PM chairs roundtable meeting with Spanish business leaders
May 31st, 05:25 pm
Prime Minister Narendra Modi today chaired roundtable meeting with top Spanish business leaders. Prime Minister Modi pitched for more investments and highlighted several reform measures undertaken to enhance India’s business environment.Prime Minister Modi meets King Felipe VI of Spain
May 31st, 03:29 pm
PM Narendra Modi today met King Felipe VI of Spain at Palacio de la Zarzuela.Press statement by PM during his visit to Spain
May 31st, 12:24 pm
Prime Minister Narendra Modi said that India was committed to enhance bilateral ties with Spain. He said that both countries could collaborate in host of sectors and contribute to each other's economic growth and development. The PM also called for stepping up cooperation to tackle the menace of terrorism.ମାଦ୍ରିଦରେ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ମାରିଆନୋ ରାଜୟଙ୍କ ମଧ୍ୟରେ ଆଲୋଚନା ଭାରତ-ସ୍ପେନ ମଧ୍ୟରେ 7 ରାଜିନାମା
May 31st, 12:18 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜଧାନୀ ମାଦ୍ରିଦଠାରେ ସ୍ପେନର ରାଷ୍ଟ୍ରପତି ମାରିଆନୋ ରାଜୟଙ୍କ ସହ ଦ୍ଵିପାଖିକ ଆଲୋଚନା କରିଛନ୍ତି । ଆଲୋଚନା କାଳରେ ତାଙ୍କ ପ୍ରାରମ୍ଭିକ ବକ୍ତବ୍ୟରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଦୁଇ ଦେଶ ମଧ୍ୟରେ ସମ୍ବନ୍ଧକୁ ଆଗକୁ ବଢାଇବା କ୍ଷେତ୍ରରେ ଆଜିର ଆଲୋଚନା ବେଶ ଲାଭଦାୟକ ହେବ । ବର୍ତ୍ତମାନର ଆନ୍ତଃସଂଯୋଗ ଓ ପରସ୍ପର ନିର୍ଭରଶୀଳ ବିଶ୍ଵରେ ଭାରତ ଓ ସ୍ପେନ ଦୁହେଁ ଦୁହିଁଙ୍କ ସ୍ଵାର୍ଥ ପାଇଁ ମିଳିତ ଭାବେ କାର୍ଯ୍ୟ କରିବାକୁ ପଡିବ ।Prime Minister Modi arrives in Madrid, Spain
May 30th, 11:07 pm
PM Narendra Modi arrived in Madrid, Spain for the second leg of his four-nation tour. Prime Minister Modi was received by Foreign Minister of Spain, Mr. Alfonso Dastis at the airport.ଜର୍ମାନୀ, ସ୍ପେନ୍, ରୁଷ ଏବଂ ଫ୍ରାନ୍ସ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବିବୃତି
May 28th, 04:46 pm
ଜର୍ମାନୀ, ସ୍ପେନ୍, ରୁଷ ଏବଂ ଫ୍ରାନ୍ସ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ପୂର୍ଣ୍ଣ ବିବୃତି ନିମ୍ନରେ ଦିଆଗଲା “ଚତୁର୍ଥ ଭାରତ-ଜର୍ମାନୀ ଆନ୍ତଃସରକାର ଆଲୋଚନା (ଆଇଜିସି) କାର୍ଯ୍ୟକ୍ରମ ଲାଗି ଜର୍ମାନ ଚାନ୍ସେଲର ଆଞ୍ଜେଲା ମର୍କେଲଙ୍କ ନିମନ୍ତ୍ରଣ କ୍ରମେ ମେ’ 29ରୁ 30 ତାରିଖ ପର୍ଯ୍ୟନ୍ତ ଜର୍ମାନୀ ଗସ୍ତରେ ଯିବି । ଭାରତ ଓ ଜର୍ମାନୀ ବୃହତ ଗଣତନ୍ତ୍ର, ପ୍ରମୁଖ ଅର୍ଥବ୍ୟବସ୍ଥା ଏବଂ ଆଂଚଳିକ ତଥା ଜାଗତିକ ବ୍ୟାପାରରେ ମହତ୍ୱପୂର୍ଣ୍ଣ ରାଷ୍ଟ୍ର । ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ବିଶ୍ୱ ଶାନ୍ତି ପାଇଁ ଏକ ଉନ୍ମୁକ୍ତ, ସମାବେଶୀ ତଥା ନିୟମ ଆଧାରିତ ପ୍ରତିବଦ୍ଧତା ଉପରେ ଆମର ରଣନୈତିକ ଭାଗିଦାରୀ ଆଧାରିତ । ଆମର ବିକାଶ କାର୍ଯ୍ୟକ୍ରମରେ ଜର୍ମାନୀ ଏକ ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ଏବଂ ଭାରତର ରୂପାନ୍ତରଣ ଲାଗି ମୋର ଲକ୍ଷ୍ୟ ସହିତ ଜର୍ମାନୀର ଦକ୍ଷତା ମେଳ ଖାଉଛି ।