Maharashtra has witnessed the triumph of development, good governance, and genuine social justice: PM Modi
November 23rd, 10:58 pm
Prime Minister Narendra Modi addressed BJP workers at the party headquarters following the BJP-Mahayuti alliance's resounding electoral triumph in Maharashtra. He hailed the victory as a decisive endorsement of good governance, social justice, and development, expressing heartfelt gratitude to the people of Maharashtra for trusting BJP's leadership for the third consecutive time.PM Modi addresses passionate BJP Karyakartas at the Party Headquarters
November 23rd, 06:30 pm
Prime Minister Narendra Modi addressed BJP workers at the party headquarters following the BJP-Mahayuti alliance's resounding electoral triumph in Maharashtra. He hailed the victory as a decisive endorsement of good governance, social justice, and development, expressing heartfelt gratitude to the people of Maharashtra for trusting BJP's leadership for the third consecutive time.Government has given new emphasis to women and youth empowerment: PM Modi in Varanasi
October 20th, 04:54 pm
Prime Minister Narendra Modi laid the foundation stone and inaugurated multiple development projects in Varanasi, Uttar Pradesh. The projects of today include multiple airport projects worth over Rs 6,100 crore and multiple development initiatives in Varanasi. Addressing the gathering, PM Modi emphasized that development projects pertaining to Education, Skill Development, Sports, Healthcare and Tourism among other sectors have been presented to Varanasi today which would not only boost services but also create employment opportunities for the youth.Prime Minister Shri Narendra Modi lays foundation stone and inaugurates multiple development projects in Varanasi, Uttar Pradesh
October 20th, 04:15 pm
Prime Minister Narendra Modi laid the foundation stone and inaugurated multiple development projects in Varanasi, Uttar Pradesh. The projects of today include multiple airport projects worth over Rs 6,100 crore and multiple development initiatives in Varanasi. Addressing the gathering, PM Modi emphasized that development projects pertaining to Education, Skill Development, Sports, Healthcare and Tourism among other sectors have been presented to Varanasi today which would not only boost services but also create employment opportunities for the youth.ଏନ୍ଡିଏ ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକରେ ଅଧ୍ୟକ୍ଷତା କଲେ ପ୍ରଧାନମନ୍ତ୍ରୀ
