ବିହାରକୁ ଜାତୀୟ ଗ୍ୟାସ ଗ୍ରୀଡ ସହ ଯୋଡୁଥିବା ବରୌନି-ଗୁଆହାଟୀ ପାଇପଲାଇନର ବିହାର ଅଂଶର କାମ ସମ୍ପୂର୍ଣ୍ଣ ହୋଇଥିବାରୁ ସନ୍ତୋଷ ବ୍ୟକ୍ତ ପ୍ରଧାନମନ୍ତ୍ରୀ

April 22nd, 09:58 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ଯୋଜନା ଅନ୍ତର୍ଗତ ବିହାରକୁ ଜାତୀୟ ଗ୍ୟାସ ଗ୍ରୀଡ ସହ ଯୋଡୁଥିବା ବରୌନି-ଗୁଆହାଟୀ ପାଇପଲାଇନର ବିହାର ଅଂଶର କାମ ସମ୍ପୂର୍ଣ୍ଣ ହୋଇଥିବାରୁ ସନ୍ତୋଷ ବ୍ୟକ୍ତ କରିଛନ୍ତି ।

Proponents of 'jungle raj' do not want people of Bihar to chant 'Bharat Mata Ki Jai': PM Modi

November 03rd, 02:00 pm

At a public meeting in Bihar's Saharsa, PM Modi said that the NDA government under the leadership of Nitishji in the last decade has laid a strong foundation for self-reliant Bihar. Basic facilities like electricity, water, roads are reaching villages in Bihar today. He also cautioned people of Bihar against the opposition and said, Proponents of jungle raj do not want people of Bihar to chant Bharat Mata Ki Jai.

The voters in Bihar have rejected jungle raj and double-double Yuvraaj: PM Modi

November 03rd, 10:56 am

Ahead of the third and final phase of polling in Bihar assembly election, PM Modi addressed a public meeting in Araria today. “People of Bihar have shown the world that they are very enthusiastic about democracy, as they have come out to vote even in times of Coronavirus. This is democracy's power and every Bihari's devotion for it,” said PM Modi.

ପ୍ରଧାନମନ୍ତ୍ରୀ ମୋଦୀ ବିହାରର ଆରିଆ ଏବଂ ସହର୍ସାଠାରେ ଜନସଭାକୁ ସମ୍ବୋଧିତ କରିଛନ୍ତି

November 03rd, 10:55 am

ବିହାର ବିଧାନସଭା ନିର୍ବାଚନରେ ​​ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଆଜି ଆରିଆ ଏବଂ ସହର୍ସାଠାରେ ଜନସଭାକୁ ସମ୍ବୋଧିତ କରିଛନ୍ତି। “ବିହାରର ଲୋକମାନେ ବିଶ୍ୱକୁ ଦର୍ଶାଇଛନ୍ତି ଯେ ସେମାନେ ଗଣତନ୍ତ୍ର ପ୍ରତି ଅତ୍ୟନ୍ତ ଉତ୍ସାହିତ, କାରଣ ସେମାନେ କରୋନାଭାଇରସ୍ ସମୟରେ ମଧ୍ୟ ଭୋଟ୍ ଦେବାକୁ ବାହାରିଛନ୍ତି। ଏହା ଗଣତନ୍ତ୍ରର ଶକ୍ତି ଏବଂ ଏହା ପାଇଁ ପ୍ରତ୍ୟେକ ବିହାରୀଙ୍କର ଭକ୍ତି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

Cabinet approves Capital Grant to GAIL for development of Gas Infrastructure in Eastern part of the country

September 21st, 05:32 pm

CCEA chaired by PM Modi approved viability partial capital grant at 40% (Rs. 5,176 crore) of the estimated capital cost of Rs. 12,940 crore to GAIL for development of 2539 km long Jagdishpur-Haidia and Bokaro-Dhamra Gas Pipeline (JHBDPL) project. Govt has taken this historic decision to provide Capital Support for developing this gas pipeline. JHBDPL project will connect Eastern part of the country with National Gas Grid.