ଏନସିସି ସହ ଆଲୋଚନା ବେଳେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ବିବରଣୀ/ ନୂଆଦିଲ୍ଲୀରେ ଏନ୍ଏସ୍ଏସ୍ କ୍ୟାଡେଟ୍
January 24th, 03:26 pm
ଦେଶର ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂ ଜୀ, କ୍ୟାବିନେଟ୍ ମୋର ଅନ୍ୟ ସହଯୋଗୀ, ଡିଜି ଏନସିସି, ଉପସ୍ଥିତ ଅଧିକାରୀମାନେ , ସମ୍ମାନିତ ଅତିଥି, ଶିକ୍ଷକ, ଏନସିସି ଏବଂ ଏନଏସଏସର ମୋର ଯୁବ ସହଯୋଗୀ ।ପ୍ରଧାନମନ୍ତ୍ରୀଙ୍କ ସମର ଶିକ୍ଷାର୍ଥୀ (ଏନସିସି) ଓ ଜାତୀୟ ସେବା ଯୋଜନା ସ୍ୱେଚ୍ଛାସେବୀଙ୍କୁ ଉଦ୍ବୋଧନ
January 24th, 03:25 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୨୪.୦୧.୨୦୨୪) ସମର ଶିକ୍ଷାର୍ଥୀ ଓ ଜାତୀୟ ସମାଜସେବୀ ସ୍ୱେଚ୍ଛାସେବୀମାନଙ୍କୁ ସମ୍ବୋଧିତ କରିଛନ୍ତି । ସମବେତ ବ୍ୟକ୍ତିମାନଙ୍କୁ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ରାଣୀ ଲକ୍ଷ୍ମୀବାଈଙ୍କ ଜୀବନ ସମ୍ବଳିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ନେଇ ଗବିତ୍ର୍ ହେବା ସହ ଏହା ଭାରତୀୟ ଇତିହାସକୁ ଆଜି ସଜୀବ କରିଥିବା କହିଛନ୍ତି । ଏହି କାର୍ଯ୍ୟକ୍ରମ ସହ ସଂଶ୍ଳିଷ୍ଟ ଦଳକୁ ପ୍ରଶଂସା କରିବା ସହ ସେମାନେ ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ ଅଂଶଗ୍ରହଣ କରିବେ ବୋଲି ସେ କହିଛନ୍ତି । ଏହି କ୍ଷଣ ଦୁଇଟି କାରଣ ପାଇଁ ସ୍ୱତନ୍ତ୍ର ବୋଲି ସେ କହିଛନ୍ତି । ତାହା ହେଲା “୭୫ତମ ସାଧାରଣତନ୍ତ୍ର ଦିବସ ଉତ୍ସବ ପାଳନ ଓ ଭାରତର ନାରୀଶକ୍ତି ପ୍ରତି ଏହା ଉତ୍ସର୍ଗ ହୋଇଛି ।”ଜାତୀୟ ଶିଶୁ କନ୍ୟା ଦିବସରେ ଶିଶୁ କନ୍ୟାଙ୍କ ଅଦମ୍ୟ ଉତ୍ସାହ ଏବଂ ଉପଲବ୍ଧିକୁ ସାଲ୍ୟୁଟ କରିଛନ୍ତି ପ୍ରଧାନମନ୍ତ୍ରୀ
January 24th, 09:19 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ଶିଶୁ କନ୍ୟା ଦିବସରେ ବାଳିକାମାନଙ୍କ ଅଦମ୍ୟ ଉତ୍ସାହ ଏବଂ ଉପଲବ୍ଧିକୁ ସାଲ୍ୟୁଟ କରିଛନ୍ତି । ସବୁ କ୍ଷେତ୍ରରେ ପ୍ରତ୍ୟେକ ଶିଶୁ କନ୍ୟାଙ୍କ ସମୃଦ୍ଧ ଦକ୍ଷତାକୁ ଶ୍ରୀ ମୋଦୀ ଚିହ୍ନଟ କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି ଯେ, ଗତ ଦଶକରେ ଆମ ସରକାର ଏକ ଏପରି ରାଷ୍ଟ୍ର ନିର୍ମାଣ ପାଇଁ ପ୍ରୟାସ କରିଛନ୍ତି ଯେଉଁଠି ପ୍ରତ୍ୟେକ ଝିଅଙ୍କୁ ଶିଖିବା, ବଢ଼ିବା ଏବଂ ଉନ୍ନତି କରିବାର ସୁଯୋଗ ରହିଛି ।ରାଷ୍ଟ୍ରୀୟ ବାଲ୍ ପୁରସ୍କାର ବିଜେତାମାନଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାଳାପ
January 24th, 03:11 pm
Prime Minister Modi interacted with Pradhan Mantri Rashtriya Bal Puraskar awardees. He lauded that the children of India have shown their modern and scientific thinking towards vaccination programme. The PM also appealed to them to be an ambassador for Vocal for Local and lead the campaign of Aatmanirbhar Bharat.ରାଷ୍ଟ୍ରୀୟ ବାଲ ପୁରସ୍କାର ବିଜେତାଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ମତ ବିନିମୟ
