ଜି -୭ ଶିଖର ସମ୍ମିଳନୀ ଅବସରରେ ୟୁରୋପୀୟ ଆୟୋଗର ସଭାପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

June 28th, 08:07 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୭ ଜୁନ୍‍ ୨୦୨୨ ରେ ଜମାନୀର ସ୍ଲୋସ୍‍ ଏଲାମୁ ଠାରେ ଜି-୭ ସମ୍ମିଳନୀ ଅବସରରେ ୟୁରୋପୀୟ ଆୟୋଗର ସଭାପତି ମାନ୍ୟବର ସୁଶ୍ରୀ ଉର୍ସୁଲା ଭନ୍ ଡେର୍ ଲିଏନଙ୍କୁ ଭେଟିଛନ୍ତି ।

Prime Minister’s remarks at the session on ‘Stronger Together: Addressing Food Security and Advancing Gender Equality’ at G7 Summit in Germany

June 27th, 11:59 pm

At the session on ‘Stronger Together: Addressing Food Security and Advancing Gender Equality’ during G7 Summit, PM Modi remarked, India has always been in favour of peace. Even in the present situation, we have constantly urged for the path of dialogue and diplomacy.

ଜର୍ମାନୀରେ ଜି-୭ ଶିଖର ସମ୍ମିଳନୀରେ ‘ଉନ୍ନତ ଭବିଷ୍ୟତରେ ନିବେଶ: ଜଳବାୟୁ, ଶକ୍ତି, ସ୍ୱାସ୍ଥ୍ୟ’ ସମ୍ପର୍କିତ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

June 27th, 07:47 pm

ଜର୍ମାନୀରେ ଜି-୭ ଶିଖର ସମ୍ମିଳନୀରେ ‘ଉନ୍ନତ ଭବିଷ୍ୟତରେ ନିବେଶ: ଜଳବାୟୁ, ଶକ୍ତି, ସ୍ୱାସ୍ଥ୍ୟ’ ସମ୍ପର୍କିତ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଜି -୭ ଶିଖର ସମ୍ମିଳନୀ ଅବସରରେ ଆର୍ଜେଣ୍ଟିନାର ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

June 27th, 09:09 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୬ ଜୁନ୍‍ ୨୦୨୨ରେ ମୁନିଚ ଠାରେ ଜି-୭ ଶିଖର ସମ୍ମିଳନୀ ଅବସରରେ ଆର୍ଜେଣ୍ଟିନାର ରାଷ୍ଟ୍ରପତି ମାନ୍ୟବର ଶ୍ରୀ ଆଲବର୍ଟୋ ଫର୍ଣ୍ଣାଡେଜ୍‍ଙ୍କୁ ଭେଟିଛନ୍ତି ।

Democracy is in DNA of every Indian: PM Modi

June 26th, 06:31 pm

PM Modi addressed and interacted with the Indian community in Munich. The PM highlighted India’s growth story and mentioned various initiatives undertaken by the government to achieve the country’s development agenda. He also lauded the contribution of diaspora in promoting India’s success story and acting as brand ambassadors of India’s success.

ଜର୍ମାନୀର ମୁନିଚରେ ଭାରତୀୟ ସମ୍ପ୍ରଦାୟ ସହିତ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ

June 26th, 06:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମୁନିଚର ଅଡି ଡୋମରେ ଜର୍ମାନୀରେ ଥିବା ଭାରତୀୟ ସମ୍ପ୍ରଦାୟ ସହିତ ଆଲୋଚନା ଏବଂ ସମ୍ବୋଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜର୍ମାନୀରେ ଥିବା ଭାରତୀୟ ସମ୍ପ୍ରଦାୟର ହଜାର ହଜାର ସଦସ୍ୟ ଅଂଶଗ୍ରହଣ କରିଥିଲେ ।

ପ୍ରଧାନମନ୍ତ୍ରୀ ମୋଦୀ ଜର୍ମାନୀର ମ୍ୟୁନିକରେ ପହଞ୍ଚିଛନ୍ତି

June 26th, 09:00 am

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିଛି ସମୟ ପୂର୍ବରୁ ମ୍ୟୁନିକରେ ପହଞ୍ଚିଛନ୍ତି । ସେ ଜି-7 ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ । ଆଜି ସନ୍ଧ୍ୟାରେ ସେ ମ୍ୟୁନିକ୍ ରେ ଏକ ସମ୍ପ୍ରଦାୟ କାର୍ଯ୍ୟକ୍ରମକୁ ମଧ୍ୟ ସମ୍ବୋଧିତ କରିବେ ।

