ଦିଲ୍ଲୀର କାରିଅପ୍ପା ଗ୍ରାଉଣ୍ଡଠାରେ ଆୟୋଜିତ ଏନ୍ସିସି ରାଲିରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
January 28th, 12:07 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର କାରିଆପ୍ପା ଗ୍ରାଉଣ୍ଡରେ ଆଜି ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ବା ଏନ୍ସିସିର ଏକ ସମାବେଶରେ ଉଦ୍ବୋଧନ ଦେଇଛନ୍ତି। ଏଥିରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ, ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍, ତିନି ବାହିନୀର ମୁଖ୍ୟ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ପରେଡରେ ଅଭିବାଦନ ଗ୍ରହଣ କରିବା ସହ ସମର୍ଥ ଶିକ୍ଷାର୍ଥୀ ବାହିନୀର ବିଭିନ୍ନ ଦଳ ପକ୍ଷରୁ ଆୟୋଜିତ ମାର୍ଚ୍ଚଫାଷ୍ଟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିଥିଲେ ।କାରିଆପ୍ପା ଗ୍ରାଉଣ୍ଡ ଏନ୍ସିସି ରାଲିରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ ଭାରତର ସାମାଜିକ ଜୀବନରେ ଶୃଙ୍ଖଳାଭାବ ଉଦ୍ରେକ କରିବାରେ ଏନ୍ସିସିର ପ୍ରମୁଖ ଭୂମିକା ରହିଛି: ପ୍ରଧାନମନ୍ତ୍ରୀ
January 28th, 12:06 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର କାରିଆପ୍ପା ଗ୍ରାଉଣ୍ଡରେ ଆଜି ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ବା ଏନ୍ସିସିର ଏକ ସମାବେଶରେ ଉଦ୍ବୋଧନ ଦେଇଛନ୍ତି। ଏଥିରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ, ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍, ତିନି ବାହିନୀର ମୁଖ୍ୟ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ପରେଡରେ ଅଭିବାଦନ ଗ୍ରହଣ କରିବା ସହ ସମର୍ଥ ଶିକ୍ଷାର୍ଥୀ ବାହିନୀର ବିଭିନ୍ନ ଦଳ ପକ୍ଷରୁ ଆୟୋଜିତ ମାର୍ଚ୍ଚଫାଷ୍ଟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିଥିଲେ ।ଜାନୁଆରୀ 28 ରେ କାରିଆପ୍ପା ପଡିଆରେ ଏନସିସି ରାଲିକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ
