ପ୍ୟାରିସରେ ସିଇଓ ଫୋରମକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ
July 15th, 07:03 am
ଏହି ଫୋରମରେ ବିମାନ ଚଳାଚଳ, ଉତ୍ପାଦନ, ପ୍ରତିରକ୍ଷା, ପ୍ରଯୁକ୍ତିବିଦ୍ୟା, ଶକ୍ତି ସହିତ ବିଭିନ୍ନ କ୍ଷେତ୍ରର ସିଇଓମାନେ ଉପସ୍ଥିତ ରହିଥିଲେ |ଫ୍ରାନ୍ସର ରାଷ୍ଟ୍ରପତିଙ୍କ ସହିତ ମିଳିତ ପ୍ରେସ୍ ବିବୃତ୍ତିରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରେସ୍ ବକ୍ତବ୍ୟ
July 15th, 01:47 am
ପ୍ୟାରିସର ସୁନ୍ଦର ସହରରେ ଏହି ସ୍ୱାଗତ ପାଇଁ ମୁଁ ରାଷ୍ଟ୍ରପତି ମାକ୍ରୋନଙ୍କୁ କୃତଜ୍ଞତା ଜଣାଉଛି। ମୁଁ ମଧ୍ୟ ସେମାନଙ୍କର ଜାତୀୟ ଦିବସରେ ଫ୍ରାନ୍ସର ଲୋକମାନଙ୍କୁ ମୋର ହୃଦୟରୁ ଶୁଭେଚ୍ଛା ଜଣାଉଛି। ଏହି ଦିନ ବିଶ୍ବରେ ସ୍ୱାଧୀନତା, ସମାନତା ଏବଂ ଭ୍ରାତୃଭାବ ଭଳି ମୂଲ୍ୟବୋଧର ପ୍ରତୀକ ଭାବରେ ବିବେଚନା କରାଯାଏ । ଏହି ମୂଲ୍ୟବୋଧଗୁଡିକ ଆମର ଦୁଇ ଗଣତାନ୍ତ୍ରିକ ରାଷ୍ଟ୍ର ମଧ୍ୟରେ ସମ୍ପର୍କର ମୂଳଦୁଆ ଅଟେ । ଆଜି ମୁଁ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଗୌରବାନ୍ୱିତ ଅନୁଭବ କରୁଛି। ମୁଁ ଖୁସି ଯେ ଭାରତୀୟ ସଶସ୍ତ୍ର ବାହିନୀର ତିନୋଟି ସେବାର କଣ୍ଟିଜେଣ୍ଟମାନେ ଏହି ଅବସରରେ ଶୋଭା ଓ ଗରିମା ବଢ଼ାଇା ପାଇଁ ଅଂଶଗ୍ରହଣ କରିଛନ୍ତି। ଆମେ ଭାରତୀୟ ରାଫାଲ ବିମାନର ଫ୍ଲାଇପ୍ୟାଷ୍ଟର ସାକ୍ଷୀ ରହିଥିଲୁ ଏବଂ ଆମର ନୌସେନାର ଜାହାଜ ମଧ୍ୟ ଫ୍ରାନ୍ସ ବନ୍ଦରରେ ଉପସ୍ଥିତ ଥିଲା। ସମୁଦ୍ର, ସ୍ଥଳ ଏବଂ ବାୟୁ କ୍ଷେତ୍ରରେ ଆମର ବଢ଼ୁଥିବା ସହଯୋଗର ସାକ୍ଷୀ ହେବା ଏହା ଏକ ଚମତ୍କାର ଦୃଶ୍ୟ। ଗତକାଲି ରାଷ୍ଟ୍ରପତି ମାକ୍ରନ୍ ମୋତେ ଫ୍ରାନ୍ସର ସର୍ବୋଚ୍ଚ ଜାତୀୟ ପୁରସ୍କାରରେ ସମ୍ମାନିତ କରିଥିଲେ। ଏହି ସମ୍ମାନ ହେଉଛି 140 କୋଟି ଭାରତୀୟଙ୍କ ସମ୍ମାନ।ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ
July 15th, 01:42 am
ପ୍ରଧାନମନ୍ତ୍ରୀ ଅବଗତ କରିଛନ୍ତି ଯେ ସେପ୍ଟେମ୍ବର ୨୦୨୩ ରେ ନୂଆଦିଲ୍ଲୀରେ ହେବାକୁ ଥିବା ଜି -୨୦ ନେତାଙ୍କ ସମ୍ମିଳନୀ ପାଇଁ ସେ ରାଷ୍ଟ୍ରପତି ମାକ୍ରୋନଙ୍କୁ ସ୍ୱାଗତ କରିବାକୁ ଅପେକ୍ଷା କରିଛନ୍ତି ।India-France Indo-Pacific Roadmap
July 14th, 11:10 pm
India and France are strategically located resident powers and key partners with vital stakes in the Indo Pacific region. Our two countries believe in a free, open, inclusive, secure and peaceful Indo Pacific region. Our cooperation seeks to secure our own economic and security interests; ensure equal and free access to global commons; build partnerships of prosperity and sustainability in the region with respect for sovereignty and territorial integrity.Joint Commitment to Eliminate Single Use Plastic Products Pollution
July 14th, 11:00 pm
