ଅହମଦାବାଦରେ ପ୍ରମୁଖ ସ୍ୱାମୀ ମହାରାଜ ଶତାବ୍ଦୀ ମହୋତ୍ସବର ଉଦଘାଟନ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳପାଠ

December 14th, 05:45 pm

ପରମ ପୂଜ୍ୟ ମହନ୍ତ ସ୍ୱାମୀ ଜୀ, ପୂଜ୍ୟ ସନ୍ଥଗଣ, ଗଭର୍ଣ୍ଣର ଶ୍ରୀ, ମୁଖ୍ୟମନ୍ତ୍ରୀ ଶ୍ରୀ ଏବଂ ଉପସ୍ଥିତ ସମସ୍ତ ସତସଙ୍ଗ ପରିବାରଗଣ, ଏହା ମୋର ସୌଭାଗ୍ୟ ଯେ ମୋତେ ଏହି ଐତିହାସିକ କାର୍ଯ୍ୟକ୍ରମରେ ସାକ୍ଷୀ ହେବାର ଏବଂ ସତସଙ୍ଗୀ ହେବାର ସୌଭାଗ୍ୟ ପ୍ରାପ୍ତ ହୋଇଛି । ଏତେ ବଡ଼ ସ୍ତରରେ ଆହୁରି ଏକ ମାସ ବ୍ୟାପି ଚାଲିବାକୁ ଥିବା କାର୍ଯ୍ୟକ୍ରମ କେବଳ ସଂଖ୍ୟା ହିସାବରେ ବଡ଼ ଅଟେ । ସମୟ ଅନୁସାରେ ବହୁତ ଲମ୍ବା ଅଟେ । ସମୟ ଅନୁସାରେ ବହୁତ ଲମ୍ବା, କିନ୍ତୁ ଏଠାରେ ଯେତେ ସମୟ ମୁଁ ଅତିବାହିତ କରିଛି, ମୋତେ ଲାଗୁଛି ଯେ ଏଠାରେ ଗୋଟିଏ ଦିବ୍ୟତାର ଅନୁଭୂତି ଅଛି । ଏଠାରେ ସକଂଳ୍ପର ଭବ୍ୟତା ରହିଛି । ଏଠାରେ ବାଲ ବୃଦ୍ଧ ସମସ୍ତଙ୍କ ପାଇଁ ଆମର ଐତିହ୍ୟ କ’ଣ, ଆମର ଧରୋହର କ’ଣ ଅଟେ, ଆମର ଆସ୍ଥା କ’ଣ ଅଟେ, ଆମର ଆଧ୍ୟାତ୍ମିକତା କ’ଣ ଅଟେ, ଆମର ପରମ୍ପରା କ’ଣ, ଆମର ସଂସ୍କୃତି କ’ଣ, ଆମର ପ୍ରକୃତି କ’ଣ ଅଟେ, ଏହି ସବୁୁକୁ ଏହି ପରିସରରେ ଏକତ୍ରୀକରଣ କରାଯାଇ ପାରିଛି । ଏଠାରେ ଭାରତର ପ୍ରତ୍ୟେକଟି ରଙ୍ଗ ପ୍ରଦର୍ଶିତ ହେଉଛି । ମୁଁ ଏହି ଅବସରରେ ସମସ୍ତ ପୂଜ୍ୟ ସନ୍ଥଗଣଙ୍କୁ ଏହି ଆୟୋଜନ ପାଇଁ କଳ୍ପନା ସାମର୍ଥ୍ୟ ପାଇଁ ଏବଂ ସେହି କଳ୍ପନାକୁ ଚରିତାର୍ଥ କରିବା ପାଇଁ ଯେଉଁ ପୁରୁଷାର୍ଥ କରାଯାଇଛି, ମୁଁ ସେହି ସମସ୍ତଙ୍କର ଚରଣ ବନ୍ଦନା କରୁଛି, ହୃଦୟରୁ କୃତଜ୍ଞତା ଜଣାଉଛି ଏବଂ ପୂଜ୍ୟ ମହନ୍ତ ସ୍ୱାମୀ ଜୀଙ୍କ ଆଶୀର୍ବାଦ ପାଇ ଏତେ ବଡ଼ ଭବ୍ୟ ଆୟୋଜନ ଏବଂ ଏହି ଦେଶ ଏବଂ ଦୁନିଆକୁ ଆକର୍ଷିତ କରିବ କେବଳ ଏତିକି ନୁହେଁ, ଏହା ପ୍ରଭାବିତ କରିବ, ଏହା ଆଗାମୀ ପିଢ଼ିକୁ ପ୍ରେରିତ କରିବ ।

PM addresses inaugural function of Pramukh Swami Maharaj Shatabdi Mahotsav

December 14th, 05:30 pm

PM Modi addressed the inaugural function of Pramukh Swami Maharaj Shatabdi Mahotsav in Ahmedabad. “HH Pramukh Swami Maharaj Ji was a reformist. He was special because he saw good in every person and encouraged them to focus on these strengths. He helped every inpidual who came in contact with him. I can never forget his efforts during the Machchhu dam disaster in Morbi”, the Prime Minister said.