January 27th, 06:10 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାନୁଆରୀ 28, 2021ରେ ନୂଆଦିଲ୍ଲୀର କାରିଆପ୍ପା ପଡିଆଠାରେ ନ୍ୟାସନାଲ କ୍ୟାଡେଟ କର୍ପ୍ସ (ଏନସିସି) ରାଲିକୁ ସମ୍ବୋଧନ କରିବେ । ଏହି ଅବସରରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ, ପ୍ରତିରକ୍ଷା ମୁଖ୍ୟ ଏବଂ ତିନି ସଶସ୍ତ୍ର ସେନାବାହିନୀର ମୁଖ୍ୟମାନେ ଯୋଗ ଦେବେ ।‘ଆଟ୍ ହୋମ୍’ କାର୍ଯ୍ୟକ୍ରମରେ ଆଦିବାସୀ ଅତିଥି, ଏନସିସି କ୍ୟାଡେଟ୍, ଏନଏସଏସ୍ ସ୍ବେଚ୍ଛାସେବୀ ଏବଂ ସାଧାରଣତନ୍ତ୍ର ଦିବସ ପ୍ରଜ୍ଞାପନ ମେଢର କଳାକାରମାନଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ଭାବବିନିମୟ
January 24th, 04:01 pm
ଆଗାମୀ ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ ଅଂଶଗ୍ରହଣ କରିବାକୁ ଥିବା ଆଦିବାସୀ ଅତିଥି, ସମର ଶିକ୍ଷାର୍ଥୀ ବାହିନୀ, ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀ ଓ ପ୍ରଜ୍ଞାପନ ମେଢ କଳାକାରମାନଙ୍କ ସହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମତ ବିନିମୟ କରିଛନ୍ତି ।ସାଧାରଣତନ୍ତ୍ର ଦିବସ ପ୍ୟାରେଡ ଅଂଶ ଗ୍ରହଣ କରିବାକୁ ଥିବା ଆଦିବାସୀ ଅତିଥି, ସମର ଶିକ୍ଷାର୍ଥୀ, ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀ ପ୍ରଜ୍ଞାପନ ମେଢ କଳାକାରଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ମତ ବିନିମୟ
January 24th, 04:00 pm
ଆଗାମୀ ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ ଅଂଶଗ୍ରହଣ କରିବାକୁ ଥିବା ଆଦିବାସୀ ଅତିଥି, ସମର ଶିକ୍ଷାର୍ଥୀ ବାହିନୀ, ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀ ଓ ପ୍ରଜ୍ଞାପନ ମେଢ କଳାକାରମାନଙ୍କ ସହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମତ ବିନିମୟ କରିଛନ୍ତି ।ଜମ୍ମୁ ଓ କଶ୍ମୀରକୁ ଭାରତର ମୁକୁଟ ବର୍ଣ୍ଣନା କଲେ ପ୍ରଧାନମନ୍ତ୍ରୀ
January 28th, 06:28 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଲେ, ୟଙ୍ଗ୍ ଇଣ୍ଡିଆ ସମସ୍ୟାକୁ ଟାଳିବା ପାଇଁ ନୁହେଁ, ବିଚ୍ଛିନ୍ନତାବାଦ ଓ ଆତଙ୍କବାଦ ସହ ଲଢ଼େଇ କରିବା ପାଇଁ ଇଚ୍ଛା ରଖିଛି । ସେ ଆଜି ଦିଲ୍ଲୀରେ ଏନସିସି ରାଲିକୁ ସମ୍ବୋଧନ କରୁଥିଲେ ।ନ୍ୟାସନାଲ କ୍ୟାଡେଟ୍ କର୍ପସ ରାଲିରେ ଯୋଗଦେଲେ ପ୍ରଧାନମନ୍ତ୍ରୀ