Single-use plastic products are defined by the UN Environment Programme (UNEP) as an umbrella term for different types of products that are typically used once before being thrown away or recycled” which include food packaging, bottles, straws and among others. This presents the commitment to eliminate single use plastic products pollution, including ban on single use plastic products which have low utility and high littering potential by France and India.Joint Communiqué on the visit of Prime Minister Shri Narendra Modi to France
July 14th, 10:45 pm
At the invitation of President of H.E. Mr. France Emmanuel Macron, PM Modi concluded a historical visit as the Guest of Honour at the National Day of the French Republic on the occasion of the 25th anniversary of the India-France Strategic Partnership. Our political and diplomatic engagements are among our closest and most trusted. Our defence and security partnership is strong and extends from seabed to space. Our economic ties reinforce our prosperity and sovereignty and advance resilient supply chains.ଫ୍ରାନ୍ସ ମହାକାଶଚାରୀ, ପାଇଲଟ୍ ତଥା ଅଭିନେତା ଥୋମାସ୍ ପେସ୍କେଟଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ
July 14th, 10:24 pm
ମହାକାଶ କ୍ଷେତ୍ରରେ ଭାରତର ଅଗ୍ରଗତି ବିଶେଷକରି ଷ୍ଟାର୍ଟଅପ୍ ଏବଂ ଘରୋଇ ସେକ୍ଟରର ଭାଗିଦାରୀକୁ ପ୍ରୋତ୍ସାହିତ କରିବା ଉପରେ ପ୍ରଧାନମନ୍ତ୍ରୀ ଶ୍ରୀ ପେସ୍କେଟଙ୍କ ସହ ଆଲୋଚନା କରିଥିଲେ । ମହାକାଶ ଅନୁସନ୍ଧାନରେ ସହଯୋଗକୁ ବିସ୍ତାର କରିବା ଏବଂ ଯୁବବର୍ଗଙ୍କୁ ଏ ଦିଗରେ ପ୍ରୋତ୍ସାହିତ କରିବା ନିମନ୍ତେ ପେସ୍କେଟଙ୍କୁ ପ୍ରଧାନମନ୍ତ୍ରୀ ଆମନ୍ତ୍ରଣ କରିଛନ୍ତି ।ଚ୍ୟାନେଲର ଗ୍ଲୋବାଲ ସିଇଓ ଲୀନା ନାୟାରଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ
July 14th, 10:18 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ ୧୪ରେ ଫ୍ରାନ୍ସର ଏକ ବିଳାସପୂର୍ଣ୍ଣ ଫ୍ୟାଶନ ହାଉସ ଚ୍ୟାନେଲର ଗ୍ଲୋବାଲ ସିଇଓ ଲୀନା ନାୟାରଙ୍କୁ ପ୍ୟାରିସରେ ଭେଟିଛନ୍ତି ।List of Outcomes: Prime Minister’s visit to France
July 14th, 10:00 pm
With PM Modi's historic visit a number of agreements were signed as it's outcome. Cooperation agreements were signed in the domains of Maritime Awareness, Digital Technology and Civil Aviation aming others. India-France joint Earth Observation mission and the agreement between Invest India and Business France were the highlights of the visit by PM Modiଫ୍ରାନ୍ସ ନେସନାଲ ଆସେମ୍ବ୍ଲି ସଭାପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ
July 14th, 09:26 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୪ ଜୁଲାଇ ୨୦୨୩ରେ ଫ୍ରାନ୍ସ ନେସନାଲ ଆସେମ୍ବ୍ଲିର ସଭାପତି ତଥା ଆସେମ୍ବଲିର ବରିଷ୍ଠ ନେତା ମାନ୍ୟବର ଶ୍ରୀମତୀ ୟାଲ ବ୍ରାଉନ୍-ପିଭେଟ୍ଙ୍କୁ ତାଙ୍କ ଆବାସିକ କାର୍ଯ୍ୟାଳୟ ପ୍ୟାରିସର ହୋଟେଲ ଲାସେରେ ମଧ୍ୟାହ୍ନ ଭୋଜନ ଅବସରରେ ସାକ୍ଷାତ କରିଥିଲେ ।ବାଷ୍ଟିଲ ଡେ ପରେଡ୍ରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ
July 14th, 05:39 pm
ଭାରତ-ଫ୍ରାନ୍ସ ରଣନୀତିକ ଭାଗିଦାରୀର 25 ବର୍ଷ ପୂର୍ତ୍ତି ଅବସରରେ ଏକ ସୈନ୍ୟ ବ୍ୟାଣ୍ଡ ନେତୃତ୍ୱରେ ଭାରତୀୟ ସେନାର ତିନି ବିଭାଗରୁ 241 ସଦସ୍ୟ ବିଶିଷ୍ଟ ଦଳ ମଧ୍ୟ ପରେଡରେ ଅଂଶଗ୍ରହଣ କରିଥିଲା। ପଞ୍ଜାବ ରେଜିମେଣ୍ଟ ଏବଂ ଏବଂ ରାଜପୁତାନା ରାଇଫଲ୍ସ ରେଜିମେଣ୍ଟ ମିଳିତ ଭାବେ ଭାରତୀୟ ସୈନ୍ୟ ଦଳର ନେତୃତ୍ୱ ନେଇଥିଲେ।ଗ୍ରାଣ୍ଡ କ୍ରସ୍ ଅଫ୍ ଦି ଲେଜିଅନ୍ ଅଫ୍ ଅନରରେ ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନିତ କରାଯାଇଛି
July 13th, 11:56 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି ଫ୍ରାନ୍ସର ରାଷ୍ଟ୍ରପତି ମାନ୍ୟବର ଶ୍ରୀ ଇମାନୁଏଲ୍ ମାକ୍ରୋନ୍ ଫ୍ରାନ୍ସର ସର୍ବୋଚ୍ଚ ପୁରସ୍କାର ଗ୍ରାଣ୍ଡ କ୍ରସ୍ ଅଫ୍ ଦି ଲେଜିଅନ୍ ଅଫ୍ ଅନର ରେ ସମ୍ମାନିତ କରିଛନ୍ତି ।Horizon 2047: 25th Anniversary of the India-France Strategic Partnership, Towards A Century of India-France Relations
July 13th, 11:30 pm
India and France are long-standing strategic partners in the Indo-Pacific. To mark the 25th anniversary of the Indo-French partnership, both countries agree to adopt a roadmap to set the course for the bilateral relationship up to 2047, which will celebrate the centenary of India’s independence, the centenary of the diplomatic relations between the two countries and 50 years of the strategic partnership.ଫ୍ରାନ୍ସ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ
July 13th, 11:05 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୩ ଜୁଲାଇ ୨୦୨୩ ରେ ଫ୍ରାନ୍ସର ପ୍ରଧାନମନ୍ତ୍ରୀ ମାନ୍ୟବର ଶ୍ରୀମତୀ ଏଲିଜାବେଥ ବୋର୍ନଙ୍କୁ ସାକ୍ଷାତ କରିଛନ୍ତି ।PM Modi arrives in Paris, France
July 13th, 04:38 pm
