ଏଫଆଇପିଆଇସି ୩ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ସମାପନୀ ବକ୍ତବ୍ୟ
May 22nd, 04:33 pm
ଆପଣମାନଙ୍କ ମତାମତ ପାଇଁ ଅନେକ ଅନେକ ଧନ୍ୟବାଦ । ଆମମାନଙ୍କର ମନ୍ଥନରୁ ଯେଉଁ ନିର୍ଯ୍ୟାସ ବାହାରିଛି ଆମେ ସମସ୍ତେ ଏହା ଉପରେ ନିଶ୍ଚିତ ଭାବେ ଧ୍ୟାନ ଦେବା । ଆମର କିଛି ସମଭାଗୀ ପ୍ରାଥମିକତା ରହିଛି ଏବଂ ପ୍ରଶାନ୍ତ ଦ୍ୱୀପପୁଞ୍ଜ ରାଷ୍ଟ୍ରଗୁଡିକର କିଛି ଆବଶ୍ୟକତା ମଧ୍ୟ ରହିଛି । ଏହି ମଂଚ ଉପରେ ଏହା ଆମମାନଙ୍କର ପ୍ରୟାସ ଯେ ଆମମାନଙ୍କର ଭାଗିଦାରୀ ଏହି ଦୁଇ ଦିଗକୁ ଧ୍ୟାନରେ ରଖି ଆଗକୁ ବଢୁ । ଏଫଆଇପିଆସିରେ ଆମମାନଙ୍କର ସହଯୋଗକୁ ଆଗକୁ ବଢାଇବା ପାଇଁ ମୁଁ କିଛି ଘୋଷଣା କରିବାକୁ ଚାହୁଁଛି:ପାପୁଆ ନ୍ୟୁ ଗିନିରେ ଆଇଟିଇସି ବିଦ୍ୱାନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ
May 22nd, 03:09 pm
ଗର୍ଭନମେଣ୍ଟ ହାଉସରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପାପୁଆ ନ୍ୟୁ ଗିନି(ପିଏନଜି)ର ଗଭର୍ନର-ଜେନେରାଲ ଶ୍ରୀ ବବ୍ ଡାଡେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଗ୍ରାଣ୍ଡ କମ୍ପାନିୟନ ଅଫ୍ ଦି ଅର୍ଡର ଅଫ୍ ଲୋଗହୁ (ଜିସିଏଲ୍) ସମ୍ମାନରେ ସମ୍ମାନିତ କରିଛନ୍ତି । ଏହା ପିଏନଜିର ସର୍ବୋଚ୍ଚ ନାଗରିକ ପୁରସ୍କାର ଏବଂ ପୁରସ୍କାରପ୍ରାପ୍ତ ବ୍ୟକ୍ତିଙ୍କୁ ‘ଚିଫ୍’ ଉପାଧି ଦିଆଯାଏ ।ପାପୁଆ ନ୍ୟୁ ଗିନିରେ ଆଇଟିଇସି ବିଦ୍ୱାନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ
May 22nd, 02:58 pm
୨୦୨୩ ମେ ୨୨ରେ ଭାରତ-ପ୍ରଶାନ୍ତ ମହାସାଗରୀୟ ଦ୍ୱୀପ ସହଯୋଗ ଫୋରମ(ଏଫଆଇପିଆଇସି) ର ତୃତୀୟ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ପୋର୍ଟ ମୋରେସବି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶାନ୍ତ ମହାସାଗରୀୟ ଦ୍ୱୀପପୁଞ୍ଜ ଦେଶରୁ ଇଣ୍ଡିଆନ ଟେକ୍ନିକାଲ ଆଣ୍ଡ ଇକୋନୋମିକ କୋଅପରେସନ (ଆଇଟିଇସି) ପାଠ୍ୟକ୍ରମର ପୂର୍ବ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ସେମାନଙ୍କ ମଧ୍ୟରେ ବରିଷ୍ଠ ସରକାରୀ ଅଧିକାରୀ, ପ୍ରମୁଖ ପେସାଦାର ବା ପ୍ରଫେସନାଲ ଏବଂ କମ୍ୟୁନିଟି ଲିଡରମାନେ ସାମିଲ ଥିଲେ, ଯେଉଁମାନେ ଆଇଟିଇସି ଅଧୀନରେ ଭାରତରେ ତାଲିମ ନେଇଥିଲେ । ସେମାନେ ଭାରତରୁ ପାଇଥିବା ଦକ୍ଷତାକୁ ସେମାନଙ୍କ ସମାଜ ପାଇଁ ଉପଯୋଗ କରୁଛନ୍ତି ।ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ
May 22nd, 02:51 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୩ ମେ ୨୨ରେ ଭାରତ-ପ୍ରଶାନ୍ତ ମହାସାଗରୀୟ ଦ୍ୱୀପ ସହଯୋଗ ଫୋରମ(ଏଫଆଇପିଆଇସି)ର ତୃତୀୟ ସମ୍ମିଳନୀ ଅବସରରେ ପୋର୍ଟ ମୋରେସବୀଠାରେ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଶ୍ରୀ କ୍ରିସ୍ ହିପକିନ୍ସଙ୍କୁ ଭେଟିଛନ୍ତି । ଦୁଇ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଏହା ପ୍ରଥମ ଆଲୋଚନା ଥିଲା ।ଫିଜି ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ
May 22nd, 02:37 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୩ ମେ ୨୨ରେ ଭାରତ-ପ୍ରଶାନ୍ତ ମହାସାଗରୀୟ ଦ୍ୱୀପ ସହଯୋଗ ଫୋରମ(ଏଫଆଇପିଆଇସି)ର ତୃତୀୟ ସମ୍ମିଳନୀ ଅବସରରେ ପୋର୍ଟ ମୋରେସବୀଠାରେ ଫିଜି ପ୍ରଧାନମନ୍ତ୍ରୀ ଶ୍ରୀ ସିତିବେନି ଲିଗାମାମାଡା ରାବୁକାଙ୍କୁ ଭେଟିଛନ୍ତି । ଦୁଇ ନେତାଙ୍କ ମଧ୍ୟରେ ଏହା ପ୍ରଥମ ସାକ୍ଷାତ । ପ୍ରଧାନମନ୍ତ୍ରୀ ୨୦୧୪ ନଭେମ୍ବରରେ ତାଙ୍କ ଫିଜି ଗସ୍ତବେଳେ ଏଫଆଇପିଆଇସି ଗଠନ ହେବା ବାବଦରେ ସ୍ମରଣ କରିଥିଲେ ଏବଂ ସେବେଠାରୁ ପ୍ରଶାନ୍ତ ମହାସାଗରୀୟ ଦ୍ୱୀପଦେଶଗୁଡ଼ିକ ସହ ଭାରତର ସହଯୋଗ ମଜଭୁତ ହୋଇଥିବା ପ୍ରଧାନମନ୍ତ୍ରୀ କହିଥିଲେ ।Prime Minister honoured with the highest civilian awards of Papua New Guinea, Fiji and Palau
May 22nd, 02:18 pm
Prime Minister Narendra Modi, during his historic visit to Papua New Guinea, was conferred with three prestigious civilian awards. He was conferred the ‘Grand Companion of the Order of Logohu’ by Papua New Guinea, ‘Companion of the Order of Fiji’ by Republic of Fiji and ‘Ebakl’ Award by Republic of Palau.ଫିପିକ ତୃତୀୟ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ପ୍ରାରମ୍ଭିକ ବକ୍ତବ୍ୟର ମୂଳ ପାଠ
May 22nd, 02:15 pm
ତୃତୀୟ ଫିପିକ ସମ୍ମିଳନୀରେ ଆପଣ ସମସ୍ତଙ୍କୁ ହାର୍ଦ୍ଦିକ ସ୍ୱାଗତ । ମୋତେ ଖୁସି ଲାଗୁଛି ଯେ ପ୍ରଧାନମନ୍ତ୍ରୀ ଜେମ୍ସ ମରାପେ ମୋ ସହିତ ଏହି ସମ୍ମିଳନୀର ଆୟୋଜନ କରୁଛନ୍ତି । ଏଠାରେ ପୋର୍ଟ ମୋରେସବୀରେ ଅନୁଷ୍ଠିତ ସମ୍ମିଳନୀର ବ୍ୟବସ୍ଥା ପାଇଁ ମୁଁ ତାଙ୍କୁ ଏବଂ ତାଙ୍କର ଟିମକୁ ଧନ୍ୟବାଦ ଜଣାଉଛି ।ପାପୁଆ ନ୍ୟୁ ଗିନିର ଗଭର୍ଣ୍ଣର-ଜେନେରାଲ୍ଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ
May 22nd, 08:39 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତ-ପ୍ରଶାନ୍ତ ମହାସାଗରୀୟ ଦ୍ବୀପ ସମୂହ ସହଯୋଗ ମଞ୍ଚ (ଏଫଆଇପିଆସି)ର ତୃତୀୟ ଶିଖର ସମ୍ମିଳନୀ ଅବସରରେ 22 ମଇ 2023ରେ ପୋର୍ଟ ମୋରେସବି ସ୍ଥିତ ସରକାରୀ ଆବାସରେ ପାପୁଆ ନ୍ୟୁ ଗିନି (ପିଏନଜି)ର ଗଭର୍ଣ୍ଣର- ଜେନେରାଲ ସାର୍ ବବ ଡାଡେଙ୍କୁ ସାକ୍ଷାତ କରିଛନ୍ତି ।ପ୍ରଧାନମନ୍ତ୍ରୀଙ୍କ ସହ ପାପୁଆ ନ୍ୟୁ ଗିନିର ପ୍ରଧାନମନ୍ତ୍ରୀଙ୍କ ବୈଠକ
