
PM Modi and President of France jointly visit ITER facility
February 12th, 05:32 pm
PM Modi and President Emmanuel Macron visited the ITER facility in Cadarache, the first such visit by any Head of State or Government. They praised ITER’s progress in fusion energy and India’s key contributions through scientists and industries like L&T, Inox India, and TCS, highlighting India's commitment to advancing global clean energy research.
PM Modi and President of France jointly inaugurate the Consulate General of India in Marseille
February 12th, 05:29 pm
PM Modi and President Emmanuel Macron inaugurated the Consulate General of India in Marseille. The new Consulate will boost economic, cultural, and people-to-people connections across four French regions. PM Modi deeply appreciated President Macron’s special gesture, as both leaders received a warm welcome from the Indian diaspora.
ଭାରତର ପ୍ରଧାନମନ୍ତ୍ରୀ ଏବଂ ଫ୍ରାନ୍ସର ରାଷ୍ଟ୍ରପତି ମାଜାରଗ୍ୟୁସ୍ ଯୁଦ୍ଧ ସମାଧିସ୍ଥଳ ପରିଦର୍ଶନ କରିଛନ୍ତି
February 12th, 04:57 pm
12.01.2025 : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଆଜି ସକାଳେ ମାର୍ସିଲିର ମାଜାରଗ୍ୟୁସ୍ ଯୁଦ୍ଧ ସମାଧି ସ୍ଥଳ ପରିଦର୍ଶନ କରିଥିଲେ ଓ ପ୍ରଥମ ଏବଂ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ପ୍ରାଣ ହରାଇଥିବା ଭାରତୀୟ ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଉଭୟ ନେତା ମୃତକଙ୍କ ବଳିଦାନକୁ ସମ୍ମାନ ଜଣାଇ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଦ୍ୱିପାକ୍ଷିକ ଆଲୋଚନା
February 12th, 03:24 pm
ଭାରତ-ଫ୍ରାନ୍ସ ରଣନୈତିକ ଭାଗିଦାରୀର ସମସ୍ତ ଦିଗ ଉପରେ ଆଲୋଚନା ହୋଇଥିଲା। ଉଭୟ ନେତା ପ୍ରତିରକ୍ଷା, ବେସାମରିକ ପରମାଣୁ ଶକ୍ତି ଏବଂ ମହାକାଶ ଭଳି ରଣନୈତିକ କ୍ଷେତ୍ରରେ ସହଯୋଗର ସମୀକ୍ଷା କରିଥିଲେ। ପ୍ରଯୁକ୍ତି ବିଦ୍ୟା ଏବଂ ଉଦ୍ଭାବନ କ୍ଷେତ୍ରରେ ସହଯୋଗକୁ ସୁଦୃଢ଼ କରିବା ଉପରେ ମଧ୍ୟ ସେମାନେ ଆଲୋଚନା କରିଥିଲେ । ନିକଟରେ ଶେଷ ହୋଇଥିବା ଏଆଇ ଆକ୍ସନ ଶିଖର ସମ୍ମିଳନୀ ଏବଂ ୨୦୨୬ରେ ଭାରତ-ଫ୍ରାନ୍ସ ଇନୋଭେସନ ବର୍ଷ ପରିପ୍ରେକ୍ଷୀରେ ଭାଗିଦାରୀର ଏହି କ୍ଷେତ୍ର ଗୁରୁତ୍ୱପୂର୍ଣ୍ଣ । ଉଭୟ ନେତା ବାଣିଜ୍ୟ ଓ ପୁଞ୍ଜିନିବେଶ ସମ୍ପର୍କ ବୃଦ୍ଧି ପାଇଁ ଆହ୍ୱାନ ଦେବା ସହ ଏ ସଂକ୍ରାନ୍ତରେ ୧୪ତମ ଭାରତ-ଫ୍ରାନ୍ସ ସିଇଓ ଫୋରମର ରିପୋର୍ଟକୁ ସ୍ୱାଗତ କରିଛନ୍ତି।ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଫ୍ରାନ୍ସ ଗସ୍ତ ଅବସରରେ ଭାରତ-ଫ୍ରାନ୍ସ ମିଳିତ ବିବୃତ୍ତି
