ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ମୋରାରଜୀଭାଇ ଦେଶାଇଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ

February 29th, 10:09 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ମୋରାରଜୀଭାଇ ଦେଶାଇଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

21st century is about fulfilling every Indian's aspirations: PM Modi in Lok Sabha

August 10th, 04:30 pm

PM Modi replied to the Motion of No Confidence in Lok Sabha. PM Modi said that it would have been better if the opposition had participated with due seriousness since the beginning of the session. He mentioned that important legislations were passed in the past few days and they should have been discussed by the opposition who gave preference to politics over these key legislations.

ଲୋକସଭାରେ ଅନାସ୍ଥା ପ୍ରସ୍ତାବର ଉତ୍ତର ଦେଲେ ପ୍ରଧାନମନ୍ତ୍ରୀ

August 10th, 04:00 pm

ସଦନକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ବାରମ୍ବାର ସରକାରଙ୍କ ଉପରେ ଆସ୍ଥା ପ୍ରକଟ କରିଥିବାରୁ ସେ ଭାରତର ପ୍ରତ୍ୟେକ ନାଗରିକଙ୍କ ପ୍ରତି ଅତ୍ୟନ୍ତ କୃତଜ୍ଞତା ଜ୍ଞାପନ କରିବାକୁ ଆସିଛନ୍ତି । ପୂର୍ବ ଥରର ଅନାସ୍ଥା ପ୍ରସ୍ତାବ ବିଷୟରେ ସ୍ମରଣ କରାଇ ସେ କହିଥିଲେ, ଏହା ସରକାରଙ୍କ ପାଇଁ ଫ୍ଲୋର ଟେଷ୍ଟ ନୁହେଁ ବରଂ ୨୦୧୮ରେ ଅନାସ୍ଥା ପ୍ରସ୍ତାବ ଆଣିଥିବା ବିରୋଧୀଙ୍କ ପାଇଁ ଏକ ଫ୍ଲୋର ଟେଷ୍ଟ । ଉଭୟ ଏନଡିଏ ଓ ବିଜେପି ଅଧିକ ଆସନରେ ବିଜୟୀ ହୋଇଛନ୍ତି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ, ଯେତେବେଳେ ଆମେ ୨୦୧୯ରେ ନିର୍ବାଚନ ଲଢ଼ିଥିଲୁ, ଲୋକମାନେ ସେମାନଙ୍କ ଉପରେ ଅଧିକ ଦୃଢ଼ତାର ସହିତ ଆସ୍ଥା ପ୍ରକଟ କରିଥିଲେ। ଏକ ପ୍ରକାରରେ ବିରୋଧୀ ଆଣିଥିବା ଅନାସ୍ଥା ପ୍ରସ୍ତାବ ସରକାରଙ୍କ ପାଇଁ ଶୁଭ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଲୋକଙ୍କ ଆଶୀର୍ବାଦ ରେ ଏନଡିଏ ଓ ବିଜେପି ୨୦୨୪ରେ ସମସ୍ତ ରେକର୍ଡ ଭାଙ୍ଗି ବିଜୟୀ ହେବେ ବୋଲି ସେ ବିଶ୍ୱାସ ବ୍ୟକ୍ତ କରିଥିଲେ ।

ଛୋଟ ଅନଲାଇନ୍ ପେମେଣ୍ଟ ବଡ଼ ଡିଜିଟାଲ୍ ଅର୍ଥନୀତି ନିର୍ମାଣ କରୁଛି: ମନ କୀ ବାତ୍ ରେ ପ୍ରଧାନମନ୍ତ୍ରୀ ମୋଦୀ

April 24th, 11:30 am

ନୂଆ ବିଷୟ ସହ, ନୂଆ ପ୍ରେରଣାଦାୟକ ଉଦାହରଣ ସହ, ନୂଆ ନୂଆ ସନ୍ଦେଶକୁ ଏକାଠି କରି ପୁଣିଥରେ ମୁଁ ଆପଣଙ୍କ ସଂଗେ ‘ମନ୍ କୀ ବାତ୍’ କରିବାକୁ ଆସିଛି । ଜାଣିଛନ୍ତି, ଏଥର ମୋତେ ସବୁଠୁ ବେଶୀ ଚିଠି ଓ ବାର୍ତ୍ତା କେଉଁ ବିଷୟକୁ ନେଇ ମିଳିଛି ? ଏହି ବିଷୟ ଏପରି ଯେ ତାହା ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ତିନୋଟି ସହ ସଂପୃକ୍ତ । ମୁଁ କହୁଛି ଦେଶକୁ ମିଳିଥିବା ନୂଆ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ କଥା । ଏଇ ୧୪ ଏପ୍ରିଲରେ ବାବାସାହେବ ଆମ୍ବେଦକରଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟର ଲୋକାର୍ପଣ ହୋଇଛି ।

ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ମୋରାରଜୀଭାଇ ଦେଶାଇଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ

February 28th, 09:09 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ମୋରାରଜୀଭାଇ ଦେଶାଇଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ମୋରାରଜୀ ଦେଶାଇଙ୍କ ସ୍ମୃତିଚାରଣ କଲେ ପ୍ରଧାନମନ୍ତ୍ରୀ

February 28th, 01:33 pm

ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ମୋରାରଜୀ ଦେଶାଇଙ୍କ ସ୍ମୃତିଚାରଣ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ।

PM Modi requests spiritual leaders to promote Aatmanirbhar Bharat by going vocal for local

November 16th, 12:46 pm

PM Modi unveiled ‘Statue of Peace’ to mark the 151st birth anniversary celebrations of Jainacharya Shree Vijay Vallabh Surishwer Ji Maharaj. Reiterating his stress on ‘vocal for local’ Shri Modi requested that as happened during the freedom struggle, all the spiritual leaders should amplify the message of Aatmanirbhar Bharat.

151ତମ ଜନ୍ମବାର୍ଷିକୀ ସମାରୋହ ଅବସରରେ ଜୈନାଚାର୍ଯ୍ୟ ଶ୍ରୀ ବିଜୟ ବଲ୍ଲଭ ସୁରୀଶ୍ଵର ଜୀ ମହାରାଜଙ୍କ ‘ଶାନ୍ତିର ପ୍ରତିମୂର୍ତ୍ତି’ ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଉନ୍ମୋଚିତ

November 16th, 12:45 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସ ମାଧ୍ୟମରେ ଜୈନାଚାର୍ଯ୍ୟ ଶ୍ରୀ ବିଜୟ ବଲ୍ଲଭ ସୁରୀଶ୍ଵର ଜୀ ମହାରାଜଙ୍କ 151ତମ ଜନ୍ମବାର୍ଷିକୀ ଅବସରରେ ତାଙ୍କର ‘ଶାନ୍ତିର ପ୍ରତିମୂର୍ତ୍ତି’କୁ ଉନ୍ମୋଚନ କରିଛନ୍ତି । 151 ଇଞ୍ଚ ଉଚ୍ଚତା ବିଶିଷ୍ଟ ଏହି ପ୍ରତିମୂର୍ତ୍ତି ଅଷ୍ଟଧାତୁରେ ନିର୍ମିତ ହୋଇଛି । ତମ୍ବାରେ ପ୍ରତିମୂର୍ତ୍ତିର ଅଧିକାଂଶ ଅଂଶ ନିର୍ମିତ ହୋଇଥିବା ବେଳେ ଏହା ରାଜସ୍ଥାନର ପାଲି ନିକଟସ୍ଥ ଚେତପୁରାର ବିଜୟବଲ୍ଲଭ ସାଧନା କେନ୍ଦ୍ରଠାରେ ସ୍ଥାପନ କରାଯାଇଛି ।

ପୂର୍ବତନ ପ୍ରଧାନମନ୍ତ୍ରୀ ମୋରାଜୀ ଦେଶାଇଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

February 29th, 12:20 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପୂର୍ବତନ ପ୍ରଧାନମନ୍ତ୍ରୀ ମୋରାଜୀ ଦେଶାଇଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । “ସଦା ସର୍ବଦା ଶୃଙ୍ଖଳା ଓ ନୀତି ଭିତ୍ତିରେ ରାଜନୀତି କରୁଥିବା ଯୋଗୁ ସେ ଚିରସ୍ମରଣ ହୋଇ ରହିବେ”ବୋଲି ଶ୍ରୀ ମୋଦୀ କହିଛନ୍ତି ।

Tuglak Road Chunavi Ghotala is the latest scam from Congress' stable: PM Modi

April 10th, 10:31 am

Prime Minister Narendra Modi addressed a major public meeting in Junagadh, Gujarat today. Lashing out at the Congress for the ‘Tughlaq Road Chunaavi Ghotala’ in which huge amounts of illicit cash has been discovered by the Income Tax officers during their recent raids in Madhya Pradesh Congress aides, PM Modi said, “People have seen how huge amounts of cash have been discovered from senior Congress people.