We stamped out terrorism in the last eight years with resolute actions: PM Modi in Jamnagar

November 28th, 02:15 pm

Addressing his third public meeting of the day, The Prime Minister said, “It is equally important for a developed India to be a self-reliant India. And that's why Gujarat's industries, MSMEs-small scale industries have a huge role to play. Jamnagar's brass industry and bandhani art have received a lot of support over the years. Today, Jamnagar produces everything from pins to aeroplane parts”.

From once manufacturing cycles, Gujarat is now moving towards manufacturing aeroplanes: PM Modi in Rajkot

November 28th, 02:05 pm

Addressing his third public meeting of the day, The Prime Minister said, “It is equally important for a developed India to be a self-reliant India. And that's why Gujarat's industries, MSMEs-small scale industries have a huge role to play. Jamnagar's brass industry and bandhani art have received a lot of support over the years. Today, Jamnagar produces everything from pins to aeroplane parts”.

BJP does not consider border areas or border villages as the last village of the country but as the first village: PM Modi in Anjar

November 28th, 01:56 pm

PM Modi came down heavily on the Congress for colluding with those who opposed the delivery of water to Kutch. PM Modi said, “The Congress has always been encouraging those who opposed the Sardar Sarovar Dam. The people of Kutch can never forget such a party, which created hurdles for the people of Kutch.” PM Modi further talked about how the Kutch Branch Canal is changing lives, PM Modi said, “The hard work of the BJP government is paying off for Kutch. Today many agricultural products are exported from Kutch”.

BJP has done the work of making Gujarat a big tourism destination of the country: PM Modi in Palitana

November 28th, 01:47 pm

Continuing his campaigning to ensure consistent development in Gujarat, PM Modi today addressed a public meeting in Palitana, Gujarat. PM Modi started his first rally of the day by highlighting that the regions of Bhavnagar and Saurashtra are the embodiment of ‘Ek Bharat, Shreshtha Bharat’.

PM Modi addresses public meetings in Palitana, Anjar, Jamnagar & Rajkot, Gujarat

November 28th, 01:46 pm

Continuing his campaigning to ensure consistent development in Gujarat, PM Modi today addressed public meetings in Palitana, Anjar & Jamnagar, Gujarat. In his first rally of the day, PM Modi said that the region of Saurashtra embodies the spirit of ‘Ek Bharat, Shreshtha Bharat’. In his second address at Anjar, PM Modi talked about Kutch’s recovery from the earthquake in 2001. In his last two public meetings for the day, PM Modi talked about the economy and the manufacturing sector of Gujarat.

ମୋରବୀ ଦୁର୍ଘଟଣାର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

November 01st, 06:30 pm

ଗୁଜରାଟର ମୋରବୀ ଠାରେ ଘଟିଥିବା ଦୁର୍ଭାଗ୍ୟଜନକ ସେତୁ ଦୁର୍ଘଟଣା ଯୋଗୁ ଉତ୍ପନ୍ନ ପରିସ୍ଥିତିର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମୋରବୀରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।

ଗୁଜରାଟର ବନାସକାଣ୍ଠା, ଥରାଡ଼ ଠାରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

