveda institutions to the nation on Ayurveda Day

November 13th, 10:36 am

On Ayurveda Day, PM Modi inaugurated two institutes - Institute of Teaching and Research in Ayurveda (ITRA), Jamnagar and the National Institute of Ayurveda (NIA), Jaipur via video conferencing. PM Modi said India's tradition of Ayurveda is receiving global acceptance and benefitting whole humanity. He said, When there was no effective way to fight against Corona, many immunity booster measures like turmeric, kaadha, etc. worked as immunity boosters.

ଏମ୍ସରେ ବିଭିନ୍ନ ସ୍ୱାସ୍ଥ୍ୟସେବା ପ୍ରକଳ୍ପ ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

June 29th, 11:52 am

ମନ୍ତ୍ରୀପରିଷଦରେ ମୋର ସାଥୀ ଶ୍ରୀମାନ ଜେପି ନଡ୍ଡା ମହୋଦୟ, ଅଶ୍ୱିନୀ ଚୌବେ ମହୋଦୟ, ଅନୁପ୍ରିୟା ପଟେଲ ମହୋଦୟା ଏବଂ ଏହି ମଂଚରେ ଉପସ୍ଥିତ ଶ୍ରୀମାନ ରଣଦୀପ ଗୁଲେରିଆ ମହୋଦୟ, ଶ୍ରୀ ଆଇ.ଏସ. ଝା, ଡା. ରାଜେଶ ଶର୍ମା ଏବଂ ସମସ୍ତ ମହାନୁଭବଗଣ ।

ଏମ୍ସରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ

June 29th, 11:45 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (ଶୁକ୍ରବାର) ନୂଆଦିଲ୍ଲୀଠାରେ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍ସ) ରେ ରାଷ୍ଟ୍ରୀୟ ବୟୋବୃଦ୍ଧ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହାଦ୍ୱାରା ବୃଦ୍ଧଜନମାନଙ୍କ ପାଇଁ ବହୁମୂଖୀ ସ୍ପେଶାଲିଟି ସ୍ୱାସ୍ଥ୍ୟସେବା ସୁବିଧା ଉପଲବ୍ଧ ହୋଇପାରିବ । 200 ଶଯ୍ୟା ବିଶିଷ୍ଟ ଜେନେରାଲ ୱାର୍ଡ ବ୍ୟବସ୍ଥା ଏଠାରେ ରହିବ ।

କର୍କଟ ପ୍ରତିଷ୍ଠାନ, ଆଦିଆର, ଚେନ୍ନାଇରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

April 12th, 12:18 pm

ଏପ୍ରିଲ 14ରେ ପଡ଼ୁଥିବା ତାମିଲ ନବବର୍ଷ ଭିଲାମ୍ଭୀ ଅବସରରେ ସାରା ବିଶ୍ୱରେ ଥିବା ସମସ୍ତ ତାମିଲ ଲୋକମାନଙ୍କୁ ମୁଁ ମୋର ଅଭିନନ୍ଦନ ଜଣାଉଛି । ମୁଁ ଆଦିଆର କର୍କଟ ପ୍ରତିଷ୍ଠାନରେ ଉପସ୍ଥିତ ହୋଇ ଆନନ୍ଦିତ । ଏହା ଭାରତର ଅନ୍ୟତମ ପୁରୁଣା ଏବଂ ଅଧିକ ଗୁରୁତ୍ୱପୂର୍ଣ୍ଣ ବ୍ୟାପକ କର୍କଟ ଚିକିତ୍ସା କେନ୍ଦ୍ର ।

A country can’t move forward if it forgets its heritage: PM Modi

October 17th, 11:05 am

PM Modi inaugurated the All India Institute of Ayurveda in New Delhi. The Prime Minister said that the Government is focused on providing affordable healthcare for the poor. He said the stress has been on preventive healthcare, and improving affordability and access to treatment.

