ପ୍ରାକୃତିକ କୃଷି ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
July 10th, 03:14 pm
ଗୁଜରାଟର ରାଜ୍ୟପାଳ ଶ୍ରୀମାନ ଆଚାର୍ଯ୍ୟ ଦେବବ୍ରତ ମହାଶୟ, ଗୁଜରାଟର ଲୋକପ୍ରିୟ ସ୍ମିତ ହାସ୍ୟ ଏବଂ ଦକ୍ଷ ମୁଖ୍ୟମନ୍ତ୍ରୀ ଶ୍ରୀ ଭୁପେନ୍ଦ୍ର ଭାଇ ପଟେଲ ମହାଶୟ, ଗୁଜରାଟ ସରକାରରେ ଥିବା ମନ୍ତ୍ରୀଗଣ, ଉପସ୍ଥିତ ସାଂସଦ ଏବଂ ବିଧାୟକଗଣ, ସୁରଟର ମେୟର ଏବଂ ଜିଲ୍ଲା ପରିଷଦର ଅଧ୍ୟକ୍ଷ, ସମସ୍ତ ସରପଂଚଗଣ, କୃଷି କ୍ଷେତ୍ରର ସମସ୍ତ ବିଶେଷଜ୍ଞ ସାଥୀ, ଆଉ ଭାରତୀୟ ଜନତା ପାର୍ଟି ଗୁଜରାଟ ପ୍ରଦେଶର ଅଧ୍ୟକ୍ଷ ଶ୍ରୀମାନ ସି.ଆର ପାଟିଲ ଆଉ ମୋର ସମସ୍ତ ପ୍ରିୟ କୃଷକ ଭାଇ ଓ ଭଉଣୀମାନେ!PM addresses Natural Farming Conclave
July 10th, 11:30 am
PM Modi addressed a Natural Farming Conclave in Surat via video conferencing. The PM emphasized, “At the basis of our life, our health, our society is our agriculture system. India has been an agriculture based country by nature and culture. Therefore, as our farmer progresses, as our agriculture progresses and prospers, so will our country progress.”ଚିତ୍ତରଞ୍ଜନ ଜାତୀୟ କର୍କଟ ପ୍ରତିଷ୍ଠାନ (ସିଏନସିଆଇ)ର ଦ୍ୱିତୀୟ କ୍ୟାମ୍ପସର ଉଦଘାଟନୀ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳ ପାଠ
January 07th, 01:01 pm
ଦେଶର ପ୍ରତ୍ୟେକ ନାଗରିକଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟ ସୁବିଧା ଯୋଗାଇବା ପାଇଁ ଜାତୀୟ ସଂକଳ୍ପକୁ ମଜବୁତ କରିବାରେ ଆଜି ଆମେ ଆଉ ଏକ ପଦକ୍ଷେପ ନେଇଛୁ । ଚିତ୍ତରଞ୍ଜନ ଜାତୀୟ କର୍କଟ ପ୍ରତିଷ୍ଠାନର ଏହି ଦ୍ୱିତୀୟ କ୍ୟାମ୍ପସ ପଶ୍ଚିମବଙ୍ଗର ଅନେକ ନାଗରିକମାନଙ୍କ ପାଇଁ ବହୁତ ବଡ଼ ସୁବିଧା ନେଇ ଆସିଛି । ଏହା ଦ୍ୱାରା ବିଶେଷ କରି ଗରିବ, ମଧ୍ୟବିତ୍ତ ପରିବାରଙ୍କ ପାଇଁ ଏହା ଅନେକ ସୁବିଧା ଆଣି ଦେବ, ଯେଉଁମାନଙ୍କର କେହି ନିଜର କ୍ୟାନସର ସହିତ ମୁକାବିଲା କରୁଥିବେ । କୋଲକାତାର ଏହି ଆଧୁନିକ ଡାକ୍ତରଖାନା ଯୋଗୁଁ କର୍କଟ ସମ୍ବନ୍ଧୀୟ ଚିକିତ୍ସା, ଆସ୍ତ୍ରୋପଚାର ଏବଂ ଥେରାପି ବର୍ତ୍ତମାନ ସୁଲଭ ହୋଇଯିବ ।କୋଲକାତାରେ ଚିତ୍ତରଞ୍ଜନ କର୍କଟ ପ୍ରତିଷ୍ଠାନର ଦ୍ୱିତୀୟ କ୍ୟାମ୍ପସ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟିତ
January 07th, 01:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୦୭.୦୧.୨୦୨୨) କୋଲକାତାସ୍ଥିତ ଚିତ୍ତରଞ୍ଜନ କର୍କଟ ପ୍ରତିଷ୍ଠାନର ଦ୍ୱିତୀୟ କ୍ୟାମ୍ପସକୁ ଭିଡିଓ କନ୍ଫରେନ୍ସିଂ ଜରିଆରେ ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ସୁଶ୍ରୀ ମମତା ବାନାର୍ଜୀ, କେନ୍ଦ୍ରମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ, ଡକ୍ଟର ସୁବାଷ ସରକାର, ଶ୍ରୀ ଶାନ୍ତନୁ ଠାକୁର, ଶ୍ରୀ ଜନ ବାର୍ଲା ଓ ଶ୍ରୀ ନିଶୀଥ ପ୍ରାମାଣିକ ଉପସ୍ଥିତ ଥିଲେ ।ଆୟୁଷ୍ମାନ ଭାରତ ଡିଜିଟାଲ ମିଶନର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
