
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଶ୍ରୀ ଦେବେନ୍ଦ୍ର ଫଡନବିସ୍ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି
December 12th, 12:23 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଶ୍ରୀ ଦେବେନ୍ଦ୍ର ଫଡନବିସ୍ ସାକ୍ଷାତ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଡ. ଆର ବାଲସୁବ୍ରମନିଅମଙ୍କ ପୁସ୍ତକ ‘ପାୱାର ୱିଦିନ: ଦ ଲିଡରସିପ ଲିଗାସି ଅଫ ନରେନ୍ଦ୍ର ମୋଦୀ’ର କପିରେ ଦସ୍ତଖତ କଲେ
July 17th, 09:08 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଡ. ଆର ବାଲସୁବ୍ରମନିଅମଙ୍କୁ ଭେଟିବା ସହିତ ତାଙ୍କ ଦ୍ୱାରା ରଚିତ ପୁସ୍ତକ ‘ପାୱାର ୱିଦିନ: ଦ ଲିଡରସିପ ଲିଗାସି ଅଫ ନରେନ୍ଦ୍ର ମୋଦୀ’ର ଏକ କପିରେ ଦସ୍ତଖତ କରିଛନ୍ତି । ପୁସ୍ତକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଯାତ୍ରା ବର୍ଣ୍ଣିତ ହେବା ସହ ପାଶ୍ଚାତ୍ୟ ଓ ଭାରତୀୟ ଦୃଷ୍ଟିକୋଣରୁ ଏହାର ସମୀକ୍ଷା କରାଯାଇଛି । ଏଥିସହ ଏହାର ମିଳନ କିପରି ଜଣଙ୍କ ପାଇଁ ଜନସେବାର ରୋଡମ୍ୟାପ୍ ତିଆରି କରୁଛି ତାହା ମଧ୍ୟ ଉଲ୍ଳେଖ ରହିଛି ।
ତାଞ୍ଜାନିଆ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ଏବଂ ଭାରତ ଓ ତାଞ୍ଜାନିଆ ମଧ୍ୟରେ ରଣନୈତିକ ଭାଗିଦାରୀର ଶୁଭାରମ୍ଭ ଅବସରରେ ମିଳିତ ବିବୃତି (୮-୧୦ ଅକ୍ଟୋବର ୨୦୨୩)
October 09th, 06:57 pm
୨. ରାଷ୍ଟ୍ରପତି ସାମିଆ ସୁଲୁହୁ ହାସନଙ୍କୁ ୯ ଅକ୍ଟୋବର ୨୦୨୩ରେ ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନର ପ୍ରାଙ୍ଗଣରେ ଆନୁଷ୍ଠାନିକ ଭାବେ ସ୍ୱାଗତ କରାଯାଇଥିଲା । ମହାତ୍ମା ଗାନ୍ଧୀଙ୍କୁ ସମ୍ମାନ ଜଣାଇବା ପାଇଁ ସେ ରାଜଘାଟ ମଧ୍ୟ ଯାଇଥିଲେ। ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଦ୍ୱିପାକ୍ଷିକ ଆଲୋଚନା କରିବା ସହ ମହାମହିମ ରାଷ୍ଟ୍ରପତି ସାମିଆ ସୁଲୁହୁ ହାସନଙ୍କ ସମ୍ମାନରେ ଏକ ରାଷ୍ଟ୍ରୀୟ ଭୋଜିର ଆୟୋଜନ ମଧ୍ୟ କରିବେ ।ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
July 26th, 03:46 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି ।ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗୁରୁ ଭକ୍ତିକୁ ମନେ ପକାଇଲେ ସ୍କୁଲ ଶିକ୍ଷକ
July 13th, 02:42 pm
ଶ୍ରୀ ନରେନ୍ଦ୍ର ମୋଦୀ ୨୦୦୫ ରେ ଗୁଜରାଟ ମୁଖ୍ୟମନ୍ତ୍ରୀ ହେବା ପରେ କିପରି ନିଜ ଗୁରୁମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ତାହା ମନେ ପକାଇଛନ୍ତି ତାଙ୍କ ସ୍କୁଲ ଶିକ୍ଷକ ଶ୍ରୀ ସୋମଭାଇ ପଟେଲ । ଗୁରୁମାନଙ୍କ ପ୍ରତି ଶ୍ରୀ ମୋଦୀଙ୍କ ଶ୍ରଦ୍ଧା ଓ ସମ୍ମାନ ସମ୍ପର୍କରେ ଏକ ଭିଡିଓରେ ଶ୍ରୀ ପଟେଲ ସୂଚନା ଦେଇଛନ୍ତି ।କିମ୍ବଦନ୍ତୀ ଗାୟିକା ଲତା ମଙ୍ଗେଶକରଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି
February 06th, 10:27 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କିମ୍ବଦନ୍ତୀ ଗାୟିକା ଲତା ମଙ୍ଗେଶକରଙ୍କ ଦେହାନ୍ତରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ତାଙ୍କ ପରିବାର ସହିତ କଥା ହେବା ସହ ସମବେଦନା ଜଣାଇଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ଆଗାମୀ ପୀଢିମାନେ ତାଙ୍କୁ ଭାରତୀୟ ସଂସ୍କୃତିର ଏକ କିମ୍ବଦନ୍ତୀ ଭାବରେ ମନେ ରଖିବେ, ଯାହାଙ୍କ ସୁମଧୁର ସ୍ୱର ଲୋକମାନଙ୍କୁ ଅଭିଭୂତ କରିବାର ଏକ ଅପୂର୍ବ ଦକ୍ଷତା ରଖିଥିଲା ।3 big decisions on vaccination drive announced by PM Modi