October 31st, 03:39 pm

ଆଜି ହେଉଛି ସର୍ଦ୍ଦାର ସାହେବଙ୍କର ଜନ୍ମ ଜୟନ୍ତୀ । ମୁଁ କହିବି ସର୍ଦ୍ଦାର ପଟେଲ, ଆପଣ ସମସ୍ତେ ଦୁଇଥର କହିବେ ଅମର ରହେ- ଅମର ରହେ । ବନାସକାଣ୍ଠାର ମୋର ପ୍ରିୟ ଭାଇ ଓ ଭଉଣୀମାନେ, ଆଜି ଗୁଜରାଟ ଶୋକରେ ବୁଡ଼ି ରହିଛି । ଦେଶବାସୀ ମଧ୍ୟ ଖୁବ ଦୁଃଖୀ ହୋଇଛନ୍ତି। ମୋର୍ବିରେ ଗତକାଲି ସନ୍ଧ୍ୟାରେ ଯେଉଁ ଭୟଙ୍କର ଦୁର୍ଘଟଣା ଘଟିଛି। ଆମର ଅନେକ ସ୍ୱଜନମାନେ ଆଉ ଛୋଟ ପିଲାମାନେ ନିଜର ଲୋକମାନଙ୍କୁ ହରାଇଛନ୍ତି। ଦୁଃଖର ଏହି ମୁହୂର୍ତରେ ପୀଡ଼ିତ ପରିବାରମାନଙ୍କ ସହିତ ଆମର ସମ୍ବେଦନା ରହିଛି । ଭୂପେନ୍ଦ୍ର ଭାଇ ଏବଂ ତାଙ୍କ ସରକାରଙ୍କ ସମସ୍ତ ସାଥୀଗଣ ସମ୍ପୂର୍ଣ୍ଣ ଶକ୍ତିର ସହିତ ଯଥା ସମ୍ଭବ ଉଦ୍ଧାର କାର୍ଯ୍ୟ କରୁଛନ୍ତି। କାଲି ରାତିରେ କେବଡିଆରୁ ସିଧା ମୋର୍ବିରେ ପହଂଚିଥିଲେ ଆଉ ମୋର୍ବିରେ ସେ ଉଦ୍ଧାର କାର୍ଯ୍ୟର ସଂଚାଳନାକୁ ସମ୍ଭାଳି ନେଲେ। ମୁଁ ମଧ୍ୟ ସାରା ରାତି ଆଉ ଆଜି ସକାଳେ ସେମାନଙ୍କ ସହିତ ଯୋଗାଯୋଗରେ ରହିଛି। ସେଠାରେ ମଧ୍ୟ ନିରନ୍ତର ଭିନ୍ନ- ଭିନ୍ନ ବିଭାଗ, ମନ୍ତ୍ରୀ ଏବଂ ଅଧିକାରୀମାନଙ୍କ ସହିତ ଏଭଳି ଭୟଙ୍କର ବିପଦରେ ଲୋକମାନଙ୍କର ଚିନ୍ତାକୁ କିପରି କମ୍ କରିହେବ, ସେହି କାର୍ଯ୍ୟରେ ଲାଗିଛନ୍ତି। କାଲି ମୋର୍ବିରେ ଏନଡିଆରଏଫ ଦଳ ପହଂଚିିଗଲା ସେନା ଏବଂ ବାୟୁସେନାର ଯବାନ ମଧ୍ୟ ଉଦ୍ଧାର ଏବଂ ରିଲିଫ କାର୍ଯ୍ୟରେ ଲାଗି ପଡିଛନ୍ତି। ଆଉ ବନାସକାଣ୍ଠାର ଧରଣୀ, ମାଆ ଅମ୍ବେଙ୍କ ମାଟିରୁ ଲୋକମାନଙ୍କୁ ପୁଣି ଥରେ ବିଶ୍ୱାସ ଦେବାକୁ ଚାହୁଁଛି ଏବଂ ଆଶ୍ୱାସନା ଦେଇ କହୁଛି ଯେ, ଏହି କଠିନ ପରିସ୍ଥିତିରେ ସରକାରଙ୍କ ତରଫରୁ କୌଣସି ଅବହେଳା କରାଯିବ ନାହିଁ।

PM lays foundation stone of projects worth over Rs 8000 crores in Tharad, Banaskantha in Gujarat

October 31st, 03:29 pm

PM Modi laid the foundation stone of projects worth over Rs 8000 crores in Tharad, Banaskantha. He cited examples of Sujalam-Sufalam Yojna, Wasmo Yojna and Pani Samitis and underlined the crucial role played by women which resulted in the entire North Gujarat region including Kutch flourishing with drip irrigation and ‘per drop more crop’ model while giving a boost to agriculture, horticulture as well as tourism in the region.

