PM Modi addresses public meetings at West Bengal’s Bardhaman, Kalyani and Barasat
April 12th, 11:59 am
PM Modi addressed three mega rallies in West Bengal’s Bardhaman, Kalyani and Barasat today. Speaking at the first rally the PM said, “Two things are very popular here- rice and mihi dana. In Bardhaman, everything is sweet. Then tell me why Didi doesn't like Mihi Dana. Didi's bitterness, her anger is increasing every day because in half of West Bengal's polls, TMC is wiped out. People of Bengal hit so many fours and sixes that BJP has completed century in four phases of assembly polls.”‘କ୍ୟାଚ୍ ଦ ରେନ୍’ ଅଭିଯାନର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
March 22nd, 12:06 pm
ବିଶ୍ୱ ଜଳଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ବ୍ୟବସ୍ଥାରେ ‘ଜଳଶକ୍ତି ଅଭିଯାନ’ର ‘କ୍ୟାଚ ଦି ରେନ୍’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ କେନ୍-ବେଟୁଆ ନଦୀ ସଂଯୋଗ ପାଇଁ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଏବଂ ଉତ୍ତର ପ୍ରଦେଶ ଓ ମଧ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଏକ ଐତିହାସିକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ନଦୀ ସଂଯୋଗ ଯୋଜନାରେ ଜାତୀୟସ୍ତରର ଏହା ପ୍ରଥମ ପ୍ରକଳ୍ପ ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଆଜି ମଧ୍ୟ ଏହି ଅବସରରେ ପ୍ରଧାନମନ୍ତ୍ରୀ ରାଜସ୍ଥାନ, ଉତ୍ତରାଖଣ୍ଡ, କର୍ଣ୍ଣାଟକ, ମହାରାଷ୍ଟ୍ର ଓ ଗୁଜରାଟର ସରପଞ୍ଚ ଓ ୱାର୍ଡ ପଞ୍ଚମାନଙ୍କ ସହ ମତବିନିମୟ କରିଛନ୍ତି ।ବିଶ୍ୱ ଜଳ ଦିବସରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ‘ଜଳଶକ୍ତି ଅଭିଯାନ: ‘କ୍ୟାଚ ଦି ରେନ’ କାର୍ଯ୍ୟକ୍ରମର ଶୁଭାରମ୍ଭ
March 22nd, 12:05 pm
ବିଶ୍ୱ ଜଳଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ବ୍ୟବସ୍ଥାରେ ‘ଜଳଶକ୍ତି ଅଭିଯାନ’ର ‘କ୍ୟାଚ ଦି ରେନ୍’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ କେନ୍-ବେଟୁଆ ନଦୀ ସଂଯୋଗ ପାଇଁ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଏବଂ ଉତ୍ତର ପ୍ରଦେଶ ଓ ମଧ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଏକ ଐତିହାସିକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ନଦୀ ସଂଯୋଗ ଯୋଜନାରେ ଜାତୀୟସ୍ତରର ଏହା ପ୍ରଥମ ପ୍ରକଳ୍ପ ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଆଜି ମଧ୍ୟ ଏହି ଅବସରରେ ପ୍ରଧାନମନ୍ତ୍ରୀ ରାଜସ୍ଥାନ, ଉତ୍ତରାଖଣ୍ଡ, କର୍ଣ୍ଣାଟକ, ମହାରାଷ୍ଟ୍ର ଓ ଗୁଜରାଟର ସରପଞ୍ଚ ଓ ୱାର୍ଡ ପଞ୍ଚମାନଙ୍କ ସହ ମତବିନିମୟ କରିଛନ୍ତି ।ଭାରତ ଏବଂ ବାଙ୍ଗଲାଦେଶ ମଧ୍ୟରେ ‘ମୈତ୍ରୀ ସେତୁ’ର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
March 09th, 11:59 am