October 17th, 09:03 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏନ୍ଡିଏ ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀମାନଙ୍କର ଏକ ବୈଠକରେ ଅଧ୍ୟକ୍ଷତା କରିଛନ୍ତି । ଜାତୀୟ ପ୍ରଗତିକୁ ଆଗକୁ ବଢ଼ାଇବା ଏବଂ ଗରିବ ତଥା ଦଳିତମାନଙ୍କୁ ସଶକ୍ତ କରିବା ପାଇଁ ପ୍ରତିବଦ୍ଧତାକୁ ସେ ନିଶ୍ଚିତ କରିଛନ୍ତି ।Manipur is becoming the gateway to trade with the rest of East Asia: PM Modi in Imphal
February 22nd, 10:45 am
Prime Minister Narendra Modi today addressed a public meeting in Imphal, Manipur. PM Modi started his address by highlighting that Manipur has completed 50 years of its establishment in the past month only. PM Modi said, “In the decades of Congress rule, Manipur only got inequality and unbalanced development. But in the last five years, the Double Engine Sarkar of BJP has made sincere efforts for the development of Manipur.”PM Modi addresses a public meeting in Imphal, Manipur
February 22nd, 10:41 am
Prime Minister Narendra Modi today addressed a public meeting in Imphal, Manipur. PM Modi started his address by highlighting that Manipur has completed 50 years of its establishment in the past month only. PM Modi said, “In the decades of Congress rule, Manipur only got inequality and unbalanced development. But in the last five years, the Double Engine Sarkar of BJP has made sincere efforts for the development of Manipur.”Double engine government in Punjab will ensure development, put an end to mafias: PM Modi
February 17th, 11:59 am
Continuing his election campaigning spree, PM Modi addressed a rally in Punjab’s Fazilka. Addressing the huge rally, he said, “Today Punjab needs a government that draws inspiration from patriotism, from the development of Punjab. BJP has come before you with dedication, with the resolve of security and development of Punjab.”PM Modi addresses a Vishal Jan Sabha in Punjab’s Fazilka
February 17th, 11:54 am
Continuing his election campaigning spree, PM Modi addressed a rally in Punjab’s Fazilka. Addressing the huge rally, he said, “Today Punjab needs a government that draws inspiration from patriotism, from the development of Punjab. BJP has come before you with dedication, with the resolve of security and development of Punjab.”No place for corruption in 'Nawa Punjab', law and order will prevail: PM Modi
