ପ୍ରଧାନମନ୍ତ୍ରୀ ପାଲେଷ୍ଟାଇନର ପୂର୍ବତନ ରାଷ୍ଟ୍ରପତି ୟାସିର ଅରାଫତଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ

February 10th, 08:20 pm

ପ୍ରଧାନମନ୍ତ୍ରୀ ମୋଦୀ ପାଲେଷ୍ଟାଇନର ପୂର୍ବତନ ରାଷ୍ଟ୍ରପତି ୟାସିର ଅରାଫତଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ । ପ୍ରଧାନମନ୍ତ୍ରୀ ମୋଦୀ ୟାସିର ଅରାଫତଙ୍କ ସମାଧିପୀଠ ଯାଇ ସେଠାରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ।

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମିଳିଲା ପାଲେଷ୍ଟାଇନର ସର୍ବୋଚ୍ଚ ସମ୍ମାନ 'ଗ୍ରାଣ୍ଡ କୋଲାର'

February 10th, 07:23 pm

ପ୍ରଧାନମନ୍ତ୍ରୀ ମୋଦୀ ନିଜର ଐତିହାସିକ ପାଲେଷ୍ଟାଇନ ଗସ୍ତରେ ଶନିବାର ରାମଲ୍ଲା ପହଂଚିଛନ୍ତି । ପାଲେଷ୍ଟାଇନ ରାଷ୍ଟ୍ରପତି ମହମ୍ମଦ ଆବ୍ଦାସ ଭାରତ ଏବଂ ପାଲେଷ୍ଟାଇନ ମଧ୍ୟରେ ସମ୍ପର୍କକୁ ପ୍ରୋତ୍ସାହନ ଦେବାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଯୋଗଦାନକୁ ଦେଖି ତାଙ୍କୁ 'ଗ୍ରାଣ୍ଡ କୋଲାର ଅଫ ଦି ଷ୍ଟେଟ ଅଫ ପାଲେଷ୍ଟାଇନ' ସମ୍ମାନରେ ସମ୍ମାନିତ କଲେ । 'ଗ୍ରାଣ୍ଡ କୋଲାର' ବିଦେଶୀ ଗଣମାନ୍ୟ -ରାଜା ,ରାଷ୍ଟ୍ରଧ୍ୟକ୍ଷ /ଶାସନଧ୍ୟକ୍ଷ ଏବଂ ସମାନ ପଦର ବ୍ୟକ୍ତିତ୍ୱଙ୍କୁ ଦିଆଯାଉଥିବା ପାଲେଷ୍ଟାଇନର ସର୍ବୋଚ୍ଚ ସମ୍ମାନ ।

ପାଲେଷ୍ଟାଇନ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରେସ ବିବୃତି

February 10th, 04:36 pm

ରାଷ୍ଟ୍ରପତି ଆବ୍ବାସ, ଆପଣ ମୋ ସମ୍ମାନରେ ଯାହା କହିଲେ ଏବଂ ଯେଉଁ ଉଦାରତାର ସହିତ ମୋର ଏବଂ ମୋ ସହିତ ଆସିଥିବା ଅତିଥିମାନଙ୍କୁ ଚମତ୍କାର ସ୍ୱାଗତ କଲେ ସେଥିପାଇଁ ମୁଁ ଆପଣଙ୍କୁ ଧନ୍ୟବାଦ ଜଣାଉଛି ।

ପ୍ରଧାନମନ୍ତ୍ରୀ ମୋଦୀ ପାଲେଷ୍ଟାଇନରେ ପହଁଚିଲେ

February 10th, 03:14 pm

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାଲେଷ୍ଟାଇନରେ ପହଁଚିଲେ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଯାତ୍ରା ଐତିହାସିକ ,କାରଣ ପ୍ରଥମଥର ଭାରତର କୌଣସି ପ୍ରଧାନମନ୍ତ୍ରୀ ପାଲେଷ୍ଟାଇନ ଗସ୍ତରେ ଯାଇଛନ୍ତି । ପ୍ରଧାନମନ୍ତ୍ରୀ ପାଲେଷ୍ଟାଇନ ରାଷ୍ଟ୍ରପତି ମହମ୍ମଦ ଆବ୍ଦାସଙ୍କୁ ସାକ୍ଷାତ କରିବେ ।

ପାଲେଷ୍ଟାଇନ, ସଂଯୁକ୍ତ ଆରବ ଅମିରତନ୍ତ୍ର, ଓମାନ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବିବୃତି

February 08th, 11:05 pm

ପାଲେଷ୍ଟାଇନ, ସଂଯୁକ୍ତ ଆରବ ଅମିରତନ୍ତ୍ର (ୟୁଏଇ)ଏବଂ ଓମାନ ଗସ୍ତରେ ଯିବା ପୂର୍ବରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରସ୍ଥାନ ବିବୃତି ନିମ୍ନରେ ଦିଆଗଲା