ବାଂଲାଦେଶର ଓରାକଣ୍ଡି ଠାକୁରବାଡିରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
March 27th, 12:44 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବାଂଲାଦେଶ ଯାତ୍ରାର ଦ୍ୱିତୀୟ ଦିନରେ ଢ଼ାକାର ଓରକାଣ୍ଡିସ୍ଥିତ ହରି ମନ୍ଦିରକୁ ଯାଇ ସେଠାରେ ପୂଜାର୍ଚ୍ଚନା କରିବା ସହ ଈଶ୍ୱରଙ୍କ ଆଶୀର୍ବାଦ ଗ୍ରହଣ କରିଥିଲେ ଏବଂ ସେଠାରେ ଆୟୋଜିତ ସାର୍ବଜନୀନ ସମ୍ବର୍ଦ୍ଧନା ସମାରୋହରେ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ସେଠାକାର ପରମ ପୂଜ୍ୟ ଠାକୁର ପରିବାରର ବଂଶଜଙଙ୍କ ସହିତ ମଧ୍ୟ ଭାବ ମିନିମୟ କରିଥିଲେ ।.ଓରକାଣ୍ଡିସ୍ଥିତ ହରି ମନ୍ଦିରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପୂଜାର୍ଚ୍ଚନା ଏବଂ ସାର୍ବଜନୀନ ସ୍ୱାଗତ ସମାରୋହରେ ଅଂଶଗ୍ରହଣ
March 27th, 12:39 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବାଂଲାଦେଶ ଯାତ୍ରାର ଦ୍ୱିତୀୟ ଦିନରେ ଢ଼ାକାର ଓରକାଣ୍ଡିସ୍ଥିତ ହରି ମନ୍ଦିରକୁ ଯାଇ ସେଠାରେ ପୂଜାର୍ଚ୍ଚନା କରିବା ସହ ଈଶ୍ୱରଙ୍କ ଆଶୀର୍ବାଦ ଗ୍ରହଣ କରିଥିଲେ ଏବଂ ସେଠାରେ ଆୟୋଜିତ ସାର୍ବଜନୀନ ସମ୍ବର୍ଦ୍ଧନା ସମାରୋହରେ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ସେଠାକାର ପରମ ପୂଜ୍ୟ ଠାକୁର ପରିବାରର ବଂଶଜଙଙ୍କ ସହିତ ମଧ୍ୟ ଭାବ ମିନିମୟ କରିଥିଲେ ।.ୟେଶୋରେଶ୍ୱରୀ କାଳୀ ଶକ୍ତିପୀଠରେ ପୂଜାର୍ଚ୍ଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
March 27th, 11:30 am
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରୀ ନରେନ୍ଦ୍ର ମୋଦୀ ବାଂଲାଦେଶର ସାତଖିରାସ୍ଥିତ ୟେଶୋରେଶ୍ୱାରୀ କାଳୀ ଶକ୍ତିପୀଠଠାରେ ପୂଜାର୍ଚ୍ଚନା କରିଛନ୍ତି । ବାଂଲାଦେଶ ଗସ୍ତର ଦ୍ୱିତୀୟ ଦିନରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଆଜି ସକାଳେ ୟେଶୋରେଶ୍ୱରୀ ଶକ୍ତିପୀଠ ଯାଇ ସେଠାରେ ପୂଜାର୍ଚ୍ଚନା କରିଥିଲେ । ପୌରାଣିକ ପରମ୍ପରା ଅନୁସାରେ ଏହ ସାତଖିରା ହେଉଛି ୫୧ ଶକ୍ତିପୀଠମାନଙ୍କ ମଧ୍ୟରୁ ଅନ୍ୟତମ । ଏହି ଅବସରରେ ପ୍ରଧାନମନ୍ତ୍ରୀ ହସ୍ତନିର୍ମିତ ସୁନାଛାଉଟିକରା ଏକ ରୁପା ମୁକୁଟ ଦେବୀ କାଳୀଙ୍କ ଠାରେ ଅର୍ପଣ କରିଥିଲେ । ସ୍ଥାନୀୟ ଜଣେ କଳାକାର ଦୀର୍ଘ ତିନି ସପ୍ତାହ ଧରି ଶ୍ରମସ୍ୱୀକାର କରି ଏହି ମୁକୁଟକୁ ନିର୍ମାଣ କରିଥିଲେ ।ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ବାଂଲାଦେଶ ଗସ୍ତ ଅବସରରେ ଭାରତ ବାଂଲାଦେଶ ପକ୍ଷରୁ ଜାରି ମିଳିତ ବିବୃତ୍ତି
