Mutual trust, mutual respect & mutual sensitivity should continue to be the basis of our relations: PM Modi in meeting with President Xi Jinping

October 23rd, 07:35 pm

Prime Minister Narendra Modi met with Mr. Xi Jinping, President of the People’s Republic of China, on the sidelines of the 16th BRICS Summit at Kazan on 23 October 2024.

୧୬ ତମ ବ୍ରିକ୍ସ ଶିଖର ସମ୍ମିଳନୀ ଅବସରରେ ପିପୁଲ୍ସ ରିପବ୍ଲିକ୍ ଅଫ୍ ଚାଇନାର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

October 23rd, 07:14 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୩ ଅକ୍ଟୋବର ୨୦୨୪ ରେ କାଜାନଠାରେ ୧୬ତମ ବ୍ରିକ୍ସ ଶିଖର ସମ୍ମିଳନୀ ଅବସରରେ ଚୀନର ରାଷ୍ଟ୍ରପତି ଶ୍ରୀ ସି ଜିନପିଙ୍ଗଙ୍କୁ ସାକ୍ଷାତ କରିଥିଲେ ।

ଷୋଡ଼ଶ ବ୍ରିକ୍ସ ଶିଖର ସମ୍ମିଳନୀର ପୂର୍ଣ୍ଣ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ

October 23rd, 05:22 pm

ଷୋଡ଼ଶ ବ୍ରିକ୍ସ ଶିଖର ସମ୍ମିଳନୀର ଭବ୍ୟ ଆୟୋଜନ ପାଇଁ ରାଷ୍ଟ୍ରପତି ପୁତିନଙ୍କୁ ଅଭିନନ୍ଦନ ।

୧୬ତମ ବ୍ରିକ୍ସ ଶିଖର ସମ୍ମିଳନୀର ପୂର୍ଣ୍ଣାଙ୍ଗ ସମାବେଶରେ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ

October 23rd, 03:25 pm

ଆଜିର ଚମତ୍କାର ବୈଠକ ପାଇଁ ମୁଁ ରାଷ୍ଟ୍ରପତି ପୁଟିନଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛି ।

୧୬ତମ ବ୍ରିକ୍ସ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିଛନ୍ତି ପ୍ରଧାନମନ୍ତ୍ରୀ

October 23rd, 03:10 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କାଜାନଠାରେ ଋଷ ଅଧ୍ୟକ୍ଷତାରେ ଅନୁଷ୍ଠିତ ୧୬ତମ ବ୍ରିକ୍ସ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ ।

ରୁଷ ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

October 22nd, 10:42 pm

କାଜାନ ଠାରେ ଆଜି ଷୋଡ଼ଶ ବ୍ରିକ୍ସ ଶିଖର ସମ୍ମିଳନୀ ଅବସରରେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭେଟିଛନ୍ତି । ଚଳିତ ବର୍ଷ ଏହା ସେମାନଙ୍କର ଦ୍ୱିତୀୟ ସାକ୍ଷାତ । ଏହା ପୂର୍ବରୁ ୨୦୨୪ ଜୁଲାଇ ମାସରେ ମସ୍କୋଠାରେ ୨୨ତମ ବାର୍ଷିକ ଶିଖର ସମ୍ମିଳନୀରେ ଦୁଇ ନେତାଙ୍କ ମଧ୍ୟରେ ଭେଟ ହୋଇଥିଲା ।

Prime Minister meets with the President of the Islamic Republic of Iran

October 22nd, 09:24 pm

PM Modi met Iran's President Dr. Masoud Pezeshkian on the sidelines of the 16th BRICS Summit in Kazan. PM Modi congratulated Pezeshkian on his election and welcomed Iran to BRICS. They discussed strengthening bilateral ties, emphasizing the Chabahar Port's importance for trade and regional stability. The leaders also addressed the situation in West Asia, with PM Modi urging de-escalation and protection of civilians through diplomacy.

