ବ୍ରିଟେନର ପ୍ରଧାନମନ୍ତ୍ରୀ ମାନ୍ୟବର ବୋରିସ୍ ଜନସନଙ୍କ ସହ ପ୍ରଧାନମନ୍ତ୍ରୀ ଟେଲିଫୋନରେ କଥା ହୋଇଛନ୍ତି

October 11th, 06:48 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବ୍ରିଟେନର ପ୍ରଧାନମନ୍ତ୍ରୀ ମାନ୍ୟବର ବୋରିସ୍ ଜନସନଙ୍କ ସହ ଟେଲିଫୋନରେ କଥା ହୋଇଛନ୍ତି ।

ପ୍ରଧାନମନ୍ତ୍ରୀ ଫ୍ରାନ୍ସର ରାଷ୍ଟ୍ରପତିଙ୍କ ସହ ଟେଲିଫୋନରେ କଥା ହୋଇଛନ୍ତି

September 21st, 06:05 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଟେଲିଫୋନରେ ଫ୍ରାନ୍ସ ରାଷ୍ଟ୍ରପତି ମାନ୍ୟବର ଇମାନୁଏଲ୍ ମାକ୍ରୋନ୍‌ଙ୍କ ସହ କଥା ହୋଇଥିଲେ ।

ଛୋଟ ସହର ନୂଆ ଭାରତର ଆଧାର;

February 06th, 08:29 pm

ରାଷ୍ଟ୍ରପତିଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଉପରେ ପ୍ରଧାନମନ୍ତ୍ରୀ ଗୁରୁବାର ରାଜ୍ୟସଭାରେ ବକ୍ତବ୍ୟ ଦେଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି 5 ଟ୍ରିଲିୟନ ଡଲାର ଅର୍ଥବ୍ୟବସ୍ଥାର ମହତ୍ୱାକାଂକ୍ଷୀ ଲକ୍ଷ୍ୟ ହାସଲ କରିବାକୁ ହେଲେ ଆମକୁ ବୃହତ ଚିନ୍ତା କରି ଆଗେଇବାକୁ ପଡିବ । ମୁଁ ଆପଣମାନଙ୍କୁ ଆଶ୍ୱସ୍ତ କରୁଛି, ଭାରତର ଅର୍ଥବ୍ୟବସ୍ଥା ସୁଦୃଢ଼ ରହିଛି । ଭାରତ ତୀବ୍ର ଗତି ତଥା ପୂର୍ଣ୍ଣ ଦକ୍ଷତାର ସହ 5 ଟ୍ରିଲିୟନ ଡଲାର ଅର୍ଥବ୍ୟବସ୍ଥା ସ୍ୱପ୍ନର ପିଛା କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଆମ ସରକାର ଶାସନରେ ନୂଆ ବିଚାର ଏବଂ ନୂଆ ଦୃଷ୍ଟିକୋଣ ଆଣିଛନ୍ତି : ପ୍ରଧାନମନ୍ତ୍ରୀ ମୋଦୀ

February 06th, 07:51 pm

ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ ସଂପର୍କରେ ପ୍ରଧାନମନ୍ତ୍ରୀ ମୋଦୀ ଉତ୍ତର ରଖି କହିଛନ୍ତି ,ଗତ ପାଞ୍ଚ ବର୍ଷରେ ଆମ ସରକାର ଶାସନରେ ନୂଆ ବିଚାର ଏବଂ ନୂଆ ଦୃଷ୍ଟିକୋଣ ଆଣିଛନ୍ତି ।

ପ୍ରଶାସନ ନୂତନ ଦୃଷ୍ଟିଭଙ୍ଗୀ ଓ ଚିନ୍ତାଧାରା ନେଇ କାର୍ଯ୍ୟ କରୁଛି : ପ୍ରଧାନମନ୍ତ୍ରୀ

February 06th, 07:50 pm

ରାଷ୍ଟ୍ରପତିଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଉପରେ ପ୍ରଧାନମନ୍ତ୍ରୀ ଗୁରୁବାର ରାଜ୍ୟସଭାରେ ବକ୍ତବ୍ୟ ଦେଇ କହିଛନ୍ତି ବିଗତ ପାଞ୍ଚ ବର୍ଷ ସରକାର ଶାସନ ବ୍ୟବସ୍ଥାରେ ନୂତନ ଦୃଷ୍ଟିଭଙ୍ଗୀ ଓ ନୂତନ ଚିନ୍ତାଧାରା ଆଣିଛନ୍ତି । ଡିଜିଟାଲ ଇଣ୍ଡିଆକୁ ନୂଆ ଚିନ୍ତାଧାରା ଓ ନୂଆ ଦୃଷ୍ଟିଭଙ୍ଗୀର ଉଦାହରଣ ବୋଲି ସେ ଦର୍ଶାଇଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, 2014 ପୂର୍ବରୁ ମାତ୍ର 59ଟି ପଞ୍ଚାୟତରେ ବ୍ରଡ ବ୍ୟାଣ୍ଡ ସଂଯୋଗ ଥିଲା । କିନ୍ତୁ ଗତ ପାଞ୍ଚ ବର୍ଷରେ 1.25 ଲକ୍ଷରୁ ଅଧିକ ଗ୍ରାମ ପଞ୍ଚାୟତକୁ ବ୍ରଡ ବ୍ୟାଣ୍ଡ ସେବା ଯୋଗାଇ ଦିଆଯାଇଛି ।

ଲୋକସଭାରେ ପ୍ରଧାନମନ୍ତ୍ରୀଙ୍କ ଆଶ୍ୱାସନା : ସିଏଏ କୌଣସି ଭାରତୀୟ ନାଗରିକଙ୍କୁ ପ୍ରଭାବିତ କରିବ ନାହିଁ

