ସ୍ପେନ୍ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ଅବସରରେ ଭାରତ-ସ୍ପେନ୍ ମିଳିତ ବିବୃତି (ଅକ୍ଟୋବର ୨୮-୨୯, ୨୦୨୪)
October 28th, 06:32 pm
ଏହି ଗସ୍ତ ଦ୍ୱିପାକ୍ଷିକ ସମ୍ପର୍କକୁ ନୂତନ ରୂପ ଦେଇଛି ଏବଂ ଏହାକୁ ନୂତନ ଗତି ପ୍ରଦାନ କରିଛି ଏବଂ ବିଭିନ୍ନ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସହଯୋଗର ଏକ ନୂତନ ଯୁଗ ପାଇଁ ମଞ୍ଚ ସ୍ଥାପନ କରିଛି ବୋଲି ଦୁଇ ନେତା ଉଲ୍ଲେଖ କରିଥିଲେ। ୨୦୧୭ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସ୍ପେନ ଗସ୍ତ ପର ଠାରୁ ଦ୍ୱିପାକ୍ଷିକ ସମ୍ପର୍କର ଅଗ୍ରଗତିକୁ ନେଇ ଉଭୟ ନେତା ସନ୍ତୋଷ ବ୍ୟକ୍ତ କରିଛନ୍ତି। ଦ୍ୱିପାକ୍ଷିକ ଏଜେଣ୍ଡାକୁ ଆହୁରି ଉନ୍ନତ କରିବା ସହ ରାଜନୈତିକ, ଅର୍ଥନୈତିକ, ନିରାପତ୍ତା, ପ୍ରତିରକ୍ଷା, ଜନସାଧାରଣଙ୍କ ମଧ୍ୟରେ ଏବଂ ସାଂସ୍କୃତିକ ସହଯୋଗର ସମସ୍ତ ଦିଗରେ ସହଯୋଗ ସ୍ଥାପନ କରିବାକୁ ଉଭୟ ନେତା ସେମାନଙ୍କ ଦଳକୁ ନିର୍ଦ୍ଦେଶ ଦେଇଛନ୍ତି।ଗ୍ରୀସ୍ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରେସ୍ ବିବୃତି
February 21st, 01:30 pm
ପ୍ରଧାନମନ୍ତ୍ରୀ ମିତସୋ-ତାକିସ୍ ଏବଂ ତାଙ୍କ ପ୍ରତିନିଧି ଦଳକୁ ଭାରତରେ ସ୍ୱାଗତ କରି ମୁଁ ଅତ୍ୟନ୍ତ ଆନନ୍ଦିତ । ଗତବର୍ଷ ଗ୍ରୀସ୍ ଗସ୍ତ ପରେ ତାଙ୍କର ଭାରତ ଗସ୍ତ ଦୁଇ ଦେଶ ମଧ୍ୟରେ ରଣନୈତିକ ଭାଗିଦାରୀକୁ ସୁଦୃଢ଼ କରିବାର ସଙ୍କେତ। ଏବଂ ଷୋହଳ ବର୍ଷ ର ବ୍ୟବଧାନ ପରେ ଗ୍ରୀସ୍ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ ନିଶ୍ଚିତ ଭାବରେ ଏକ ଐତିହାସିକ ଅବସର ।