ଋଷ ରାଷ୍ଟ୍ରପତିଙ୍କ ସହ ଦ୍ୱିପାକ୍ଷିକ ବୈଠକ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦଘାଟନୀ ମନ୍ତବ୍ୟ

October 22nd, 07:39 pm

ଆପଣଙ୍କ ବନ୍ଧୁତା, ଭବ୍ୟ ସ୍ୱାଗତ ଏବଂ ଆତିଥ୍ୟ ପାଇଁ ମୁଁ ଆନ୍ତରିକ କୃତଜ୍ଞତା ଜଣାଉଛି । ଏହା ମୋ ପାଇଁ ଖୁସିର ବିଷୟ ଯେ ବ୍ରିକ୍ସ ଶିଖର ସମ୍ମିଳନୀ ପାଇଁ ମୋତେ କାଜାନ ଭଳି ଏକ ସୁନ୍ଦର ସହରକୁ ଆସିବାର ସୁଯୋଗ ମିଳିଛି । ଏହି ସହର ସହିତ ଭାରତର ଗଭୀର ଏବଂ ଐତିହାସିକ ସମ୍ପର୍କ ରହିଛି । କାଜାନରେ ନୂତନ ଭାରତୀୟ ଦୂତାବାସ ଖୋଲିବା ଦ୍ୱାରା ଏହି ସମ୍ପର୍କ ଆହୁରି ସୁଦୃଢ଼ ହେବ ।

PM Modi arrives in Kazan, Russia

October 22nd, 01:00 pm

PM Modi arrived in Kazan, Russia. During the visit, the PM will participate in the BRICS Summit. He will also be meeting several world leaders during the visit.

ବ୍ରିକ୍ସ ସମ୍ମିଳନୀ ପାଇଁ ରୁଷ ପ୍ରସ୍ଥାନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବିବୃତି

October 22nd, 07:36 am

ରୁଷ୍ ରାଷ୍ଟ୍ରପତି ଶ୍ରୀ ଭ୍ଲାଦିମିର ପୁତିନଙ୍କ ନିମନ୍ତ୍ରଣ କ୍ରମେ ୧୬ ତମ ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ମୁଁ ଆଜି ଦୁଇ ଦିନିଆ କାଜାନ ଗସ୍ତରେ ପ୍ରସ୍ଥାନ କରୁଛି ।

୨୨ତମ ଭାରତ-ରୁଷିଆ ବାର୍ଷିକ ଶିଖର ସମ୍ମିଳନୀର ମିଳିତ ବିବୃତ୍ତି

July 09th, 09:54 pm

ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 22ତମ ଭାରତ -ରୁଷିଆ ବାର୍ଷିକ ଶିଖର ସମ୍ମିଳନୀ ପାଇଁ ରୁଷୀୟ ସଂଘର ରାଷ୍ଟ୍ରପତି ମହାମହିମ ଶ୍ରୀ ଭ୍ଲାଦିମିର ପୁଟିନଙ୍କ ନିମନ୍ତ୍ରଣକ୍ରମେ ଜୁଲାଇ 8-9, 2024 ରେ ରୁଷୀୟ ସଂଘକୁ ଏକ ସରକାରୀ ଗସ୍ତରେ ଯାଇଥିଲେ ।

୨୦୩୦ ପର୍ଯ୍ୟନ୍ତ ରୁଷ-ଭାରତ ଆର୍ଥିକ ସହଯୋଗର ରଣନୀତିକ କ୍ଷେତ୍ର ବିକାଶ ଉପରେ ନେତାମାନଙ୍କ ମିଳିତ ବିବୃତି

July 09th, 09:49 pm

୮-୯ ଜୁଲାଇ ୨୦୨୪ରେ ରୁଷ ଓ ଭାରତ ମଧ୍ୟରେ ମସ୍କୋରେ ଅନୁଷ୍ଠିତ ୨୨ତମ ବାର୍ଷିକ ଦ୍ୱିପାକ୍ଷିକ ଶିଖର ସମ୍ମିଳନୀ ପରେ ରୁଷ ରାଷ୍ଟ୍ରପତି ମହାମହିମ ଶ୍ରୀ ଭ୍ଲାଦିମିର ପୁତିନ୍ ଏବଂ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମିଳିତ ବିବୃତି ଜାରି କରିଛନ୍ତି ।

ରୁଷର ସର୍ବୋଚ୍ଚ ରାଷ୍ଟ୍ରୀୟ ପୁରସ୍କାରରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ

July 09th, 08:12 pm

ଭାରତ-ରୁଷ ସମ୍ପର୍କକୁ ପ୍ରୋତ୍ସାହିତ କରିବାରେ ତାଙ୍କର ଅବଦାନ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ରୁଷର ସର୍ବୋଚ୍ଚ ରାଷ୍ଟ୍ରୀୟ ପୁରସ୍କାର ‘‘ଦ ଅର୍ଡର ଅଫ୍ ସେଣ୍ଟ ଆଣ୍ଡ୍ରିୟୁ ଦ ଆପୋଷ୍ଟଲ’’ରେ ସମ୍ମାନିତ କରାଯାଇଛି । କ୍ରେମଲିନର ସେଣ୍ଟ ଆଣ୍ଡ୍ରିୟୁ ହଲରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ରୁଷ ରାଷ୍ଟ୍ରପତି ମହାମହିମ ଶ୍ରୀ ଭ୍ଲାଦିମିର ପୁତିନ ଏହି ପୁରସ୍କାର ପ୍ରଦାନ କରିଥିଲେ । ୨୦୧୯ରେ ଏହି ପୁରସ୍କାର ଘୋଷଣା କରାଯାଇଥିଲା।

ମସ୍କୋରେ ‘ଅଜ୍ଞାତ ସୈନିକଙ୍କ ସମାଧି’ରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ

July 09th, 02:39 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମସ୍କୋରେ ‘ଅଜ୍ଞାତ ସୈନିକଙ୍କ ସମାଧି’ରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସେ ସମାଧିସ୍ଥଳରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

ଋଷ୍‍ରେ ଭାରତୀୟ ସମୁଦାୟକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

July 09th, 11:35 am

ମୁଁ ତୁମର ସ୍ନେହ, ଭଲପାଇବା ଏବଂ ତୁମେ ଏଠାରେ ରହିବାକୁ ନେଇଥିବା ସମୟକୁ ଗଭୀର ପ୍ରଶଂସା କରୁଛି । ମୁଁ ଏକୁଟିଆ ଏଠାକୁ ଆସିନାହିଁ; ମୁଁ ମୋ ସହିତ ବହୁତ କିଛି ଆଣିଛି । ମୁଁ ଭାରତର ମାଟିର ବାସ୍ନା, ୧୪୦ କୋଟି ଦେଶବାସୀଙ୍କ ଭଲପାଇବା ଏବଂ ଆପଣଙ୍କ ପାଇଁ ସେମାନଙ୍କର ହାର୍ଦ୍ଦିକ ଶୁଭେଚ୍ଛା ଆଣିଛି । ତୃତୀୟ ଥର ପାଇଁ ନିର୍ବାଚିତ ହେବା ପରେ ପ୍ରବାସୀ ଭାରତୀୟଙ୍କ ସହ ମୋର ପ୍ରଥମ କଥାବାର୍ତ୍ତା ମସ୍କୋରେ ହେଉଥିବାରୁ ମୁଁ ଅତ୍ୟନ୍ତ ଆନନ୍ଦିତ ।

ରୁଷରେ ଭାରତୀୟ ସମୁଦାୟକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

July 09th, 11:30 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମସ୍କୋରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରୁଷରେ ରହୁଥିବା ଭାରତୀୟ ସମୁଦାୟ ସହ ମତ ବିନିମୟ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ ପ୍ରବାସୀ ଭାରତୀୟମାନେ ସହୃଦୟତା ଓ ସ୍ନେହର ସହିତ ସ୍ୱାଗତ କରିଥିଲେ ।

୨୨ତମ ଭାରତ-ରୁଷ ବାର୍ଷିକ ଶିଖର ସମ୍ମିଳନୀ ପାଇଁ ମସ୍କୋରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ

July 08th, 05:20 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ସରକାରୀ ଗସ୍ତରେ ମସ୍କୋରେ ପହଞ୍ଚିଛନ୍ତି । ପ୍ରଧାନମନ୍ତ୍ରୀ ନୁକୋଭୋ-୨ ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ରୁଷର ପ୍ରଥମ ଉପପ୍ରଧାନମନ୍ତ୍ରୀ ଶ୍ରୀ ଡେନିସ ମାନ୍ତୁରୋଭ ସ୍ୱାଗତ କରିବା ସହ ଅନୁଷ୍ଠାନିକ ଭାବେ ସମ୍ବର୍ଦ୍ଧନା ମଧ୍ୟ ଦିଆଯାଇଥିଲା ।

ପଞ୍ଚମ ପ୍ରାଚ୍ୟ ଆର୍ଥିକ ମଞ୍ଚ (ସେପ୍ଟେମ୍ବର 5, 2019)ର ପୂର୍ଣ୍ଣାଙ୍ଗ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ

September 05th, 01:33 pm

ଭାରତ ଓ ସୁଦୂର ପ୍ରାଚ୍ୟ ମଧ୍ୟରେ ସମ୍ପର୍କ ଆଜିର ନୁହେଁ । ଏହା ବହୁତ ପୁରୁଣା । ଭାରତ ହେଉଛି ପ୍ରଥମ ଦେଶ ଯିଏକି ଭ୍ଲାଡିଭୋଷ୍ଟକରେ ଏହାର ବାଣିଜ୍ୟିକ ଦୂତାବାସ ଖୋଲିଛି । ସେତେବେଳେ ଓ ଏହା ପୂର୍ବରୁ ମଧ୍ୟ ଭାରତ ଓ ରୁଷ ମଧ୍ୟରେ ଅନେକ ଭରସା ଥିଲା । ସୋଭିଏତ ରୁଷ ସମୟରେ ମଧ୍ୟ ଯେତବେଳେ ଅନ୍ୟ ବିଦେଶୀମାନଙ୍କୁ ଏଠାକୁ ଆସିବା ନେଇ ପ୍ରତିବନ୍ଧକ ଥିଲା, ଭ୍ଲାଡିଭୋଷ୍ଟକ ଭାରତୀୟ ନାଗରିକମାନଙ୍କ ପାଇଁ ଖୋଲା ଥିଲା । ରକ୍ଷା ଓ ବିକାଶର ଅନେକ ସାମଗ୍ରୀ ଭ୍ଲାଡିଭୋଷ୍ଟକ ଜରିଆରେ ଭାରତରେ ପହଂଚୁଥିଲା ଏବଂ ଆଜି ଏହି ଭାଗିଦାରୀତାର ବୃକ୍ଷ ଏହାର ଚେରକୁ ଆହୁରି ଗଭୀର କରୁଛି । ଦୁଇ ଦେଶର ଜନସାଧାରଣଙ୍କ ପାଇଁ ସୁଖ-ସମୃଦ୍ଧିର ସାହାରା ହେଉଛି । ଭାରତ ଏଠାରେ ଶକ୍ତି କ୍ଷେତ୍ର ଏବଂ ଅନ୍ୟ ପ୍ରାକୃତିକ ସମ୍ବଳ ଯେପରିକି ହୀରା କ୍ଷେତ୍ରରେ ମହତ୍ୱପୂର୍ଣ୍ଣ ନିବେଶ କରିଛି । ସାଖାଲିନର ତୈଳ କ୍ଷେତ୍ର ଭାରତୀୟ ନିବେଶର ସଫଳତା କ୍ଷେତ୍ରର ଏକ ପ୍ରକୃଷ୍ଟ ଉଦାହରଣ ।

"ରୁଷିଆର ଭ୍ଲାଡିଭୋଷ୍ଟକରେ ବିଶ୍ୱ ନେତାମାନଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ଦ୍ୱିପକ୍ଷୀୟ ବୈଠକ "

September 05th, 09:48 am

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଷ୍ଟର୍ନ ଇକୋନୋମିକ ଫୋରମରେ ଯୋଗଦେବା ପାଇଁ ରୁଷିଆର ଭ୍ଲାଡିଭୋଷ୍ଟକ ଗସ୍ତ କରିଛନ୍ତି । ଶିଖର ସମ୍ମିଳନୀ ଅବସରରେ ,ପ୍ରଧାନମନ୍ତ୍ରୀ ମୋଦୀ ଅନେକ ବିଶ୍ୱ ନେତାମାନଙ୍କ ସହିତ କଥାବାର୍ତ୍ତା କରିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ ଭ୍ଲାଡିଭୋଷ୍ଟକ ଗସ୍ତ ଅବସରରେ ସ୍ୱାକ୍ଷରିତ ବୁଝାମଣା/ରାଜିନାମାର ତାଲିକା

September 04th, 04:49 pm

ପ୍ରଧାନମନ୍ତ୍ରୀଙ୍କ ଭ୍ଲାଡିଭୋଷ୍ଟକ ଗସ୍ତ ଅବସରରେ ସ୍ୱାକ୍ଷରିତ ବୁଝାମଣା/ରାଜିନାମାର ତାଲିକା