ଜୁନ ୨୬-୨୮, ୨୦୨୨ରେ ପ୍ରଧାନମନ୍ତ୍ରୀଙ୍କ ଜର୍ମାନୀ ଓ ୟୁଏଇ ଗସ୍ତ ଅବ୍ୟବହିତ ପୂର୍ବରୁ ବିବୃତ୍ତି

June 25th, 03:51 pm

ଜର୍ମାନ ଚାନସେଲର ମହାମହିମ ଓଲାଫ ସୋଜଙ୍କ ଆମନ୍ତ୍ରଣ କ୍ରମେ ଜି୭ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ମୁଁ ଜର୍ମାନୀର ସୋଲସ ଏଲାମୁ ଗସ୍ତରେ ଯାଉଛି । ଗତ ମାସର ଭାରତ-ଜର୍ମାନୀ ଆନ୍ତଃ ସରକାରୀ ଫଳପ୍ରଦ ବିଚାରବିମର୍ଶ ପରେ ଚାନସେଲର ସୋଜଙ୍କୁ ପୁଣି ଦେଖାକରିବା ଏକ ନିଶ୍ଚିତ ଭାବେ ସୁଖଦ ଅବସର ।

India ended three decades of political instability with the press of a button: PM Modi in Berlin

May 02nd, 11:51 pm

PM Narendra Modi addressed and interacted with the Indian community in Germany. PM Modi said that the young and aspirational India understood the need for political stability to achieve faster development and had ended three decades of instability at the touch of a button.

ଜର୍ମାନୀରେ ଥିବା ଭାରତୀୟ ସମ୍ପ୍ରଦାୟ ସହିତ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ

May 02nd, 11:50 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବର୍ଲିନର ଥିଏଟର ଏମ୍ ପୋଟସଡାମର୍ ପ୍ଲାଟଜରେ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ ସହ ସେମାନଙ୍କ ସହିତ ଆଲୋଚନା କରିଛନ୍ତି । ଏହି କାର୍ଯ୍ୟକ୍ରମରେ ୧୬୦୦ରୁ ଅଧିକ ଜର୍ମାନୀରେ ଥିବା ଭାରତୀୟ ଛାତ୍ର, ଗବେଷକ ଏବଂ ବୃତ୍ତିଧାନରୀମାନେ ଅଂଶଗ୍ରହଣ କରିଥିଲେ । ଜର୍ମାନୀର ଅର୍ଥନୀତି ଏବଂ ସମାଜରେ ସେମାନଙ୍କର ଅବଦାନକୁ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଏବଂ ବିଶ୍ୱ ସ୍ତରରେ ଭାରତୀୟ ଉତ୍ପାଦକୁ ପ୍ରୋତ୍ସାହିତ କରି ଭାରତର “ଭୋକାଲ୍ ଫର୍ ଲୋକାଲ୍‌” ପଦକ୍ଷେପରେ ଯୋଗଦାନ ଲାଗି ସେମାନଙ୍କୁ ଉତ୍ସାହିତ କରିଛନ୍ତି ।

ବର୍ଲିନରେ ବ୍ୟବସାୟ ଗୋଲ ଟେବୁଲ ବୈଠକରେ ସହ-ଅଧ୍ୟକ୍ଷତା କଲେ ପ୍ରଧାନମନ୍ତ୍ରୀ

May 02nd, 11:40 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜର୍ମାନ ଚାନସେଲର ଶ୍ରୀ ଓଲାଫ ସୋଜଙ୍କ ସହ ଏକ ବ୍ୟବସାୟ ଗୋଲ ଟେବୁଲ ବୈଠକରେ ମିଳିତ ଭାବେ ଅଧ୍ୟକ୍ଷତା କରିଛନ୍ତି । ନିଜ ମନ୍ତବ୍ୟରେ ପ୍ରଧାନମନ୍ତ୍ରୀ ତାଙ୍କ ସରକାର ଦ୍ୱାରା କରାଯାଇଥିବା ବଡ ବଡ ସଂସ୍କାର ସହ ଭାରତର କ୍ରମବର୍ଦ୍ଧିଷ୍ଣୁ ଷ୍ଟାର୍ଟଅପ ଓ ୟୁନିକର୍ଣ୍ଣ ଉପରେ ଆଲୋକପାତ କରିଥିଲେ । ଭାରତୀୟ ଯୁବଶକ୍ତିଙ୍କ ପଛରେ ପୁଞ୍ଜିନିବେଶ ନିମନ୍ତେ ସେ ବ୍ୟବସାୟୀ ନେତୃବୃନ୍ଦଙ୍କୁ ଆମନ୍ତ୍ରଣ କରିଥିଲେ ।

