ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 7, 2017

September 07th, 07:53 pm

ସୋସିଆଲ ମିଡିଆରୁ ଗଭରନାନ୍ସ ଅପଡେଟର ପ୍ରତିଦିନ ଡୋଜ । ଗଭରନାନ୍ସରେ ଆପଣଙ୍କ ଟ୍ୱିଟ ଏଠାରେ ପ୍ରତିଦିନ ପାଇପାରିବେ । ପଢନ୍ତୁ ଏବଂ ସେର କରନ୍ତୁ ।

ପ୍ରଧାନମନ୍ତ୍ରୀ ମୋଦୀ ୟଙ୍ଗୁନ ସ୍ଥିତ କାଲିବାଡି ମନ୍ଦିରରେ ପୂଜାର୍ଚନା କଲେ

September 07th, 11:21 am

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୟଙ୍ଗୁନ ସ୍ଥିତ କାଲିବାଡି ମନ୍ଦିରରେ ପୂଜାର୍ଚନା କଲେ ।

ପ୍ରଧାନମନ୍ତ୍ରୀ ମୋଦୀ ୟଙ୍ଗୁନରେ ଶହୀଦଙ୍କ ସମାଧି ସୌଧ ଯାଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ

September 07th, 11:06 am

ମିଆଁମାରର ରାଷ୍ଟ୍ରୀୟ ନାୟକଙ୍କୁ ସମ୍ମାନ ଜଣାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟଙ୍ଗୁନରେ ଶହୀଦଙ୍କ ସମାଧି ସୌଧ ପରିଦର୍ଶନ କରି ଏବଂ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ।

ପ୍ରଧାନମନ୍ତ୍ରୀ ମୋଦୀ ମିଆଁମାରରେ ବୋଗୟୋକ ଅଂ ସାନ ସଂଗ୍ରହାଳୟ ପରିଦର୍ଶନ କଲେ

September 07th, 10:48 am

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୋଗୟୋକ ଅଂ ସାନ ସଂଗ୍ରହାଳୟ ପରିଦର୍ଶନ କଲେ । ମିଆଁମାରର ରାଷ୍ଟ୍ର ପରାମର୍ଶଦାତା ଦ ଅଂ ସାନ ସୁ କୀ ମଧ୍ୟ ଉପସ୍ଥିତ ଥିଲେ ।

ପ୍ରଧାନମନ୍ତ୍ରୀ ମୋଦୀ ମିଆଁମାରରେ ସ୍ୱେଡାଗୋନ ପଗୋଡା ପରିଦର୍ଶନ କଲେ

September 07th, 09:53 am

ପ୍ରଧାନମନ୍ତ୍ରୀ ମୋଦୀ ଆଜି ମିଆଁମାରରେ ସ୍ୱେଡାଗୋନ ପଗୋଡା ପରିଦର୍ଶନ କଲେ । 2500 ବର୍ଷ ପୁରୁଣା ପଗୋଡାକୁ ମିଆଁମାରର ସାଂସ୍କୃତିକ ଐତିହ୍ୟର ଶିଖର ବୋଲି ବିଚାର କରାଯାଏ ।

India-Myanmar Joint Statement issued on the occasion of the State Visit of Prime Minister of India to Myanmar

September 06th, 10:26 pm

At the invitation of H.E. U Htin Kyaw, President of the Republic of the Union of Myanmar, Shri Narendra Modi, Prime Minister of the Republic of India, is paying his first bilateral State visit to the Republic of the Union of Myanmar from 5th to 7th September 2017. The visit is part of the continuing high level interaction between the leaders of the two countries and follows successive State visits to India last year by H.E. President U Htin Kyaw and H.E. State Counsellor Daw Aung San Suu Kyi.

ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 6, 2017

September 06th, 08:29 pm

ସୋସିଆଲ ମିଡିଆରୁ ଗଭରନାନ୍ସ ଅପଡେଟର ପ୍ରତିଦିନ ଡୋଜ । ଗଭରନାନ୍ସରେ ଆପଣଙ୍କ ଟ୍ୱିଟ ଏଠାରେ ପ୍ରତିଦିନ ପାଇପାରିବେ । ପଢନ୍ତୁ ଏବଂ ସେର କରନ୍ତୁ ।

We are not merely reforming India but are transforming India: PM Modi

September 06th, 07:13 pm

PM Modi today interacted with the Indian community in Yangoon, Myanmar. Speaking at the event, PM Modi said, “We are not merely reforming India but are transforming India, a new India is being built.” On demonetisation, the PM said, We have not shied away from taking decisions that are tough. For us, the nation is bigger than politics.