ଗୁଜରାଟର କେଭାଡ଼ିଆ ଠାରେ ରାଷ୍ଟ୍ରୀୟ ଏକତା ଦିବସ ପରେଡ ୨ଠ୨୨ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳପାଠ

October 31st, 08:16 am

ଦେଶର ବିଭିନ୍ନ କୋଣ ଅନୁକୋଣରୁ କେଭାଡିଆର ଏକତା ନଗରକୁ ଆସିଥିବା ପୋଲିସ ଫୋର୍ସର ସହକର୍ମୀ, ଏନସିସିର ଯୁବଗୋଷ୍ଠୀ, କଳା ସହିତ ଜଡ଼ିତ ସମସ୍ତ କଳାକାର, ଦେଶର ବିଭିନ୍ନ ଭାଗରେ ଏକତା ଦୌଡ଼ରେ ରନ ଫର ୟୁନିଟିରେ ସାମିଲ ହୋଇଥିବା ନାଗରିକ ଭାଇ ଭଉଣୀମାନେ, ଦେଶର ସମସ୍ତ ସ୍କୁଲର ଛାତ୍ରଛାତ୍ରୀମାନେ, ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ସମସ୍ତ ଦେଶବାସୀମାନେ ।

PM participates in Rashtriya Ekta Diwas celebrations in Kevadia

October 31st, 08:15 am

PM Modi paid homage to Sardar Patel at the Statue of Unity and participated in the Rashtriya Ekta Diwas-related events. At the outset, the PM expressed his deep anguish for the victims of the mishap in Morbi yesterday. He said that even though he is in Kevadia, his heart remains connected to the victims of the mishap in Morbi. PM Modi assured the people of the country that there will be no shortcomings when it comes to rescue operations.

ମୋରବିରେ ଦୁର୍ଘଟଣାର ଶିକାର ହୋଇଥିବା ଲୋକଙ୍କ ପାଇଁ ପିଏମଏନଆରଏଫରୁ ଅନୁକମ୍ପା ମୂଳକ ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ

October 30th, 08:59 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମୋରବି ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତିଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ ପାଣ୍ଠି (ପିଏମଏନଆରଏଫ) ରୁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି ।

ମୋରବିରେ କାନ୍ଥ ଭୁଶୁଡ଼ିବା ଯୋଗୁଁ ପ୍ରାଣ ହରାଇଥିବା ଲୋକଙ୍କ ପାଇଁ ଦୁଃଖ ପ୍ରକାଶ କରଛନ୍ତି ପ୍ରଧାନମନ୍ତ୍ରୀ

May 18th, 02:59 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୁଜୁରାଟର ମୋରବିରେ କାନ୍ଥ ଭୁଶୁଡ଼ିବା ଯୋଗୁଁ ମୃତ୍ୟୁବରଣ କରିଥିବା ଲୋକଙ୍କ ଲାଗି ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଗୁଜୁରାଟର ମୋରବିରେ କାନ୍ଥ ଭୁଶୁଡ଼ିବା ଘଟଣାରେ ପୀଡିତଙ୍କ ପାଇଁ ଶ୍ରୀ ମୋଦୀ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ ପାଣ୍ଠି (ପିଏମଏନଆରଏଫ) ତରଫରୁ ଅନୁକମ୍ପା ମୂଳକ ସହାୟତା ରାଶି ଘୋଷଣା କରିଛନ୍ତି ।

ଗୁଜରାଟର ମୋରବୀ ଠାରେ ହନୁମାନ ଜୀଙ୍କ ୧ଠ୮ ଫୁଟ ଉଚ୍ଚ ପ୍ରତିମୂର୍ତ୍ତିକୁ ଅନାବରଣ କରିବା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ମୂଳ ପାଠ

April 16th, 04:57 pm

ମହାମଣ୍ଡଳେଶ୍ୱର କଙ୍କେଶ୍ୱରୀ ଦେବୀ ଜୀ ଏବଂ ରାମ କଥାର ଆୟୋଜନ ସହିତ ଜଡ଼ିତ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି, ଗୁଜରାଟର ଏହି ଧର୍ମସ୍ଥଳୀରେ ଉପସ୍ଥିତ ଥିବା ସମସ୍ତ ସାଧୁ ସନ୍ଥ, ମହନ୍ତ, ଏଚ୍ ସି ନନ୍ଦା ଟ୍ରଷ୍ଟର ସଦସ୍ୟଗଣ, ଅନ୍ୟ ପଣ୍ଡିତମାନେ ଓ ଶ୍ରଦ୍ଧାଳୁଗଣ, ମହିଳା ଓ ସମ୍ମାନିତ ଅତିଥିମାନେ! ହନୁମାନ ଜୟନ୍ତୀର ଶୁଭ ଅବସରରେ ଆପଣ ସମସ୍ତଙ୍କୁ ଏବଂ ସମସ୍ତ ଦେଶବାସୀଙ୍କୁ ଅନେକ ଅନେକ ଶୁଭ କାମନା! ଏହି ଶୁଭ ଅବସରରେ ହନୁମାନ ଜୀଙ୍କର ଏହି ମହାନ ପ୍ରତିମା ଆଜି ମୋରବୀ ଠାରେ ଅନାବରଣ ହୋଇଛି । ଦେଶ ତଥା ବିଶ୍ୱର ସମସ୍ତ ହନୁମାନ ଭକ୍ତ, ରାମ ଭକ୍ତମାନଙ୍କ ପାଇଁ ଅତ୍ୟନ୍ତ ସୁଖଦାୟକ ଅଟେ । ଆପଣ ସମସ୍ତଙ୍କୁ ଅନେକ ଅନେକ ଅଭିନନ୍ଦନ!