January 28th, 12:40 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦିଲ୍ଲୀରେ ନ୍ୟାସନାଲ କ୍ୟାଡେଟ୍ କର୍ପସ (NCC) ରାଲିରେ ଯୋଗଦେଇଥିଲେ । ରାଲିରେ ପ୍ରଧାନମନ୍ତ୍ରୀ ଗାର୍ଡ ଅଫ୍ ଅନରର ତଦାରଖ କରିଥିଲେ ଏବଂ ଦେଶର ବିଭିନ୍ନ ଏନସିସି ଟିମ୍ ତଥା ଅନ୍ୟ ବନ୍ଧୁ ଓ ପଡ଼ୋଶୀ ରାଷ୍ଟ୍ରରୁ ଆସିଥିବା କ୍ୟାଡେଟ୍ ଦ୍ୱାରା ମାର୍ଚ୍ଚ ପାଷ୍ଟର ସମୀକ୍ଷା କରିଥିଲେ ।ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ରାଲିରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
January 28th, 12:07 pm
ମୋର କ୍ୟାବିନେଟ ସହଯୋଗୀ ଶ୍ରୀ ରାଜନାଥ ସିଂହଜୀ, ଶ୍ରୀପଦ ୟେଶୋ ନାୟକଜୀ, ଚିଫ୍ ଅଫ୍ ଡ଼ିଫେନ୍ସ ଷ୍ଟାଫ୍ ଜେନେରାଲ ବିପିନ ରାୱତଜୀ, ତିନି ବାହିନୀର ଉଚ୍ଚ ପଦାଧିକାରୀଗଣ, ପ୍ରତିରକ୍ଷା ସଚିବ, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ମହା ନିର୍ଦ୍ଦେଶକ, ବନ୍ଧୁ ରାଷ୍ଟ୍ରମାନଙ୍କରୁ ଆସିଥିବା ଆମର ଅତିଥିଗଣ ;ଏବଂ ଦେଶର କୋଣ ଅନୁକୋଣରୁ ଆସି ଏଠାରେ ଉପସ୍ଥିତ ଏନସିସିର ମୋର ଯୁବ ସାଥୀଗଣ,ଦିଲ୍ଲୀରେ ଆୟୋଜିତ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ଏନସିସି) ରାଲିରେ ପ୍ରଧାନମନ୍ତ୍ରୀଙ୍କ ଯୋଗଦାନ
January 28th, 12:06 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀଠାରେ ଜାତୀୟ ସମରଶିକ୍ଷାର୍ଥୀ ବାହିନୀ (ଏନସିସି)ର ରାଲିରେ ଅଂଶଗ୍ରହଣ କରିଛନ୍ତି ।ଏନସିସି ରାଲିରେ ଯୋଗଦେବେ ପ୍ରଧାନମନ୍ତ୍ରୀ
January 27th, 01:34 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ନୂଆଦିଲ୍ଲୀର କରିଆପ୍ପା ପରେଡ ଗ୍ରାଉଣ୍ଡଠାରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ(ଏନସିସି) ରାଲିରେ ଯୋଗଦେବେ ।71ତମ ସାଧାରଣତନ୍ତ୍ର ଦିବସ ପରେଡରେ ଭାଗନେଉଥିବା ଆଦିବାସୀ ଅତିଥି, ଏନସିସି କ୍ୟାଡେଟସ୍, ଏନଏସଏସ୍ ସ୍ୱେଚ୍ଛାସେବୀ ଏବଂ ପ୍ରଜ୍ଞାପନ ମେଢର କଳାକାରଙ୍କ “ଆଟ୍ ହୋମ୍” କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
January 24th, 04:19 pm