ୟଙ୍ଗୁନଠାରେ ଭାରତୀୟ ସମ୍ପ୍ରଦାୟକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

September 06th, 07:12 pm

ମିଆଁମାରର ୟଙ୍ଗୁନଠାରେ ଭାରତୀୟ ସମ୍ପ୍ରଦାୟକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସମ୍ବୋଧିତ କରିଛନ୍ତି । ସମ୍ମିଳନୀକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଲେ ଯେ ଆପଣମାନେ ଭାରତ ଓ ମିଆଁମାରର ମହାନ ସନ୍ତାନ ଓ ସନ୍ତତିମାନଙ୍କ ମଧ୍ୟରେ ବିନିମୟ ହୋଇଥିବା ହଜାର ହଜାର ବର୍ଷର ସଂସ୍କୃତି ଓ ସଭ୍ୟତା, ଭୂଗୋଳ ଓ ଇତିହାସ, ଅଭିଳାଷ ଓ ସଫଳତାର ପ୍ରତିନିଧିତ୍ୱ କରୁଛନ୍ତି । ପ୍ରଧାନମନ୍ତ୍ରୀ ମିଆଁମାରର ସମୃଦ୍ଧ ଆଧ୍ୟାତ୍ମିକ ଐତିହ୍ୟ ସମ୍ବନ୍ଧରେ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ ।

ପ୍ରଧାନମନ୍ତ୍ରୀ ପରିଦର୍ଶନ କଲେ ବାଗାନର ଆନନ୍ଦ ମନ୍ଦିର

September 06th, 04:26 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମିଆଁମାରର ବାଗାନସ୍ଥିତ ଆନନ୍ଦ ମନ୍ଦିର ପରିଦର୍ଶନ କରିଛନ୍ତି ।

ମିଆଁମାର ରାଷ୍ଟ୍ର ପରାମର୍ଶଦାତା ଦ ଅଂ ସାନ ସୁ କୀ’ଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉପହାର

September 06th, 02:03 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମିଆଁମାରର ରାଷ୍ଟ୍ର ପରାମର୍ଶଦାତା ଦ ଅଂ ସାନ ସୁ କୀ’ଙ୍କୁ ସାକ୍ଷାତ କାଳରେ ଏକ ସ୍ଵତନ୍ତ୍ର ଉପହାର ଦେଇଛନ୍ତି । ଏହି ଉପହାରଟି ହେଉଛି – ମେ 1986ରେ ସିମଳାସ୍ଥିତ ଇଣ୍ଡିଆନ ଇନଷ୍ଟିଟ୍ୟୁଟ ଅଫ ଏଡଭାନ୍ସଡ ଷ୍ଟଡିଜରେ ଫେଲୋସିପ ପାଇଁ ସୁ କୀ ଦାଖଲ କରିଥିବା ମୌଳିକ ଗବେଷଣା ପ୍ରସ୍ତାବର ସ୍ଵତନ୍ତ୍ର ପ୍ରତିଲିପି । ଏହାର ଶିରୋନାମା ରହିଛି “ଦି ଗ୍ରୋଥ ଏଣ୍ଡ ଡିଭଲାପମେଣ୍ଟ ଅଫ ବର୍ମୀଜ ଏଣ୍ଡ ଇଣ୍ଡିଆନ ଇଣ୍ଟେଲେକଚୁଏଲ ଟ୍ରେଡିସନ୍ସ ଅଣ୍ଡର କଲୋନୀଆଲିଜମ : ଏ କମ୍ପେରେଟିଭ ଷ୍ଟଡି” ।

ପ୍ରଧାନମନ୍ତ୍ରୀଙ୍କ ମିଆଁମାର ଗସ୍ତ ବେଳେ ସ୍ଵାକ୍ଷରିତ ବୁଝାମଣା/ରାଜିନାମାର ତାଲିକା

September 06th, 01:38 pm

ପ୍ରଧାନମନ୍ତ୍ରୀଙ୍କ ମିଆଁମାର ଗସ୍ତ ବେଳେ ସ୍ଵାକ୍ଷରିତ ବୁଝାମଣା/ରାଜିନାମାର ତାଲିକା

ମିଆଁମାର ରାଷ୍ଟ୍ର ପରାମର୍ଶଦାତାଙ୍କ ସହ ନା-ପି-ତ’ରେ ଗଣମାଧ୍ୟମକୁ ପ୍ରଧାନମନ୍ତ୍ରୀଙ୍କ ବିବୃତି

September 06th, 10:37 am

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମିଆଁମାର ଷ୍ଟେଟ୍‌ କାଉନ୍‌ସିଲର୍‌ ଅଙ୍ଗ୍‌ ସାନ୍‌ ସୁ କିୟି ଆଜି ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କର ସମୀକ୍ଷା କରିଛନ୍ତି । ମିଡିଆକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ,ଦୁଇ ଦେଶକୁ ସାମୁଦ୍ରିକ ସୁରକ୍ଷା ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକ । ସେ ମିଆଁମାର ସହ ସଂଯୋଗୀକରଣ ବଢାଇବା ଏବଂ ବିକାଶ ଭାଗିଦାରୀରେ ସହଯୋଗ ବଢାଇବ ଉପରେ ଗୁରୁତ୍ୱ ଦେଇଛନ୍ତି ।