ଗୁଜରାଟ ମୋରବୀରେ ପ୍ରଭୁ ହନୁମାନଙ୍କ ୧୦୮ ଫୁଟ ଉଚ୍ଚର ପ୍ରତିମୂର୍ତ୍ତି ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ

April 16th, 11:18 am

ହନୁମାନ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର ମୋରବୀଠାରେ ଆଜି ପ୍ରଭୁ ହନୁମାନଙ୍କ ୧୦୮ ଫୁଟ ଉଚ୍ଚର ଏକ ପ୍ରତିମୂର୍ତ୍ତି ଅଭାସୀ ମାଧ୍ୟମରେ ଅନାବରଣ କରିଛନ୍ତି । ଏହି ଅବସରରେ ମହାମଣ୍ଡଳେଶ୍ୱର ମା କନକେଶ୍ୱରୀ ଦେବୀ ଜୀ ମଧ୍ୟ ଅନ୍ୟମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ ।

Development for us is not winning polls, but serving citizens: PM Modi

November 29th, 11:20 am

Prime Minister Narendra Modi addressed public meetings at Morbi, Prachi, Palitana and Navsari in Gujarat. He hit out at the Congress party for being heavily indulged in corruption and dynastic politics. He also spoke about the annoyance of Congress party when Dr. Rajendra Prasad had come to Gujarat for inaugurating the Somnath Temple.

ଆମ ସରକାର କୃଷକଙ୍କ ଆବଶ୍ୟକତା ଏବଂ ସେମାନଙ୍କର ସମସ୍ୟା ପ୍ରତି ସମ୍ବେଦନଶୀଳ :ପ୍ରଧାନମନ୍ତ୍ରୀ ମୋଦୀ

September 17th, 03:43 pm

ପ୍ରଧାନମନ୍ତ୍ରୀ ମୋଦୀ ଆମ୍ରେଲୀଠାରେ ଏକ ଜନସମାବେଶରେ ଉଦ୍ବୋଧନ ଦେଇ କହିଥିଲେ ଯେ ଗୁଜରାଟ ରାଜ୍ୟର ସମବାୟ କ୍ଷେତ୍ରରେ ପରିବର୍ତ୍ତନ ଦେଖିବାକୁ ମିଳୁଛି । ପ୍ରଧାନମନ୍ତ୍ରୀ ସୌରାଷ୍ଟ୍ରରେ କୃଷି ଏବଂ ଦୁଗ୍ଧ କ୍ଷେତ୍ରଗୁଡ଼ିକ କିଭଳି ବିକଶିତ କରିଥିଲେ ସେ ସମ୍ପର୍କରେ ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ ,ଇ-ନାମ ଯୋଜନା କୃଷକମାନଙ୍କୁ ଲାଭାନ୍ୱିତ କରୁଛି ଏବଂ ସେମାନଙ୍କୁ ବଜାର ସୁବିଧା ଯୋଗାଇ ଦେଉଛନ୍ତି ।

ଆମ୍ରେଲୀ ସହକାର ସମ୍ମେଳନରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

September 17th, 03:42 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆମ୍ରେଲୀ ଠାରେ ପ୍ରାଥମିକ କୃଷି ସମବାଯ ସମିତିର ନବନିର୍ମିତ ବଜାର ସ୍ଥଳୀ(Market Yard)କୁ ଉଦ୍ଘାଟନ କରିଥିଲେ । ସେ ମଧ୍ୟ ଅମର ଡାଏରୀର ନୂଆ ପ୍ଲାଣ୍ଟ ଉଦ୍ଘାଟନ କରିବା ସହ ଏକ ମହୁ ପ୍ଲାଣ୍ଟ ପ୍ରତିଷ୍ଠା ଲାଗି ଭିତିପ୍ରସ୍ତର ସ୍ଥାପନ କରିଥିଲେ ।

Shri Narendra Modi felicitated on creation of Morbi District

August 24th, 06:38 pm

Shri Narendra Modi felicitated on creation of Morbi District