ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ କୋରିଆ ଗଣତନ୍ତ୍ରର ରାଷ୍ଟ୍ରପତି ମହାମାନ୍ୟ ମୁନ ଜେ-ଇନଙ୍କ ମଧ୍ୟରେ ଟେଲିଫୋନ ବାର୍ତ୍ତାଳାପ
October 21st, 03:53 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କୋରିଆ ଗଣତନ୍ତ୍ରର ରାଷ୍ଟ୍ରପତି ମାନ୍ୟବର ମୁନ ଜେ-ଇନଙ୍କ ସହ ଟେଲିଫୋନ ଯୋଗେ କଥା ହୋଇଛନ୍ତି ।PM Greets President & People of Republic of Korea on the 70th Anniversary of the Outbreak of the Korean War
June 25th, 07:04 pm
On the occasion of the 70th Anniversary of the outbreak of the Korean War in 1950, Prime Minister of India Shri Narendra Modi paid rich tribute to the bravehearts who sacrificed their lives in the pursuit of peace on the Korean Peninsula.ପ୍ରଧାନମନ୍ତ୍ରୀଙ୍କୁ ବିଶ୍ଵ ନେତୃବୃନ୍ଦଙ୍କ ଶୁଭେଛା ବାର୍ତ୍ତା
June 04th, 06:52 pm
ଭାରତରେ ନିକଟରେ ସମ୍ପନ୍ନ ହୋଇଥିବା ନିର୍ବାଚନରେ ବିପୁଳ ବିଜୟ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି ବିଶ୍ୱର ବିଭିନ୍ନ ରାଷ୍ଟ୍ରର ରାଷ୍ଟ୍ରପତିମାନେ ଟେଲିଫୋନ ଯୋଗେ ଅଭିନନ୍ଦନ ଜଣାଇଛନ୍ତି । ଅଭିନନ୍ଦନ ଜ୍ଞାପନ କରିଥିବା ରାଷ୍ଟ୍ରମାନେ ହେଲେ କୋରିଆ ସାଧାରଣତନ୍ତ୍ରର ରାଷ୍ଟ୍ରପତି ମହାମହିମ ମିଃ. ମୁନ ଜେ ଇନ, ଜିମ୍ବାୱେ ରାଷ୍ଟ୍ରପତି ମହାମହିମ ମିଃ. ଇ.ଡି ମନନଗାଗୱା ଏବଂ ମୋଜାମ୍ବିକ ରାଷ୍ଟ୍ରପତି ମହାମହିମ ମିଃ. ଫିଲିପ ଜାସିଂଟୋ ନ୍ୟୁସି ।କୋରିଆ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀଙ୍କ ପ୍ରେସ ବିବୃତି
February 22nd, 08:42 am
କୋରିଆ ଆସିବା ପାଇଁ ନିମନ୍ତ୍ରଣ କରିଥିବାରୁ ଏବଂ ବହୁ ଆଡମ୍ବର ସହ ସ୍ୱାଗତ କରିଥିବାରୁ ମୁଁ ରାଷ୍ଟ୍ରପତି ମୁନଙ୍କୁ ହୃଦୟରୁ ଜ୍ଞୃତଜ୍ଞତା ଜଣାଉଛି । ମୁଁ ପୂର୍ବରୁ ମଧ୍ୟ ଅନେକ ବାର କହିଛି ଏବଂ ଯେତେବେଳେ ମୁଁ ପ୍ରଧାନମନ୍ତ୍ରୀ ହୋଇନଥିଲି, ସେତେବେଳେ ମୁଁ ଭାବୁଥିଲି ଯେ ଭାରତର ବିକାଶ ପାଇଁ, କୋରିଆର ମଡେଲ ବୋଧହୁଏ ସବୁଠାରୁ ଅଧିକ ଅନୁକରଣୀୟ । କୋରିଆର ପ୍ରଗତି ଭାରତ ପାଇଁ ପ୍ରେରଣାର ଉତ୍ସ ଏବଂ ଏଥିପାଇଁ, କୋରିଆ ଯାତ୍ରା କରିବା ମୋ ପାଇଁ ସର୍ବଦା ଖୁସିର ବିଷୟ ।କୋରିଆ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ଅବସରରେ ଭାରତ-କୋରିଆ ମଧ୍ୟରେ ସ୍ଵାକ୍ଷରିତ ବୁଝାମଣା / ଦସ୍ତାବିଜର ତାଲିକା
July 10th, 02:46 pm