March 27th, 09:18 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ବାଂଲାଦେଶ ଗସ୍ତ ଅବସରରେ ଭାରତ ବାଂଲାଦେଶ ପକ୍ଷରୁ ଜାରି ମିଳିତ ବିବୃତ୍ତିବାପୁ-ବଙ୍ଗବନ୍ଧୁ ଡିଜିଟାଲ ପ୍ରଦର୍ଶନୀକୁ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ
March 26th, 06:00 pm
ଦୁଇ ଦିନିଆ ବାଂଲାଦେଶ ଗସ୍ତ ମଧ୍ୟରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ସହିତ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମିଳିତ ଭାବେ ବାପୁ ଏବଂ ବଙ୍ଗବନ୍ଧୁ ଉପରେ ଏକ ଡିଜିଟାଲ ପ୍ରଦର୍ଶନୀକୁ ଉଦଘାଟନ କରିଛନ୍ତି । ବାପୁ ଏବଂ ବଙ୍ଗବନ୍ଧୁ ଦକ୍ଷିଣ ଏସୀୟ କ୍ଷେତ୍ରର ଦୁଇ ଉଦାହରଣୀୟ ବ୍ୟକ୍ତିତ୍ୱ, ଯାହାଙ୍କ ଚିନ୍ତାଧାରା ଏବଂ ବାର୍ତ୍ତା ବିଶ୍ଵ ସ୍ତରରେ ପ୍ରତିଧ୍ଵନିତ ହେଉଛି ।ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ବାଂଲାଦେଶ ବିଦେଶ ମନ୍ତ୍ରୀ
March 26th, 05:03 pm
ବାଂଲାଦେଶକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୁଇ ଦିନିଆ ଐତିହାସିକ ଗସ୍ତ ଅବସରରେ ବାଂଲାଦେଶର ବିଦେଶ ମନ୍ତ୍ରୀ ଡ. ଏ.କେ. ଅବଦୁଲ ମୋମେନ ତାଙ୍କୁ ସାକ୍ଷାତ କରିଛନ୍ତି। ଦୁଇ ନେତା ଉଭୟ ରାଷ୍ଟ୍ର ମଧ୍ୟରେ ଗଭୀର ବନ୍ଧୁତ୍ବପୂର୍ଣ୍ଣ ସମ୍ପର୍କ ବିଷୟରେ ଆଲୋଚନା କରିବା ସହିତ ଦୁଇ ଦେଶର ସାର୍ବଭୌମତ୍ବ, ସମାନତା, ପାରସ୍ପରିକ ବିଶ୍ବାସ ଏବଂ ବୁଝାମଣା ଉପରେ ଆଧାରିତ ବ୍ୟାପକ ଓ ରଣନୈତିକ ଭାଗିଦାରୀ ସହ ଜଡ଼ିତ ବିଷୟ ଉପରେ ଆଲୋଚନା କରିଥିଲେ।ବାଂଲାଦେଶରେ ବିରୋଧୀ ଦଳ ନେତାଙ୍କୁ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ
March 26th, 03:21 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଦୁଇ ଦିନିଆ ବାଂଲାଦେଶ ଗସ୍ତର ଅଂଶବିଶେଷରେ ବାଂଲାଦେଶର ବିଭିନ୍ନ ରାଜନୈତିକ ଦଳର ବିରୋଧୀଦଳ ନେତାଙ୍କ ସହ ସାକ୍ଷାତ ଏବଂ ଆଲୋଚନା କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଦୁଇ ଦେଶର ଦ୍ୱିପାକ୍ଷିକ ସମ୍ପର୍କ ସମ୍ବନ୍ଧୀୟ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ହୋଇଥିଲା ।