ଆଇନ ମନ୍ତ୍ରୀ ଓ ସଚିବଙ୍କ ସର୍ବଭାରତୀୟ ସମ୍ମିଳନୀର ଉଦଘାଟନ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

October 15th, 12:42 pm

ଦେଶର ଏବଂ ସମସ୍ତ ରାଜ୍ୟଗୁଡ଼ିକର ଆଇନମନ୍ତ୍ରୀ ଏବଂ ସଚିବମାନଙ୍କର ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ, ଷ୍ଟାଚ୍ୟୁ ଅଫ ୟୁନିଟିର ଭବ୍ୟତା ମଧ୍ୟରେ ହେଉଛି । ଆଜି ଯେତେବେଳେ ଦେଶ ଆଜାଦୀର ଅମୃତ ମହୋତ୍ସବ ପାଳନ କରୁଛି, ସେତେବେଳେ ଜନହିତକୁ ନେଇ ସର୍ଦ୍ଦାର ପଟେଲଙ୍କର ପ୍ରେରଣା, ଆମକୁ ସଠିକ ଦିଗରେ ମଧ୍ୟ ନେଇଯିବ ଆଉ ଆମକୁ ଲକ୍ଷ୍ୟସ୍ଥଳ ପର୍ଯ୍ୟନ୍ତ ପହଂଚାଇବ।

ସର୍ବଭାରତୀୟ ଆଇନ ମନ୍ତ୍ରୀ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

October 15th, 12:16 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସର୍ବଭାରତୀୟ ଆଇନ ମନ୍ତ୍ରୀ ଓ ଆଇନ ସଚିବଙ୍କ ସମ୍ମିଳନୀରେ ଆଜି ଭିଡିଓ ବାର୍ତ୍ତା ଜରିଆରେ ଉଦବୋଧନ ଦେଇଛନ୍ତି ।

କେନ୍ଦ୍ର ବଜେଟ୍‍ ୨୦୨୨-୨୩ ଉପରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ

February 01st, 02:23 pm

ଏହି ବଜେଟ୍ ୧୦୦ ବର୍ଷର ଭୟଙ୍କର ବିପର୍ଯ୍ୟୟ ମଧ୍ୟରେ ବିକାଶର ଏକ ନୂତନ ଆତ୍ମବିଶ୍ୱାସ ଆଣିଛି । ଏହି ବଜେଟ୍ ଅର୍ଥନୀତିକୁ ମଜବୁତ କରିବା ସହିତ ସାଧାରଣ ଲୋକଙ୍କ ପାଇଁ ଅନେକ ନୂତନ ସୁଯୋଗ ସୃଷ୍ଟି କରିବ । ଏହି ବଜେଟ୍ ଅଧିକ ଭିତ୍ତିଭୂମି, ଅଧିକ ବିନିଯୋଗ, ଅଧିକ ଅଭିବୃଦ୍ଧି ଏବଂ ଅଧିକ ନିଯୁକ୍ତିର ନୂତନ ସମ୍ଭାବନାରେ ପରିପୂର୍ଣ୍ଣ ଏବଂ ଏକ ନୂତନ କ୍ଷେତ୍ର ଖୋଲିଛି । ଏବଂ ତାହା ହେଉଛି ପରିବେଶ ଅନୁକୂଳ ନିଯୁକ୍ତି । ଏହି ବଜେଟ୍ ତତ୍କାଳ ଆବଶ୍ୟକତାକୁ ମଧ୍ୟ ସମାଧାନ କରିଥାଏ ଏବଂ ଦେଶର ଯୁବକମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତକୁ ମଧ୍ୟ ସୁନିଶ୍ଚିତ କରେ ।

ପ୍ରଧାନମନ୍ତ୍ରୀ ଅର୍ଥମନ୍ତ୍ରୀ ଏବଂ ତାଙ୍କ ଦଳକୁ " ଲୋକାଭିମୁଖୀ ତଥା ପ୍ରଗତିଶୀଳ ବଜେଟ୍‌” ପାଇଁ ଅଭିନନ୍ଦନ ଜଣାଇଛନ୍ତି

