ଭାରତ ରତ୍ନ ନାନାଜୀ ଦେଶମୁଖଙ୍କୁ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ

October 11th, 08:47 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତ ରତ୍ନ ନାନାଜୀ ଦେଶମୁଖଙ୍କୁ ତାଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଭାରତରେ ଗ୍ରାମାଞ୍ଚଳର ଲୋକଙ୍କୁ ସଶକ୍ତ କରିବା ଦିଗରେ ଶ୍ରୀ ଦେଶମୁଖଙ୍କ ଉତ୍ସର୍ଗ ଓ ସେବାଭାବନାକୁ ଶ୍ରୀ ମୋଦୀ ସ୍ମରଣ କରିବା ସହ ପ୍ରଶଂସା କରିଛନ୍ତି ।

ଭାରତ ରତ୍ନ ନାନାଜୀ ଦେଶମୁଖଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

October 11th, 09:38 am

ଭାରତ ରତ୍ନ ନାନାଜୀ ଦେଶମୁଖଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ନାନାଜୀ ଦେଶମୁଖ ତାଙ୍କ ଜୀବନକୁ ଦେଶର ଗ୍ରାମାଞ୍ଚଳ ଏବଂ ଆଦିବାସୀ କ୍ଷେତ୍ରର ବିକାଶ ଲାଗି ଉତ୍ସର୍ଗ କରିଥିଲେ । ତାଙ୍କ ବଳିଦାନ ଏବଂ ସେନା ସବୁ ପିଢ଼ି ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ଶ୍ରୀ ମୋଦୀ କହିଛନ୍ତି ।

ଭାରତ ରତ୍ନ ନାନାଜୀ ଦେଶମୁଖଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ

October 11th, 09:40 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତ ରତ୍ନ ନାନାଜୀ ଦେଶମୁଖଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨ଠ୨୨ରେ ଅଂଶଗ୍ରହଣ କରିଥିବା ଭାରତୀୟ ଖେଳାଳିମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଭାବ ବିନିମୟର ମୂଳପାଠ

August 13th, 11:31 am

ଚାଲନ୍ତୁ, ଏମିତି ଭାବେ ସମସ୍ତଙ୍କ ସହିତ କଥାବାର୍ତ୍ତା କରିବା ମୋ ପାଇଁ ବହୁତ ପ୍ରେରଣାଦାୟକ ଅଟେ, କିନ୍ତୁ ସମସ୍ତଙ୍କ ସହିତ ବୋଧହୁଏ କଥାବାର୍ତ୍ତା କରିବା ସମ୍ଭବ ହୋଇନଥାଏ, କିନ୍ତୁ ଭିନ୍ନ ଭିନ୍ନ ସମୟରେ ଆପଣଙ୍କ ମଧ୍ୟରେ କେତେକଙ୍କ ସହିତ କୌଣସି ନା କୌଣସି ଭାବରେ ମୋତେ ସମ୍ପର୍କରେ ରହିବାର ସୁଯୋଗ ମିଳିଥାଏ, କଥାବାର୍ତ୍ତା ହେବାର ଅବସର ମିଳିଛି, କିନ୍ତୁ ମୋ ପାଇଁ ଖୁସି ଯେ ଆପଣ ସମୟ ବାହାର କରି ମୋର ଘରକୁ ଆସିଲେ ଏବଂ ପରିବାରର ଜଣେ ସଦସ୍ୟ ଭାବରେ ଆସିଛନ୍ତି । ତେବେ ଆପଣଙ୍କ ସିଦ୍ଧିର ଯଶ ଆପଣଙ୍କ ସହିତ ଯୋଡ଼ି ହୋଇ ଯେମିତି ପ୍ରତ୍ୟେକ ଭାରତୀୟ ଗର୍ବ କରୁଛନ୍ତି, ମୁଁ ମଧ୍ୟ ଗର୍ବ କରୁଛି । ଆପଣ ସମସ୍ତଙ୍କୁ ମୋର ଏହି ସ୍ଥାନକୁ ବହୁତ ବହୁତ ସ୍ୱାଗତ ।

ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ର ଭାରତୀୟ ଖେଳାଳୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବର୍ଦ୍ଧନା

August 13th, 11:30 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟଗୋଷ୍ଠୀ କ୍ରୀଡା-୨୦୨୨ରେ ଅଂଶଗ୍ରହଣ କରିଥିବା ଭାରତୀୟ କ୍ରୀଡାବିତମାନଙ୍କୁ ନୂଆଦିଲ୍ଲୀଠାର ସମ୍ବର୍ଦ୍ଧିତ କରିଛନ୍ତି । ଏଥିରେ ଉଭୟ ଖେଳାଳୀ ଓ ସେମାନଙ୍କ ପ୍ରଶିକ୍ଷକ ମାନେ ଯୋଗ ଦେଇଥିଲେ । କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡା ଓ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁର ଓ କ୍ରୀଡା, ଯୁବ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ନିଶୀଥ ପ୍ରାମାଣିକ ମଧ୍ୟ ଅନ୍ୟମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ ।

ଜୟନ୍ତୀ ଅବସରରେ ଭାରତରତ୍ନ ନାନାଜୀ ଦେଶମୁଖଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ

October 11th, 10:12 am

ଜୟନ୍ତୀ ଅବସରରେ ଭାରତରତ୍ନ ନାନାଜୀ ଦେଶମୁଖଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ସ୍ୱାମିତ୍ୱ ଯୋଜନା ଅଧୀନରେ ସମ୍ପତ୍ତି କାର୍ଡ ବିତରଣ ଉନ୍ମୋଚନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

October 11th, 11:01 am

ଆଜି ଯେଉଁ ଏକ ଲକ୍ଷ ଲୋକଙ୍କୁ ନିଜ ଘରର ସ୍ୱାମିତ୍ୱ ପତ୍ର ବା ସମ୍ପତ୍ତି କାର୍ଡ ମିଳିଛି, ଯେଉର୍ମାନେ ନିଜ କାର୍ଡ ଡାଉନଲୋଡ କରିଛନ୍ତି, ସେମାନଙ୍କୁ ମୁଁ ବହୁତ-ବହୁତ ଶୁଭେଚ୍ଛା ଜଣାଉଛି । ଆଜି ଯେତେବେଳେ ଆପଣ ନିଜର ପରିବାର ସହିତ, ସନ୍ଧ୍ୟାରେ ଯେତେବେଳେ ଖାଦ୍ୟ ଖାଉଥିବେ…ତେବେ ମୋତେ ଜଣାଅଛି ଯେ ପୂର୍ବରୁ କେବେ ଏତେ ଖୁସି ହୋଇ ନ ଥିବେ, ଯେତେ ଖୁସି ଆଜି ଆପଣମାନେ ଆଜି ହେଉଥିବେ । ଆପଣ ନିଜ ପିଲାମାନଙ୍କୁ ଗର୍ବର ସହିତ କହିପାରିବେ ଯେ ଦେଖ, ଆମେ ବିଶ୍ୱାସର ସହିତ କହିପାରିବା ଏହା ହେଉଛି ଆପଣଙ୍କର ସମ୍ପତ୍ତି, ଆପଣଙ୍କୁ ଏହା ପରମ୍ପରା ଅନୁସାରେ ମିଳିବ । ଆମର ପୂର୍ବପୁରୁଷମାନେ ଯାହା ଦେଇଥିଲେ, ତାହାର ଦସ୍ତାବେଜ ନଥିଲା, ଆଜି କାଗଜପତ୍ର ମିଳିବା ଦ୍ୱାରା ଆମର ଶକ୍ତି ବୃଦ୍ଧି ପାଇଛି । ଆଜିର ସନ୍ଧ୍ୟା ଆପଣଙ୍କ ପାଇଁ ହେଉଛି ବହୁତ ଖୁସିର ସନ୍ଧ୍ୟା, ନୂଆ-ନୂଆ ସ୍ୱପ୍ନ ଦେଖିବାର ସନ୍ଧ୍ୟା ଏବଂ ନୂଆ-ନୂଆ ସ୍ୱପ୍ନ ବିଷୟରେ ପିଲାଙ୍କ ସହିତ କଥା ହେବାର ସନ୍ଧ୍ୟା । ଏଥିପାଇଁ ଆଜି ଯେଉଁ ଅଧିକାର ମିଳିଛି, ସେଥିପାଇଁ ଆପଣମାନଙ୍କୁ ମୋ ତରଫରୁ ବହୁତ-ବହୁତ ଶୁଭେଚ୍ଛା ।

ସ୍ଵାମିତ୍ଵ ଯୋଜନା ଅଧୀନରେ ସମ୍ପତ୍ତି କାର୍ଡ ବିତରଣର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

October 11th, 11:00 am

ସ୍ଵାମିତ୍ଵ ଯୋଜନାର ହିତାଧିକାରୀ ଯେଉଁମାନେ ସମ୍ପତ୍ତି କାର୍ଡ ପାଇଛନ୍ତି ବର୍ତ୍ତମାନ ସେମାନଙ୍କ ଘରର ଅଧିକାର ଓ ଆଇନଗତ ନଥି ପାଇଲେ ବୋଲି ଏହି ଅବସରରେ ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି । ଦେଶର ଗ୍ରାମଗୁଡିକରେ ଏହି ଯୋଜନା ଐତିହାସିକ ପରିବର୍ତ୍ତନ ଆଣିବ । ଆତ୍ମନିର୍ଭର ଭାରତ ପଥରେ ଆଗେଇବା ପାଇଁ ଦେଶ ଆଉ ଗୋଟିଏ ବିଶେଷ ପଦକ୍ଷେପ ନେଇଛି ଓ ଗ୍ରାମୀଣ ଭାରତକୁ ଆତ୍ମନିର୍ଭର କରିବାରେ ଏହା ସହାୟକ ହେବ ବୋଲି ଶ୍ରୀ ମୋଦୀ କହିଛନ୍ତି ।

Prime Minister, Shri Narendra Modi has bowed to Loknayak Jayaprakash Narayan and Nanaji Deshmukh, on their Jayanti today.

October 11th, 10:22 am

Prime Minister, Shri Narendra Modi has bowed to Loknayak Jayaprakash Narayan and Nanaji Deshmukh, on their Jayanti today.

କୃଷି କ୍ଷେତ୍ର, ଆମର କୃଷକ, ଆମର ଗ୍ରାମଗୁଡ଼ିକ ହେଉଛି ଆତ୍ମନିର୍ଭର ଭାରତର ମୂଳଦୁଆ: ମନ କି ବାତ୍ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ

September 27th, 11:00 am

କାହାଣୀ, ଲୋକଙ୍କ ଭିତରେ ଥିବା ସୃଜନଶୀଳ ଏବଂ ସମ୍ବେଦନଶୀଳ ବିଭବକୁ ସାମନାକୁ ଆଣେ, ଏହାର ପରିସ୍ଫୁଟନ କରାଏ । କାହାଣୀର ଶକ୍ତିକୁ ଅନୁଭବ କରିବାକୁ ହେଲେ ଜଣେ ମାଆ ତାର ଛୁଆକୁ ଶୁଆଇବା ପାଇଁ ବା ଖୁଆଇବା ପାଇଁ କାହାଣୀ ଶୁଣାଉଥିବା ସମୟରେ ଲକ୍ଷ୍ୟ କରନ୍ତୁ । ମୁଁ ନିଜ ଜୀବନର ଏକ ସୁଦୀର୍ଘ ସମୟ ଜଣେ ପରିବ୍ରାଜକ ଭାବରେ ଅତିବାହିତ କରିଛି । ବୁଲିବା ହିଁ ଥିଲା ମୋର ଜୀବନ । ପ୍ରତ୍ୟେକ ଦିନ ଗୋଟିଏ ନୂଆ ଗାଁ, ନୂଆ ଲୋକ, ନୂଆ ପରିବାର, କିନ୍ତୁ ମୁଁ ଯେତେବେଳେ ଲୋକଙ୍କ ଘରକୁ ଯାଉଥିଲି, ସେତେବେଳେ ତାଙ୍କ ପରିବାରର ଛୋଟ ଛୋଟ ପିଲାମାନଙ୍କ ସହିତ ନିଶ୍ଚୟ କଥା ହେଉଥିଲି । ବେଳେବେଳେ ସେମାନଙ୍କୁ କହୁଥିଲି – ଚାଲ, ଆଜି ମୋତେ ଗୋଟିଏ ଗପ ଶୁଣାଅ । କିନ୍ତୁ ମୋତେ ସେତେବେଳେ ଆଶ୍ଚର୍ଯ୍ୟ ଲାଗୁଥିଲା, ଯେତେବେଳେ ପିଲାଏ କହୁଥିଲେ, – ନା ଅଙ୍କଲ୍, କାହାଣୀ ନୁହେଁ, ଆମେ ଆପଣଙ୍କୁ ହସକଥା ଶୁଣେଇବୁ । ଆଉ, ମୋତେ ବି ସେମାନେ ହସକଥା ଶୁଣେଇବାକୁ ଅନୁରୋଧ କରୁଥିଲେ । ଏହାର ଅର୍ଥ – କାହାଣୀ ସହିତ ସେମାନଙ୍କର କୌଣସି ପରିଚୟ ନ ଥିଲା । ପ୍ରାୟତଃ, ସେମାନଙ୍କର ଜୀବନ ହସକଥା ଭିତରେ ହିଁ ସୀମିତ ହୋଇଯାଇଥିଲା ।

Bundelkhand Expressway will enhance connectivity in UP: PM Modi

February 29th, 02:01 pm

Prime Minister Narendra Modi laid the foundation stone for the 296-kilometres long Bundelkhand Expressway at Chitrakoot today. To be built at a cost of Rs 14,849 crore, the Expressway is expected to benefit Chitrakoot, Banda, Mahoba, Hamirpur, Jalaun, Auraiya and Etawah districts.

ପ୍ରଧାନମନ୍ତ୍ରୀ ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେର ଆଧାରଶିଳା ରଖିଲେ, ଏହାକୁ ଏକ ଐତିହାସିକ ଦିନ କହିଲେ ମୋଦୀ

February 29th, 02:00 pm

ଦେଶରେ ରୋଜଗାର ସୃଷ୍ଟି ପାଇଁ ଅନେକ ପଦକ୍ଷେପ ନେବାକୁ ସରକାରଙ୍କ ପ୍ରଶଂସା କରି ଶ୍ରୀ ମୋଦୀ କହିଥିଲେ ଯେ ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେ, ପୂର୍ବାଞ୍ଚଳ ଏକ୍ସପ୍ରେସୱେ ତଥା ପ୍ରସ୍ତାବିତ ଗଙ୍ଗା ଏକ୍ସପ୍ରେସୱେ ଦ୍ୱାରା ଉତ୍ତର ପ୍ରଦେଶ ସହ ସଂପର୍କ ବୃଦ୍ଧି ହେବା ସହ ନିଯୁକ୍ତିର ଅନେକ ସୁଯୋଗ ସୃଷ୍ଟି ଏବଂ ଏହା ବଡ ସହରଗୁଡିକରେ ଉପଲବ୍ଧ ସୁବିଧା ସୁଯୋଗ ମଧ୍ୟ ପାଇପାରିବେ ।

ନାନାଜୀ ଦେଶମୁଖଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

October 11th, 10:43 am

ରାଷ୍ଟ୍ରସେବକ ନାନାଜୀ ଦେଶମୁଖଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ସେ କହିଛନ୍ତି, “ମହାନ ସମାଜସେବୀ ଓ ଦେଶଭକ୍ତ ନାନାଜୀ ଦେଶମୁଖଙ୍କୁ ଆଜି ଜୟନ୍ତୀ ଅବସରରେ ପ୍ରଣାମ ଜଣାଉଛି । ଗ୍ରାମାଞ୍ଚଳ ଓ କୃଷକମାନଙ୍କ ବିକାଶ ପାଇଁ ସେ ଅହରହ ସଂଗ୍ରାମ କରିବା ସହିତ ନିଜର ସମଗ୍ର ଜୀବନ ଉତ୍ସର୍ଗ କରିଥିଲେ । ରାଷ୍ଟ୍ରନିର୍ମାଣରେ ତାଙ୍କ ଯୋଗଦାନ ଚିରସ୍ଥାୟୀ ଏବଂ ସର୍ବଦା ସ୍ମରଣୀୟ ରହିବ ।”

