ବିମାନ ଚଳାଚଳ କ୍ଷେତ୍ର ଲୋକଙ୍କ ନିକଟତର ହେବା ସହିତ ଜାତୀୟ ବିକାଶକୁ ଆଗେଇ ନେଉଛି : ପ୍ରଧାନମନ୍ତ୍ରୀ

February 22nd, 12:45 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଘରୋଇ ବିମାନ ବନ୍ଦର ବୃଦ୍ଧି ସହିତ ଘରୋଇ ବିମାନ ଯାତ୍ରୀଙ୍କ ସଂଖ୍ୟା ୪.୪୫ ଲକ୍ଷରେ ପହଞ୍ଚିଛି ଯାହା କି କୋଭିଡ ପରବର୍ତ୍ତୀ ସମୟରେ ସର୍ବାଧିକ ତାହାକୁ ପ୍ରଶଂସା କରିଛନ୍ତି ।

ଆମର ଯୋଗାଯୋଗରୁ ଆଗକୁ ଯାଇ , ହାଇ-ସ୍ପିଡ଼୍ ଯୋଗାଯୋଗ ଉପରେ ହେଉଛି ଆମର ପ୍ରାଥମିକତା, ଆମର ଗରୁତ୍ୱ:ପ୍ରଧାନମନ୍ତ୍ରୀ

September 14th, 04:55 pm

କୌଣସି ମଧ୍ୟ ଦେଶ ଅଧା-ଅଧୁରା ସଙ୍କଳ୍ପ ଆଉ ବାନ୍ଧି ହୋଇଥିବା ସ୍ୱପ୍ନକୁ ସାଙ୍ଗରେ ନେଇ କେବେ ହେଲେ ଆଗକୁ ବଢ଼ି ପାରିବ ନାହିଁ । ସ୍ୱପ୍ନଗୁଡ଼ିକର ବିସ୍ତାର ହିଁ କୌଣସି ମଧ୍ୟ ଦେଶକୁ, କୌଣସି ମଧ୍ୟ ସମାଜକୁ, କୌଣସି ମଧ୍ୟ ବ୍ୟକ୍ତିକୁ ଉଡ଼ିବାର ସୀମା ନିର୍ଦ୍ଧାରଣ କରିବାର ସାମର୍ଥ୍ୟ ରଖିଥାଏ । ଏହା ହେଉଛି ‘ନିଉ ଇଣ୍ଡିଆ’ ଆଉ ଏହାର ସ୍ୱପ୍ନର ବିସ୍ତାର, ଏହାର ଉଡ଼ାଣ ହେଉଛି ଅସୀମ, ଏହାର ଇଚ୍ଛାଶକ୍ତି ହେଉଛି ଅସୀମିତ ।

ଭାରତର ପ୍ରଥମ ଦ୍ରୁତଗାମୀ ରେଳ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ମୋଦୀ ଓ ଜାପାନ ପ୍ରଧାନମନ୍ତ୍ରୀ

September 14th, 10:10 am

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଜାପାନ ପ୍ରଧାନମନ୍ତ୍ରୀ ଶିଂଜୋ ଆବେ ଆଜି ମିଳିତ ଭାବେ ଭାରତର ପ୍ରଥମ ଦୃତଗାମୀ ଅହମଦାବାଦ-ମୁମ୍ବାଇ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ । ଜାପାନ ଦ୍ଵାରା ପ୍ରକଳ୍ପର ବିତ୍ତପୋଷଣ କରାଯାଉଛି ଏବଂ ବୁଲେଟ ଟ୍ରେନ୍ ଚଳାଚଳ ଆରମ୍ଭ ହେଲେ 'ମେକ୍ ଇନ୍ ଇଣ୍ଡିଆ',ସ୍କିଲ ଇଣ୍ଡିଆ ଏବଂ ରୋଜଗାର ସୃଷ୍ଟି ଲାଗି ପ୍ରେରଣା ମିଳିପାରିବ ।