ଅଖିଳ ଭାରତ ଆର୍ୟୁବେଦ ସଂସ୍ଥାନକୁ ଲୋକାର୍ପିତ କଲେ ପ୍ରଧାନମନ୍ତ୍ରୀ

October 17th, 11:04 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀଠାରେ ଅଖିଳ ଭାରତ ଆର୍ୟୁବେଦ ସଂସ୍ଥାନକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି । ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ସେଠାରେ ଉପସ୍ଥିତ ଜନସାଧାରଣଙ୍କୁ ଧନ୍ୱନ୍ତରୀ ଜୟନ୍ତୀକୁ ଆର୍ୟୁବେଦ ଦିବସ ଭାବେ ପାଳନ କରିବା ନିମନ୍ତେ ଅଭିନନ୍ଦନ ଜଣାଇଥିଲେ । ଅଖିଳ ଭାରତ ଆର୍ୟୁବେଦ ସଂସ୍ଥାନ ପ୍ରତିଷ୍ଠା ଲାଗି ସେ ଆୟୁଷ ମନ୍ତ୍ରଣାଳୟର କାର୍ଯ୍ୟକୁ ପ୍ରଶଂସା କରିଥିଲେ ।

ଟାଟା ମେମୋରିଆଲ କେନ୍ଦ୍ରର ପ୍ଲାଟିନମ ଜୁବୁଲି ମାଇଲଷ୍ଟୋନ ପୁସ୍ତକ ଉନ୍ମୋଚନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

May 25th, 11:08 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀସ୍ଥିତ ବାସଭବନରେ ଟାଟା ମେମୋରିଆଲ କେନ୍ଦ୍ରର ପ୍ଲାଟିନମ ଜୁବୁଲି ଉପରେ ଏକ କୀର୍ତ୍ତିମାନ ପୁସ୍ତକ ଉନ୍ମୋଚନ କରିଛନ୍ତି ।ଶ୍ରୀ ରତନ ଟାଟା, ତାଙ୍କ ସ୍ୱାଗତ ଭାଷଣରେ, ବ୍ୟୟସାପେକ୍ଷ ସ୍ୱାସ୍ଥ୍ୟ ସୁରକ୍ଷା ଏବଂ କର୍କଟ ରୋଗ ଗବେଷଣା ଦିଗରେ ପ୍ରଧାନମନ୍ତ୍ରୀଙ୍କ ସମର୍ଥନ, ସହଯୋଗ ଏବଂ ଦୂରଦୃଷ୍ଟି ପାଇଁ ଧନ୍ୟବାଦ ଦେଇଥିଲେ ।

ହରିଦ୍ୱାରଠାରେ ପତଞ୍ଜଳି ଗବେଷଣା ସଂସ୍ଥାନର ଉଦ୍ଘାଟନୀ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

May 03rd, 01:31 pm

ଯେଉଁ ଲୋକଙ୍କ ମଧ୍ୟରେ ମୋର ଲାଳନ ପାଳନ ହୋଇଛି, ଯେଉଁ ଲୋକମାନେ ମୋତେ ସଂସ୍କାରିତ କରିଛନ୍ତି, ମୋତେ ଶିକ୍ଷା ଦୀକ୍ଷା ଦେଇଛନ୍ତି, ତା’ଦ୍ୱାରା ମୁଁ ଏହି କଥାକୁ ଭଲ ଭାବରେ ବୁଝି ଯାଇଛି ଯେ ଯେବେ ଆପଣଙ୍କୁ ସମ୍ମାନ ମିଳେ, ତ ତାହାର ଅର୍ଥ ଏହା ହୋଇଥାଏ କି ଆପଣଙ୍କ ଠାରୁ ଏଇ ଏଇ ପ୍ରକାରର ଆଶା ଅଛି, ଟିକିଏ ମଧ୍ୟ ଆଗ ପଛ ହୁଅ ନାହିଁ; ଏହାକୁ ସଂପୂର୍ଣ୍ଣ କର । ଗୋଟିଏ ପ୍ରକାର ମୋ ସାମ୍ନାରେ ମୋତେ କଣ କରିବା ଦରକାର, କିଭଳି ବଞ୍ଚିବା ଦରକାର, କ’ଣ କରିବା ଓ ନ କରିବା ଦରକାର ତାହାର ଏକ ବଡ଼ ନଥି ଗୁରୁଜୀ ରଖିଦେଇଛନ୍ତି ।

