ଜନତାଙ୍କ ଗହଣରେ ରହିବା ଏବଂ ସେମାନଙ୍କ ସହିତ ଜଡିତ ରହିବାରେ ମତେ ଅଧିକ ଶକ୍ତି ମିଳେ :ପ୍ରଧାନମନ୍ତ୍ରୀ ମୋଦୀ
July 03rd, 12:41 pm
ସମ୍ପ୍ରତି ଏକ ସାକ୍ଷାତକାରରେ ,ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ସରକାରଙ୍କ ଧ୍ୟାନ ବିକାଶ ଏବଂ ସୁଶାସନ ଉପରେ ରହିଛି । ସେ କହିଛନ୍ତି ଯେ ଅର୍ଥଶାସ୍ତ୍ର ,ସୁରକ୍ଷା ,ସାମାଜିକ ନ୍ୟାୟ ,ବିଦେଶୀ ନୀତି ଭଳି ବିଭିନ୍ନ ମାପଦଣ୍ଡରେ ସରକାର ଅଧିକ ଭଲ ପ୍ରଦର୍ଶନ କରିଛନ୍ତି ।ନେଦେରଲାଣ୍ଡ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରେସ ବିବୃତି
June 27th, 04:09 pm
ପ୍ରଧାନମନ୍ତ୍ରୀ ମୋଦୀ ଏବଂ ନେଦେରଲାଣ୍ଡ ପ୍ରଧାନମନ୍ତ୍ରୀ ରୁଟଲେ ମଧ୍ୟରେ ଦ୍ୱିପାକ୍ଷିକ ଏବଂ ଅନ୍ତଃରାଷ୍ଟ୍ରୀୟ ଗୁରୁତ୍ୱ ଉପଲେ ଆଲୋଚନା ହେବ । ସଂଯୁକ୍ତ ପ୍ରେସ ବକ୍ତବ୍ୟ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଲେ ,''ବିଶ୍ୱ ଆଭ୍ୟନ୍ତରୀଣ-ନିର୍ଭର ଏବଂ ଆଭ୍ୟନ୍ତରୀଣ- ସଂଯୋଗ । ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ପ୍ରସଙ୍ଗ ଏବଂ ବିଶ୍ୱର ପ୍ରମୁଖ ବିଷୟରେ ଆଲୋଚନା ହେବ । ପ୍ରଧାନମନ୍ତ୍ରୀ ନେଦେରଲାଣ୍ଡକୁ ଭାରତର ଆର୍ଥିକ ବିକାଶର ଏକ ପ୍ରାକୃତିକ ଭାଗିଦାରୀ ବୋଲି କହିଲେ ଏବଂ ବଢୁଥିବା ବ୍ୟବସାୟିକ ସମ୍ପର୍କ ଉପରେ ଗୁରୁତ୍ୱ ଦେଇଥିଲେ ।ପର୍ତ୍ତୁଗାଲ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ ଅବସରରେ ଗଣମାଧ୍ୟମକୁ ପ୍ରଧାନମନ୍ତ୍ରୀଙ୍କ ବିବୃତି
January 07th, 07:16 pm
PM Modi & PM Costa of Portugal held extensive discussions to further the bilateral ties between India and Portugal. At the joint press briefing, PM Modi said that India and Portugal have built a modern bilateral partnership. PM Modi added that partnership being forged between Start-up Portugal and Start-up India will help us in our mutual quest to innovate and progress. Shri Modi also thanked PM Costa for Portugal’s consistent support for India’s permanent membership of the UN Security Council.Social Media Corner – 27th June
June 27th, 08:39 pm
Social Media Corner – 27th JuneIndia joins Missile Technology Control Regime
June 27th, 12:18 pm
PM Modi meets the US President, Barack Obama
June 08th, 02:05 am