ପ୍ରଧାନମନ୍ତ୍ରୀ ଓ ଇଜିପ୍ଟ ରାଷ୍ଟ୍ରପତିଙ୍କ ମଧ୍ୟରେ ସାକ୍ଷାତ
June 25th, 08:33 pm
ଜାନୁଆରୀ ୨୦୨୩ରେ ଭାରତର ଗଣତନ୍ତ୍ର ଦିବସ ସମାରୋହରେ ରାଷ୍ଟ୍ରପତି ଅଲ୍ ସିସି ଅତିଥି ଭାବେ ଯୋଗ ଦେବାକୁ ଦୁଇ ନେତା ଖୁସିର ସହିତ ସ୍ମରଣ କରିଥିଲେ ଏବଂ ଏହାପରେ ଭାରତ-ଇଜିପ୍ଟ ଦ୍ୱିପାକ୍ଷିକ ସମ୍ପର୍କ ତ୍ୱରାନ୍ୱିତ ହେବାକୁ ଉଭୟ ସ୍ୱାଗତ କରିଥିଲେ । ଦ୍ୱିପାକ୍ଷିକ ସହଯୋଗକୁ ଗତିଶୀଳ କରିବା ଲାଗି ଇଜିପ୍ଟ କ୍ୟାବିନେଟ୍ରେ ପ୍ରତିଷ୍ଠା କରାଯାଇଥିବା ‘ଇଣ୍ଡିଆ ୟୁନିଟ୍’ ବିଶେଷ ଉପଯୋଗୀ ହୋଇଥିବା ନେଇ ସେମାନେ ସହମତ ହୋଇଥିଲେ ।ଇଜିପ୍ଟର ସର୍ବୋଚ୍ଚ ସମ୍ମାନ ‘ଅର୍ଡର ଅଫ ଦ ନାଇଲ୍’ରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ
June 25th, 08:29 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଇଜିପ୍ଟର ସର୍ବୋଚ୍ଚ ସମ୍ମାନ ‘ଅର୍ଡର ଅଫ୍ ଦ ନାଇଲ୍’ରେ ସମ୍ମାନିତ କରାଯାଇଛି। ଇଜିପ୍ଟ ରାଷ୍ଟ୍ରପତି ମହାମହିମ ଶ୍ରୀ ଅବଦଲ ଫତେହ ଅଲ ସିସି ୨୫ ଜୁନ୍ ୨୦୨୩ରେ କାଏରୋସ୍ଥିତ ପ୍ରେସିଡେନ୍ସୀ ଠାରେ ଅନୁଷ୍ଠିତ ଏକ ସମାରୋହରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରିଥିଲେ।ହେଲିଓପଲିସ୍ ଯୁଦ୍ଧ ସ୍ମାରକୀ ପରିଦର୍ଶନ କରିଛନ୍ତି ପ୍ରଧାନମନ୍ତ୍ରୀ
June 25th, 04:06 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ଇଜିପ୍ଟ ଗସ୍ତ ସମୟରେ କାଇରୋରେ ଥିବା ହେଲିଓପଲିସ୍ କମନୱେଲଥ ଯୁଦ୍ଧ କବର ସ୍ଥଳୀ ପରିଦର୍ଶନ କରିଥିଲେ ।ଅଲ-ହାକିମ ମସଜିଦ ପରିଦର୍ଶନ କରିଛନ୍ତି ପ୍ରଧାନମନ୍ତ୍ରୀ
June 25th, 04:04 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ଇଜିପ୍ଟ ଗସ୍ତ ସମୟରେ କାଇରୋ ସ୍ଥିତ ଅଲ-ହାକିମ ମସଜିଦ ପରିଦର୍ଶନ କରିଛନ୍ତି ।ହାସନ ଆଲମ ହୋଲ୍ଡିଂ କମ୍ପାନୀ ସିଇଓ ଶ୍ରୀ ହାସନ ଆଲମଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
June 25th, 05:22 am
ଉଭୟେ ଅକ୍ଷୟ ଶକ୍ତି, ଗ୍ରୀନ୍ ହାଇଡ୍ରୋଜେନ୍, ଭିତ୍ତିଭୂମି ଏବଂ ନିର୍ମାଣ କ୍ଷେତ୍ରରେ ଭାରତୀୟ କମ୍ପାନୀଗୁଡ଼ିକ ସହ ଗଭୀର ସହଯୋଗର ସମ୍ଭାବନା ଉପରେ ଆଲୋଚନା କରିଥିଲେ ।ଇଜିପ୍ଟର ବିଶିଷ୍ଟ ଯୋଗ ପ୍ରଶିକ୍ଷିକା ରେମ୍ ଜବାକ୍ ଏବଂ ନାଡା ଆଡେଲଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
June 25th, 05:21 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଇଜିପ୍ଟର ଦୁଇ ବିଶିଷ୍ଟ ଯୁବ ଯୋଗ ପ୍ରଶିକ୍ଷିକା ରମ୍ ଜବାକ୍ ଏବଂ ନାଡା ଆଡେଲଙ୍କୁ କାଇରୋରେ ୨୦୨୩ ଜୁନ୍ ୨୪ରେ ସାକ୍ଷାତ କରିଛନ୍ତି ।ଇଜିପ୍ଟ ଲେଖକ ତଥା ପେଟ୍ରୋଲିୟମ ରଣନୀତିଜ୍ଞ ଶ୍ରୀ ତରେକ ହେଗିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