February 01st, 02:22 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଶତାବ୍ଦୀର ବିପର୍ଯ୍ୟୟ ମଧ୍ୟରେ ଚଳିତ ବର୍ଷର ବଜେଟ୍ ବିକାଶର ଏକ ନୂତନ ଆତ୍ମବିଶ୍ୱାସ ସହିତ ଆସିଛି । ଅର୍ଥନୀତିକୁ ଶକ୍ତି ଯୋଗାଇବା ସହିତ ସାଧାରଣ ଲୋକଙ୍କ ପାଇଁ ଏହି ବଜେଟ୍ ନୂତନ ସୁଯୋଗ ସୃଷ୍ଟି କରିବ ବୋଲି ସେ କହିଛନ୍ତି ।

ସେମିକଣ୍ଡକ୍ଟରର ବିକାଶ ଓ ଡିସ୍ପ୍ଲେ ସାମଗ୍ରୀ ଉତ୍ପାଦନ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ସଂକ୍ରାନ୍ତ କାର୍ଯ୍ୟକ୍ରମକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

December 15th, 04:23 pm

ଆତ୍ମନିର୍ଭର ଭାରତ ନିର୍ମାଣ ଅଭିଯାନର ଅଂଶସ୍ୱରୂପ ଦେଶରେ ସେମିକଣ୍ଡକ୍ଟରର ବିକାଶ ସହିତ ଡିସ୍ପ୍ଲେ ଭଳି ବିଭିନ୍ନ ଇଲେକ୍ଟ୍ରୋନିକ୍ସ ସାମଗ୍ରୀର ଉତ୍ପାଦନ ବଢ଼ାଇ ଏଥିରେ ଆତ୍ମନିର୍ଭରଶୀଳ ହେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ସେମିକଣ୍ଡକ୍ଟର ଓ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉତ୍ପାଦନରେ ଭାରତକୁ ବିଶ୍ୱର ଉତ୍ପାଦନ ହବ୍ କରିବା ଲକ୍ଷ୍ୟରେ କେନ୍ଦ୍ର କ୍ୟାବିନେଟ ଏ ସଂକ୍ରାନ୍ତ ବିଭିନ୍ନ ପ୍ରସ୍ତାବକୁ ଅନୁମୋଦନ କରିଛି ।

ଆୟୁଷ୍ମାନ ଭାରତ ଡିଜିଟାଲ ମିଶନର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

September 27th, 11:01 am

କାର୍ଯ୍ୟକ୍ରମରେ ଉପସ୍ଥିତ ମନ୍ତ୍ରୀପରିଷଦରେ ମୋର ସାଥୀ ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭ୍ୟ ମହାଶୟ, ମନ୍ତ୍ରିମଣ୍ଡଳରେ ମୋର ଅନ୍ୟ ସମସ୍ତ ସହଯୋଗୀ, ବରିଷ୍ଠ ଅଧିକାରୀଗଣ, ସାରା ଦେଶରୁ ସାମିଲ ହୋଇଥିବା ସରକାରୀ ଏବଂ ବେସରକାରୀ ଡାକ୍ତରଖାନାର ଡାକ୍ତର, ସ୍ୱାସ୍ଥ୍ୟ ପରିଚାଳନା ସହ ଜଡିତ ବ୍ୟକ୍ତି, କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଅନ୍ୟ ସମସ୍ତ ମହାନୁଭବ ଏବଂ ମୋର ପ୍ରିୟ ଭାଇ ଓ ଭଉଣୀମାନେ ।

ଆୟୁଷ୍ମାନ ଭାରତ ଡିଜିଟାଲ ମିଶନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

September 27th, 11:00 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନର ଶୁଭାରମ୍ଭ କରିଛନ୍ତି।

ସେପ୍ଟେମ୍ବର ୨୭ରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ ହେବ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ

September 26th, 02:42 pm

ଏକ ଐତିହାସିକ ଉଦ୍ୟମକ୍ରମେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି (୨୭ସେପ୍ଟେମ୍ବର)ଦିନ ୧୧ଟା ସମୟରେ ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥାରେ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନର ଶୁଭାରମ୍ଭ କରିବେ । ଏହା ପରେ ସେ ଏଥିରେ ଉଦ୍‌ବୋଧନ ଦେବେ ।

ଜାତୀୟ ଡିଜିଟାଲ ସ୍ୱାସ୍ଥ୍ୟ ମିଶନର ଅଗ୍ରଗତି ସମୀକ୍ଷା ପାଇଁ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ

May 27th, 03:35 pm

ଜାତୀୟ ଡିଜିଟାଲ ସ୍ୱାସ୍ଥ୍ୟ ମିଶନ (ଏନଡିଏଚଏମ)ର ସମୀକ୍ଷା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି।