ସୁପ୍ରିମ୍କୋର୍ଟ ଦ୍ୱାରା ଆୟୋଜିତ ସାମ୍ବିଧାନିକ ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
November 26th, 05:35 pm
ମୁଖ୍ୟ ବିଚାରପତି ଏନ୍. ଭି. ରମନା, ବିଚାରପତି ୟୁ. ୟୁ. ଲଳିତ ଜୀ, ଆଇନ୍ ମନ୍ତ୍ରୀ କିରଣ ରିଜିଜୁ ଜୀ, ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ ଜୀ, ଆଟର୍ଣ୍ଣି ଜେନେରାଲ୍ ଶ୍ରୀ କେ. କେ. ବେଣୁଗୋପାଳ ଜୀ, ସୁପ୍ରିମ୍କୋର୍ଟ ବାର ଆସୋସିଏସନ୍ର ଅଧ୍ୟକ୍ଷ ଶ୍ରୀ ବିକାଶ ସିଂହ ଜୀ, ଏବଂ ଦେଶର ନ୍ୟାୟ ବ୍ୟବସ୍ଥା ସହିତ ଯୋଡି ହୋଇ ରହିଥିବା ସମସ୍ତ ଦେବୀ ଏବଂ ସଜ୍ଜନ ବୃନ୍ଦ!ସୁପ୍ରିମ କୋର୍ଟଙ୍କ ପକ୍ଷରୁ ଆୟୋଜିତ ସମ୍ବିଧାନ ଦିବସ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍ବୋଧନ
November 26th, 05:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସୁପ୍ରିମ୍ କୋର୍ଟଙ୍କ ଦ୍ୱାରା ଆୟୋଜିତ ସମ୍ବିଧାନ ଦିବସ ପାଳନ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଭାରତର ସୁପ୍ରିମ୍ କୋର୍ଟର ପ୍ରଧାନ ବିଚାରପତି ଶ୍ରୀ ଜଷ୍ଟିସ୍ ଏନ ଭି ରମନ୍ନା, କେନ୍ଦ୍ର ମନ୍ତ୍ରୀ ଶ୍ରୀ କିରଣ ରିଜ୍ଜିଜୁ, ସୁପ୍ରିମ୍ କୋର୍ଟର ବରିଷ୍ଠ ବିଚାରପତିବୃନ୍ଦ ଏବଂ ହାଇକୋର୍ଟର ବିଚାରପତିଗଣ, ଭାରତର ଆଟର୍ଣ୍ଣି ଜେନେରାଲ ଶ୍ରୀ କେ କେ ଭେନୁଗୋପାଲ, ସୁପ୍ରିମ୍ କୋର୍ଟ ବାର୍ ଆସୋସିଏସନର ଅଧ୍ୟକ୍ଷ ଶ୍ରୀ ବିକାଶ ସିଂହ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।PM inaugurates Pumping Station at Bhachau; Narmada Waters released for Tappar dam
May 22nd, 06:35 pm
Prime Minister Narendra Modi inaugurated pumping station in Bhachau, Gujarat. The PM said mentioned the importance of conserving water, and added that in Kutch, people understood this quite well. Now, he said, with the Narmada waters arriving, the region would witness a transformation.ଗୁଜରାଟର ବଚାଉଠାରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପମ୍ପିଂ କେନ୍ଦ୍ରର ଉଦଘାଟନ; ତପ୍ପାର ବନ୍ଧକୁ ନିଷ୍କାସିତ ହେଲା ନର୍ମଦା ନଦୀର ଜଳ
May 22nd, 06:32 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ବଚାଉଠାରେ ଏକ ପମ୍ପିଂ କେନ୍ଦ୍ରକୁ ଉଦଘାଟନ କରିଛନ୍ତି । ଏହା ତପ୍ପାର ଡ୍ୟାମକୁ ନର୍ମଦା ନଦୀରୁ ଜଳ ନିଷ୍କାସନରେ ସହାୟକ ହେବ ।ଏହି ଅବସରରେ ଏକ ବିଶାଳ ସମାବେଶକୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜିର ଉଦଘାଟନ ଦ୍ୱାରା କଚ୍ଛର ପ୍ରତ୍ୟେକ ନାଗରୀକ ନିଜକୁ ଗୌରବାନ୍ୱିତ ମନେକରିବେ ।ସୋସିଆଲ ମିଡିଆ କର୍ଣ୍ଣର ମେ 15 2017
May 15th, 07:15 pm
ସୋସିଆଲ ମିଡିଆରୁ ଗଭରନାନ୍ସ ଅପଡେଟର ପ୍ରତିଦିନ ଡୋଜ । ଗଭରନାନ୍ସରେ ଆପଣଙ୍କ ଟ୍ୱିଟ ଏଠାରେ ପ୍ରତିଦିନ ପାଇପାରିବେ । ପଢନ୍ତୁ ଏବଂ ସେର କରନ୍ତୁ ।ସ୍ୱାମୀ ଅଭଧେଶାନନ୍ଦ ଏବଂ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦିବ୍ୟଦୃଷ୍ଟିକୁ ପ୍ରଶଂସା କଲେ
May 15th, 04:08 pm
ମଧ୍ୟପ୍ରଦେଶର ଅମରକଣ୍ଟକରେ ନର୍ମଦା ସେବା ଯାତ୍ରାର ଉଦଯାପନୀ ଉତ୍ସବରେ ସ୍ୱାମୀ ଅଭଧେଶାନନ୍ଦ ଏବଂ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଭାରତର ବିକାଶ ପାଇଁ ପ୍ରଧାନମନ୍ତ୍ରୀଙ୍କ ଦିବ୍ୟଦୃଷ୍ଟିକୁ ପ୍ରଶଂସା କରି କହିଲେ ତାଙ୍କ ନେତୃତ୍ୱରେ ନିଆଯାଉଥିବା ପଦକ୍ଷେପରୁ ଦେଶରେ ପରିବର୍ତ୍ତନ ଆଣିବ ।ମଧ୍ୟପ୍ରଦେଶର ଅମରକଣ୍ଟକଠାରେ ‘ନମାମି ନର୍ମଦେ-ନର୍ମଦା ସେବା ଯାତ୍ରା’ର ଉଦଯାପନୀ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
May 15th, 02:39 pm
ଆମ ଶାସ୍ତ୍ରରେ ଗୋଟିଏ ମାନ୍ୟତା ସ୍ଥାପିତ ହୋଇଛି ଯେ ଯଦି ଆମେ ଯାତ୍ରା କରି ପାରୁନାହେଁ, କିନ୍ତୁ କୌଣସି ଯାତ୍ରୀଙ୍କୁ ଯଦି ପ୍ରଣାମ କରିଦେବା ତେବେ ଯାତ୍ରାର ପୁଣ୍ୟ ପ୍ରାପ୍ତ ହୋଇଥାଏ । ତ ମୁଁ ମଧ୍ୟ ଆପଣ ସମସ୍ତ ଯାତ୍ରୀଙ୍କୁ ପ୍ରଣାମ କରି, ଯେଉଁ ପୁଣ୍ୟ ଆପଣ ଅର୍ଜନ କରିଛନ୍ତି; ସେଥିରୁ ଆପଣଙ୍କଠାରୁ କିଛି ଭାଗ ମାଗୁଛି । କିନ୍ତୁ ସେହି ଭାଗ ମୁଁ ମୋ ପାଇଁ ମାଗୁନାହିଁ, ଆପଣଙ୍କ ଏହି ଯାତ୍ରାରୁ ଅର୍ଜନ କରିଥିବା ପୁଣ୍ୟ ମାଆ ଭାରତୀର କାମରେ ଆସୁ, ଶହେ ପଚିଶି କୋଟି ଭାରତୀୟଙ୍କ କାମରେ ଆସୁ, ଏହି ଦେଶର ଗରିବରୁ ଗରିବ ଲୋକର ଜୀବନରେ ପରିବର୍ତ୍ତନ ଆଣିବା କାମରେ ଆସୁ । ଆଉ ମୋର ବିଶ୍ୱାସ ନର୍ମଦା ଯାତ୍ରା ହିଁ ହେଉଛି ସେହି ଯାତ୍ରା ଯାହାକୁ ନର୍ମଦା ପରିକ୍ରମା ସହ ଯୋଡ଼ା ଯାଇଛି ।ନର୍ମଦା ଉଦଗମ ସ୍ଥଳୀରେ ପୂଜା କଲେ ପ୍ରଧାନମନ୍ତ୍ରୀ, ଅମରକଣ୍ଟକ ଠାରେ ନମାମି ନର୍ମଦେ-ନର୍ମଦା ସେବା ଯାତ୍ରାର ଉଦଯାପନୀ ସମାରୋହରେ ଉଦବୋଧନ
May 15th, 02:36 pm
ନର୍ମଦା ନଦୀର ଉଦଗମ ସ୍ଥଳରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂଜା କରିଥିଲେ । ସେ ମଧ୍ୟପ୍ରଦେଶର ଅମରକଣ୍ଟକ ଠାରେ “ନମାମି ନର୍ମଦେ – ନର୍ମଦା ସେବା ଯାତ୍ରା” କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବରେ ସମବେତ ହୋଇଥିବା ଜନସାଧାରଣଙ୍କୁ ଉଦବୋଧନ ଦେଇଥିଲେ ।ଏହି ଅବସରରେ ଉଦବୋଧନ ଦେଇ ସ୍ୱାମୀ ଅବଧେଶନନ୍ଦଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ‘ବିକାଶ ଅବତାର’ ଭାବେ ଅଭିହିତ କରିଥିଲେ ଏବଂ କହିଥିଲେ ପ୍ରଧାନମନ୍ତ୍ରୀ ଜଳ ସଂରକ୍ଷଣ କ୍ଷେତ୍ରରେ ଜନସଚେତନତା ସୃଷ୍ଟି କରି ଅନେକଙ୍କୁ ଅନୁପ୍ରାଣିତ କରିଛନ୍ତି ।ମଧ୍ୟପ୍ରଦେଶର ଅମରକଣ୍ଟକରେ ନର୍ମଦା ସେବା ଯାତ୍ରାର ଉଦଯାପନୀ ସମାରୋହରେ ଯୋଗଦେବେ ପ୍ରଧାନମନ୍ତ୍ରୀ
May 14th, 06:11 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ମଧ୍ୟପ୍ରଦେଶର ଅମରକଣ୍ଟକରେ ନର୍ମଦା ସେବା ଯାତ୍ରାର ଉଦଯାପନୀ ସମାରୋହରେ ଯୋଗଦେବେ । ପ୍ରଧାନମନ୍ତ୍ରୀ କହିଛନ୍ତି, ଯେ ଆସନ୍ତାକାଲି ଅପରାହ୍ଣରେ ମଧ୍ୟପ୍ରଦେଶର ଅମରକଣ୍ଟକରେ ନର୍ମଦା ସେବା ଯାତ୍ରାର ଉଦଯାପନୀ ସମାରୋହରେ ଯୋଗ ଦେବାକୁ ନେଇ ମୁଁ ଉତ୍ସାହିତ ।