Social Media Corner 25 June 2017

June 25th, 08:06 pm

Your daily dose of governance updates from Social Media. Your tweets on governance get featured here daily. Keep reading and sharing!

ପର୍ତ୍ତୁଗାଲର ଲିସବନଠାରେ ଭାରତୀୟ ସମୁଦାୟକୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

June 24th, 10:27 pm

ମତେ ଏଠାକୁ ଆସିବାର ସୁଯୋଗ ମିଳିଲା ଆଉ ଯେଉଁଭଳି ଭାବେ ପ୍ରଧାନମନ୍ତ୍ରୀ ମହୋଦୟ, ପର୍ତ୍ତୁଗାଲର ସରକାର, ଏଠାକାର ଲୋକମାନେ ଆମର ସ୍ୱାଗତ-ସମ୍ମାନ କଲେ ସେଥିପାଇଁ ମୁଁ ସେମାନଙ୍କ ନିକଟରେ ବହୁତ କୃତଜ୍ଞ ଏବଂ ଏହି ସ୍ୱାଗତ-ସମ୍ମାନ ଜଣେ ବ୍ୟକ୍ତିର ନୁହେଁ, ଏ ହେଉଛି ଶହେ ପଚିଶ କୋଟି ହିନ୍ଦୁସ୍ତାନୀଙ୍କର ସ୍ୱାଗତ ।ଏହି ରାଧାକୃଷ୍ଣ ମନ୍ଦିର ଗୋଟିଏ ପ୍ରକାରେ ହେଉଛି ଏଠାକାର ସାମାଜିକ ଚେତନାର ପ୍ରତୀକ । ସବୁ ସଂପ୍ରଦାୟର ଲୋକ ସେମାନଙ୍କର ପ୍ରତିନିଧିମାନଙ୍କ ସହିତ ସାକ୍ଷାତ କରିବା ପାଇଁ ମତେ ସୌଭାଗ୍ୟ ମିଳିଛି । କୌଣସି ଭେଦଭାବ ନାହିଁ ଆଉ ଏହା ହେଉଛି ଭାରତର ବିଶେଷତ୍ୱ, ଏହି ବିବିଧତା ଏହାହିଁ ଭାରତର ପରିଚୟ ଆଉ ଏହା ହେଉଛି ଭାରତର ଶକ୍ତି ।

ଲିସବନରେ ଭାରତୀୟ ସମୁଦାୟଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ମତବିନିମୟ

June 24th, 10:26 pm

ଐତିହାସିକ ପର୍ତ୍ତୁଗାଲ ଗସ୍ତ ଯାଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଲିସବନଠାରେ ଭାରତୀୟ ସମୁଦାୟଙ୍କୁ ଭେଟିବା ସହ ସେମାନଙ୍କ ସହ ଭାବ ବିନିମୟ କରିଛନ୍ତି । ଏହି ଅବସରରେ ସେ ଭାରତୀୟ ବଂଶୋଦ୍ଭବମାନଙ୍କୁ ଉଦବୋଧନ ଦେଇ ଭାରତ - ପର୍ତ୍ତୁଗାଲ ସହଭାଗୀତାର ବିଭିନ୍ନ ପ୍ରସଙ୍ଗ ଉପରେ ଗୁରୁତ୍ୱ ଆରୋପ କରିଛନ୍ତି ।