May 22nd, 08:39 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତ-ପ୍ରଶାନ୍ତ ମହାସାଗରୀୟ ଦ୍ବୀପ ସମୂହ ସହଯୋଗ ମଞ୍ଚ (ଏଫଆଇପିଆସି)ର ତୃତୀୟ ଶିଖର ସମ୍ମିଳନୀ ଅବସରରେ 22 ମଇ 2023ରେ ପୋର୍ଟ ମୋରେସବିରେ ପାପୁଆ ନ୍ୟୁ ଗିନି (ପିଏନଜି)ର ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ ଜେମ୍ସ ମାରାପେଙ୍କ ସହ ଦ୍ବିପାକ୍ଷୀୟ ବୈଠକ କରିଛନ୍ତି ।ପାପୁଆ ନ୍ୟୁ ଗିନିର ପୋର୍ଟ ମୋରେସବିରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ
May 21st, 08:06 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମେ ୨୧, ୨୦୨୩ ସନ୍ଧ୍ୟାରେ ପୋର୍ଟ ମୋରେସବିରେ ପହଞ୍ଚିଛନ୍ତି । ସ୍ୱତନ୍ତ୍ର ଭାବନା ବ୍ୟକ୍ତ କରି ପାପୁଆ ନ୍ୟୁ ଗିନିର ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ ଜେମ୍ସ ମାରାପେ ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ୱାଗତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ୧୯ ତୋପ ସଲାମୀ ଓ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା ।ଜାପାନ, ପାପୁଆ ନ୍ୟୁ ଗିନୀ ଏବଂ ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କର ବକ୍ତବ୍ୟ
May 19th, 08:38 am
ମୁଁ ଜାପାନର ପ୍ରଧାନମନ୍ତ୍ରୀ ଶ୍ରୀ ଫୁମିୟୋ କିସିଦା ଙ୍କ ନିମନ୍ତ୍ରଣରେ ଜାପାନୀ ଅଧ୍ୟକ୍ଷତା ଅନ୍ତର୍ଗତ ଜି7 ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ ଜାପାନର ହିରୋସୀମାକୁ ଯାତ୍ରା କରୁଛି। ନିକଟରେ ଭାରତ-ଜାପାନ ଶିଖର ସମ୍ମିଳନୀ ପାଇଁ ଭାରତର ଯାତ୍ରା କରିବା ପରେ ପ୍ରଧାନମନ୍ତ୍ରୀ କିସିଦାଙ୍କ ସହିତ ପୁଣି ଥରେ ସାକ୍ଷାତ କରିବାକୁ ଯାଉଥିବାରୁ ଅତ୍ୟନ୍ତ ଖୁସିର ବିଷୟ ହେବ। ଯେହେତୁ ଭାରତ ଚଳିତ ବର୍ଷ ଜି20 ର ଅଧ୍ୟକ୍ଷତା କରୁଛି, ଏହାକୁ ଧ୍ୟାନରେ ରଖି ଜି7 ଶିଖର ସମ୍ମିଳନୀରେ ମୋର ଉପସ୍ଥିତି ବିଶେଷ ଭାବରେ ଗୁରୁତ୍ବପୂର୍ଣ୍ଣ ଅଟେ। ମୁଁ ଜି7 ର ସଦସ୍ୟ ଏବଂ ଅନ୍ୟ ଆମନ୍ତ୍ରିତ ଭାଗିଦାର ଦେଶଙ୍କ ସହିତ ବିଶ୍ବ ନିକଟରେ ଆସୁଥିବା ଆହ୍ବାନ ଏବଂ ତାହାକୁ ସାମୁହିକ ଭାବରେ ସମ୍ବୋଧିତ କରିବା ସମ୍ବନ୍ଧିତ ବିଚାରକୁ ଆଦାନ ପ୍ରଦାନ କରିବା ପାଇଁ ଉତ୍ସୁକ ଅଟେ। ଏହା ବ୍ୟତୀତ ମୁଁ ହିରୋସୀମା ଜି7 ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରୁଥିବା କିଛି ନେତାଙ୍କ ସହିତ ଦ୍ବିପାକ୍ଷୀୟ ବୈଠକରେ ମଧ୍ୟ ସାମିଲ୍ ହେବି।