ପଅରଦିନ ଆପଣମାନଙ୍କର ବହୁତ ବଡ଼ ପରୀକ୍ଷା ରହିଛି ଆଉ ମୋତେ ଜଣାଅଛି କି ଆପଣମାନେ ସେଥିରେ ଭଲ ନମ୍ବର ରଖି କୃତକାର୍ଯ୍ୟ ହେବେ, ସଫଳ ହେବେ ।71ତମ ସାଧାରଣତନ୍ତ୍ର ଦିବସ ପରେଡରେ ପ୍ରଦର୍ଶନ କରିବାକୁ ଥିବା ଆଦିବାସୀ ଅତିଥି, ଏନସିସି କ୍ୟାଡେଟ, ଏନଏସଏସ ସ୍ୱେଚ୍ଛାସେବୀ ଓ ପ୍ରଜ୍ଞାପନ କଳାକାରଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଭାବବିନିମୟ
January 24th, 04:09 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଆଟ ହୋମ କାର୍ଯ୍ୟକ୍ରମରେ 1730ଜଣ ଆଦିବାସୀ ଅତିଥି, ଏନସିସି କ୍ୟାଡେଟ, ଏନଏସଏସ ସ୍ୱେଚ୍ଛାସେବୀ ଏବଂ ପ୍ରଜ୍ଞାପନ କଳାକାରଙ୍କ ସହ ଭାବବିନିମୟ କରିଛନ୍ତି । ଏମାନେ ଜାତୀୟ ରାଜଧାନୀଠାରେ 71ତମ ସାଧାରଣତନ୍ତ୍ର ଦିବସ ପରେଡରେ ପ୍ରଦର୍ଶନ କରିବେ ।ଆମର ସଭ୍ୟତା ,ସଂସ୍କୃତି ଏବଂ ଭାଷାଗୁଡ଼ିକ ସାରା ବିଶ୍ୱରେ ଅନେକତାରେ ଏକତାର ସନ୍ଦେଶ ଦେଉଛି : 'ମନ କି ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ
November 24th, 11:30 am
ଆପଣମାନେ ଜାଣନ୍ତି ନା? ନଭେମ୍ବର ମାସ ଚତୁର୍ଥ ରବିବାରକୁ ପ୍ରତିବର୍ଷ ‘ଏନସିସି ଦିବସ’ ରୂପେ ପାଳନ କରାଯାଇଥାଏ । ସାଧାରଣତଃ ଆମର ଯୁବପିଢ଼ିଙ୍କୁ ‘ଫ୍ରେଣ୍ଡସିପ ଡେ’ ଭଲଭାବେ ମନେଥାଏ, କିନ୍ତୁ ଅନେକ ଲୋକ ଅଛନ୍ତି ଯେଉଁମାନଙ୍କୁ ‘ଏନସିସି ଦିବସ’ ମଧ୍ୟ ସେତିକି ମନେଥାଏ । ତେବେ ଆସନ୍ତୁ, ଆଜି ‘ଏନସିସି ଦିବସ’ ବିଷୟରେ କିଛି କଥା ହେବା । ମୋତେ ମଧ୍ୟ କିଛି ସ୍ମୃତିକୁ ସତେଜ କରିବାର ସୁଯୋଗ ମିଳିଯିବ । ସର୍ବପ୍ରଥମେ ମୁଁ ଏନସିସିର ସମସ୍ତ ପୂର୍ବତନ ଏବଂ ବର୍ତ୍ତମାନର କ୍ୟାଡେଟମାନଙ୍କୁ ‘ଏନସିସି ଦିବସ’ର ଅନେକ ଅନେକ ଶୁଭେଚ୍ଛା ଜଣାଉଛି । କାରଣ ମୁଁ ବି ଆପଣମାନଙ୍କ ଭଳି କ୍ୟାଡେଟ୍ ଥିଲି ଏବଂ ମନରେ ଆଜି ବି ନିଜକୁ କ୍ୟାଡେଟ୍ ବୋଲି ଗ୍ରହଣ କରେ । ଏକଥା ତ ଆମେ ସମସ୍ତେ ଜାଣିଛୁ ଯେ ଏନସିସି ଅର୍ଥାତ୍ ନ୍ୟାସନାଲ କ୍ୟାଡେଟ କ୍ରପ୍ସ ।ସୋସିଆଲ ମିଡିଆ କର୍ଣ୍ଣର ଜାନୁୟାରୀ 28, 2018
January 28th, 07:35 pm
ସୋସିଆଲ ମିଡିଆରୁ ଗଭରନାନ୍ସ ଅପଡେଟର ପ୍ରତିଦିନ ଡୋଜ । ଗଭରନାନ୍ସରେ ଆପଣଙ୍କ ଟ୍ୱିଟ ଏଠାରେ ପ୍ରତିଦିନ ପାଇପାରିବେ । ପଢନ୍ତୁ ଏବଂ ସେର କରନ୍ତୁ ।ଏନସିସି ରାଲିରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
January 28th, 01:07 pm
