ଏନଜିଏମଏ ପ୍ରଦର୍ଶନୀରେ ପ୍ରଧାନମନ୍ତ୍ରୀଙ୍କୁ ଦିଆଯାଇଥିବା ଉପହାର ଏବଂ ମେମେଣ୍ଟୋ ଗୁଡିକ ପ୍ରଦର୍ଶିତ ହେଉଛି
October 02nd, 04:32 pm
ସମଗ୍ର ଭାରତରେ ବିଭିନ୍ନ କାର୍ଯ୍ୟକ୍ରମ ଓ ଉତ୍ସବରେ ତାଙ୍କୁ ଏହି ଉପହାର ଓ ମେମେଣ୍ଟୋ ପ୍ରଦାନ କରାଯାଇଛି ଏବଂ ଏହା ଭାରତର ସମୃଦ୍ଧ ସଂସ୍କୃତି, ପରମ୍ପରା ଏବଂ କଳାତ୍ମକ ଐତିହ୍ୟର ପ୍ରମାଣ ବୋଲି ଶ୍ରୀ ମୋଦୀ କହିଛନ୍ତି।ଦିଲ୍ଲୀରେ ନ୍ୟାସନାଲ ଗ୍ୟାଲେରୀ ଅଫ୍ ମଡର୍ଣ୍ଣ ଆର୍ଟରେ ଜନ ଶକ୍ତି କଳା ପ୍ରଦର୍ଶନୀ ଦେଖିଲେ ପ୍ରଧାନମନ୍ତ୍ରୀ
May 14th, 02:54 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦିଲ୍ଲୀର ନ୍ୟାସନାଲ ଗ୍ୟାଲେରୀ ଅଫ୍ ମଡର୍ଣ୍ଣ ଆର୍ଟରେ ଜନ ଶକ୍ତି କଳା ପ୍ରଦର୍ଶନୀ ବୁଲି ଦେଖିଛନ୍ତି । ଏହି ପ୍ରଦର୍ଶନୀରେ ମନ୍ କୀ ବାତ୍ ଅଧ୍ୟାୟର କିଛି ଥିମ୍ ଆଧାରରେ କେତେକ ଚମତ୍କାର କଳା ପ୍ରଦର୍ଶିତ ହୋଇଛି ।