We are against war, but peace is not possible without strength: PM Modi in Kargil

October 24th, 02:52 pm

Keeping in with his tradition of spending Diwali with armed forces, the PM Modi spent this Diwali with the forces in Kargil. Addressing the brave jawans, the Prime Minister said that the reverence for the soil of Kargil always draws him towards the brave sons and daughters of the armed forces.

PM celebrates Diwali with Armed Forces in Kargil

October 24th, 11:37 am

Keeping in with his tradition of spending Diwali with armed forces, the PM Modi spent this Diwali with the forces in Kargil. Addressing the brave jawans, the Prime Minister said that the reverence for the soil of Kargil always draws him towards the brave sons and daughters of the armed forces.

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅଲିଗଡରେ ରାଜା ମହେନ୍ଦ୍ର ପ୍ରତାପ ସିଂହ ରାଜ୍ୟ ବିଶ୍ୱବିଦ୍ୟାଳୟର ଭିତିପ୍ରସ୍ତର ସ୍ଥାପନ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ ।

September 14th, 12:01 pm

ଉତର ପ୍ରଦେଶର ରାଜ୍ୟପାଳ ଶ୍ରୀମତି ଆନନ୍ଦି ବେନ୍ ପଟେଲ ଜୀ, ଉତର ପ୍ରଦେଶର ଯଶସ୍ୱୀ ଏବଂ ତେଜସ୍ୱୀ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜୀ, ଉପମୁଖ୍ୟମନ୍ତ୍ରୀ ଦୀନେଶ ଶର୍ମା ଜୀ, ଉତର ପ୍ରଦେଶ ସରକାରର ମନ୍ତ୍ରୀଗଣ, ଅନ୍ୟାନ୍ୟ ସାଂସଦଗଣ, ବିଧାୟକଗଣ ଏବଂ ଅଲିଗଡର ମୋର ପ୍ରିୟ ଭାଇ ଓ ଭଉଣୀମାନେ ।

ପ୍ରଧାନମନ୍ତ୍ରୀ ଆଲିଗଡରେ ଥିବା ରାଜା ମହେନ୍ଦ୍ର ପ୍ରତାପ ସିଂହ ରାଜ୍ୟ ବିଶ୍ୱବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି

September 14th, 11:45 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଲିଗଡରେ ଥିବା ରାଜା ମହେନ୍ଦ୍ର ପ୍ରତାପ ସିଂହ ରାଜ୍ୟ ବିଶ୍ୱବିଦ୍ୟାଳୟର ଭିତ୍ତିପ୍ରସ୍ତର ପକାଇଛନ୍ତି । ସେ ଉତ୍ତରପ୍ରଦେଶ ପ୍ରତିରକ୍ଷା ଶିଳ୍ପ କରିଡରର ଆଲିଗଡ ନୋଡର ପ୍ରଦର୍ଶନୀ ମଡେଲ ଏବଂ ରାଜା ମହେନ୍ଦ୍ର ପ୍ରତାପ ସିଂହ ରାଜ୍ୟ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରିଛନ୍ତି ।

74ତମ ସ୍ୱାଧୀନତା ଦିବସ ସମାରୋହ-ଅଗଷ୍ଟ 15, 2020 ଅବସରରେ ଲାଲକିଲ୍ଲାର ପ୍ରାଚୀରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

August 15th, 02:49 pm

ଆଜି ଆମେ ସ୍ୱାଧୀନ ଭାରତରେ ଶାନ୍ତିରେ ନିଶ୍ୱାସ ନେଉଛୁ, ଏହା ପଛରେ ମା’ ଭାରତୀଙ୍କ ଲକ୍ଷ ଲକ୍ଷ ସନ୍ତାନଙ୍କ ତ୍ୟାଗ, ବଳିଦାନ ଓ ଦେଶକୁ ସ୍ୱାଧୀନ କରିବା ଲାଗି ସମର୍ପଣ ରହିଛି । ଆଜି ସେ ସମସ୍ତ ସ୍ୱାଧୀନତା ସଂଗ୍ରାମୀ, ବୀର ଯୋଦ୍ଧା ଓ ଶହୀଦମାନଙ୍କୁ ପ୍ରଣାମ କରିବାର ପର୍ବ ।

74ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାର ପ୍ରାଚୀର ଉପରୁ ରାଷ୍ଟ୍ର ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍‌ବୋଧନ

August 15th, 02:38 pm

ମୋର ପ୍ରିୟ ଦେଶବାସୀ, ଆଜିର ଏହି ଶୁଭ ଅବସରରେ ଆପଣମାନଙ୍କୁ ମୁଁ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରୁଛି ।

India celebrates 74th Independence Day

August 15th, 07:11 am

Prime Minister Narendra Modi addressed the nation on the occasion of 74th Independence Day. PM Modi said that 130 crore countrymen should pledge to become self-reliant. He said that it is not just a word but a mantra for 130 crore Indians. “Like every young adult in an Indian family is asked to be self-dependent, India as nation has embarked on the journey to be Aatmanirbhar”, said the PM.