ପାଖାପାଖି ଏକ ମାସ ହେବ ଅନେକ ନୂଆ ବନ୍ଧୁମାନଙ୍କ ସହିତ ପ୍ରତ୍ୟେକ ନିଜ- ନିଜର ଏକ ଭିନ୍ନ ପରିଚୟ ନେଇକରି ଆସିଥିଲେ, ନିଜ ବିବିଧତାକୁ ନେଇ ଆସିଥିଲେ, କିନ୍ତୁ ମାସକ ଭିତରେ ଏପରି ଏକ ପରିବେଶ ସୃଷ୍ଟି ହେଲା କି ଆପଣ ସମସ୍ତଙ୍କ ମଧ୍ୟରେ ଏକ ଅତୁଟ ସଂପର୍କ ଯୋଡି ହୋଇଯାଇଛି । ଏକ ଆପଣାର ସଂପର୍କ, ଆଉ ଯେବେ ଆପଣ ଅନ୍ୟ ରାଜ୍ୟର କ୍ୟାଡେଟଙ୍କ ସହିତ ମିଶୁଥିବେ ତ ତାଙ୍କର ବିଶେଷତ୍ୱଗୁଡିକ, ବିବିଧତା ଗୁଡିକ ବିଷୟରେ ଜାଣି ଆଶ୍ଚର୍ଯ୍ୟ ହେଉଥିବେ ।ଏନସିସି ରାଲିରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
January 28th, 01:06 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀଠାରେ ଏନସିସି ରାଲିରେ ଉଦ୍ବୋଧନ ଦେଇଛନ୍ତି । ଏହି ଅବସରରେ ସେ କହିଥିଲେ ଯେ ଏଠାରେ ସମବେତ ହୋଇଥିବା ପ୍ରତ୍ୟେକ ଯୁବ ଏନସିସି କ୍ୟାଡେଟଙ୍କର ନିଜସ୍ୱ ବ୍ୟକ୍ତିତ୍ୱ ଏବଂ ପରିଚୟ ରହିଛି । କିନ୍ତୁ, ସେ ଉଲ୍ଲେଖ କରିଥିଲେ ଯେ, ଆସନ୍ତା ଏକ ମାସ ମଧ୍ୟରେ ନୂଆ ବନ୍ଧୁତା ସୃଷ୍ଟି ହେବ ଏବଂ ପରସ୍ପର ଠାରୁ ଅନେକ କିଛି ଶିଖିବାର ସୁଯୋଗ ମିଳିବ । ଏନସିସି କ୍ୟାମ୍ପ ପ୍ରତ୍ୟେକ ଯୁବକଙ୍କୁ ଭାରତର ବିବିଧ ସଂସ୍କୃତି ବିଷୟରେ ଶିକ୍ଷା ଦେଇଥାଏ ବୋଲି ସେ କହିଥିଲେ । ଏହା ପ୍ରତ୍ୟେକ ଯୁବ ତାରକାଙ୍କୁ ଦେଶ ପାଇଁ କିଛି ଭଲ କାମ କରିବା ଦିଗରେ ପ୍ରେରଣା ଯୋଗାଇଥାଏ ବୋଲି ସେ ପ୍ରକାଶ କରିଥିଲେ ।ସୋସିଆଲ ମିଡିଆ କର୍ଣ୍ଣର 29 ଜାନୁୟାରୀ 2017
January 29th, 07:45 pm
ସୋସିଆଲ ମିଡିଆରୁ ଗଭରନାନ୍ସ ଅପଡେଟର ପ୍ରତିଦିନ ଡୋଜ । ଗଭରନାନ୍ସରେ ଆପଣଙ୍କ ଟ୍ୱିଟ ଏଠାରେ ପ୍ରତିଦିନ ପାଇପାରିବେ । ପଢନ୍ତୁ ଏବଂ ସେର କରନ୍ତୁ ।ସୋସିଆଲ ମିଡିଆ କର୍ଣ୍ଣର 28 ଜାନୁୟାରୀ 2017
January 28th, 06:44 pm
ସୋସିଆଲ ମିଡିଆରୁ ଗଭରନାନ୍ସ ଅପଡେଟର ପ୍ରତିଦିନ ଡୋଜ । ଗଭରନାନ୍ସରେ ଆପଣଙ୍କ ଟ୍ୱିଟ ଏଠାରେ ପ୍ରତିଦିନ ପାଇପାରିବେ । ପଢନ୍ତୁ ଏବଂ ସେର କରନ୍ତୁ ।PM reviews drought and water scarcity situation at high level meeting with Rajasthan CM
May 14th, 09:20 pm
PM reviews drought and water scarcity situation at high level meeting with Jharkhand CM
May 14th, 09:18 pm