India has not given world 'Yuddha', but Buddha: PM Modi at International Abhidhamma Divas
October 17th, 10:05 am
PM Modi addressed the celebration of International Abhidhamma Divas and the recognition of Pali as a classical language at Vigyan Bhavan, New Delhi. He emphasized the significance of Pali in understanding Buddha's teachings and highlighted the importance of preserving linguistic heritage. The PM spoke about India's commitment to promoting Lord Buddha's teachings globally.ଆନ୍ତର୍ଜାତିକ ଅଭିଧମ୍ମ ଦିବସ ଏବଂ ପାଲିକୁ ଶାସ୍ତ୍ରୀୟ ଭାଷା ମାନ୍ୟତା ଉପଲକ୍ଷେ ଆୟୋଜିତ ଉତ୍ସବରେ ଉଦବୋଧନ ଦେଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
October 17th, 10:00 am
ନୂଆଦିଲ୍ଲୀର ବିଜ୍ଞାନଭବନରେ ଆଜି ଆନ୍ତର୍ଜାତିକ ଅଭିଧମ୍ମ ଦିବସ ଏବଂ ପାଲିକୁ ଶାସ୍ତ୍ରୀୟ ଭାଷା ମାନ୍ୟତା ଉପଲକ୍ଷେ ଆୟୋଜିତ ଉତ୍ସବରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉଦବୋଧନ ଦେଇଛନ୍ତି । ଭଗବାନ ବୁଦ୍ଧଙ୍କ ଦିବ୍ୟକ୍ଷେତ୍ରରୁ ଅଭିଧମ୍ମ ଶିକ୍ଷା ସ୍ମୃତିରେ ଅଭିଧମ୍ମ ଦିବସ ପାଳନ କରାଯାଇଥାଏ । ଭଗବାନ ବୁଦ୍ଧଙ୍କ ଶିକ୍ଷା ଗୁଡ଼ିକ କେବଳ ପାଲି ଭାଷାରେ ଉପଲବ୍ଧ ହୋଇଥାଏ । ନିକଟରେ ପାଲି ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରାଯାଇଥିବାରୁ ଚଳିତ ବର୍ଷର ଅଭିଧମ୍ମ ଦିବସ ଉତ୍ସବର ଗୁରୁତ୍ୱ ବୃଦ୍ଧି ପାଇଛି ।ଜମ୍ମୁ ଓ କଶ୍ମୀରର ଶ୍ରୀନଗରରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
June 21st, 06:31 am
ଅନ୍ତର୍ଜାତୀୟ ଯୋଗ ଦିବସରେ କଶ୍ମୀରର ଯୋଗ ଓ ସାଧନ ଭୂମିରେ ରହିବାର ସୌଭାଗ୍ୟ ମୋତେ ମିଳିଛି। କାଶ୍ମୀର ଏବଂ ଶ୍ରୀନଗରର ପରିବେଶ, ଶକ୍ତି ଏବଂ ଅନୁଭୂତି ଆମକୁ ଯୋଗରୁ ମିଳୁଥିବା ଶକ୍ତିଅନୁ କରୁଛୁ ।| ଯୋଗ ଦିବସରେ ମୁଁ କଶ୍ମୀର ମାଟିରୁ ଦେଶର ସମସ୍ତ ଜନସାଧାରଣ ଏବଂ ବିଶ୍ୱର କୋଣ ଅନୁକୋଣରେ ଯୋଗ ଅଭ୍ୟାସ କରୁଥିବା ଲୋକମାନଙ୍କୁ ଶୁଭେଚ୍ଛା ଜଣାଉଛି ।ଜମ୍ମୁ ଓ କଶ୍ମୀରର ଶ୍ରୀନଗରରେ ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୪ ରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
June 21st, 06:30 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜମ୍ମୁ ଓ କଶ୍ମୀରର ଶ୍ରୀନଗରଠାରେ ୧୦ମ ଅନ୍ତର୍ଜାତୀୟ ଯୋଗ ଦିବସ (ଆଇୱାଇଡି) କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନର ନେତୃତ୍ୱ ନେଇଥିଲେ ଏବଂ ଯୋଗ ଶିବିରରେ ଅଂଶଗ୍ରହଣ କରିଥିଲେ ।Prime Minister to address celebration of Dharma Chakra Day / Asaadh Poornima on July 4, 2020
July 03rd, 05:37 pm