Congress is anti-Gujarat: PM Modi in Gujarat

April 10th, 10:30 am

Prime Minister Narendra Modi addressed a major public meeting in Junagadh, Gujarat today. Lashing out at the Congress for the ‘Tughlaq Road Chunaavi Ghotala’ in which huge amounts of illicit cash has been discovered by the Income Tax officers during their recent raids in Madhya Pradesh Congress aides, PM Modi said, “People have seen how huge amounts of cash have been discovered from senior Congress people.

ପ୍ରଧାନମନ୍ତ୍ରୀଙ୍କ ରେଡ଼ିଓ କାର୍ଯ୍ୟକ୍ରମ “ମନ୍ କି ବାତ୍”ର 53ତମ ସଂସ୍କରଣ

February 24th, 11:30 am

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । “ମନ କି ବାତ୍” ଆରମ୍ଭ କରିବା ସମୟରେ ଆଜି ମନ ଦୁଃଖରେ ଭରି ରହିଛି । 10 ଦିନ ପୂର୍ବେ ଭାରତମାତା ନିଜର ବୀର ପୁତ୍ରମାନଙ୍କୁ ହରାଇଛି । ଏହି ପରାକ୍ରମୀ ବୀରମାନେ, ଆମ 125 କୋଟି ଭାରତୀୟମାନଙ୍କ ସୁରକ୍ଷା ପାଇଁ ନିଜର ବଳିଦାନ ଦେଇଛନ୍ତି ।

ଅରୁଣାଚଳ ପ୍ରଦେଶର ଇଟାନଗରଠାରେ ବିକାଶ ପ୍ରକଳ୍ପସମୂହକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ (15.02.2018)

February 15th, 12:38 pm

ଯେତେବେଳେ ସାରା ହିନ୍ଦୁସ୍ଥାନ ଉଦୀୟମାନ ସୂର୍ଯ୍ୟଙ୍କ ଆଡ଼କୁ ଦେଖିଥାଏ, ସୂର୍ଯ୍ୟଙ୍କ ଉଦୟକୁ ଦେଖିଥାଏ; ସାରା ହିନ୍ଦୁସ୍ଥାନକୁ ସର୍ବପ୍ରଥମେ ଅରୁଣାଚଳ ପ୍ରଦେଶ ଆଡ଼କୁ ମୁହଁ ବୁଲାଇବାକୁ ପଡ଼ିଥାଏ । ଆମର ସାରା ଦେଶ, 130ରୁ କୋଟିରୁ ଅଧିକ ଦେଶବାସୀଙ୍କୁ ସୂର୍ଯ୍ୟଙ୍କ ଉଦୟକୁ ଦେଖିବାକୁ ହେଲେ ଅରୁଣାଚଳ ଆଡ଼କୁ ନଚାହିଁ ସୂର୍ଯ୍ୟଙ୍କ ଉଦୟକୁ ଦେଖିପାରିନଥା’ନ୍ତି । ଯେଉଁ ଅରୁଣାଚଳ ପ୍ରଦେଶରୁ ଅନ୍ଧାର ଦୂର ହେଉଛି, ଆଲୋକ ବ୍ୟାପୁଛି, ଆଗାମୀ ଦିନରେ ମଧ୍ୟ ଏଠାରେ ବିକାଶର ଏପରି ଆଲୋକ ବ୍ୟାପିବ ଯାହା ସାରା ଭାରତକୁ ଆଲୋକିତ କରିବାରେ ସହାୟକ ହେବ ।