February 15th, 11:46 am
Prime Minister Narendra Modi addressed a public meeting in Jalandhar, Punjab. He said, “Punjab has supported me, given me a lot. I will always be indebted to this place; hence I will always work to uplift the state. It's certain that an NDA will form a government in Punjab. Nawa Punjab, Bhajpa De Naal.”PM Modi campaigns in Punjab’s Jalandhar
February 14th, 04:37 pm
Prime Minister Narendra Modi addressed a public meeting in Jalandhar, Punjab. He said, “Punjab has supported me, given me a lot. I will always be indebted to this place; hence I will always work to uplift the state. It's certain that an NDA will form a government in Punjab. Nawa Punjab, Bhajpa De Naal.”କୃଷି ବିଲ ଛୋଟ ଏବଂ ସୀମାନ୍ତ କୃଷକମାନଙ୍କୁ ସବୁଠାରୁ ଅଧିକ ଲାଭାନ୍ୱିତ କରିବ: ପ୍ରଧାନମନ୍ତ୍ରୀ ମୋଦୀ
September 25th, 11:10 am
ଦୀନ ଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ ଅବସରରେ ଏକ କାର୍ଯ୍ୟକ୍ରମରେ ବିଜେପି କର୍ମକର୍ତ୍ତାମାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, ଭାରତକୁ ଏକବିଂଶ ଶତାବ୍ଦୀର ବିଶ୍ୱ ନେତା ଭାବେ ପରିଣତ କରିବା ପାଇଁ ଆଜି ଯାହା ଘଟୁଛି, ତାହାରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜୀଙ୍କର ପ୍ରମୁଖ ଯୋଗଦାନ ରହିଛି । ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ନୂତନ କୃଷି ବିଲ ଉପରେ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି ।ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ବିଜେପି କର୍ମକର୍ତ୍ତାମାନଙ୍କୁ ସମ୍ବୋଧିତ କରିଛନ୍ତି
September 25th, 11:09 am
ଦୀନ ଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ ଅବସରରେ ଏକ କାର୍ଯ୍ୟକ୍ରମରେ ବିଜେପି କର୍ମକର୍ତ୍ତାମାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, ଭାରତକୁ ଏକବିଂଶ ଶତାବ୍ଦୀର ବିଶ୍ୱ ନେତା ଭାବେ ପରିଣତ କରିବା ପାଇଁ ଆଜି ଯାହା ଘଟୁଛି, ତାହାରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜୀଙ୍କର ପ୍ରମୁଖ ଯୋଗଦାନ ରହିଛି । ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ନୂତନ କୃଷି ବିଲ ଉପରେ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି ।ପ୍ରଧାନମନ୍ତ୍ରୀ ରାଷ୍ଟ୍ରକୁ ଉତ୍ସର୍ଗ କଲେ ଜାତୀୟ ପୁଲିସ ସ୍ମାରକ: ସୁବାସ ଚନ୍ଦ୍ର ବୋଷଙ୍କ ନାମରେ ପୁରସ୍କାର ଘୋଷଣା
October 21st, 10:14 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପୁଲିସ ସ୍ମୃତି ଦିବସ ଅବସରରେ ଜାତୀୟ ପୁଲିସ ସ୍ମାରକକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ।ଜନତାଙ୍କ ଗହଣରେ ରହିବା ଏବଂ ସେମାନଙ୍କ ସହିତ ଜଡିତ ରହିବାରେ ମତେ ଅଧିକ ଶକ୍ତି ମିଳେ :ପ୍ରଧାନମନ୍ତ୍ରୀ ମୋଦୀ
July 03rd, 12:41 pm