September 27th, 11:01 am
କାର୍ଯ୍ୟକ୍ରମରେ ଉପସ୍ଥିତ ମନ୍ତ୍ରୀପରିଷଦରେ ମୋର ସାଥୀ ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭ୍ୟ ମହାଶୟ, ମନ୍ତ୍ରିମଣ୍ଡଳରେ ମୋର ଅନ୍ୟ ସମସ୍ତ ସହଯୋଗୀ, ବରିଷ୍ଠ ଅଧିକାରୀଗଣ, ସାରା ଦେଶରୁ ସାମିଲ ହୋଇଥିବା ସରକାରୀ ଏବଂ ବେସରକାରୀ ଡାକ୍ତରଖାନାର ଡାକ୍ତର, ସ୍ୱାସ୍ଥ୍ୟ ପରିଚାଳନା ସହ ଜଡିତ ବ୍ୟକ୍ତି, କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଅନ୍ୟ ସମସ୍ତ ମହାନୁଭବ ଏବଂ ମୋର ପ୍ରିୟ ଭାଇ ଓ ଭଉଣୀମାନେ ।ଆୟୁଷ୍ମାନ ଭାରତ ଡିଜିଟାଲ ମିଶନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
September 27th, 11:00 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନର ଶୁଭାରମ୍ଭ କରିଛନ୍ତି।ସେପ୍ଟେମ୍ବର ୨୭ରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ ହେବ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ
September 26th, 02:42 pm
ଏକ ଐତିହାସିକ ଉଦ୍ୟମକ୍ରମେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି (୨୭ସେପ୍ଟେମ୍ବର)ଦିନ ୧୧ଟା ସମୟରେ ଭିଡିଓ କନ୍ଫରେନ୍ସିଂ ବ୍ୟବସ୍ଥାରେ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନର ଶୁଭାରମ୍ଭ କରିବେ । ଏହା ପରେ ସେ ଏଥିରେ ଉଦ୍ବୋଧନ ଦେବେ ।ଜାତୀୟ ଡିଜିଟାଲ ସ୍ୱାସ୍ଥ୍ୟ ମିଶନର ଅଗ୍ରଗତି ସମୀକ୍ଷା ପାଇଁ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ
May 27th, 03:35 pm
ଜାତୀୟ ଡିଜିଟାଲ ସ୍ୱାସ୍ଥ୍ୟ ମିଶନ (ଏନଡିଏଚଏମ)ର ସମୀକ୍ଷା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି।ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ଚଳିତ ବର୍ଷ ବଜେଟରେ ହୋଇଥିବା ଆର୍ଥିକ ବ୍ୟବସ୍ଥାର ସଫଳ ପ୍ରବର୍ତ୍ତନ ନିମନ୍ତେ ଆୟୋଜିତ ୱେବିନାରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍ବୋଧନ
February 23rd, 10:47 am
ସ୍ୱାସ୍ଥ୍ୟ କ୍ଷେତ୍ରରେ ବଜେଟରେ ହୋଇଥିବା ବ୍ୟବସ୍ଥାର ପ୍ରଭାବି କାର୍ଯ୍ୟକାରିତା ନେଇ ଆୟୋଜିତ ୱେବିନାରରେ ଆଜି ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ ଉଦବୋଧନ ଦେଇଛନ୍ତି ।ସ୍ୱାସ୍ଥ୍ୟକ୍ଷେତ୍ରର ବଜେଟ ବ୍ୟବସ୍ଥାକୁ ଦକ୍ଷତାର ସହ କାର୍ଯ୍ୟକାରୀ କରିବା ନେଇ ଆୟୋଜିତ ୱେବିନାରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
February 23rd, 10:46 am
ସ୍ୱାସ୍ଥ୍ୟ କ୍ଷେତ୍ରରେ ବଜେଟରେ ହୋଇଥିବା ବ୍ୟବସ୍ଥାର ପ୍ରଭାବି କାର୍ଯ୍ୟକାରିତା ନେଇ ଆୟୋଜିତ ୱେବିନାରରେ ଆଜି ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ ଉଦବୋଧନ ଦେଇଛନ୍ତି ।Good governance is the hallmark of BJP: PM Modi
November 11th, 07:31 pm
