ଶ୍ରୀ ନାଦାପ୍ରଭୁ କେମ୍ପେଗୌଡାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ
June 27th, 04:06 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନାଦାପ୍ରଭୁ କେମ୍ପେଗୌଡାଙ୍କୁ ତାଙ୍କର ଜନ୍ମବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି ଯେ, ଅର୍ଥନୈତିକ ଉନ୍ନତି, କୃଷି ଏବଂ ଜଳସେଚନ କ୍ଷେତ୍ରର ଅଭିବୃଦ୍ଧି କରିବାରେ ଶ୍ରୀ ନାଦାପ୍ରଭୁ କେମ୍ପେଗୌଡା ଅଗ୍ରଣୀ ଥିଲେ ।I not only make plans with true intentions but also guarantee them: PM Modi in Chikkaballapur
April 20th, 04:00 pm
Prime Minister Narendra Modi addressed a public meeting today in Chikkaballapur, Karnataka. Speaking to a vibrant crowd, he highlighted the achievements of the NDA government and sought support for Dr. K. Sudhakar from Chikkaballapur and Mallesh Babu Muniswamy from the Kolar constituency.PM Modi addresses public meetings in Chikkaballapur & Bengaluru, Karnataka
April 20th, 03:45 pm
Prime Minister Narendra Modi addressed public meetings in Chikkaballapur and Bengaluru, Karnataka. Speaking to a vibrant crowd, he highlighted the achievements of the NDA government and outlined plans for the future.କର୍ଣ୍ଣାଟକର ବେଙ୍ଗାଲୁରୁରେ ସାର୍ବଜନିକ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳପାଠ
November 11th, 12:32 pm
ଆଜି ଏହି ମହାନ ବ୍ୟକ୍ତିତ୍ୱମାନଙ୍କୁ ସମ୍ମାନ ଦେଇ ବେଙ୍ଗାଲୁରୁ କର୍ଣ୍ଣାଟକର ବିକାଶ ଏବଂ ଐତିହ୍ୟ ଉଭୟର ବିକାଶକୁ ଆମେ ସଶକ୍ତ କରୁଛୁ । ଆଜି କର୍ଣ୍ଣାଟକ ପ୍ରଥମ ମେଡ ଇନ ଇଣ୍ଡିଆ ବଂଦେ ଭାରତ ଟ୍ରେନ ପାଇଛି । ଏହି ଟ୍ରେନ ଚେନ୍ନାଇ, ଦେଶର ଷ୍ଟାର୍ଟଅପ କ୍ୟାପିଟାଲ ବେଙ୍ଗାଲୁରୁ ଏବଂ ଐତିହ୍ୟର ସହର ମୈସୁର ସହିତ ଯୋଡ଼ି ହୋଇ ଯାଇଥାଏ । କର୍ଣ୍ଣାଟକର ଲୋକଙ୍କୁ ଅଯୋଧ୍ୟା, ପ୍ରୟାଗରାଜ ଏବଂ କାଶୀର ଦର୍ଶନ କରାଉଥିବା ଭାରତ ଗୌରବ କାଶୀ ଦର୍ଶନ ଟ୍ରେନର ମଧ୍ୟ ଆଜି ଶୁଭାରମ୍ଭ ହୋଇଛି । ଆଜି କେମ୍ପେଗୋଡ଼ା ଅନ୍ତର୍ଜାତୀୟ ବିମାନ ବନ୍ଦରର ଦ୍ୱିତୀୟ ଟର୍ମିନାଲକୁ ମଧ୍ୟ ଉଦଘାଟନ କରାଯାଇଛି । ମୁଁ ସୋସିଆଲ ମିଡିଆରେ ବିମାନବନ୍ଦରର ନୂଆ ଟର୍ମିନାଲର କିଛି ଚିତ୍ର ପୋଷ୍ଟ କରିଥିଲି । ଏବଂ ଆଜି ସେଠାକୁ ଯାଇ ଲାଗିଲା ଯେ ନୂତନ ଟର୍ମିନାଲ, ଚିତ୍ରଗୁଡ଼ିକରେ ଯେତିକି ଦେଖାଯାଉଛି ତା’ ଠାରୁ ଆହୁରି ସୁନ୍ଦର ଅଟେ, ଆଧୁନିକ ଅଟେ । ଏହା ବେଙ୍ଗାଲୁରୁର ଲୋକମାନଙ୍କର ବହୁତ ପୁରୁଣା ଚାହିଦା ଥିଲା ଯାହା ବର୍ତ୍ତମାନ ଆମର ସରକାର ପୂରଣ କରୁଛନ୍ତି ।PM Modi attends a programme at inauguration of 'Statue of Prosperity' in Bengaluru
November 11th, 12:31 pm
PM Modi addressed a public function in Bengaluru, Karnataka. Throwing light on the vision of a developed India, the PM said that connectivity between cities will play a crucial role and it is also the need of the hour. The Prime Minister said that the new Terminal 2 of Kemepegowda Airport will add new facilities and services to boost connectivity.ବେଙ୍ଗଲୁରୁ ଠାରେ ଶ୍ରୀ ନାଦପ୍ରଭୁ କେମ୍ପେଗୌଡାଙ୍କ ୧୦୮ ଫୁଟ ଉଚ୍ଚତା ବିଶିଷ୍ଟ କାଂସ୍ୟ ପ୍ରତିମୂର୍ତ୍ତି ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ
November 11th, 11:30 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବେଙ୍ଗଲୁରୁ ଠାରେ ଶ୍ରୀ ନାଦପ୍ରଭୁ କେମ୍ପେଗୌଡାଙ୍କ ୧୦୮ ଫୁଟ ଉଚ୍ଚତା ବିଶିଷ୍ଟ କାଂସ୍ୟ ପ୍ରତିମୂର୍ତ୍ତି ଅନାବରଣ କରିଛନ୍ତି । ପ୍ରଧାନମନ୍ତ୍ରୀ ପ୍ରତିମୂର୍ତ୍ତିରେ ପୁଷ୍ପାଞ୍ଜଳି ଅର୍ପଣ କରିବା ସହ ପବିତ୍ର ଜଳ ପ୍ରଦାନ କରିଛନ୍ତି । ଏହି ଅବସରରେ ସେ ଚାରା ମଧ୍ୟ ରୋପଣ କରିଛନ୍ତି ।