ଲିସବନଠାରେ ପ୍ରଧାନମନ୍ତ୍ରୀଙ୍କ ଚମ୍ପାଲିମାଉଦ ନ୍ୟାସ ପରିଦର୍ଶନ

June 24th, 09:46 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓ ପର୍ତ୍ତୁଗାଲ ପ୍ରଧାନମନ୍ତ୍ରୀ ଆଣ୍ଟୋନିଓ କୋଷ୍ଟା ଲିସବନସ୍ଥିତ ଚମ୍ପାଲିମାଉଦ ନ୍ୟାସ ପରିଦର୍ଶନ କରିଛନ୍ତି । ଚମ୍ପାଲିମାଉଦ ନ୍ୟାସ ଏକ ଘରୋଇ ବାୟୋମେଡିକାଲ ଗବେଷଣା ପ୍ରତିଷ୍ଠାନ । ଏଠାରେ ଅତ୍ୟାଧୁନିକ କ୍ୟାନସର ଗବେଷଣା କରାଯାଉଛି ଏବଂ ଏ ସଂକ୍ରାନ୍ତ ଗବେଷଣାଲବଧ ଜ୍ଞାନକୌଶଳ ସମ୍ପର୍କୀତ ତଥ୍ୟାବଳୀ ଯୋଗାଇ ଦିଆଯାଉଛି । ମେଡିକାଲ କେୟାର କ୍ଷେତ୍ରରେ ପୂର୍ଣ୍ଣାଙ୍ଗ ଗବେଷଣାର ସୁଯୋଗ ରହିଛି ।

ଭାରତ ଓ ପର୍ତ୍ତୁଗାଲ : ଗଭୀର ସମୁଦ୍ରଠାରୁ ସୁଦୂର ମହାକାଶ ପର୍ଯ୍ୟନ୍ତ ସହଯୋଗ ସ୍ଥାପନ

June 24th, 09:18 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଲିସବନ ଗସ୍ତ ଅବସରରେ ଭାରତ-ପର୍ତ୍ତୁଗାଲ ମହାକାଶ ସହଯୋଗ ଏବଂ ଭାଗିଦାରୀତାଭିତ୍ତିକ ଗବେଷଣା ପାଇଁ ଦୁଇଟି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଏହି ରାଜିନାମା ଫଳରେ ପର୍ତ୍ତୁଗାଲ ସହ ଭାରତର ବିଜ୍ଞାନ ଓ ପ୍ରଯୁକ୍ତି ସହଯୋଗ ବୃଦ୍ଧି ପାଇବ । ଆଜୋର୍ସ ଦ୍ୱୀପପୁଞ୍ଜ ଠାରେ ଏକ ନବସୃଜନ କେନ୍ଦ୍ର ସ୍ଥାପନ ଦିଗରେ ମଧ୍ୟ ଏହା ସହାୟକ ହେବ । ଏହା ଆଟଲାଣ୍ଟିକ ଅନ୍ତରାଷ୍ଟ୍ରୀୟ ଗବେଷଣା କେନ୍ଦ୍ର ଭାବେ ନାମିତ ହେବ ।

ୟୁନିକ ଷ୍ଟାର୍ଟ-ଅପ ପୋର୍ଟାଲର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ ଓ ପ୍ରଧାନମନ୍ତ୍ରୀ କୋଷ୍ଟା

June 24th, 08:52 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓ ପର୍ତ୍ତୁଗାଲ ପ୍ରଧାନମନ୍ତ୍ରୀ ଆଣ୍ଟୋନିଓ କୋଷ୍ଟା ଲିସବନଠାରେ ଏକ ୟୁନିକ ଷ୍ଟାର୍ଟ-ଅପ ପୋର୍ଟାଲ - ପର୍ତ୍ତୁଗାଲ ଆନ୍ତର୍ଜାତିକ ଷ୍ଟାର୍ଟ-ଅପ ହବର ଶୁଭାରମ୍ଭ କରିଛନ୍ତି । ଷ୍ଟାର୍ଟ-ଅପ ଇଣ୍ଡିଆ ଦ୍ୱାରା ଏହି ଉଦ୍ୟମକୁ ପ୍ରୋତ୍ସାହିତ କରାଯାଇଛି ଏବଂ ଭାରତ ସରକାରଙ୍କ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ଏବଂ ଷ୍ଟାର୍ଟ-ଅପ ପର୍ତ୍ତୁଗାଲ ଏହାକୁ ଆବଶ୍ୟକ ସହଯୋଗ ଯୋଗାଇ ଦେଇଛନ୍ତି । ଏହି କାର୍ଯ୍ୟକ୍ରମ ଉଭୟ ରାଷ୍ଟ୍ରଙ୍କ ପାରସ୍ପରିକ ସହଯୋଗକ୍ଷମ ଉଦ୍ୟୋଗ ସହଭାଗୀତା ସୃଷ୍ଟି କରିବାରେ ସହାୟକ ହେବ ।