PM Modi addressed BJP Karyakartas at the party headquarters in thanksgiving ceremony over victories in Bihar assembly polls and by polls in other states. In his victory speech, the Prime Minister attributed BJP’s electoral success to BJP’s governance. “When people think of governance, they think of BJP,” the PM said.PM Modi addresses BJP Karyakartas at Headquarters, Delhi
November 11th, 07:30 pm
PM Modi addressed BJP Karyakartas at the party headquarters in thanksgiving ceremony over victories in Bihar assembly polls and by polls in other states. In his victory speech, the Prime Minister attributed BJP’s electoral success to BJP’s governance. “When people think of governance, they think of BJP,” the PM said.India is committed to provide 'ease of doing business' to its youth, so they can focus on bringing ‘ease of living’ to the countrymen: PM
November 07th, 11:00 am
PM Modi addressed convocation ceremony of IIT Delhi via video conferencing. In his remarks, PM Modi said that quality innovation by the country's youth will help build 'Brand India' globally. He added, COVID-19 has taught the world that while globalisation is important, self reliance is also equally important. We are now heavily focussed on ease of doing business in India so that youth like you can bring transformation to our people’s lives.ଆଇଆଇଟି ଦିଲ୍ଲୀର 51ତମ ସମାବର୍ତ୍ତନ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
November 07th, 10:59 am
ଆଇଆଇଟିର ସଦ୍ୟ ସ୍ନାତକ ଉପାଧିପ୍ରାପ୍ତ ବିଦ୍ୟାର୍ଥୀମାନେ ଦେଶର ଆବଶ୍ୟକତାକୁ ଚିହ୍ନଟ କରି ତାହାର ସମାଧାନର ପନ୍ଥା ବାହାର କରିବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆହ୍ୱାନ ଜଣାଇଛନ୍ତି । ସେ କହିଛନ୍ତି ଯେ ଏହି ବଦ୍ୟାର୍ଥୀମାନେ ସାଧାରଣ ମଣିଷର ଆଶା ଆକାଂକ୍ଷାକୁ ଚିହ୍ନଟ କରି ଆତ୍ମନିର୍ଭର ଭାରତ ଗଠନ ପରିପ୍ରେକ୍ଷୀରେ ସେ ଦିଗରେ କାର୍ଯ୍ୟ କରିବା ଉଚିତ । ଆଜି ଏକ ଭିଡିଓ କନ୍ଫରେନ୍ସିଂ ବ୍ୟବସ୍ଥାରେ ଆଇଆଇଟି ଦିଲ୍ଲୀର 51ତମ ବାର୍ଷିକ ସମାବର୍ତ୍ତନ ଉତ୍ସବରେ ମୁଖ୍ୟଅତିଥି ରୂପେ ଯୋଗଦେଇ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି ।To save Bihar and make it a better state, vote for NDA: PM Modi in Patna
October 28th, 11:03 am