ଷଷ୍ଠ ଭାରତ- ଜର୍ମାନୀ ଆନ୍ତଃ- ସରକାରୀସ୍ତରୀୟ ବିଚାରବିମର୍ଷ ସମ୍ପର୍କୀତ ମିଳିତ ବିବୃତି

May 02nd, 08:28 pm

ଆଜି ଜର୍ମାନ ସଂଘୀୟ ଗଣରାଜ୍ୟ ସରକାର ଏବଂ ଭାରତୀୟ ପ୍ରଜାତନ୍ତ୍ର ସରକାରଙ୍କ ମଧ୍ୟରେ ସଂଘୀୟ ଚାନସେଲର ଓଲାଫ ସୋଲଜ୍‌ ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ମିଳିତ ଅଧ୍ୟକ୍ଷତାରେ ଷଷ୍ଠ ଆନ୍ତଃ- ସରକାରୀ ସ୍ତରୀୟ ବିଚାର ଆଲୋଚନା ଅନୁଷ୍ଠିତ ହୋଇଛି । ଉଭୟ ରାଷ୍ଟ୍ରର ଦୁଇ ନେତାଙ୍କ ବ୍ୟତୀତ ଏହି ବିଚାରବିମର୍ଷରେ ଉଭୟ ରାଷ୍ଟ୍ରର ମନ୍ତ୍ରୀବୃନ୍ଦ ଏବଂ ଅନ୍ୟାନ୍ୟ ଉଚ୍ଚସ୍ତରୀୟ ପ୍ରତିନିଧି ଯେଉଁମାନେ କି ଆଲୋଚନା ସମ୍ପର୍କୀତ ମନ୍ତ୍ରଣାଳୟ ସହିତ ସଂପୃକ୍ତ ଏହି ପ୍ରତିନିଧିମଣ୍ଡଳରେ ସାମିଲ ହୋଇଥିଲେ ଓ ସେମାନଙ୍କ ନାମ ପରିଶିଷ୍ଟରେ ପ୍ରଦାନ କରାଯାଇଛି ।

ଷଷ୍ଠ ଭାରତ-ଜର୍ମାନୀ ଆନ୍ତଃ- ସରକାରୀ ପରାମର୍ଶର ମିଳିତ ଅଧିବେଶନରେ ସହ-ଅଧ୍ୟକ୍ଷତା କରିଛନ୍ତି ପ୍ରଧାନମନ୍ତ୍ରୀ

May 02nd, 08:23 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜର୍ମାନ ରିପବ୍ଲିକର ଚାନସେଲର ମାନ୍ୟବର ଶ୍ରୀ ଓଲାଫ୍ ସ୍କୋଲଜ୍‌ଙ୍କ ସହିତ ଭାରତ-ଜର୍ମାନୀ ଆନ୍ତଃ ସରକାରୀ ପରାମର୍ଶ (ଆଇଜିସି) ର ମିଳିତ ଅଧିବେଶନରେ ସହ ଅଧ୍ୟକ୍ଷତା କରିଛନ୍ତି ।

ଜର୍ମାନୀ ସଂଘୀୟ ସାଧାରଣତନ୍ତ୍ରର ଚାନ୍ସେଲରଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ ସମ୍ପର୍କରେ ପ୍ରେସ ବିଜ୍ଞପ୍ତି

May 02nd, 06:15 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜର୍ମାନୀ ସଂଘୀୟ ସାଧାରଣତନ୍ତ୍ରର ଚାନ୍ସେଲର ମହାମହିମ ମିଃ ଓଲାଫ ସ୍କୋଲ୍‌ଜ୍‌ଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି । ଭାରତ ଏବଂ ଜର୍ମାନୀ ମଧ୍ୟରେ ଷଷ୍ଠ ପର୍ଯ୍ୟାୟ ଦ୍ବିପାକ୍ଷିକ ଆନ୍ତଃସରକାରୀ ବିଚାରବିମର୍ଶ (ଆଇଜିସି) ପୂର୍ବରୁ ଦୁଇ ନେତାଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ ହୋଇଥିଲା ।

ପ୍ରଧାନମନ୍ତ୍ରୀ ମୋଦୀ ଜର୍ମାନୀର ବର୍ଲିନରେ ପହଞ୍ଚିଛନ୍ତି

May 02nd, 10:04 am

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିଛି ସମୟ ପୂର୍ବରୁ ବର୍ଲିନରେ ପହଞ୍ଚିଛନ୍ତି , ଯେଉଁଠାରେ ସେ ଜର୍ମାନ ଚାନସେଲରଙ୍କ ସହ ଆଲୋଚନା କରିବା ସହିତ ଅନ୍ୟାନ୍ୟ କାର୍ଯ୍ୟରେ ଅଂଶଗ୍ରହଣ କରିବେ ।