ପର୍ତ୍ତୁଗାଲ ଗସ୍ତ (ଜୁନ 24, 2017) ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରେସ ବିବୃତି

June 24th, 08:15 pm

ମହାନୁଭବ ପ୍ରଧାନମନ୍ତ୍ରୀ ଆଣ୍ଟୋନିଓ କୋଷ୍ଟା, ବିଶିଷ୍ଟ ପ୍ରତିନିଧିଗଣ ଏବଂ ଗଣମାଧ୍ୟମର ସଦସ୍ୟବୃନ୍ଦ, ପ୍ରଥମେ, ଗତ ସପ୍ତାହରେ ପର୍ତ୍ତୁଗାଲରେ ସଂଘଟିତ ଭୟାବହ ବନାଗ୍ନିରେ ପ୍ରାଣ ହରାଇଥିବା ଲୋକମାନଙ୍କ ପ୍ରତି ମୁଁ ଗଭୀର ଶୋକ ଓ ସମବେଦନା ଜଣାଉଛି । ଏହି ଦୁଃଖଦ ଘଟଣାରେ ପ୍ରାଣ ହରାଇଥିବା ଲୋକ ଏବଂ ସେମାନଙ୍କ ପରିବାରବର୍ଗଙ୍କ ସହ ଆମେ ସମଦୁଃଖୀ । ବନ୍ଧୁଗଣ, ଆମ ଦୁଇ ଦେଶ ମଧ୍ୟରେ ଗଭୀର ଐତିହାସିକ ସମ୍ପର୍କ ଏବଂ ସୁଦୃଢ଼ ଆର୍ଥିକ ତଥା ଜନ ସମ୍ପର୍କ ରହିଛି । ତେଣୁ ମୋତେ ଏକଥା ଭାବି ଆଶ୍ଚର୍ଯ୍ୟ ଲାଗୁଛି ଯେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏ ପର୍ଯ୍ୟନ୍ତ ଦ୍ୱିପାକ୍ଷିକ ଗସ୍ତ କାହିଁକି ଘଟିନଥିଲା ।

ସୋସିଆଲ ମିଡିଆ କର୍ଣ୍ଣର ଜୁନ 24 2017

June 24th, 08:12 pm

ସୋସିଆଲ ମିଡିଆରୁ ଗଭରନାନ୍ସ ଅପଡେଟର ପ୍ରତିଦିନ ଡୋଜ । ଗଭରନାନ୍ସରେ ଆପଣଙ୍କ ଟ୍ୱିଟ ଏଠାରେ ପ୍ରତିଦିନ ପାଇପାରିବେ । ପଢନ୍ତୁ ଏବଂ ସେର କରନ୍ତୁ ।

PM Modi meets Portuguese Prime Minister at Palacio das Necessidades

June 24th, 06:15 pm

Prime Minister Narendra Modi today held wide ranging talks with Portuguese Prime Minister Antonio Costa. The leaders met at the Palacio das Necessidades and deliberated on ways to further strengthen India-Portugal ties.

PM Modi arrives in Portugal

June 24th, 05:13 pm

PM Narendra Modi arrived in Lisbon, Portugal. This marked the first leg of his three-nation tour. The PM would meet PM Antonio Costa and hold bilateral level talks to further escalate India-Portugal ties in host of sectors.

PMs statement before his upcoming visit to Portugal, USA and Netherlands

June 23rd, 07:25 pm

PM Narendra Modi will embark his visit to Portugal, USA and Netherlands tomorrow. The PM said that this visit is aimed at enhancing the bilateral engagement in various areas.