PM Modi arrived in Paris, France and will be the Guest of Honour at the Bastille Day Parade on 14 July 2023, where a tri-services Indian armed forces contingent would be participating. PM Modi will hold formal talks with President Macron and will also attend a banquet and a private dinner.ଜୁଲାଇ ୧୩ ରୁ ୧୫, ୨୦୨୩ ପର୍ଯ୍ୟନ୍ତ ଫ୍ରାନ୍ସ ଏବଂ ୟୁଏଇ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ
July 12th, 02:19 pm
ଫ୍ରାନ୍ସର ରାଷ୍ଟ୍ରପତି ଶ୍ରୀ ଇମାନୁଏଲ୍ ମାକ୍ରୋନ୍ଙ୍କ ଆମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ୧୩ ରୁ ୧୪ ଜୁଲାଇ ୨୦୨୩ ପ୍ୟାରିସ ଗସ୍ତ କରିବେ । ୧୪ ଜୁଲାଇ ୨୦୨୩ ରେ ବଷ୍ଟିଲ୍ ଡେ ପ୍ୟାରେଡରେ ପ୍ରଧାନମନ୍ତ୍ରୀ ସମ୍ମାନିତ ଅତିଥି ଭାବରେ ଯୋଗଦେବେ, ଯେଉଁଠାରେ ଭାରତୀୟ ସଶସ୍ତ୍ର ବାହିନୀ ପକ୍ଷରୁ ତିନିଟି ଦଳ ଅଂଶଗ୍ରହଣ କରିବେ ।ପ୍ରଧାନମନ୍ତ୍ରୀଙ୍କ ଫ୍ରାନ୍ସ ଗସ୍ତ ଅବସରରେ ଜାରି ଭାରତ-ଫ୍ରାନ୍ସ ମିଳିତ ବିବୃତ୍ତି
May 04th, 10:44 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଫ୍ରାନ୍ସ ଗସ୍ତ ଅବସରରେ ସେଠାକାର ମହାମହିମ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ତାଙ୍କୁ ସ୍ୱାଗତ କରିବା ସହିତ ଆଲୋଚନା କରିଥିଲେ । ଦୁଇ ନେତା ମଧ୍ୟରେ ମେ ଚାରି ତାରିଖରେ ପ୍ୟାରିସଠାରେ ଆଲୋଚନା ହୋଇଥିଲା । ଏହି ଆଲୋଚନା ପରେ ଭାରତ-ଫ୍ରାନ୍ସ ମିଳିତ ବିବୃତ୍ତି ପ୍ରକାଶ ପାଇଛି, ଯେଉଁଥିରେ ଦ୍ୱିପାକ୍ଷିକ କଥାବର୍ତ୍ତାର ବିଷୟବସ୍ତୁ ସଂକ୍ଷେପରେ ସ୍ଥାନିତ ହୋଇଛି ।ଫ୍ରାନ୍ସକୁ ଏକ ଫଳପ୍ରଦ ଗସ୍ତ
May 04th, 09:16 pm
ଜର୍ମାନୀ ଏବଂ ଡେନମାର୍କର ଫଳପ୍ରଦ ଗସ୍ତ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ସହ ଆଲୋଚନା କରିବା ପାଇଁ ପ୍ୟାରିସରେ ପହଞ୍ଚିଥିଲେ । ତାଙ୍କ ଆଗମନର କିଛି ସମୟ ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା ।"ବିରିଟିଜ୍ରେ ଜି-7 ଶିଖର ସମ୍ମେଳନ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବୈଠକ "
August 25th, 10:59 pm
ପ୍ରଧାନମନ୍ତ୍ରୀ ମୋଦୀ ବିରିଟିଜ୍ରେ ଜି-7 ଶିଖର ସମ୍ମେଳନ ଅବସରରେ ବିଶ୍ୱ ନେତାମାନଙ୍କ ସହିତ ବୈଠକ କରିଛନ୍ତି IPM Modi interacts with Indian community in France
August 23rd, 01:45 pm
PM Modi addressed Indian community in France. Speaking about India’s growth trajectory, he highlighted the initiatives taken in the last five years. He further said that India-France ties were based on trust and principles of liberty, equality and fraternity and coined an acronym for the partnership between both the countries and said, “Today in the 21st century we talk of INFRA. I would like to say that for me it is IN+FRA, which means the alliance between India and France.”