India-Rwanda Joint Statement during State Visit of Prime Minister to Rwanda
July 24th, 11:45 pm
At the invitation of the President of the Republic of Rwanda, H.E. Paul Kagame, Prime Minister of India, H. E. Shri Narendra Modi undertook a State visit to the Republic of Rwanda from 23-24th July 2018. He was accompanied by a high-level delegation including senior officials of the Government of India. A large business delegation from India was also present for the visit. This was the first ever visit by an Indian Prime Minister to Rwanda.ପ୍ରଧାନମନ୍ତ୍ରୀ ମୋଦୀ ଭାରତ ଏବଂ ରୱାଣ୍ଡାର ପ୍ରମୁଖ ସିଇଓକୁ ସମ୍ବୋଧିତ କରିଛନ୍ତି
July 24th, 03:25 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରୱାଣ୍ଡା ରାଷ୍ଟ୍ରପତି ପଲ କଗାମେ ଦୁଇ ଦେଶର ପ୍ରମୁଖ ସିଇଓଙ୍କୁ ସମ୍ବୋଧିତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କହିଲେ ଯେ ''ଆମେ ଭାରତ ଏବଂ ରୱାଣ୍ଡା ମଧ୍ୟରେ ଆର୍ଥିକ ସମ୍ପର୍କକୁ ପ୍ରୋତ୍ସାହନ ଦେବାକୁ ଚାହୁଁଛୁ । ଉଭୟ ଦେଶ ମିଳିତ ଭାବେ ବହୁତ କିଛି କରିପାରିବ । ଗ୍ରାମୀଣ ବିକାଶ ଏବଂ କ୍ଷୁଦ୍ର ଉଦ୍ୟୋଗମାନଙ୍କରେ ଅନେକ ସୁଯୋଗ ରହିଛି ।''କିଗାଲି କନଭେନସନ ସେଣ୍ଟରରେ ଭାରତ-ରୱାଣ୍ଡା ବ୍ୟବସାୟିକ ଫୋରମକୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ(24 ଜୁଲାଇ 2018)
July 24th, 03:25 pm
ଭିତ୍ତିଭୂମି ହେଉ, ଗୁଣାତ୍ମକ ଜୀବନ ହେଉ, ଶାସନ ହେଉ, ଜୀବନ୍ତ ଅର୍ଥନୈତିକ ବ୍ୟବସ୍ଥା ହେଉ, ଆତ୍ମନିର୍ଭରଶୀଳ ପରିବାର ହେଉ ଆମେ ଏହି ସମସ୍ତ ବିଷୟକୁ ଏକାଠି କରି କିପରି ଭାବେ ବିକାଶ କରାଯାଇ ପାରିବ, ଏହାର ଏକ ଖୁବ ସୁନ୍ଦର ମଡେଲ ମୋତେ ଦେଖିବାକୁ ମିଳିଛି ଏବଂ ଆମ ମନ ମଧ୍ୟ ସେଥିରେ ଏତେ ପରିମାଣରେ ଲାଗିଗଲା ଯେ ଆମକୁ ଏଠାରେ ପହଂଚିବାରେ ଡେରି ହୋଇଗଲା ।ରୱାଣ୍ଡାରେ ଭାରତୀୟ ଗୋଧନ ବଂଟନ କଲେ ପ୍ରଧାନମନ୍ତ୍ରୀ
July 24th, 01:53 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରୱାଣ୍ଡା ଗସ୍ତ କାଳରେ ଆଜି ରୱେରୁ ଆଦର୍ଶ ଗ୍ରାମରେ ସେଠାକାର ଗ୍ରାମବାସୀମାନଙ୍କୁ 200 ଭାରତୀୟ ଗାଈ ଉପହାର ଆକାରରେ ପ୍ରଦାନ କରିଛନ୍ତି । ରୱାଣ୍ଡା ସରକାରଙ୍କ ଗିରିଙ୍କା କାର୍ଯ୍ୟକ୍ରମ ଅଧୀନରେ ଗ୍ରାମବାସୀମାନଙ୍କୁ ଏହି ଗାଈ ଭାରତ ପକ୍ଷରୁ ପ୍ରଦାନ କରାଯାଇଛି । ଏଥିଲାଗି ରୱେରୁ ଗ୍ରାମରେ ଏକ ସମାରୋହ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ସେଠାକାର ରାଷ୍ଟ୍ରପତି ପଲ କାଗାମେ ଯୋଗଦେଇଥିଲେ ।ପ୍ରଧାନମନ୍ତ୍ରୀ ମୋଦୀ କିଗାଲୀରେ ନରସଂହାର ସ୍ମୃତି କେନ୍ଦ୍ର ପରିଦର୍ଶନ କରିଛନ୍ତି
July 24th, 11:35 am
