ଅଗଷ୍ଟ ୧୧ରେ ପ୍ରଧାନମନ୍ତ୍ରୀ ୧୦୯ ହାଇୟଲ୍ଡିଙ୍ଗ (ଅଧିକ ଉତ୍ପାଦନକ୍ଷମ), ପରିବେଶ ଅନୁକୂଳ ଏବଂ ପୋଷକ ଭିତ୍ତିକ ଶସ୍ୟର ଉନ୍ମୋଚନ କରିବେ
August 10th, 02:07 pm
ପ୍ରଧାନମନ୍ତ୍ରୀ ୧୦୯ ଭେରାଇଟିର ୬୧ଟି ଶସ୍ୟ ଉନ୍ମୋଚନ କରିବେ ଯାହା ମଧ୍ୟରେ ୩୪ କ୍ଷେତ୍ର ଫସଲ ଏବଂ ୨୭ଟି ଉଦ୍ୟାନ ଫସଲ ରହିଛି । କ୍ଷେତ୍ର ଫସଲ ମଧ୍ୟରେ ବାଜରା, ଗୋଖାଦ୍ୟ ଫସଲ, ତୈଳବୀଜ, ଡାଲି ଜାତୀୟ ଶସ୍ୟ, ଆଖୁ, କପା, ତନ୍ତୁ ଏବଂ ଅନ୍ୟାନ୍ୟ ସମ୍ଭାବିତ ଫସଲ ଭଳି ଡାଲି ଜାତୀୟ ଫସଲ ଉନ୍ମୋଚନ ହେବ । ଉଦ୍ୟାନ ଶସ୍ୟ ମଧ୍ୟରେ ବିଭିନ୍ନ ପ୍ରକାରର ଫଳ, ପନିପରିବା, ବୃକ୍ଷରୋପଣ, ଆଳୁ ଜାତୀୟ, ମସଲା, ଫୁଲ ଏବଂ ଔଷଧୀୟ ଫସଲ ଉନ୍ମୋଚନ ହେବ ।ରାଣୀ ଲକ୍ଷ୍ମୀବାଈ କେନ୍ଦ୍ରୀୟ କୃଷି ବିଶ୍ଵବିଦ୍ୟାଳୟର କଲେଜ ଏବଂ ପ୍ରଶାସନିକ କୋଠା ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ
August 28th, 08:49 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି 12.30 ସମୟରେ ରିମୋଟ ଭିଡିଓ କନଫରେନ୍ସ ମାଧ୍ୟମରେ ରାଣୀ ଲକ୍ଷ୍ମୀବାଈ କେନ୍ଦ୍ରୀୟ କୃଷି ବିଶ୍ଵବିଦ୍ୟାଳୟର କଲେଜ ଏବଂ ପ୍ରଶାସନିକ କୋଠାକୁ ଉଦ୍ଘାଟନ କରିବେ ।Cabinet approves one time relaxation in the cost norms and guidelines of MIDH
October 27th, 06:44 pm
Cabinet chaired by PM approved relaxation of MIDH cost norms for implementation of Special package for J&K towards restoration of damaged horticulture areas and development of horticulture in State. The move will benefit about 21,000 orchardists located in more than 491 villages where horticulture areas of more than 5200 ha was severely damaged by floods/landslides in Sept 2014.