June 25th, 05:20 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଇଜିପ୍ଟର ପ୍ରଖ୍ୟାତ ଲେଖକ ତଥା ପେଟ୍ରୋଲିୟମ ରଣନୀତିଜ୍ଞ ଶ୍ରୀ ତରେକ ହେଗିଙ୍କୁ କାଇରୋରେ ୨୦୨୩ ଜୁନ୍ ୨୪ରେ ସାକ୍ଷାତ କରିଛନ୍ତି ।ଇଜିପ୍ଟର ଗ୍ରାଣ୍ଡ ମୁଫତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ
June 25th, 05:18 am
ପ୍ରଧାନ ଶ୍ରୀ ନରେନ୍ଦ୍ର ମୋଦୀ ୨୪ ଜୁନ୍ ୨୦୨୩ ରେ ଇଜିପ୍ଟ ଗସ୍ତ ସମୟରେ ଇଜିପ୍ଟର ଗ୍ରାଣ୍ଡ ମୁଫତି, ମହାମହିମ ଡକ୍ଟର ସାକି ଇବ୍ରାହିମ୍ ଆଲାମଙ୍କୁ ସାକ୍ଷାତ କରିଛନ୍ତି ।ଇଜିପ୍ଟରେ ଭାରତୀୟ ସମୁଦାୟ ସହିତ କଥା ହେଲେ ପ୍ରଧାନମନ୍ତ୍ରୀ
June 25th, 05:16 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଇଜିପ୍ଟକୁ ସରକାରୀ ଗସ୍ତ ସମୟରେ ୨୪ ଜୁନ୍ ୨୦୨୩ରେ ଭାରତୀୟ ସମୁଦାୟର ସଦସ୍ୟମାନଙ୍କ ସହିତ କଥା ହୋଇଛନ୍ତି ।ଇଜିପ୍ଟ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଇଜିପ୍ଟୀୟ କ୍ୟାବିନେଟ୍ର ‘‘ଭାରତ ୟୁନିଟ୍’’ ସହ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ବୈଠକ
June 25th, 05:13 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସରକାରୀ ଗସ୍ତରେ ଇଜିପ୍ଟରେ ପହଞ୍ଚିବା ପରେ ୨୪ ଜୁନ ୨୦୨୩ରେ ଇଜିପ୍ଟୀୟ କ୍ୟାବିନେଟର ‘‘ଭାରତ ୟୁନିଟ୍’’ ସହ ବୈଠକ କରିଛନ୍ତି। ଚଳିତ ବର୍ଷ ପ୍ରାରମ୍ଭରେ, ଭାରତର ସାଧାରଣତନ୍ତ୍ର ଦିବସ ୨୦୨୩ ସମାରୋହରେ ମୁଖ୍ୟ ଅତିଥି ଭାବେ ଇଜିପ୍ଟ ରାଷ୍ଟ୍ରପତି ମହାମହିମ ଅବଦେଲ ଫତେହ ଅଲ୍ ସିସି ଯୋଗ ଦେଇଥିଲେ । ତାଙ୍କର ଏହି ଗସ୍ତ ପରେ ଇଜିପ୍ଟ କ୍ୟାବିନେଟର ‘‘ଭାରତ ୟୁନିଟ୍’’ ପ୍ରତିଷ୍ଠା କରାଯାଇଥିଲା। ଇଜିପ୍ଟ ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ ମୁସ୍ତାଫା ମେଡ୍ବୌଲୀଙ୍କ ଅଧ୍ୟକ୍ଷତାରେ ଭାରତ ୟୁନିଟ୍ ଗଠନ କରାଯାଇଥିବା ବେଳେ ଏଥିରେ ବହୁସଂଖ୍ୟକ ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନେ ସଦସ୍ୟ ରହିଛନ୍ତି।Prime Minister Modi arrives in Cairo, Egypt
June 24th, 06:30 pm
Prime Minister Narendra Modi arrived in Cairo, Egypt a short while ago. In a special gesture he was received by the Prime Minister of Egypt at the airport. PM Modi was given a ceremonial welcome upon arrival.ଆମେରିକା ଏବଂ ଇଜିପ୍ଟ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି
June 20th, 07:00 am
ରାଷ୍ଟ୍ରପତି ଜୋସେଫ ବାଇଡେନ ଏବଂ ପ୍ରଥମ ଲେଡି ଡକ୍ଟର ଜିଲ ବାଇଡେନଙ୍କ ନିମନ୍ତ୍ରଣ କ୍ରମେ ମୁଁ ଆମେରିକା ଯାତ୍ରା କରୁଛି। ଏହି ବିଶେଷ ନିମନ୍ତ୍ରଣ ହେଉଛି ଆମର ଗଣତାନ୍ତ୍ରିକ ରାଷ୍ଟ୍ର ମଧ୍ୟରେ ଭାଗିଦାରୀର ଶକ୍ତି ଏବଂ ସହଯୋଗର ପ୍ରତିଫଳନ।