February 12th, 03:22 pm
ଫ୍ରାନ୍ସର ରାଷ୍ଟ୍ରପତି ମହାମାନ୍ୟ ଇମାନୁଏଲ୍ ମାକ୍ରୋନଙ୍କ ନିମନ୍ତ୍ରଣ କ୍ରମେ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୫ ମସିହା ଫେବୃଆରୀ ୧୦ରୁ ୧୨ ତାରିଖ ପର୍ଯ୍ୟନ୍ତ ଫ୍ରାନ୍ସ ଗସ୍ତ କରିଥିଲେ। ପ୍ରଧାନମନ୍ତ୍ରୀ ଫ୍ରାନ୍ସ ଏବଂ ଭାରତ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଆକ୍ସନ୍ ସମ୍ମିଳନୀର ସହ-ଅଧ୍ୟକ୍ଷତା କରିଥିଲେ, ଯେଉଁଥିରେ ବ୍ଲେଚଲେ ପାର୍କ (ନଭେମ୍ବର ୨୦୨୩) ଏବଂ ସିଓଲ୍ (ମେ ୨୦୨୪) ଶିଖର ସମ୍ମିଳନୀ ସମୟରେ ହାସଲ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ନିର୍ମାଣ କରିବା ପାଇଁ ରାଷ୍ଟ୍ରମୁଖ୍ୟ ଏବଂ ସରକାର, ଅନ୍ତର୍ଜାତୀୟ ସଂଗଠନର ମୁଖ୍ୟ, କ୍ଷୁଦ୍ର ଏବଂ ବୃହତ ଉଦ୍ୟୋଗ, ଶିକ୍ଷା, ବେସରକାରୀ ସଂଗଠନର ପ୍ରତିନିଧି, କଳାକାର ଏବଂ ନାଗରିକ ସମାଜର ସଦସ୍ୟମାନେ ଏକତ୍ରିତ ହୋଇଥିଲେ। ବୈଶ୍ୱିକ ଏଆଇ କ୍ଷେତ୍ର ଯେପରି ଜନସ୍ୱାର୍ଥରେ ଲାଭଦାୟକ ସାମାଜିକ, ଅର୍ଥନୈତିକ ଏବଂ ପରିବେଶଗତ ଫଳାଫଳ ଆଣିପାରିବ, ତାହା ସୁନିଶ୍ଚିତ କରିବା ଲାଗି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ସେମାନଙ୍କ ପ୍ରତିବଦ୍ଧତା ଉପରେ ଉଭୟ ଦେଶ ଗୁରୁତ୍ୱାରୋପ କରିଥିଲେ। ଫ୍ରାନ୍ସର ଏଆଇ ଆକ୍ସନ ଶିଖର ସମ୍ମିଳନୀର ସଫଳ ଆୟୋଜନ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରପତି ମାକ୍ରୋନଙ୍କୁ ଅଭିନନ୍ଦନ ଜଣାଇଥିଲେ। ଭାରତର ପରବର୍ତ୍ତୀ ଏଆଇ ଶିଖର ସମ୍ମିଳନୀ ଆୟୋଜନକୁ ଫ୍ରାନ୍ସ ସ୍ୱାଗତ କରିଛି।ଫଳାଫଳ ତାଲିକା : ପ୍ରଧାନମନ୍ତ୍ରୀଙ୍କ ଫ୍ରାନ୍ସ ଗସ୍ତ
February 12th, 03:20 pm
କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଉପରେ ଭାରତ-ଫ୍ରାନ୍ସ ଘୋଷଣାପତ୍ରଭାରତ ଏଆଇ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଗତି କରୁଛି ଏବଂ ଜନହିତରେ ତାହାର ଉପଯୋଗ କରୁଛି : ପ୍ରଧାନମନ୍ତ୍ରୀ
February 12th, 02:02 pm
ଭାରତରେ ନିବେଶ କରିବା ସହ ଆମ ଯୁବାଶକ୍ତିଙ୍କୁ ଉପଯୋଗ କରିବାକୁ ବିଶ୍ୱକୁ ଆହ୍ୱାନ କରୁଛି : ପ୍ରଧାନମନ୍ତ୍ରୀThe foundation of India - France friendship is based on the spirit of deep trust, innovation, & public welfare: PM at India-France CEO Forum, Paris
February 12th, 12:45 am