ସମ୍ପ୍ରତି ଏକ ସାକ୍ଷାତକାରରେ ,ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ସରକାରଙ୍କ ଧ୍ୟାନ ବିକାଶ ଏବଂ ସୁଶାସନ ଉପରେ ରହିଛି । ସେ କହିଛନ୍ତି ଯେ ଅର୍ଥଶାସ୍ତ୍ର ,ସୁରକ୍ଷା ,ସାମାଜିକ ନ୍ୟାୟ ,ବିଦେଶୀ ନୀତି ଭଳି ବିଭିନ୍ନ ମାପଦଣ୍ଡରେ ସରକାର ଅଧିକ ଭଲ ପ୍ରଦର୍ଶନ କରିଛନ୍ତି ।ଇନ୍ଦୋରରେ ସହରାଂଚଳ ବିକାଶ ପ୍ରକଳ୍ପର ଉଦଘାଟନ ଏବଂ ସ୍ୱଚ୍ଛ ସର୍ବେକ୍ଷଣ ପୁରସ୍କାର ପ୍ରଦାନ କଲେ ପ୍ରଧାନମନ୍ତ୍ରୀ
June 23rd, 06:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜ୍ୟବ୍ୟାପୀ ବିଭିନ୍ନ ସ୍ଥାନରେ ସହରାଂଚଳ ପ୍ରକଳ୍ପଗୁଡ଼ିକର ଉଦଘାଟନ କରିଥିଲେ । ଏଥିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସହରୀ ପାନୀୟ ଜଳ ଯୋଗାଣ ଯୋଜନା, ସହରୀ କଠିନ ବର୍ଜବସ୍ତୁ ପରିଚାଳନା, ସହରାଂଚଳ ସ୍ୱଚ୍ଛତା, ସହରୀ ପରିବହନ ଏବଂ ସହରୀ ପରିଦୃଶ୍ୟ ପ୍ରକଳ୍ପ ସାମିଲ ରହିଛି ।କର୍ଣ୍ଣାଟକ ପାଇଁ ବିଜେପିର ତିନି ସୂତ୍ରୀୟ ଆଜେଣ୍ଡା - ବିକାଶ, ଦ୍ରୁତ ବିକାଶ ଏବଂ ସର୍ବାଙ୍ଗୀଣ ଉନ୍ନତି :ପ୍ରଧାନମନ୍ତ୍ରୀ ମୋଦୀ
April 26th, 10:21 am
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କର୍ଣ୍ଣାଟକର ବିଜେପି କର୍ମକର୍ତ୍ତାଙ୍କୁ ସମ୍ବୋଧନ କରିବା ଅବସରରେ କହିଲେ ଯେ , କର୍ଣ୍ଣାଟର ଉନ୍ନତି ପାଇଁ ବିଜେପିର ତିନି ସୂତ୍ରୀୟ ଆଜେଣ୍ଡା ରହିଛି , ତାହା ହେଉଛି ବିକାଶ, ଦ୍ରୁତ ବିକାଶ ଏବଂ ସର୍ବାଙ୍ଗୀଣ ଉନ୍ନତି । ପ୍ରଧାନମନ୍ତ୍ରୀ କହିଲେ , କଂଗ୍ରେସୀ ସଂସ୍କୃତିରୁ ମୁକ୍ତ ନହେବା ପର୍ଯ୍ୟନ୍ତ ଦେଶର ରାଜନୀତି ସ୍ୱଚ୍ଛ ହେଇପାରିବ ନାହିଁ ।କର୍ଣ୍ଣାଟକ ପାଇଁ ବିଜେପିର ତିନି ସୂତ୍ରୀୟ ଆଜେଣ୍ଡା - ବିକାଶ, ଦ୍ରୁତ ବିକାଶ ଏବଂ ସର୍ବାଙ୍ଗୀଣ ଉନ୍ନତି :ପ୍ରଧାନମନ୍ତ୍ରୀ ମୋଦୀ
April 26th, 10:19 am
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କର୍ଣ୍ଣାଟକର ବିଜେପି କର୍ମକର୍ତ୍ତାଙ୍କୁ ସମ୍ବୋଧନ କରିବା ଅବସରରେ କହିଲେ ଯେ , କର୍ଣ୍ଣାଟର ଉନ୍ନତି ପାଇଁ ବିଜେପିର ତିନି ସୂତ୍ରୀୟ ଆଜେଣ୍ଡା ରହିଛି , ତାହା ହେଉଛି ବିକାଶ, ଦ୍ରୁତ ବିକାଶ ଏବଂ ସର୍ବାଙ୍ଗୀଣ ଉନ୍ନତି । ପ୍ରଧାନମନ୍ତ୍ରୀ କହିଲେ , କଂଗ୍ରେସୀ ସଂସ୍କୃତିରୁ ମୁକ୍ତ ନହେବା ପର୍ଯ୍ୟନ୍ତ ଦେଶର ରାଜନୀତି ସ୍ୱଚ୍ଛ ହେଇପାରିବ ନାହିଁ ।ଛତିଶଗଡ଼ର ବିଜାପୁରରେ ସ୍ୱାସ୍ଥ୍ୟ ଓ କଲ୍ୟାଣ କେନ୍ଦ୍ର ଉଦ୍ଘାଟନ ସହ ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
April 14th, 02:59 pm
ବସ୍ତର ଆଉର ବିଜାପୁର ଜୋ ଆରାଧ୍ୟ ଦେବୀ ମା’ ଦନ୍ତେଶ୍ୱରୀ, ଭୈରମ ଗଡ଼ ଚୋ ବାବା ଭୈରମ ଦେବ, ବିଜାପୁରର ଚୋ ଚିକଟରାଜ ଆଉର କୋଦାଇ ମାତା, ଭୋପାଳ ପଟ୍ଟମ୍ ଛୋ ଭଦ୍ରକାଳୀ କେ ଖୁବେ- ଖୁବେ ଜୁହାର ।ଆମ୍ବେଦକର ଜୟନ୍ତୀରେ ଛତିଶଗଡ଼ର ବିଜାପୁରରେ ସ୍ୱାସ୍ଥ୍ୟ ଓ କଲ୍ୟାଣ କେନ୍ଦ୍ରର ଉଦ୍ଘାଟନ ସହ ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
April 14th, 02:56 pm
ଆମ୍ବେଦକର ଜୟନ୍ତୀ ଉପଲକ୍ଷେ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ର ସରକାରଙ୍କ ମହତ୍ତ୍ଵାକାଂକ୍ଷୀ ସ୍ୱାସ୍ଥ୍ୟ ସୁରକ୍ଷା କାର୍ଯ୍ୟକ୍ରମ-ଆୟୁଷ୍ମାନ ଭାରତର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ସେ ଏକ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ କେନ୍ଦ୍ରର ଉଦଘାଟନ କରିଥିଲେ । ଛତିଶଗଡ଼ର ଅଭିଳାଷୀ (ପଛୁଆ) ଜିଲ୍ଲା ବିଜାପୁରର ଜଙ୍ଗଲା ବିକାଶ ହବ ଠାରେ ଏହି କେନ୍ଦ୍ର ଉଦଘାଟନ କରାଯାଇଥିଲା ।