ପ୍ରଧାନମନ୍ତ୍ରୀ ମୋଦୀ ରୱାଣ୍ଡାରେ କିଗାଲୀରେ ନରସଂହାର ସ୍ମୃତି କେନ୍ଦ୍ର ପରିଦର୍ଶନ କରିଛନ୍ତି । ଏହି ସ୍ମାରକ ହିଂସାର କ୍ରୁରତମ କୃତ୍ୟର ଶିକାର ହୋଇଥିବାଙ୍କ ସମ୍ମାନରେ ନିର୍ମାଣ କରାଯାଇଛି ।ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାଳରେ ଭାରତ ଓ ରୱାଣ୍ଡା ମଧ୍ୟରେ ସ୍ଵାକ୍ଷର ହୋଇଥିବା ବୁଝାମଣା / ଦସ୍ତାବିଜର ତାଲିକା
July 24th, 12:53 am
ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାଳରେ ଭାରତ ଓ ରୱାଣ୍ଡା ମଧ୍ୟରେ ସ୍ଵାକ୍ଷର ହୋଇଥିବା ବୁଝାମଣା / ଦସ୍ତାବିଜର ତାଲିକାରୱାଣ୍ଡା ଗସ୍ତ ସମୟରେ ଗଣମାଧ୍ୟମକୁ ପ୍ରଧାନମନ୍ତ୍ରୀଙ୍କ ବିବୃତି
July 23rd, 10:44 pm
ଏହା ହେଉଛି ପ୍ରଥମ ଅବସର ଯେତବେଳେ କି ଭାରତର କୌଣସି ପ୍ରତିନିଧି ଦଳ ରୱାଣ୍ଡା ଆସିଛନ୍ତି । ଆଉ ମୋର ସୌଭାଗ୍ୟ ହେଉଛି ଯେ ମୋ ବନ୍ଧୁ କଗାମେଙ୍କ ନିମନ୍ତ୍ରଣ ଫଳରେ ଏହି ସୁଅବସର ମୋତେ ମିଳିଛି ।ପ୍ରଧାନମନ୍ତ୍ରୀ ମୋଦୀ ରୱାଣ୍ଡାର କିଗାଲୀରେ ପହଂଚିଛନ୍ତି
July 23rd, 09:14 pm
ପ୍ରଧାନମନ୍ତ୍ରୀ ମୋଦୀ ରୱାଣ୍ଡାର କିଗାଲୀରେ ପହଞ୍ଚି ନିଜର ତ୍ରିରାଷ୍ଟ୍ର ଗସ୍ତ ଆରମ୍ଭ କରିଛନ୍ତି । ରୱାଣ୍ଡା ରାଷ୍ଟ୍ରପତି ପୋଲ କାଗାମେ ପ୍ରଧାନମନ୍ତ୍ରୀଙ୍କ ଜୋରଦାର ସ୍ୱାଗତ କରିଛନ୍ତି ।ପ୍ରଧାନମନ୍ତ୍ରୀଙ୍କ ରୱାଣ୍ଡା, ଉଗାଣ୍ଡା, ଦକ୍ଷିଣ ଆଫ୍ରିକାକୁ ସରକାରୀ ଗସ୍ତ (ଜୁଲାଇ 23-27, 2018)
July 23rd, 09:29 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରୱାଣ୍ଡା ସାଧାରଣତନ୍ତ୍ର (ଜୁଲାଇ 23-24), ଉଗାଣ୍ଡା ସାଧାରଣତନ୍ତ୍ର (ଜୁଲାଇ 24-25) ଏବଂ ଦକ୍ଷିଣ ଆଫ୍ରିକା ସାଧାରଣତନ୍ତ୍ର (ଜୁଲାଇ 25-27)କୁ ଏକ ସରକାରୀ ଗସ୍ତରେ ଯିବେ । ଏହା ହେବ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ପ୍ରଥମ ରୱାଣ୍ଡା ଗସ୍ତ ଏବଂ 20 ବର୍ଷରୁ ଉର୍ଦ୍ଧ୍ଵ ସମୟ ପରେ ଆମର ଜଣେ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଉଗାଣ୍ଡା ଗସ୍ତ । ସେହିଭଳି ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦକ୍ଷିଣ ଆଫ୍ରିକା ଗସ୍ତ କାର୍ଯ୍ୟକ୍ରମ ରହିଛି ।ପ୍ରଧାନମନ୍ତ୍ରୀ ମୋଦୀ ରୱାଣ୍ଡାରେ ଭାରତୀୟ ସମୁଦାୟଙ୍କ ସହ ମତ ବିନିମୟ କରିଛନ୍ତି
July 23rd, 01:30 am
ରୱାଣ୍ଡାରେ ଭାରତୀୟ ସମୁଦାୟଙ୍କ ସହ ମତ ବିନିମୟ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଭାରତୀୟ ବଂଶୋଦ୍ଭବ ସାରା ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରୁଛନ୍ତି ଏବଂ ସେମାନେ ହେଉଛନ୍ତି ଭାରତର 'ରାଷ୍ଟ୍ରଦୂତ' ।ଭାରତୀୟ ବଂଶୋଦ୍ଭବ ହେଉଛନ୍ତି ଆମର 'ରାଷ୍ଟ୍ରଦୂତ' :ପ୍ରଧାନମନ୍ତ୍ରୀ ମୋଦୀ
July 23rd, 01:25 am
ରୱାଣ୍ଡାରେ ଭାରତୀୟ ସମୁଦାୟଙ୍କ ସହ ମତ ବିନିମୟ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଭାରତୀୟ ବଂଶୋଦ୍ଭବ ସାରା ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରୁଛନ୍ତି ଏବଂ ସେମାନେ ହେଉଛନ୍ତି ଭାରତର 'ରାଷ୍ଟ୍ରଦୂତ' ।