ତ୍ରିପୁରାର ରାଜ୍ୟପାଳ ଶ୍ରୀ ରମେଶ ବୈଶ ମହାଶୟ, ଜନପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ବିପ୍ଳବ ଦେବ ମହାଶୟ, ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ ଜିଷ୍ଣୁ ଦେବ ବର୍ମା ମହାଶୟ, ରାଜ୍ୟ ସରକାରଙ୍କର ସମସ୍ତ ମନ୍ତ୍ରୀ, ସାଂସଦ ଏବଂ ବିଧାୟକଗଣ ଏବଂ ତ୍ରିପୁରାର ମୋର ପ୍ରିୟ ଭାଇ ଓ ଭଉଣୀମାନେ! ଆପଣ ସମସ୍ତଙ୍କୁ ପରିବର୍ତନ ପାଇଁ, ତ୍ରିପୁରାର ବିକାଶ ଯାତ୍ରାର 3 ବର୍ଷ ପୂରଣ ହେବା ଉପଲକ୍ଷେ ବହୁତ-ବହୁତ ଶୁଭେଚ୍ଛା!ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଭାରତ-ବାଂଲାଦେଶ ମଧ୍ୟରେ ମୈତ୍ରୀ ସେତୁ ଉଦ୍ଘାଟିତ
March 09th, 11:58 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନ୍ଫରେନ୍ସିଂ ବ୍ୟବସ୍ଥାରେ ଭାରତ-ବାଂଲାଦେଶ ମଧ୍ୟରେ ମୈତ୍ରୀ ସେତୁକୁ ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ସେ ମଧ୍ୟ ତ୍ରିପୁରାରେ ଅନେକ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ କରିଥିବାବେଳେ କେତେକକୁ ଉଦ୍ଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ତ୍ରିପୁରାର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତାର ପ୍ରସାରଣ କରାଯାଇଥିଲା ।Rs 1.70 lakh crore relief package announced for the poor to help them fight against Corona Virus
March 26th, 05:42 pm
Finance Minister Nirmala Sitharaman announced Rs 1.70 lakh crore relief package under Pradhan Mantri Garib Kalyan Yojana for the poor to help them fight against Corona Virus menace.English rendering of Prime Minister’s reply to the Motion of thanks on President’s address in the Rajya Sabha on 26 June, 2019
June 26th, 02:01 pm
PM Modi replied to the motion of thanks on the President’s address, in Rajya Sabha. The Prime Minister said that the mandate of the 2019 Lok Sabha elections showcases the desire of the citizens for stability. He added that the trend of electing stable governments is now being seen in various States.ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଉପରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ
June 26th, 02:00 pm
ଆଜି ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଉପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବକ୍ତବ୍ୟ ରଖିଛନ୍ତି ।ପ୍ରଧାନମନ୍ତ୍ରୀଙ୍କ 52ତମ “ମନ୍ କି ବାତ୍’ ସଂସ୍କରଣ
January 27th, 11:30 am
ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଚଳିତ ମାସ 21 ତାରିଖ ଦିନ ଆମ ଦେଶକୁ ଗୋଟିଏ ଗଭୀର ଶୋକ ସମ୍ବାଦ ମିଳିଲା । କର୍ଣ୍ଣାଟକର ଟୁମକୁର୍ ଜିଲ୍ଲାର ଶ୍ରୀ ସିଦ୍ଧଗଙ୍ଗା ମଠର ଡକ୍ଟର ଶ୍ରୀ ଶ୍ରୀ ଶ୍ରୀ ଶିବକୁମାର ସ୍ୱାମୀଜୀ ଆମଠାରୁ ଚିର ବିଦାୟ ନେଲେ ।Congress and TRS are playing a friendly match in Telangana: PM Modi
November 27th, 12:08 pm
