ଉପରାଷ୍ଟ୍ରପତିଙ୍କ ବିଦାୟ ସମ୍ବର୍ଦ୍ଧନା ବେଳେ ରାଜ୍ୟ ସଭାରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ
August 10th, 10:11 pm
ରାଜ୍ୟସଭା ସଦସ୍ୟମାନଙ୍କ ସହ ମିଶି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସଦନରେ ଉପରାଷ୍ଟ୍ରପତି ଶ୍ରୀ ହମିଦ ଆନସାରୀଙ୍କୁ ବିଦାୟ ସମ୍ବର୍ଦ୍ଧନା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗତ 10 ବର୍ଷର ଅବଧି ମଧ୍ୟରେ ଶ୍ରୀ ଆନସାରୀଙ୍କ ପରିବାର ସାର୍ବଜନୀକ ଜୀବନରେ ନିଜର ମହତ୍ଵପୂର୍ଣ୍ଣ ଉପସ୍ଥିତି ଜାହିର କରି ଆସିଛନ୍ତି । ଅନେକ ଥର, ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସେ ଉପରାଷ୍ଟ୍ରପତିଙ୍କ ଠାରୁ ବେଶ ଉପକାରସିଦ୍ଧ ହେବା ଭଳି ମହତ୍ଵପୂର୍ଣ୍ଣ କୂଟନୈତିକ ଅନ୍ତର୍ଜ୍ଞାନ ଆହରଣ କରିଛନ୍ତି ।ଉପରାଷ୍ଟ୍ରପତି ହମିଦ ଆନସାରୀଙ୍କ ବିଦାୟୀ ଅବସରରେ ରାଜ୍ୟସଭାରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
August 10th, 11:25 am
ଆଜି ଉପରାଷ୍ଟ୍ରପତି ହମିଦ ଆନସାରୀଙ୍କ ବିଦାୟୀ ଅବସରରେ ରାଜ୍ୟସଭାରେ ପ୍ରଧାନମନ୍ତ୍ରୀ ମୋଦୀ କହିଲେ ଯେ, ଉପରାଷ୍ଟ୍ରପତି ହମିଦ ଆନସାରୀଙ୍କ ଯୋଗଦାନ ଗୁରୁତ୍ୱପୂର୍ଣ୍ଣ ରହିଛି । ''ଆପଣଙ୍କ ନିଜ ଜୀବନରେ ମଧ୍ୟ ଏକ କ୍ୟାରିୟର ଡିପ୍ଲୋମାଟ ଆସୁଛି । ବର୍ତମାନ କ୍ୟାରିୟର ଡିପ୍ଲୋମାଟ କଣ ,ତାହା ତ ମତେ ପ୍ରଧାନମନ୍ତ୍ରୀ ହେବା ପରେ ବୁଝାପଡିଲା ,ଆପଣଙ୍କୁ ଅନୁସରଣ କରି ମୁଁ କ୍ୟାରିୟର ଡିପ୍ଲୋମାଟର ଆଚାର ବୈଚିତ୍ର ଦେଖିଛି ,ଆପଣଙ୍କ କୂଟନୈତିକ ଅନ୍ତଦୃଷ୍ଟି ଅମୁଲ୍ୟ ଥିଲା ,ବିଶେଷ କରି ଯେତେବେଳେ ମୁଁ ନିଜର ଦ୍ୱିପକ୍ଷୀୟ ଗସ୍ତ ପୂର୍ବରୁ ଏବଂ ପରେ ଆପଣଙ୍କ ସହିତ ଆଲୋଚନା କରିଥାଏ ।"ମନ କି ବାତ' ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ଵାରା କରାଯାଇଥିବା ଏକ ସରଳ ଏବଂ ପ୍ରଭାବଶାଳୀ ଯୋଗାଯୋଗ ମଞ୍ଚ :ଉପରାଷ୍ଟ୍ରପତି "
May 26th, 05:17 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଦୁଇଟି ପୁସ୍ତକ ଉନ୍ମୋଚିତ ଅବସରରେ ଉପରାଷ୍ଟ୍ରପତି ଶ୍ରୀ ହମିଦ ଆନସାରୀ କହିଲେ ,'ମନ କି ବାତ' ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ନିର୍ମାଣ କରାଯାଇଥିବା ଏକ ସରଳ ଏବଂ ପ୍ରଭାବଶାଳୀ ସଂଚାର ମଞ୍ଚ । ସେ ଏହା ମଧ୍ୟ କହିଲେ ଯେ ,''ଏହା ରେଡିଓ ଭଳି ଏକ ପାରମ୍ପରିକ ମାଧ୍ୟମ ଏବଂ ଏହା ସଂଚାର ପ୍ରଯୁକ୍ତିବିଦ୍ୟାର ପୁରା କ୍ଷେତ୍ର ଟିଭିରୁ ଇଣ୍ଟରନେଟ ପର୍ଯ୍ୟନ୍ତ ,ସୋସିଆଲ ମିଡ଼ିଆରୁ ମୋବାଇଲ ଟେକ୍ନୋଲୋଜି ପର୍ଯ୍ୟନ୍ତ ପହଂଚିପାରିଛି ଏବଂ ଯୋଗାଯୋଗ କରୁଛି । ଉପରାଷ୍ଟ୍ରପତି କହିଲେ,'ମନ କି ବାତ' ପ୍ରଧାନମନ୍ତ୍ରୀଙ୍କ ସିଧା ଲୋକଙ୍କ ପର୍ଯ୍ୟନ୍ତ ଯୋଗାଯୋଗ ,ସୋସିଆଲ ମିଡିଆ ଯେଭଳି ଟ୍ୱିଟର ,ସରକାରଙ୍କ ନାଗରିକଙ୍କ ସହିତ ସଂଯୋଗର ପ୍ଲାଟଫର୍ମ mygov.in ଏବଂ ତାଙ୍କର ବ୍ୟକ୍ତିଗତ ମୋବାଇଲ ଆପ ଗୁରୁତ୍ୱପୂର୍ଣ୍ଣ ମୂଳତତ୍ତ୍ୱହୋଇଛି ।ଉପରାଷ୍ଟ୍ରପତିଙ୍କ ଦ୍ୱାରା ରଚିତ ପୁସ୍ତକ ‘Citizen and Society’ ଉନ୍ମୋଚନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ବିବୃତି
September 23rd, 01:42 pm
PM Narendra Modi attended a function for release of the book ‘Citizen and Society,’ written by Vice-President, Hamid Ansari. PM Modi congratulated the Vice President for presenting his thoughts to the future generations through the book. “India should be proud to be a country of so many dialects and languages, and so many different faiths, living in harmony”, PM Modi remarked at the event.Vice President Hamid Ansari wishes PM Modi on his birthday
September 17th, 11:05 am
Vice President Hamid Ansari wished PM Narendra Modi on his birthday. The PM thanked him on Twitter.