Giving a boost to business ties between India and France, PM Modi and President Macron attended the CEO Forum in Paris. The PM highlighted India's rise as a global economic powerhouse fueled by stability, reforms and innovation.ଚତୁର୍ଦ୍ଦଶ ଭାରତ-ଫ୍ରାନ୍ସ ସିଇଓ ଫୋରମରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଭିଭାଷଣ
February 12th, 12:25 am
ବୁଧବାର ଦିନ ଅନୁଷ୍ଠିତ ହୋଇଥିବା ଚତୁର୍ଦ୍ଦଶ ଭାରତ-ଫ୍ରାନ୍ସ ସିଇଓ ଫୋରମରେ ଉଭୟ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ମିଳିତ ଭାବେ ଉଦବୋଧନ ଦେଇଛନ୍ତି । ଏହି ଫୋରମରେ ଉଭୟ ପକ୍ଷର ବିଭିନ୍ନ କମ୍ପାନୀର ଏକାଧିକ ସିଇଓ ଯୋଗ ଦେଇଥିଲେ । ଏହି ଅବସରରେ ପ୍ରତିରକ୍ଷା, ମହାକାଶ, ବିକଶିତ ପ୍ରଯୁକ୍ତି ବିଦ୍ୟା, ଭିତ୍ତିଭୂମି, କୃତ୍ରିମ ବୁଦ୍ଧିମତା, ଜୀବ ବିଜ୍ଞାନ, ଜୀବନଶୈଳୀ, ଖାଦ୍ୟ ଓ ଆତିଥେୟତା ପରି ବିଭିନ୍ନ ବିଭାଗ ଉପରେ ଆଲୋକପାତ କରାଯାଇଥିଲା ।ପ୍ୟାରିସରେ ଆମେରିକା ଉପରାଷ୍ଟ୍ରପତି ଭାନ୍ସଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦୀ
February 12th, 12:19 am
ପ୍ୟାରିସରେ ଆମେରିକା ର ଉପରାଷ୍ଟ୍ରପତି ଜେଡି ଭାନ୍ସ ଏବଂ ତାଙ୍କ ପରିବାର ସହ ପ୍ରଧାନମନ୍ତ୍ରୀ ମୋଦୀ ଏକ ବୈଠକ କରିଥିଲେ । ସେମାନେ ବିଭିନ୍ନ ପ୍ରସଙ୍ଗରେ ଚମତ୍କାର ବାର୍ତ୍ତାଳାପ କରିଥିଲେ।ଏଷ୍ଟୋନିୟାର ରାଷ୍ଟ୍ରପତିଙ୍କ ସହ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ
February 11th, 06:19 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ୟାରିସରେ ଏଆଇ ଆକ୍ସନ ସମ୍ମିଳନୀରେ ଏଷ୍ଟୋନିୟାର ରାଷ୍ଟ୍ରପତି ଶ୍ରୀ ଅଲାର୍ କାରିସ୍ଙ୍କ ସହ ସାକ୍ଷାତ କରିଛନ୍ତି । ଦୁଇ ନେତାଙ୍କ ମଧ୍ୟରେ ଏହା ପ୍ରଥମ ସାକ୍ଷାତ ଥିଲା ।ପ୍ୟାରିସ ଏଆଇ ଆକ୍ସନ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦଯାପନୀ ବକ୍ତବ୍ୟ
February 11th, 05:35 pm
ଆମକୁ ‘‘ଏଆଇ ପାଇଁ ବୈଶ୍ୱିକ ଭାଗିଦାରୀ’’କୁ ମଧ୍ୟ ବାସ୍ତବରେ ବୈଶ୍ୱିକ କରିବାକୁ ହେବ। ଏହା ଗ୍ଲୋବାଲ୍ ସାଉଥ୍ ଏବଂ ଏହାର ପ୍ରାଥମିକତା, ଚିନ୍ତା ଏବଂ ଆବଶ୍ୟକତାକୁ ଅଧିକ ଅନ୍ତର୍ଭୁକ୍ତ କରିବା ଉଚିତ।India is building its own Large Language Model considering our diversity: PM Modi at AI Action Summit
February 11th, 03:15 pm