ଭାରତ ରତ୍ନ ବିଜେତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

January 25th, 09:24 pm

ଭାରତ ରତ୍ନ ସମ୍ମାନରେ ବିଭୂଷିତ ମହାନ ବ୍ୟକ୍ତିତ୍ଵମାନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି ।

PM Modi pays tribute to Nanaji Deshmukh on his Jayanti

October 11th, 08:40 am

Paying tributes to Nanaji Deshmukh on his Jayanti, PM Narendra Modi said, Nanaji Deshmukh worked tirelessly towards upliftment of our villages and for the welfare of our hardworking farmers. His organisational skills were also greatly admired.

ସୋସିଆଲ ମିଡିଆ କର୍ଣ୍ଣର ଅକ୍ଟୋବର 11, 2017

October 11th, 06:59 pm

ସୋସିଆଲ ମିଡିଆରୁ ଗଭରନାନ୍ସ ଅପଡେଟର ପ୍ରତିଦିନ ଡୋଜ । ଗଭରନାନ୍ସରେ ଆପଣଙ୍କ ଟ୍ୱିଟ ଏଠାରେ ପ୍ରତିଦିନ ପାଇପାରିବେ । ପଢନ୍ତୁ ଏବଂ ସେର କରନ୍ତୁ ।

The real essence of a democracy is Jan Bhagidari, says PM Narendra Modi

October 11th, 11:56 am

PM Modi attended birth centenary celebration of Nanaji Deshmukh. Paying tributes to Nanaji Deshmukh and Loknayak JP, the PM said that both devoted their lives towards the betterment of our nation. The PM also launched the Gram Samvad App and inaugurated a Plant Phenomics Facility of IARI

ନାନାଜୀ ଦେଶମୁଖଙ୍କ ଜନ୍ମଶତବାର୍ଷିକୀ ସମାରୋହର ଉଦ୍ଘାଟନୀ ଉତ୍ସବରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ

October 11th, 11:54 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ପୁସାଠାରେ ଭାରତୀୟ କୃଷି ଗବେଷଣା ପରିଷଦ ପରିସରରେ ଆୟୋଜିତ ନାନାଜୀ ଦେଶମୁଖଙ୍କ ଜନ୍ମ ଶତବାର୍ଷିକୀ ସମାରୋହର ଉଦ୍ଘାଟନୀ ଉତ୍ସବରେ ଯୋଗ ଦେଇଛନ୍ତି ।

ଜୟନ୍ତୀ ଅବସରରେ ନାନାଜୀ ଦେଶମୁଖଙ୍କୁ ସ୍ମରଣ କଲେ ପ୍ରଧାନମନ୍ତ୍ରୀ

October 11th, 11:18 am

ସମାଜ ସଂସ୍କାରକ ନାନାଜୀ ଦେଶମୁଖଙ୍କୁ ତାଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ମରଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ନାନାଜୀ ଦେଶମୁଖଙ୍କ ଜନ୍ମ ଶତବାର୍ଷିକୀ ଉଦ୍ଘାଟନୀ ସମାରୋହରେ ଯୋଗଦେବେ ପ୍ରଧାନମନ୍ତ୍ରୀ

October 10th, 06:44 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ଅକ୍ଟୋବର 11, 2017ରେ ନୂଆଦିଲ୍ଲୀର ପୁସା IARI ଠାରେ ନାନାଜୀ ଦେଶମୁଖଙ୍କ ଜନ୍ମ ଶତବାର୍ଷିକୀ ଉଦ୍ଘାଟନୀ ସମାରୋହରେ ଯୋଗଦେବେ ।