December 25th, 10:30 pm
Addressing the nation, Prime Minister Narendra Modi announced that pan-India vaccination for 15-18 years of children will begin on 3rd January 2022. He also announced that precaution doses for healthcare and frontline workers; and those with comorbidities above the age of 60 (on doctors’ advice) will begin from January 10, 2022.PM Modi’s address to nation: Vaccination drive for children & precaution doses announced
December 25th, 10:29 pm
Addressing the nation, Prime Minister Narendra Modi announced that pan-India vaccination for 15-18 years of children will begin on 3rd January 2022. He also announced that precaution doses for healthcare and frontline workers; and those with comorbidities above the age of 60 (on doctors’ advice) will begin from January 10, 2022.#20YearsOfSevaSamarpan: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କ ପ୍ରମୁଖ ଭାବରେ 20 ବର୍ଷ ପୂର୍ତ୍ତି ଅବସରରେ ଲୋକମାନେ ଅନେକ କାହାଣୀ କରିଛନ୍ତି ସେୟାର
October 07th, 02:46 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସରକାରଙ୍କ ମୁଖ୍ୟ ଭାବରେ ଜନସେବାରେ 20 ବର୍ଷ ପୂରଣ କରିଛନ୍ତି । ସମାଜର ସମସ୍ତ ବର୍ଗର ଲୋକ, କେନ୍ଦ୍ରମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ଦଳର କାର୍ଯ୍ୟକର୍ତ୍ତା ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଶଂସକମାନେ ସୋସିଆଲ ମିଡିଆରେ ଅନେକ କାହାଣୀ ସେୟାର କରିଛନ୍ତି ।ଗୋଆରେ କୋଭିଡ ଟିକାକରଣ କାର୍ଯ୍ୟକ୍ରମର ହିତାଧିକାରୀ ଓ ସ୍ବସ୍ଥ୍ୟସେବା କର୍ମଚାରୀଙ୍କ ସହ ମତ ବିନିମୟ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
September 18th, 10:31 am
ଗୋଆର ଉର୍ଜାବାନ ତଥା ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ପ୍ରମୋଦ ସାୱନ୍ତ ମହାଶୟ, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସାଥୀ, ଗୋଆର ସୁପୁତ୍ର ଶ୍ରୀପଦ ନାୟକ ମହାଶୟ, କେନ୍ଦ୍ର ସରକାରଙ୍କ ମନ୍ତ୍ରୀ ପରିଷଦରେ ମୋର ସହକର୍ମୀ ଡକ୍ଟର ଭାରତୀ ପାୱାର ମହାଶୟା, ଗୋଆର ସମସ୍ତ ମନ୍ତ୍ରୀଗଣ, ସାଂସଦ ଏବଂ ବିଧାୟକ, ଅନ୍ୟ ଜନ ପ୍ରତିନିଧି, ସମସ୍ତ କରୋନା ଯୋଦ୍ଧା, ଭାଇ ଓ ଭଉଣୀମାନେ !ପ୍ରଧାନମନ୍ତ୍ରୀ ଗୋଆରେ କୋଭିଡ ଟିକାକରଣ କାର୍ଯ୍ୟକ୍ରମର ହିତାଧିକାରୀ ଓ ସ୍ୱାସ୍ଥ୍ୟକର୍ମୀଙ୍କ ସହ ବାର୍ତ୍ତାଳାପ କଲେ
September 18th, 10:30 am
ଗୋଆରେ ସମସ୍ତ ପ୍ରାପ୍ତ ବୟସ୍କ ଲୋକଙ୍କର ୧୦୦% ଟିକାକରଣ ଶେଷ ହେବା ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏକ ଭିଡିଓ କନଫରେନ୍ସ ଜରିଆରେ ଗୋଆରେ କୋଭିଡ ଟିକାକରଣ କାର୍ଯ୍ୟକ୍ରମର ହିତାଧିକାରୀଙ୍କ ଏବଂ ସ୍ୱାସ୍ଥ୍ୟ କର୍ମୀଙ୍କ ସହ ବାର୍ତ୍ତାଳାପ କରିଛନ୍ତି ।ଜନ୍ମଦିନ ଶୁଭେଚ୍ଛା ଜଣାଇଥିବା ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ଅନ୍ୟ ବିଶ୍ୱ ନେତାଙ୍କୁ କୃତଜ୍ଞତା ଜଣାଇଲେ ପ୍ରଧାନମନ୍ତ୍ରୀ
September 17th, 08:50 pm
ଜନ୍ମଦିନ ଶୁଭେଚ୍ଛା ଜଣାଇଥିବା ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ଅନ୍ୟ ବିଶ୍ୱ ନେତାଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କୃତଜ୍ଞତା ଜଣାଇଛନ୍ତି ।Recognition for increasing consensus on Indo- US Strategic Partnership, says PM on accepting Legion of Merit Award from US