ଉତ୍ତରାଖଣ୍ଡ କେଦାରନାଥ ମନ୍ଦିରରେ ପୂଜା କଲେ ମୋଦୀ ;ପତଞ୍ଜଳି ଗବେଷଣା ପ୍ରତିଷ୍ଠାନକୁ ଉଦ୍ଘାଟନ କଲେ

May 03rd, 01:30 pm

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରାଖଣ୍ଡ ଗସ୍ତ କରିଥିଲେ । ସେ କେଦାରନାଥ ମନ୍ଦିରରେ ପୂଜା କରିଥିଲେ ଏବଂ ସେଠାରେ ଉପସ୍ଥିତ ବହୁ ସଂଖ୍ୟାରେ ଲୋକମାନଙ୍କୁ ଅଭିବାଦନ ଜଣାଇଥିଲେ ।

Swachh Bharat Abhiyan is linked to our efforts towards healthier India: PM Modi

April 17th, 10:16 am

PM Narendra Modi inaugurated the Kiran Multi-Speciality Hospital in Surat, Gujarat. The PM emphasized that the poor must have access to quality and affordable healthcare. Calling for focus on preventive healthcare, the Prime Minister said that the Swachh Bharat Abhiyan is linked to efforts towards a healthier India.

ସୁରତରେ ମଲ୍ଟି ସ୍ପେସାଲିଟି ହସପିଟାଲ୍, ହୀରା ପ୍ରସ୍ତୁତି କେନ୍ଦ୍ର ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ

April 17th, 10:15 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ସୁରତଠାରେ କିରଣ ମଲ୍ଟି ସ୍ପେସାଲିଟି ହସପିଟାଲ୍ ଓ ହରେ କ୍ରିଷ୍ଣା ଏକ୍ସପୋର୍ଟ ପ୍ରାଇଭେଟ ଲିମିଟେଡର ହୀରା ପ୍ରସ୍ତୁତି କେନ୍ଦ୍ର ଉଦ୍ଘାଟନ କରିଛନ୍ତି ।

ସୋସିଆଲ ମିଡିଆ କର୍ଣ୍ଣର 8 ଏପ୍ରିଲ 2017

April 08th, 07:56 pm

ସୋସିଆଲ ମିଡିଆରୁ ଗଭରନାନ୍ସ ଅପଡେଟର ପ୍ରତିଦିନ ଡୋଜ । ଗଭରନାନ୍ସରେ ଆପଣଙ୍କ ଟ୍ୱିଟ ଏଠାରେ ପ୍ରତିଦିନ ପାଇପାରିବେ । ପଢନ୍ତୁ ଏବଂ ସେର କରନ୍ତୁ ।

ସୋସିଆଲ ମିଡିଆ କର୍ଣ୍ଣର 7 ଏପ୍ରିଲ 2017

April 07th, 07:53 pm

ସୋସିଆଲ ମିଡିଆରୁ ଗଭରନାନ୍ସ ଅପଡେଟର ପ୍ରତିଦିନ ଡୋଜ । ଗଭରନାନ୍ସରେ ଆପଣଙ୍କ ଟ୍ୱିଟ ଏଠାରେ ପ୍ରତିଦିନ ପାଇପାରିବେ । ପଢନ୍ତୁ ଏବଂ ସେର କରନ୍ତୁ ।

PM's message on World Health Day

April 07th, 11:33 am

In a series of tweets, the PM said, On World Health Day, I pray that you are blessed with wonderful health, which gives you the opportunity to pursue your dreams and excel. When it comes to healthcare, our Government is leaving no stone unturned to provide quality healthcare that is accessible and affordable.