ଜମ୍ମୁରେ ଏକାଧିକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

February 20th, 12:00 pm

ଜମ୍ମୁ-କଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା ଜୀ, ମନ୍ତ୍ରିମଣ୍ଡଳର ମୋର ସହଯୋଗୀ ଜିତେନ୍ଦ୍ର ସିଂହ ଜୀ, ସଂସଦରେ ମୋର ସାଥି ଯୁଗଳ କିଶୋର ଜୀ, ଗୁଲାମ ଅଲ୍ଲୀ ଜୀ ଏବଂ ଜମ୍ମୁ-କଶ୍ମୀରର ମୋର ପ୍ରିୟ ଭଉଣୀ ଓ ଭାଇମାନେ । ପୁଣି ଥରେ ପବିତ୍ର ଡୁଗ୍ଗର ଭୂମିକୁ ଆସି ମୋତେ ବହୁତ ଭଲ ଲାଗୁଛି । ଡୋଗ୍ରେ ବଡେ ମିଲନ ସାର ନେ, ୟେ ଜିନ୍ନେ ମିଲନସର ନେ ମିଠୀ ଅନ୍ଦି ଗୋ ମି... ଇଣ୍ଡଭାଷା ୟେ । ତାନ୍ ଗୋ ତେ... ଡୁଗ୍ଗର ଦି କବିତ୍ରୀ, ପଦ୍ମା ସଚଦେବ ନେ ଆଖେ ୟେ- ମିଠଡୀ ଏକ-ୟେ ଡୋଗ୍ରେୟାନ୍ ଡି ବୋଲି ତେ ଖଣ୍ଡ ମିଠେ ଲେଗ ଡୋଗ୍ରେ । ଅର୍ଥାତ ସମସ୍ତେ କୁହନ୍ତି ଯେ ଡୋଗ୍ରା ବହୁତ ମଧୁର ଅଟେ ତେଣୁ ସେମାନଙ୍କର ଭାଷା ମଧ୍ୟ ମଧୁର । ଏବଂ ଡୋଗ୍ରୀ କବି ପଦ୍ମା ସଚ୍ଚଦେବ କହିଛନ୍ତି ଡୋଗ୍ରାସର ଭାଷା ଯେପରି ମଧୁର ସେହିଭଳି ଡୋଗ୍ରାମାନେ ମଧ୍ୟ ମିଠା ପରି ମଧୁର ଅଟନ୍ତି ।

ଜମ୍ମୁ-କାଶ୍ମୀରରେ ୩୨,୦୦୦ କୋଟି ରୁ ଅଧିକ ଟଙ୍କାର ଏକାଧିକ ବିକାଶ ମୂଳକ ପ୍ରକଳ୍ପର ଉଦଘାଟନ, ରାଷ୍ଟ୍ର ଉଦ୍ଦେଶ୍ୟରେ ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ

February 20th, 11:45 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜମ୍ମୁରେ ୩୨,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । ସ୍ୱାସ୍ଥ୍ୟ, ଶିକ୍ଷା, ରେଳ, ସଡ଼କ, ବିମାନ ଚଳାଚଳ, ପେଟ୍ରୋଲିୟମ ଏବଂ ନାଗରିକ ଭିତ୍ତିଭୂମି ସମେତ ଅନେକ କ୍ଷେତ୍ର ସହିତ ଏହି ପ୍ରକଳ୍ପଗୁଡିକ ଜଡିତ । ପ୍ରଧାନମନ୍ତ୍ରୀ ଜମ୍ମୁ ଓ କଶ୍ମୀରର ପ୍ରାୟ ୧୫୦୦ ନୂତନ ସରକାରୀ ନିଯୁକ୍ତି ପାଇଁ ନିଯୁକ୍ତି ଆଦେଶ ମଧ୍ୟ ବଣ୍ଟନ କରିଥିଲେ । 'ବିକଶିତ ଭାରତ ବିକଶିତ ଜମ୍ମୁ' କାର୍ଯ୍ୟକ୍ରମ ରେ ସେ ବିଭିନ୍ନ ସରକାରୀ ଯୋଜନାର ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ।

ସୋସିଆଲ ମିଡିଆ କର୍ଣ୍ଣର 28 ଅକ୍ଟୋବର

October 28th, 07:22 pm

ସୋସିଆଲ ମିଡିଆରୁ ଗଭରନାନ୍ସ ଅପଡେଟ ର ପ୍ରତିଦିନ ଡୋଜ । ଗଭରନାନ୍ସ ରେ ଆପଣଙ୍କ ଟ୍ୱିଟ ଏଠାରେ ପ୍ରତିଦିନ ପାଇପାରିବେ । ପଢନ୍ତୁ ଏବଂ ସେର କରନ୍ତୁ

ରାଷ୍ଟ୍ରୀୟ ଶିକ୍ଷଣ ନ୍ୟାସ ଗଠନ ପ୍ରସ୍ତାବକୁ କେନ୍ଦ୍ର କେବିନେଟର ମୋହର

October 27th, 04:00 pm

Cabinet chaired by PM Modi approved establishment and operationalisation of a National Academic Depository (NAD). The decision aims at bringing another dimension and enhancement of the vision of Digital India. The Govt had earlier announced in the Budget 2016-17 to establish a Digital Depository for school learning certificates, degrees and other academic awards of Higher Education Institutions, on the pattern of a Securities Depository.