ମିଆଁମାର ଷ୍ଟେଟ୍‌ କାଉନ୍‌ସିଲର୍‌ ଅଙ୍ଗ୍‌ ସାନ୍‌ ସୁ କିୟିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

September 06th, 10:02 am

ପ୍ରଧାନମନ୍ତ୍ରୀ ମୋଦୀ ଆଜି ମିଆଁମାର ଷ୍ଟେଟ୍‌ କାଉନ୍‌ସିଲର୍‌ ଅଙ୍ଗ୍‌ ସାନ୍‌ ସୁ କିୟିଙ୍କୁ ସାକ୍ଷାତ କରିଛନ୍ତି । ଉଭୟ ନେତା ବିଭିନ୍ନ କ୍ଷେତ୍ରରେ ଭାରତ-ମିଆଁମାର ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ଉନ୍ନତି ଆଣିବା ଉପରେ ଚର୍ଚ୍ଚା କରିଛନ୍ତି ।

ମିଆଁମାର ରାଷ୍ଟ୍ରପତିଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉପହାର

September 05th, 09:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମିଆଁମାର ରାଷ୍ଟ୍ରପତି ମହାମାନ୍ୟ ମିଃ ୟୁ ହିତିନ କ୍ୟା’ଙ୍କୁ ସାଲୱିନ ନଦୀର ବିସ୍ତାରିତ ଧାରା ସମ୍ବନ୍ଧରେ 1841 ମସିହାର ଏକ ପ୍ରାଚୀନ ମାନଚିତ୍ରର ପ୍ରତିଲିପି ଉପହାର ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମଧ୍ୟ ମିଆଁମାର ରାଷ୍ଟ୍ରପତିଙ୍କୁ ବୋଧି ବୃକ୍ଷର ଏକ କଳାକୃତି ପ୍ରଦାନ କରିଛନ୍ତି ।

Prime Minister Modi meets Myanmar President Htin Kyaw in Nay Pyi Taw

September 05th, 05:37 pm

Prime Minister Narendra Modi met Myanmar President Htin Kyaw in Nay Pyi Taw. The leaders deliberated on several issues of cooperation between both countries in host of sectors.

Prime Minister Modi arrives in Myanmar

September 05th, 04:09 pm

PM Narendra Modi arrived in Myanmar. During his visit, the PM would meet President U Htin Kyaw and Her Excellency Daw Aung San Suu Kyi, State Counsellor of Myanmar. The PM would review developments in India-Myanmar bilateral relations.

ପ୍ରଧାନମନ୍ତ୍ରୀଙ୍କ ମିଆଁମାରଠାରେ ଭାରତୀୟ ସମୁଦାୟକୁ ସମ୍ବୋଧନ ଲାଗି ଆପଣଙ୍କ ବିଚାର ଏବଂ ଅନ୍ତର୍ଦୃଷ୍ଟି ବାଣ୍ଟନ୍ତୁ !

September 03rd, 06:45 pm

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର 5 ରୁ 7 ମଧ୍ୟରେ ମିଆଁମାର ଗସ୍ତରେ ଯିବେ । ନିଜ ଗସ୍ତ ଅବସରରେ ଶ୍ରୀ ମୋଦୀ ମିଆଁମାରଠାରେ ଭାରତୀୟ ସମୁଦାୟଙ୍କ ସହିତ ମତ୍ତ ବିନିମୟ କରିବେ । ଯଦି ଆପଣଙ୍କ ପାଖରେ ସମ୍ବୋଧନ ଲାଗି କିଛି ବିଚାର ଏବଂ ଅନ୍ତର୍ଦୃଷ୍ଟି ଅଛି ,ତେବେ ତଳେ ଥିବା ଟିପ୍ପଣୀ ବିଭାଗରେ ସେୟାର କରନ୍ତୁ ,ପ୍ରଧାନମନ୍ତ୍ରୀ ନିଜ ସମ୍ବୋଧନରେ ସର୍ବଶ୍ରେଷ୍ଠ ଅନ୍ତର୍ଦୃଷ୍ଟିକୁ ସାମିଲ କରିବେ ।