December 22nd, 09:12 pm
Prime Minister Narendra Modi said that he is deeply honored for being awarded Legion of Merit by the US Government. On behalf of the 1.3 billion people of India, I reiterate my government's firm conviction and commitment to continue working with the US government, and all other stakeholders in both countries, for further strengthening India-US ties, PM Modi said in a tweet.Twentieth Consecutive Year as Democratically Elected Head of a Government
October 07th, 10:57 pm
The journey of Prime Minister Narendra Modi started in 2001 under the trying circumstances of relief work for the Bhuj earthquake. Since then, Mr. Modi has not looked back, as he continues to tread the path of development for all."Precious Moments": A sneak-peek into PM Modi's early morning routine!
August 23rd, 12:49 pm
Prime Minister Narendra Modi took to Instagram and shared precious moments from his early morning routine at his residence.ଏନସିସି ରାଲିରେ ଯୋଗଦେବେ ପ୍ରଧାନମନ୍ତ୍ରୀ
January 27th, 01:34 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ନୂଆଦିଲ୍ଲୀର କରିଆପ୍ପା ପରେଡ ଗ୍ରାଉଣ୍ଡଠାରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ(ଏନସିସି) ରାଲିରେ ଯୋଗଦେବେ ।ଜାତୀୟ ମତଦାତା ଦିବସ ଅବସରରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
January 25th, 11:01 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ମତଦାତା ଦିବସ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।I get inspiration from you: PM Modi to winners of Rashtriya Bal Puraskar
January 24th, 11:24 am
Prime Minister Shri Narendra Modi interacted with recipients of Rashtriya Bal Puraskar, here today.ରାଷ୍ଟ୍ରୀୟ ବାଲ ପୁରସ୍କାର, 2020 ବିଜେତାଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଭାବବିନିମୟ
January 24th, 11:22 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଷ୍ଟ୍ରୀୟ ବାଲ ପୁରସ୍କାର ବିଜେତାମାନଙ୍କ ସହିତ ଭାବ ବିନିମୟ କରିଛନ୍ତି । 22 ଜାନୁଆରୀ, 2020ରେ ରାଷ୍ଟ୍ରପତି ଏହି ପୁରସ୍କାର ପ୍ରଦାନ କରିଥିଲେ । ପୁରସ୍କାର ବିଜେତାମାନେ ଗଣତନ୍ତ୍ର ଦିବସ ପରେଡରେ ମଧ୍ୟ ଅଂଶଗ୍ରହଣ କରିବେ ।ଷ୍ଟାଚ୍ୟୁ ଅଫ ୟୁନିଟିରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ
October 31st, 10:30 am
ଆଜି ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ଗୁଜରାଟର କେୱଡିଆଠାରେ ଥିବା ପ୍ରସିଦ୍ଧ ଷ୍ଟାଚ୍ୟୁ ଅଫ ୟୁନିଟିଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତର ଲୌହମାନବ ସର୍ଦ୍ଦାର ବଲ୍ଳଭ ଭାଇ ପଟେଲଙ୍କୁ ପୁଷ୍ପମାଲ୍ୟ ପ୍ରଦାନ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।