Prime Minister Narendra Modi will deliver a video address on the Dharma Chakra Day to emphasize the teachings of peace and justice of Lord Buddha and the Eight Fold Path shown by him to overcome sufferings of sentient beings.ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ମଙ୍ଗୋଲିଆ ରାଷ୍ଟ୍ରପତିଙ୍କ ଦ୍ୱାରା ବୁଦ୍ଧ ପ୍ରତିମୂର୍ତ୍ତିର ଯୁଗ୍ମ ଅନାବରଣ
September 20th, 01:01 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ମଙ୍ଗୋଲିଆ ରାଷ୍ଟ୍ରପତି ମହାମାନ୍ୟ ଖାଲ୍ଟମାଗିନ ବଟ୍ଟୁଲ୍ଗା ମିଳିତ ଭାବେ ଉଲାନବାତରସ୍ଥିତ ଐତିହାସିକ ତେଗଚେଲିଂ ବୌଦ୍ଧମଠରେ ପ୍ରତିଷ୍ଠା ହୋଇଥିବା ଭଗବାନ ବୁଦ୍ଧ ଏବଂ ତାଙ୍କର ଦୁଇ ଅନୁଗାମୀଙ୍କ ପ୍ରତିମୂର୍ତ୍ତି ଅନାବରଣ କରିଛନ୍ତି ।ପ୍ରଧାନମନ୍ତ୍ରୀ ମୋଦୀ କାଜଖାସ୍ତାନ ,କିର୍ଗିସ୍ତାନ ଏବଂ ମଙ୍ଗୋଲିଆ ରାଷ୍ଟ୍ରପତିଙ୍କ ସହ ସାକ୍ଷାତ କରିଛନ୍ତି
June 10th, 02:14 pm
ଚୀନର କ୍ୱିଙ୍ଗଡାଓରେ ସାଙ୍ଘାଇ ସହଯୋଗ ସଂଗଠନ (ଏସସିଓ) ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଆଜି କାଜଖାସ୍ତାନ ,କିର୍ଗିସ୍ତାନ ଏବଂ ମଙ୍ଗୋଲିଆ ରାଷ୍ଟ୍ରପତିଙ୍କ ସହିତ ବ୍ୟାପକ ଆଲୋଚନା କରିଛନ୍ତି ।PM's meetings on the sidelines of St.Petersburg International Economic Forum
June 02nd, 10:38 pm
Prime Minister Narendra Modi met Mr. Christian Kern, Chancellor of Austria on the margins of SPIEF. Discussions to enhance India-Austria bilateral ties in several sectors were held.World Culture Festival is a Kumbh Mela of culture: PM Modi
March 11th, 08:02 pm
PM greets people of China, Korea, Mongolia and Vietnam, on the Lunar New Year Celebrations
February 08th, 06:02 pm
In Pictures: PM Modi's visit to China, Mongolia & South Korea
May 19th, 09:55 pm
PM Modi’s Historic and Path-Breaking Visit to Mongolia
May 18th, 01:01 am
PM Modi’s visit to Mongolia
May 17th, 08:58 pm
Text of PM's Banquet speech in Ulaanbaatar
May 17th, 07:30 pm
PM attends community reception in Mongolia
May 17th, 07:25 pm
PM Narendra Modi attends Mini Naadam Festival
May 17th, 06:45 pm
PM Modi's gift to President Elbegdorj of Mongolia
May 17th, 11:05 am
Remarks by Prime Minister in the Mongolian Parliament Ulan Bataar
May 17th, 09:53 am
Text of the Press Statement made by the PM after the Signing of Agreements in Ulaanbaatar, Mongolia
May 17th, 08:46 am
PM visits Gandan Monastery
May 17th, 08:20 am