ଓଡ଼ିଶା ସମେତ 10 ରାଜ୍ୟର ରେଳ, ସଡ଼କ, ଶକ୍ତି କ୍ଷେତ୍ରର ଭିତ୍ତିଭୂମି ବିକାଶ ନେଇ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ; ଅପରାଧ ଓ ଅପରାଧି ଟ୍ରାକିଂ ନେଟୱାର୍କ ବ୍ୟବସ୍ଥାକୁ ଉଚ୍ଚ ପ୍ରାଥମିକତା ଦେବା ଲାଗି ରାଜ୍ୟମାନଙ୍କୁ ପରାମର୍ଶ

May 24th, 05:28 pm

ଆଜି ନୂଆଦିଲ୍ଲୀଠାରେ ପ୍ରଗତି କାର୍ଯ୍ୟକ୍ରମ ମାଧ୍ୟମରେ ଊନବିଂଶ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ପ୍ରଧାନମନ୍ତ୍ରୀ ଓଡ଼ିଶା, ମଧ୍ୟପ୍ରଦେଶ, ମହରାଷ୍ଟ୍ର, ତାମିଲନାଡୁ, କର୍ଣ୍ଣାଟକ, ଆନ୍ଧ୍ର ପ୍ରଦେଶ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ହରିଆନା, ହିମାଚଳ ପ୍ରଦେଶ ଆଦି ରାଜ୍ୟରେ ରେଳବାଇ, ଜାତୀୟ ରାଜପଥ ନିର୍ମାଣ, ଶକ୍ତି ଉତ୍ପାଦନ ପ୍ରକଳ୍ପଗୁଡିକର ଅଗ୍ରଗତି ନେଇ ମତ ବିନିମୟ ଓ ସମୀକ୍ଷା କରିଥିଲେ ।