January 24th, 11:53 am
Prime Minister Modi interacted with Pradhan Mantri Rashtriya Bal Puraskar awardees. He lauded that the children of India have shown their modern and scientific thinking towards vaccination programme. The PM also appealed to them to be an ambassador for Vocal for Local and lead the campaign of Aatmanirbhar Bharat.ରାଷ୍ଟ୍ରୀୟ କନ୍ୟା ଦିବସ ଅବସରରେ ଝିଅମାନଙ୍କୁ ଅଭିବାଦନ ଜଣାଇଲେ ପ୍ରଧାନମନ୍ତ୍ରୀ
January 24th, 01:26 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରୀୟ କନ୍ୟା ଦିବସ ଅବସରରେ ଦେଶର ସମସ୍ତ କନ୍ୟା ସନ୍ତାନଙ୍କୁ ଅଭିବାଦନ ଜଣାଇଛନ୍ତି ।ସୋସିଆଲ ମିଡିଆ କର୍ଣ୍ଣର ଜାନୁୟାରୀ 24, 2018
January 24th, 07:35 pm
ସୋସିଆଲ ମିଡିଆରୁ ଗଭରନାନ୍ସ ଅପଡେଟର ପ୍ରତିଦିନ ଡୋଜ । ଗଭରନାନ୍ସରେ ଆପଣଙ୍କ ଟ୍ୱିଟ ଏଠାରେ ପ୍ରତିଦିନ ପାଇପାରିବେ । ପଢନ୍ତୁ ଏବଂ ସେର କରନ୍ତୁ ।ଜାତୀୟ କନ୍ୟା ଦିବସରେ ଝିଅଙ୍କ ଶକ୍ତି, ସାମର୍ଥ୍ୟ, ଧୌର୍ଯ୍ୟକୁ ପ୍ରଣାମ ଜଣାଇଲେ ପ୍ରଧାନମନ୍ତ୍ରୀ
January 24th, 01:59 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାତୀୟ କନ୍ୟା ଦିବସ ପାଳନ ଅବସରରେ ଝିଅ ପିଲାମାନଙ୍କ ଶକ୍ତି, ସାମର୍ଥ୍ୟ ଓ ସହନଶୀଳତାକୁ ପ୍ରଣାମ ଜଣାଇଛନ୍ତି ।ସୋସିଆଲ ମିଡିଆ କର୍ଣ୍ଣର 24 ଜାନୁୟାରୀ 2017
January 24th, 07:09 pm
ସୋସିଆଲ ମିଡିଆରୁ ଗଭରନାନ୍ସ ଅପଡେଟର ପ୍ରତିଦିନ ଡୋଜ । ଗଭରନାନ୍ସରେ ଆପଣଙ୍କ ଟ୍ୱିଟ ଏଠାରେ ପ୍ରତିଦିନ ପାଇପାରିବେ । ପଢନ୍ତୁ ଏବଂ ସେର କରନ୍ତୁ ।ଜାତୀୟ କନ୍ୟା ସନ୍ତାନ ଦିବସରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା
January 24th, 09:55 am
PM Narendra Modi today said, National Girl Child Day is a day to celebrate the exceptional achievements of the girl child, whose excellence in many fields makes us proud. It is imperative to reject discrimination against the girl child and ensure equal opportunities for the girl child.PM salutes the strengths, skills and achievements of the girl child, on National Girl Child Day
January 24th, 01:27 pm
PM salutes the unparalleled accomplishments of the girl child,on National Girl Child Day
January 24th, 11:55 am
PM salutes the unparalleled accomplishments of the girl child,on National Girl Child Day