"କଂଗ୍ରେସ ସରକାର ସର୍ବଦା ଲୋକମାନଙ୍କ ଚିନ୍ତା ଦୂର କରିବା ଏବଂ ସେମାନଙ୍କ ଜୀବନକୁ ସହଜ କରିବାରେ ବିଫଳ ରହିଆସିଛି :ପ୍ରଧାନମନ୍ତ୍ରୀ ମୋଦୀ "

May 03rd, 12:02 pm

ଶିଖରରେ ଏକ ରାଲିରେ ଜନତାଙ୍କୁ ସମ୍ବୋଧିତ କରିବା ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ,ରାଜସ୍ଥାନରେ କଂଗ୍ରେସ ସରକାର ଜନତାଙ୍କୁ ଦେଇଥିବା ପ୍ରତିଶୃତିକୁ ପୁରା କରିବାରେ ବିଫଳ ହୋଇଛନ୍ତି ଏବଂ କଂଗ୍ରେସ ସରକାର ସର୍ବଦା ଲୋକମାନଙ୍କ ଚିନ୍ତା ଦୂର କରିବା ଏବଂ ସେମାନଙ୍କ ଜୀବନକୁ ସହଜ କରିବାରେ ବିଫଳ ରହିଆସିଛି ।

"ପ୍ରଥମେ କଂଗ୍ରେସ ଆମର ସର୍ଜିକାଲ ଷ୍ଟ୍ରାଇକର ମଜାକ ଉଡ଼ାଇଲେ ଏବଂ ଏବେ ଦାବି କରୁଛନ୍ତି ଯେ ,ନିଜେ ସତ୍ତାରେ ଥିଲା ବେଳେ ଏଭଳି 6ଟି ଷ୍ଟ୍ରାଇକ କରିଥିଲେ : ପ୍ରଧାନମନ୍ତ୍ରୀ ମୋଦୀ "

May 03rd, 12:01 pm

ରାଜସ୍ଥାନର ହିଦୌନରେ ଏକ ରାଲିରେ ,ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସର ସମାଲୋଚନା କରି କହିଛନ୍ତି ,''ପ୍ରଥମେ କଂଗ୍ରେସ ଆମର ସର୍ଜିକାଲ ଷ୍ଟ୍ରାଇକର ମଜାକ ଉଡ଼ାଇଲେ ଏବଂ ଏବେ ଦାବି କରୁଛନ୍ତି ଯେ ,ନିଜେ ସତ୍ତାରେ ଥିଲା ବେଳେ ଏଭଳି 6ଟି ଷ୍ଟ୍ରାଇକ କରିଥିଲେ । ପ୍ରଥମେ ସେମାନେ ମଜାକ ଉଡ଼ାଇଲେ ,ସେମାନେ ପୁଣି ବିରୋଧ କଲେ ଏବଂ ଏବେ ସେମାନେ କହୁଛନ୍ତି ମିଟୁ' ,ମି ଟୁ' ।

"ରାଜସ୍ଥାନ ପୁଣିଥରେ ବିଜେପିକୁ ଚାହୁଁଛି : ରାଜସ୍ଥାନରେ ପ୍ରଧାନମନ୍ତ୍ରୀ ମୋଦୀ "

May 03rd, 12:00 pm

ରାଜସ୍ଥାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମେଗା ରାଲିକୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ସେ କଂଗ୍ରେସ ଏବଂ ମହାମେଣ୍ଟରେ ସେମାନଙ୍କ ଭୁଲ ଶାସନ ବିଷୟରେ ଉଲ୍ଲେଖ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ସଶସ୍ତ୍ର ବଳକୁ ଅପମାନ କରିଥିବା ନେଇ ବିରୋଧୀଙ୍କ ସମାଲୋଚନା କରିଛନ୍ତି । ସେ ବିରୋଧୀଙ୍କ ସମାଲୋଚନା କରି କହିଛନ୍ତି ,ବିରୋଧୀ ପ୍ରଥମେ ସର୍ଜିକାଲ ଷ୍ଟ୍ରାଇକ ଉପରେ ପ୍ରଶ୍ନ ଉଠାଇଛନ୍ତି ,ଦ୍ୱିତୀୟରେ ଏହାର ବିରୋଧ କରିବା ଏବଂ ତୃତୀୟରେ ,ଏହା ମଧ୍ୟ ଦାବି କରିଥିଲେ ଯେ ସେମାନେ ସତ୍ତାରେ ଥିଲାବେଳେ ଏଭଳି ଷ୍ଟ୍ରାଇକ କରିଥିଲେ ।

ବାଲିଷ୍ଟିକ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ପାଇଁ ପ୍ରତିରକ୍ଷା ବୈଜ୍ଞାନିକମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

March 02nd, 09:10 pm

Hearty congratulations to our defence scientists for the successful demonstration of ballistic missile defence capability.With this, India joins the select group of five nations with such capability- a proud moment for the entire country., the Prime Minister said.

ସୋସିଆଲ ମିଡିଆ କର୍ଣ୍ଣର 2 ମାର୍ଚ୍ଚ 2017

March 02nd, 08:13 pm

ସୋସିଆଲ ମିଡିଆରୁ ଗଭରନାନ୍ସ ଅପଡେଟର ପ୍ରତିଦିନ ଡୋଜ । ଗଭରନାନ୍ସରେ ଆପଣଙ୍କ ଟ୍ୱିଟ ଏଠାରେ ପ୍ରତିଦିନ ପାଇପାରିବେ । ପଢନ୍ତୁ ଏବଂ ସେର କରନ୍ତୁ ।

BJP Is the Only Ray of Hope for Development of Uttar Pradesh: PM Modi

February 15th, 02:25 pm

Prime Minister Narendra Modi addressed a large gathering in Kannauj, Uttar Pradesh. PM Modi alleged that the SP government had only helped increasing crime and corruption in the state. He said, “What is 'UP' in Uttar Pradesh are crime rates, migration of youth for jobs, corruption, riots, poverty, mortality rate, school dropouts.”