In his address during the AI Action Summit in Paris, PM Modi highlighted AI’s potential and the need for global governance to ensure ethical, inclusive, and responsible use. He stressed reducing biases, AI-driven innovation in health, education, and sustainability, and the importance of skilling for future jobs. PM Modi also showcased India’s leadership in AI adoption, digital infrastructure, and its commitment to a people-centric AI future.ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ୟାରିସଠାରେ ଏଆଇ ଆକ୍ସନ ଶିଖର ସମ୍ମିଳନୀର ସହ ଅଧ୍ୟକ୍ଷତା କଲେ
February 11th, 03:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ୟାରିସଠାରେ ଫ୍ରାନ୍ସ ର ରାଷ୍ଟ୍ରପତି ଶ୍ରୀ ଇମାନୁଏଲ ମାକ୍ରୋନଙ୍କ ସହ ଏଆଇ ଆକ୍ସନ ଶିଖର ସମ୍ମିଳନୀର ସହ-ଅଧ୍ୟକ୍ଷତା କରିଥିଲେ । ଫେବ୍ରୁଆରି ୬ରୁ ୭ ତାରିଖ ପର୍ଯ୍ୟନ୍ତ ବିଜ୍ଞାନ ଦିବସରୁ ଆରମ୍ଭ ହୋଇଥିବା ସପ୍ତାହବ୍ୟାପୀ ଏହି ସମ୍ମିଳନୀ ପରେ ଫେବ୍ରୁଆରି ୮ରୁ ୯ ତାରିଖ ପର୍ଯ୍ୟନ୍ତ ସାଂସ୍କୃତିକ ସପ୍ତାହ ସହ ଶେଷ ହୋଇଥିଲା। ବିଶ୍ୱସ୍ତରୀୟ ନେତା, ନୀତି ନିର୍ମାତା ଏବଂ ଶିଳ୍ପ ବିଶେଷଜ୍ଞଙ୍କ ଉପସ୍ଥିତିରେ ଏକ ଉଚ୍ଚସ୍ତରୀୟ ବିଭାଗରେ ଏହା ଶେଷ ହୋଇଥିଲା।ଫ୍ରାନ୍ସର ପ୍ୟାରିସରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ
February 10th, 10:30 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିଛି ସମୟ ପୂର୍ବରୁ ପ୍ୟାରିସରେ ପହଞ୍ଚିଥିଲେ । ସେଠାରେ ପହଞ୍ଚିବା ପରେ ତାଙ୍କୁ ଆନୁଷ୍ଠାନିକ ଭାବେ ସ୍ୱାଗତ କରାଯାଇଥିଲା। ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ସହ ଆଲୋଚନା, ଏଆଇ ଆକ୍ସନ ଶିଖର ସମ୍ମିଳନୀ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ।ପ୍ୟାରିସରେ ସିଇଓ ଫୋରମକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ
July 15th, 07:03 am
ଏହି ଫୋରମରେ ବିମାନ ଚଳାଚଳ, ଉତ୍ପାଦନ, ପ୍ରତିରକ୍ଷା, ପ୍ରଯୁକ୍ତିବିଦ୍ୟା, ଶକ୍ତି ସହିତ ବିଭିନ୍ନ କ୍ଷେତ୍ରର ସିଇଓମାନେ ଉପସ୍ଥିତ ରହିଥିଲେ |ଫ୍ରାନ୍ସର ରାଷ୍ଟ୍ରପତିଙ୍କ ସହିତ ମିଳିତ ପ୍ରେସ୍ ବିବୃତ୍ତିରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରେସ୍ ବକ୍ତବ୍ୟ
July 15th, 01:47 am
ପ୍ୟାରିସର ସୁନ୍ଦର ସହରରେ ଏହି ସ୍ୱାଗତ ପାଇଁ ମୁଁ ରାଷ୍ଟ୍ରପତି ମାକ୍ରୋନଙ୍କୁ କୃତଜ୍ଞତା ଜଣାଉଛି। ମୁଁ ମଧ୍ୟ ସେମାନଙ୍କର ଜାତୀୟ ଦିବସରେ ଫ୍ରାନ୍ସର ଲୋକମାନଙ୍କୁ ମୋର ହୃଦୟରୁ ଶୁଭେଚ୍ଛା ଜଣାଉଛି। ଏହି ଦିନ ବିଶ୍ବରେ ସ୍ୱାଧୀନତା, ସମାନତା ଏବଂ ଭ୍ରାତୃଭାବ ଭଳି ମୂଲ୍ୟବୋଧର ପ୍ରତୀକ ଭାବରେ ବିବେଚନା କରାଯାଏ । ଏହି ମୂଲ୍ୟବୋଧଗୁଡିକ ଆମର ଦୁଇ ଗଣତାନ୍ତ୍ରିକ ରାଷ୍ଟ୍ର ମଧ୍ୟରେ ସମ୍ପର୍କର ମୂଳଦୁଆ ଅଟେ । ଆଜି ମୁଁ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଗୌରବାନ୍ୱିତ ଅନୁଭବ କରୁଛି। ମୁଁ ଖୁସି ଯେ ଭାରତୀୟ ସଶସ୍ତ୍ର ବାହିନୀର ତିନୋଟି ସେବାର କଣ୍ଟିଜେଣ୍ଟମାନେ ଏହି ଅବସରରେ ଶୋଭା ଓ ଗରିମା ବଢ଼ାଇା ପାଇଁ ଅଂଶଗ୍ରହଣ କରିଛନ୍ତି। ଆମେ ଭାରତୀୟ ରାଫାଲ ବିମାନର ଫ୍ଲାଇପ୍ୟାଷ୍ଟର ସାକ୍ଷୀ ରହିଥିଲୁ ଏବଂ ଆମର ନୌସେନାର ଜାହାଜ ମଧ୍ୟ ଫ୍ରାନ୍ସ ବନ୍ଦରରେ ଉପସ୍ଥିତ ଥିଲା। ସମୁଦ୍ର, ସ୍ଥଳ ଏବଂ ବାୟୁ କ୍ଷେତ୍ରରେ ଆମର ବଢ଼ୁଥିବା ସହଯୋଗର ସାକ୍ଷୀ ହେବା ଏହା ଏକ ଚମତ୍କାର ଦୃଶ୍ୟ। ଗତକାଲି ରାଷ୍ଟ୍ରପତି ମାକ୍ରନ୍ ମୋତେ ଫ୍ରାନ୍ସର ସର୍ବୋଚ୍ଚ ଜାତୀୟ ପୁରସ୍କାରରେ ସମ୍ମାନିତ କରିଥିଲେ। ଏହି ସମ୍ମାନ ହେଉଛି 140 କୋଟି ଭାରତୀୟଙ୍କ ସମ୍ମାନ।ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ
July 15th, 01:42 am
ପ୍ରଧାନମନ୍ତ୍ରୀ ଅବଗତ କରିଛନ୍ତି ଯେ ସେପ୍ଟେମ୍ବର ୨୦୨୩ ରେ ନୂଆଦିଲ୍ଲୀରେ ହେବାକୁ ଥିବା ଜି -୨୦ ନେତାଙ୍କ ସମ୍ମିଳନୀ ପାଇଁ ସେ ରାଷ୍ଟ୍ରପତି ମାକ୍ରୋନଙ୍କୁ ସ୍ୱାଗତ କରିବାକୁ ଅପେକ୍ଷା କରିଛନ୍ତି ।India-France Indo-Pacific Roadmap
July 14th, 11:10 pm
India and France are strategically located resident powers and key partners with vital stakes in the Indo Pacific region. Our two countries believe in a free, open, inclusive, secure and peaceful Indo Pacific region. Our cooperation seeks to secure our own economic and security interests; ensure equal and free access to global commons; build partnerships of prosperity and sustainability in the region with respect for sovereignty and territorial integrity.Joint Commitment to Eliminate Single Use Plastic Products Pollution
July 14th, 11:00 pm
Single-use plastic products are defined by the UN Environment Programme (UNEP) as an umbrella term for different types of products that are typically used once before being thrown away or recycled” which include food packaging, bottles, straws and among others. This presents the commitment to eliminate single use plastic products pollution, including ban on single use plastic products which have low utility and high littering potential by France and India.