Prime Minister Narendra Modi today addressed two major public meetings in Nizamabad and Mahabubnagar in Telangana. The rallies saw PM Modi thanking the BJP supporters across all the election-bound states for their faith and support for his government.TRS same as Congress: PM Modi in Telangana
November 27th, 12:00 pm
Prime Minister Narendra Modi today addressed two major public meetings in Nizamabad and Mahabubnagar in Telangana. The rallies saw PM Modi thanking the BJP supporters across all the election-bound states for their faith and support for his government.ଆସନ୍ତୁ ,ଆମେ ଆମର ଅନ୍ତର୍ମନର ଶକ୍ତିକୁ ଦେଶର ସାମୁହିକ ଶକ୍ତିରେ ପରିବର୍ତ୍ତନ କରିବା :ପ୍ରଧାନମନ୍ତ୍ରୀ ମୋଦୀ
April 29th, 11:30 am
ନିଜର 'ମନ କି ବାତ' କାର୍ଯ୍ୟକ୍ରମ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ 2018 ରାଜ୍ୟଗୋଷ୍ଟି କ୍ରୀଡ଼ାରେ ଭାରତୀୟ ଖେଳାଳୀମାନଙ୍କ ଉତ୍କୃଷ୍ଟ ପ୍ରଦର୍ଶନ ,ଜଳ ସଂରକ୍ଷଣ ,ଗୁରୁଦେବ ରବିନ୍ଦ୍ରନାଥ ଟାଗୋର ,ପୋଖରାନ ପରୀକ୍ଷଣର 20 ବର୍ଷ ଏବଂ ସମାଜର ଦୁର୍ବଳ ଶ୍ରେଣୀଙ୍କ ଉତ୍ଥାନ ଲାଗି ଡକ୍ଟର ବାବାସାହେବ ଆମ୍ୱେଦକରଙ୍କ ପ୍ରତିବଦ୍ଧତା ସମେତ ବିଭିନ୍ନ ପ୍ରସଙ୍ଗରେ ଉଲ୍ଲେଖ କରିଛନ୍ତି । ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ ସ୍ଵଚ୍ଛ ଭାରତ ଗ୍ରୀଷ୍ମଛୁଟି ଇଣ୍ଟର୍ଣ୍ଣସିପ କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ମଧ୍ୟ ଆହ୍ୱାନ କରିଛନ୍ତି ।Cabinet approves Central Sector "Integrated Scheme for Development of Silk Industry" for sericulture sector
March 21st, 09:48 pm
The Cabinet Committee on Economic Affairs chaired by the Prime Minister Shri Narendra Modi, has given its approval for Central Sector Scheme - Integrated Scheme for Development of Silk Industry for the next three years from 2017-18 to 2019-20.ଜାତୀୟ ବ୍ୟବସ୍ଥାପକ ସମ୍ମେଳନରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
March 10th, 11:09 am
ଆଦରଣୀୟ ସୁମିତ୍ରା ମହାଜନ ମହାଶୟା, ମନ୍ତ୍ରୀ ପରିଷଦର ମୋର ସାଥୀ ଶ୍ରୀମାନ ଆନନ୍ଦ କୁମାର, ଉପ ବାଚସ୍ପତି ଶ୍ରୀମାନ ଥାମ୍ବିଦୁରାଇ ମହାଶୟ, ସାରା ଦେଶରୁ ଆସିଥିବା ସମସ୍ତ ବିଧାନସଭାର ଆଦରଣୀୟ ବାଚସ୍ପତି ମହୋଦୟ, ସବୁ ରାଜନୈତିକ ଦଳର ସମସ୍ତ ବରିଷ୍ଠ ନେତାଗଣ, ସାଂସଦଗଣ, ବିଧାୟକଗଣ ।ସଂସଦର କେନ୍ଦ୍ରୀୟ କକ୍ଷରେ ଜାତୀୟ ବ୍ୟବସ୍ଥାପକ ସମ୍ମିଳନୀକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
March 10th, 11:00 am