Amidst the ongoing election campaign in Bihar, PM Modi’s rally spree continued as he addressed public meeting in Patna today. Speaking at a huge rally, PM Modi said that people of Bihar were in favour of the BJP and the state had made a lot of progress under the leadership of Chief Minister Nitish Kumar. “Aatmanirbhar Bihar is the next vision in development of Bihar,” the PM remarked.Bihar will face double whammy if proponents of 'jungle raj' return to power during pandemic: PM Modi in Muzzafarpur
October 28th, 11:02 am
Amidst the ongoing election campaign in Bihar, PM Modi’s rally spree continued as he addressed public meeting in Muzaffarpur today. Speaking at a huge rally, PM Modi said that people of Bihar were in favour of the BJP and the state had made a lot of progress under the leadership of Chief Minister Nitish Kumar. “Aatmanirbhar Bihar is the next vision in development of Bihar,” the PM remarked.PM Modi addresses public meetings in Darbhanga, Muzaffarpur and Patna
October 28th, 11:00 am
Amidst the ongoing election campaign in Bihar, PM Modi’s rally spree continued as he addressed public meetings in Darbhanga, Muzaffarpur and Patna today. Speaking at a huge rally, PM Modi said that people of Bihar were in favour of the BJP and the state had made a lot of progress under the leadership of Chief Minister Nitish Kumar. “Aatmanirbhar Bihar is the next vision in development of Bihar,” the PM remarked.ୟୁଏସ୍-ଆଇଏସପିଏଫ୍ ୟୁଏସ୍-ଇଣ୍ଡିଆ ସମିଟ୍ 2020ରେ ପ୍ରଧାନମନ୍ତ୍ରୀଙ୍କ ସ୍ୱତନ୍ତ୍ର ଦୀକ୍ଷାନ୍ତ ଅଭିଭାଷଣ
September 03rd, 09:01 pm
ୟୁଏସ୍ ଇଣ୍ଡିଆ ସମିଟ୍ 2020 ପାଇଁ ୟୁଏସ୍-ଆଇଏସପିଏଫ୍ ବିଭିନ୍ନ ରେଞ୍ଜର ଲୋକଙ୍କୁ ଏକତ୍ରିତ କରିଥିବାରୁ ମୁଁ ଆନନ୍ଦିତ । ଭାରତ ଓ ୟୁଏସ୍ଏକୁ ନିକଟତର କରାଇବା ନେଇ ୟୁଏସ୍-ଆଇଏସପିଏଫର କାର୍ଯ୍ୟ ପ୍ରଶଂସନୀୟ ।ୟୁଏସ-ଆଇଏସପିଏଫର ଆମେରିକା-ଭାରତ 2020 ଶିଖର ବୈଠକରେ ପ୍ରଧାନମନ୍ତ୍ରୀଙ୍କ ସ୍ୱତନ୍ତ୍ର ଦୀକ୍ଷାନ୍ତ ଅଭିଭାଷଣ
September 03rd, 09:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଆମେରିକା – ଭାରତ 2020 ଶିଖର ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି ।74ତମ ସ୍ୱାଧୀନତା ଦିବସ ସମାରୋହ-ଅଗଷ୍ଟ 15, 2020 ଅବସରରେ ଲାଲକିଲ୍ଲାର ପ୍ରାଚୀରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
August 15th, 02:49 pm
ଆଜି ଆମେ ସ୍ୱାଧୀନ ଭାରତରେ ଶାନ୍ତିରେ ନିଶ୍ୱାସ ନେଉଛୁ, ଏହା ପଛରେ ମା’ ଭାରତୀଙ୍କ ଲକ୍ଷ ଲକ୍ଷ ସନ୍ତାନଙ୍କ ତ୍ୟାଗ, ବଳିଦାନ ଓ ଦେଶକୁ ସ୍ୱାଧୀନ କରିବା ଲାଗି ସମର୍ପଣ ରହିଛି । ଆଜି ସେ ସମସ୍ତ ସ୍ୱାଧୀନତା ସଂଗ୍ରାମୀ, ବୀର ଯୋଦ୍ଧା ଓ ଶହୀଦମାନଙ୍କୁ ପ୍ରଣାମ କରିବାର ପର୍ବ ।