ପ୍ରଧାନମନ୍ତ୍ରୀଙ୍କ ଅରୁଣାଚଳ ପ୍ରଦେଶ ଗସ୍ତ, ଇଟାନଗରରେ ଉଦ୍ଘାଟନ କଲେ ସମ୍ମେଳନ କେନ୍ଦ୍ର

February 15th, 12:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଅରୁଣାଚଳ ପ୍ରଦେଶ ଗସ୍ତ କରିବା ସହ ଇଟାନଗରରେ ଆୟୋଜିତ ଏକ ସମାରୋହରେ ଦୋର୍ଜୀ ଖାଣ୍ଡୁ ରାଜ୍ୟ ସମ୍ମେଳନ କେନ୍ଦ୍ରର ଉଦ୍ଘାଟନ କରିଥିଲେ । ଏହି ସମ୍ମେଳନ କେନ୍ଦ୍ରରେ ଏକ ସଭାଗୃହ, ଏକ ସମ୍ମିଳନୀ କକ୍ଷ ସହ ପ୍ରଦର୍ଶନୀ କକ୍ଷ ରହିଛି ।

BJP’s agenda is speedy and all-round development: PM Modi in Meghalaya

December 16th, 02:30 pm

Prime Minister Narendra Modi today addressed a public meeting in Shillong Meghalaya after inaugurating 261 kilometre long 2-Laning of Shillong-Nongstoin Section of NH 106 and Nongstoin- Rongjeng Section of NH 127-B. He emphasized that the enhanced road network would boost economic activity and would establish a direct link between the important towns of the state- Shillong and Tura.

125 crore Indians are our high command, says PM Narendra Modi

December 04th, 08:05 pm

Prime Minister Narendra Modi today attacked the Congress party for defaming Gujarat. He said that Congress cannot tolerate or accept leaders from Gujarat and hence always displayed displeasure towards them and the people of the state.

ଗୁଜରାଟ ମୋର ଆତ୍ମା ,ଭାରତ ମୋର ପରମାତ୍ମା :ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

November 27th, 12:19 pm

କଚ୍ଛ ,ଜସଦନ ଏବଂ ଆମରେଲିରେ ସାର୍ବଜନିକ ସଭାକୁ ସମ୍ବୋଧିତ କରିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର ଉପେକ୍ଷା ଲାଗି କଂଗ୍ରେସ ଦଳ ଉପରେ ବର୍ଷିଲେ । ସେ କଂଗ୍ରେସକୁ ନିନ୍ଦା କରି କହିଲେ କଂଗ୍ରେସର ଭୁଲ ଶାସନ କଚ୍ଛ ଏବଂ ଗୁଜରାଟର ସମଗ୍ର ବିକାଶ ଉପରେ ପ୍ରତିକୂଳ ପ୍ରଭାବ ପକାଇଛି ।

Congress party always runs away from development: PM Modi at Gujarat Gaurav Mahasammelan

October 16th, 05:07 pm

Prime Minister Narendra Modi addressed lakhs of BJP workers on Monday in Gandhinagar, Gujarat. Taking part in the Gujarat Gaurav Mahasammelan, the PM slammed the Congress party for criticizing GST. He challenged the opposition to fight the Gujarat polls on the basis of development.

This nation belongs to each and every Indian: PM Modi

April 17th, 02:37 pm

At Dadra and Nagar Haveli, PM Modi inaugurated several government projects, distributed sanction letters to beneficiaries of PMAY Gramin and Urban, and gas connections to beneficiaries of Ujjwala Yojana. PM Modi also laid out his vision of a developed India by 2022 where everyone has own houses. PM Modi also emphasized people to undertake digital transactions and make mobile phones their banks.

ପ୍ରଧାନମନ୍ତ୍ରୀ ଦାଦ୍ରା ଓ ନଗର ହାବେଳୀରେ ସରକାରୀ ପ୍ରକଳ୍ପ ସମୂହକୁ କଲେ ଉଦ୍ଘାଟନ

April 17th, 02:36 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦାଦ୍ରା ଓ ନଗର ହାବେଳୀର ସିଲଭାସାଠାରେ ବିଭିନ୍ନ ସରକାରୀ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏଥିମଧ୍ୟରେ ରହିଛି ସରକାରୀ କୋଠା, ସୌର ପ୍ରକଳ୍ପ, ଜନ ଔଷଧୀ କେନ୍ଦ୍ର ଏବଂ ପାସପୋର୍ଟ ସେବା କେନ୍ଦ୍ର ।