ସଂସଦର କେନ୍ଦ୍ରୀୟ କକ୍ଷରେ ଆଜି ଅନୁଷ୍ଠିତ ଜାତୀୟ ବ୍ୟବସ୍ଥାପକ ସମ୍ମିଳନୀକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସମ୍ବୋଧନ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, “ପ୍ରତ୍ୟେକ ରାଜ୍ୟରେ କେତେକ ଜିଲ୍ଲା ରହିଛି ଯେଉଁଠାରେ କି ଉନ୍ନୟନର ପରିମାପକ ଅତ୍ୟନ୍ତ ଶକ୍ତିଶାଳୀ । ଆମେ ଏମାନଙ୍କଠାରୁ ଶିକ୍ଷା ଲାଭ କରିପାରିବା ଏବଂ ଦୁର୍ବଳ ଜିଲ୍ଲାମାନଙ୍କରେ ସେହି ଅନୁଯାୟୀ କାର୍ଯ୍ୟ କରିପାରିବା ।ପୁଡୁଚେରୀରେ କଂଗ୍ରେସ ସରକାର ବିକାଶ ଉପରେ ଧ୍ୟାନ କେନ୍ଦ୍ରିତ ନକରି ସେଠାକାର ଲୋକମାନଙ୍କ ସହିତ ଅନ୍ୟାୟ କରିଛନ୍ତି :ପ୍ରଧାନମନ୍ତ୍ରୀ ମୋଦୀ
February 25th, 02:56 pm
ପ୍ରଧାନମନ୍ତ୍ରୀ ମୋଦୀ ପୁଡୁଚେରୀରେ ଏକ ଜନସଭାକୁ ସମ୍ବୋଧିତ କରିବା ଅବସରରେ କହିଲେ ,''ଆମର ପ୍ରଥମ ପ୍ରଧାନମନ୍ତ୍ରୀ ପାଖାପାଖି 17 ବର୍ଷ ଧରି ଦେଶର ଶାସନ ଭାର ସମ୍ଭାଳିଥିଲେ । ତା'ପରେ ତାଙ୍କ ଝିଅ ପାଖାପାଖି 14 ବର୍ଷ ପର୍ଯ୍ୟନ୍ତ ସମ୍ଭାଳିଥିଲେ । ତାଙ୍କ ପୁତ୍ର ମଧ୍ୟ 5 ବର୍ଷ ପ୍ରଧାନମନ୍ତ୍ରୀ ଥିଲେ । ସେହି ପରିବାର ପାଖେ ଦୀର୍ଘ ସମୟଧରି ଦେଶ ଶାସନର ରିମୋର୍ଟ କଣ୍ଟ୍ରୋଲ ଥିଲା । ଏପରି ଭାବେ ଦେଖାଯାଏ ତ ଗୋଟିଏ ପରିବାର ପାଖେ ପାଖାପାଖି 48 ବର୍ଷ ପର୍ଯ୍ୟନ୍ତ ଏହି ଦେଶକୁ ଶାସନ କରିଛନ୍ତି ।''ପୁଡୁଚେରୀରେ ଏକ ଜନସଭାକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ମୋଦୀ
February 25th, 02:53 pm
ପୁଡୁଚେରୀରେ ଏକ ଜନସଭାକୁ ସମ୍ବୋଧିତ କରିବା ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କଂଗ୍ରେସ ଦଳ ଉପରେ ଇଙ୍ଗିତ କରି କହିଲେ ଯେ ,'' ଆମର ପ୍ରଥମ ପ୍ରଧାନମନ୍ତ୍ରୀ ପାଖାପାଖି 17 ବର୍ଷ ଶାସନରେ ଥିଲେ ,ପାଖାପାଖି 14 ବର୍ଷ ପାଇଁ ତୃତୀୟ ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ପୁତ୍ର ମଧ୍ୟ ପାଞ୍ଚ ବର୍ଷ ପ୍ରଧାନମନ୍ତ୍ରୀ ହୋଇଥିଲେ । ଗୋଟିଏ ହିଁ ପରିବାର ହାତରେ ଦୀର୍ଘ ସମୟ ଧରି ଶାସନର ରିମୋଟ କଣ୍ଟ୍ରୋଲ ଥିଲା । ଯଦି ମୋଟ ଭାବେ ଗଣନା କରାଯାଏ ତ ଏହି ପରିବାର ପାଖାପାଖି 48 ବର୍ଷ ଧରି ଏହି ଦେଶକୁ ଶାସନ କରିଛନ୍ତି !''ପ୍ରଧାନମନ୍ତ୍ରୀ ମୋଦୀ ତ୍ରିପୁରାରେ ଜନସଭାକୁ ସମ୍ବୋଧିତ କଲେ
February 15th, 02:59 pm
ପ୍ରଧାନମନ୍ତ୍ରୀ ମୋଦୀ ଆଜି ରାଜ୍ୟରେ କୁଶାସନ ପାଇଁ ତ୍ରିପୁରାର ବାମପନ୍ଥୀ ସରକାରଙ୍କ ଆଲୋଚନା କଲେ । ସେ କହିଲେ ଯେ କମ୍ୟୁନିଷ୍ଟ ଦଳର ସରକାରରେ ରାଜ୍ୟରେ ଅଧିକ ହିଂସା ହୁଏ । ପ୍ରଧାନମନ୍ତ୍ରୀ ମୋଦୀ କହିଲେ ଯେ କମ୍ୟୁନିଷ୍ଟ ଦଳ 'ଗଣତନ୍ତ୍ର' ରେ ଭରସା କରେ ନାହିଁ ,ସେମାନେ ହିଂସା ଏବଂ ଗନତନ୍ତ୍ରରେ ଭରସା କରେ ।ସୋସିଆଲ ମିଡିଆ କର୍ଣ୍ଣର ଜୁନ 2 2017
June 02nd, 07:51 pm
ସୋସିଆଲ ମିଡିଆରୁ ଗଭରନାନ୍ସ ଅପଡେଟର ପ୍ରତିଦିନ ଡୋଜ । ଗଭରନାନ୍ସରେ ଆପଣଙ୍କ ଟ୍ୱିଟ ଏଠାରେ ପ୍ରତିଦିନ ପାଇପାରିବେ । ପଢନ୍ତୁ ଏବଂ ସେର କରନ୍ତୁ ।Manipur Can Contribute Immensely To India's Development: PM Modi
February 25th, 01:33 pm
PM Modi addressed a huge public meeting in Imphal, Manipur. PM highlighted that the NDA Govt at the Centre was committed towards the development of eastern India. He attacked Congress for not undertaking welfare measures for Manipur and for being indulged in corruption. Shri Modi spoke about the Naga accord and assured people of Manipur that territorial integrity of the state would be maintained.