କୋରିଆ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ଅବସରରେ ଭାରତ-କୋରିଆ ମଧ୍ୟରେ ସ୍ଵାକ୍ଷରିତ ବୁଝାମଣା / ଦସ୍ତାବିଜର ତାଲିକାଦକ୍ଷିଣ କୋରିଆ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ମିଳିତ ପ୍ରେସ ବିବୃତି
July 10th, 02:30 pm
ପ୍ରାୟ ଏକ ବର୍ଷ ପୂର୍ବେ ମୋର ପ୍ରଥମ ଥର ପାଇଁ ରାଷ୍ଟ୍ରପତି ମୁନଙ୍କ ସହିତ ହମବର୍ଗରେ ଜି-20 ଶିଖର ସମ୍ମିଳନୀରେ ସାକ୍ଷାତ ହୋଇଥିଲା । ସେତେବେଳେ ମୁଁ ତାଙ୍କୁ ଭାରତ ଆସିବା ପାଇଁ ଆମନ୍ତ୍ରିତ କରିଥିଲି । ଆଜି ସଂପୂର୍ଣ୍ଣ ବିଶ୍ୱ କୋରିଆ ଉପଦ୍ୱୀପରେ ହେଉଥିବା ବିଭିନ୍ନ ଘଟଣାକ୍ରମକୁ ଅତି ଆଗ୍ରହର ସହ ଦେଖୁଛି । ଏଭଳି ସ୍ଥିତିରେ ସେ ନିଜର ବ୍ୟସ୍ତବହୁଳ କାର୍ଯ୍ୟକ୍ରମ ମଧ୍ୟରେ ଭାରତ ଯାତ୍ରା ପାଇଁ ସମୟ ବାହାର କରିଛନ୍ତି । ଏବଂ ସେଥିପାଇଁ ମୁଁ ତାଙ୍କୁ ସ୍ୱତନ୍ତ୍ର ଭାବେ ଅଭିନନ୍ଦନ କରୁଛି ।କୋରିଆ ରାଷ୍ଟ୍ରପତି, ଇଟାଲୀ ଓ ନରେୱେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଶ୍ରୀ ନରେନ୍ଦ୍ର ମୋଦୀ
July 08th, 04:03 pm
ଜର୍ମାନୀର ହାମବର୍ଗରେ ଚାଲିଥିବା ଜି-20 ବୈଠକ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କୋରିଆ ରାଷ୍ଟ୍ରପତି ମହାମହିମ ମିଃ ମୁନ୍ ଜେ-ଇନ୍,ଇଟାଲୀ ପ୍ରଧାନମନ୍ତ୍ରୀ ମହାମହିମ ମିଃ. ପାଓଲୋ ଜେନ୍ତୋଲିନି ଏବଂ ନରୱେ ପ୍ରଧାନମନ୍ତ୍ରୀ ମହାମହିମ ମିଃ. ଏର୍ଣ୍ଣା ସୋଲବର୍ଗ ଙ୍କୁ ଭେଟିଥିଲେ । ଉଭୟ ନେତାମାନଙ୍କ ମଧ୍ୟରେ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ ।PM Modi's bilateral meetings on the sidelines of G20 Summit in Hamburg
July 08th, 01:58 pm
PM Narendra Modi held bilateral meetings with world leaders on the sidelines of G20 Summit in Hamburg, Germany.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋରିଆର ନବ ନିର୍ବାଚିତ ରାଷ୍ଟ୍ରପତି ମିଷ୍ଟର ମୁନ ଯେ-ଇନଙ୍କୁ ଶୁଭେଚ୍ଛା ଜଣାଇଲେ
May 10th, 04:36 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କୋରିଆର ନବ ନିର୍ବାଚିତ ରାଷ୍ଟ୍ରପତି ମିଷ୍ଟର ମୁନ ଯେ-ଇନଙ୍କୁ ଶୁଭେଚ୍ଛା ଜଣାଇଲେ । ପ୍ରଧାନମନ୍ତ୍ରୀ ମୋଦୀ କହିଲେ,''ମିଷ୍ଟର ମୁନ ଯେ-ଇନଙ୍କୁ କୋରିଆ ଗଣତନ୍ତ୍ରର ରାଷ୍ଟ୍ରପତି ଭାବେ ନିର୍ବାଚିତ ଲାଗି ଶୁଭେଚ୍ଛା ଜଣାଉଛି । ମୁଁ ରାଷ୍ଟ୍ରପତି ମୁନଙ୍କ ସହିତ ସାକ୍ଷାତ ଏବଂ ତାଙ୍କ ସହିତ ବିଶେଷ ରଣନୀତିକ ଭାଗିଦାରୀ ଭାବେ କାମ କରିବାକୁ ନେଇ ଉତ୍ସାହିତ ।”