ପ୍ରଧାନମନ୍ତ୍ରୀ ମୋଦୀ ଜର୍ମାନୀ ଚାନ୍ସେଲର ଆଞ୍ଜେଲା ମର୍କେଲଙ୍କ ସହ ଆଲୋଚନା କରିଛନ୍ତି

April 21st, 12:44 am

ପ୍ରଧାନମନ୍ତ୍ରୀ ମୋଦୀ ବ୍ରିଟେନରେ ରାଜ୍ୟଗୋଷ୍ଠୀ ସରକାରୀ ମୁଖ୍ୟମାନଙ୍କ ବୈଠକର ସମାପନ ପରେ ବର୍ଲିନଠାରେ ନିଜ ଗସ୍ତର ସଂକ୍ଷିପ୍ତ ଯାତ୍ରା ବିରତି ଅବସରରେ ଚାନ୍ସେଲର ଆଞ୍ଜେଲା ମର୍କେଲଙ୍କ ସହ ସାକ୍ଷାତ କରିଛନ୍ତି । ଦୁଇ ଦେଶ ମଧ୍ୟରେ ରଣନୈତିକ ଭାଗିଦାରୀକୁ ଆହୁରି ମଜବୁତ କରିବାର ପ୍ରକ୍ରିୟା ଉପରେ ଆଲୋଚନା କରିଛନ୍ତି ।

Prime Minister Modi, Chancellor Merkel co-chair 4th India Germany Inter-Govermental Consultations in Berlin

May 30th, 07:57 pm

PM Modi & German Chancellor Merkel co-chaired the 4th India Germany Inter-Govermental Consultations in Berlin. The PM said that a global order based on democracy was the need of the hour, in an interconnected and interdependent world. Both the sides decided to strengthen mutual counter-terrorism initiatives.

Prime Minister holds talks with President of Germany

May 30th, 07:42 pm

Prime Minister Narendra Modi today met German President Frank-Walter Steinmeier. Both the sides deliberated on wide-ranging topics of mutual interest and global perspective and agreed to further strengthen ties between India and Germany.

ଜର୍ମାନୀ ବାଣିଜ୍ୟ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ(ମେ 30,2017)

May 30th, 06:17 pm

ଉଭୟ ଦ୍ୱିପାକ୍ଷିକ ଓ ଆନ୍ତର୍ଜାତିକ ପରିଦୃଶ୍ୟରେ ଭାରତର ପ୍ରମୁଖ ଭାଗିଦାର ରାଷ୍ଟ୍ର ତାଲିକାରେ ଜର୍ମାନୀ ରହିଛି । ଭାରତର ଅଭିବୃଦ୍ଧି କାହାଣୀରେ ଜର୍ମାନୀ କମ୍ପାନୀଗୁଡ଼ିକର ଭଗିଦାରୀରେ ମୁଁ ଅତ୍ୟନ୍ତ ଖୁସି । ଭାରତୀୟ କମ୍ପାନୀଗୁଡ଼ିକ ମଧ୍ୟ ଜର୍ମାନୀରେ ନିଜର ଉପସ୍ଥିତି ବଜାୟ ରଖିଥିବା ଦେଖି ମଧ୍ୟ ସେତିକି ଉତ୍ସାହିତ । ଭାରତରେ ବିଦେଶୀ ପୁଞ୍ଜିନିବେଶ କ୍ଷେତ୍ରରେ ଜର୍ମାନୀର ମାନ୍ୟତା ସପ୍ତମ ସ୍ଥାନରେ ରହିଛି । ଜର୍ମାନୀରୁ ପ୍ରତ୍ୟକ୍ଷ ପୁଞ୍ଜି ନିବେଶର ପ୍ରବାହକୁ ଆକର୍ଷିତ କରୁଥିବା ପ୍ରମୁଖ କ୍ଷେତ୍ରଗୁଡ଼ିକ ହେଉଛି ଇଞ୍ଜିନିୟରିଂ, କେମିକାଲସ୍ ଓ ସେବା ।

ଜର୍ମାନୀ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀଙ୍କ ପ୍ରେସ ବକ୍ତବ୍ୟ

May 30th, 02:54 pm

ବର୍ତମାନ ଭାରତ ଓ ଜର୍ମାନୀ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ଆଗାମୀ ସମୟରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଅଧିକ ମଜବୁତ ହେବ ସ୍ୱାକ୍ଷର । ଜର୍ମାନ ଚାନ୍ସେଲର ଆଞ୍ଜେଲା ମର୍କେଲଙ୍କ ସହିତ ସଂଯୁକ୍ତ ପ୍ରେସ ବକ୍ତବ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ କହିଲେ ,ଜର୍ମାନୀ- ଭାରତ ମଧ୍ୟରେ ଦୃଢ଼ ଭାଗିଦାରୀରୁ ପୁରା ବିଶ୍ୱ ଲାଭାନ୍ଵିତ ହେବ ।