February 06th, 06:36 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବରେ ବିବୃତି ରଖିଛନ୍ତି ।

"ପ୍ରଧାନମନ୍ତ୍ରୀ ମୋଦୀ ଦେଶକୁ ସମ୍ବୋଧିତ କରିଛନ୍ତି "

August 08th, 08:06 pm

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଅନୁଚ୍ଛେଦ 370 ଏବଂ ଅନୁଚ୍ଛେଦ 35(ଏ) ହଟାଇବା ଲାଗି ସରକାରଙ୍କ ନିଷ୍ପତ୍ତି ଉପରେ ଦେଶବାସୀଙ୍କୁ ସମ୍ବୋଧିତ କରି କହିଛନ୍ତି ।

English rendering of Prime Minister’s reply to the Motion of thanks on President’s address in the Rajya Sabha on 26 June, 2019

June 26th, 02:01 pm

PM Modi replied to the motion of thanks on the President’s address, in Rajya Sabha. The Prime Minister said that the mandate of the 2019 Lok Sabha elections showcases the desire of the citizens for stability. He added that the trend of electing stable governments is now being seen in various States.

ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଉପରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ

June 26th, 02:00 pm

ଆଜି ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଉପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବକ୍ତବ୍ୟ ରଖିଛନ୍ତି ।

Today, we have to live for the nation and build the India our freedom fighters dreamt of: PM Modi

June 25th, 05:25 pm

Replying to the Motion of Thanks on the President's address, PM Modi said that the people of India elected a stable Government. He said, “The 2019 Lok Sabha elections show that more than themselves, the people of India are thinking about the good of the nation.” Further adding, the PM said, “Today is 25th June. Emergency was imposed on this date when the Constitution was trampled over, media was gagged and judiciary bullied. We should not forget those dark days so that no one thinks of repeating them.”

ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ପାଇଁ ଲୋକସଭାରେ ଧନ୍ୟବାଦ ପ୍ରସ୍ତାବ ଉପରେ ବକ୍ତବ୍ୟ ରଖିଲେ ପ୍ରଧାନମନ୍ତ୍ରୀ

June 25th, 05:22 pm

ସଂସଦରେ ରାଷ୍ଟପ୍ରତିଙ୍କ ଅଭିଭାଷଣ ଲାଗି ଆଗତ ଧନ୍ୟବାଦ ପ୍ରସ୍ତାବ ଉପରେ ଆଜି ଲୋକସଭାରେ ବକ୍ତବ୍ୟ ରଖିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ । ବିତର୍କରେ ଅଂଶଗ୍ରହଣ କରିଥିବା କାରଣରୁ ସେ ସାଂସଦମାନଙ୍କୁ, ବିଶେଷ କରି ପ୍ରଥମ ଥର ପାଇଁ ଲୋକସଭାକୁ ଆସିଥିବା ସଦସ୍ୟମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । କୋଟି କୋଟି ଭାରତୀୟଙ୍କ ସ୍ୱପ୍ନ, ନୂତନ ଭାରତର ପ୍ରତିଫଳନ ରାଷ୍ଟ୍ରପତିଙ୍କ ଅଭିଭାଷଣରେ ଦେଖିବାକୁ ମିଳିଥିବା ସେ ଉଲ୍ଲେଖ କରିଥିଲେ ।

Congress and TRS are playing a friendly match in Telangana: PM Modi

November 27th, 12:08 pm

Prime Minister Narendra Modi today addressed two major public meetings in Nizamabad and Mahabubnagar in Telangana. The rallies saw PM Modi thanking the BJP supporters across all the election-bound states for their faith and support for his government.

TRS same as Congress: PM Modi in Telangana

November 27th, 12:00 pm

Prime Minister Narendra Modi today addressed two major public meetings in Nizamabad and Mahabubnagar in Telangana. The rallies saw PM Modi thanking the BJP supporters across all the election-bound states for their faith and support for his government.

ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଆଲୋଚନା ଉପରେ ପ୍ରଧାନମନ୍ତ୍ରୀଙ୍କ ଉତ୍ତର (20 ଜୁଲାଇ 2018)

July 20th, 08:31 pm

ଆଦରଣୀୟ ବାଚସ୍ପତି ମହୋଦୟା, ମୁଁ ଆପଣଙ୍କ ପ୍ରତି କୃତଜ୍ଞତା ବ୍ୟକ୍ତ କରୁଛି । ଯେଉଁ ଧୈର୍ଯ୍ୟର ସହିତ ଆପଣ ଗୃହର ଆଜି ପରିଚାଳନା କଲେ ସେଥିପାଇଁ । ଏହି ଅନାସ୍ଥା ପ୍ରସ୍ତାବ ଏକ ପ୍ରକାରରେ ଆମ ଗଣତନ୍ତ୍ରର ଗୁରୁତ୍ୱପୂର୍ଣ୍ଣ ଶକ୍ତିର ପରିଚାୟକ ଅଟେ । ଯଦିଓ ଟିଡିପି ମାଧ୍ୟମରେ ଏହି ପ୍ରସ୍ତାବ ଆସିଥାଇପାରେ, କିନ୍ତୁ ଏଥିସହିତ ଯୋଡ଼ି ହୋଇଥିବା କେତେଜଣ ମାନନୀୟ ସଦସ୍ୟ ପ୍ରସ୍ତାବର ସମର୍ଥନ କରି କିଛି କଥା କହିଛନ୍ତି । ଆହୁରି ଏକ ବହୁତ ବଡ଼ ବର୍ଗ ଯେଉଁମାନେ ଏହି ପ୍ରସ୍ତାବକୁ ବିରୋଧ କରି କେତେକ କଥା କହିଛନ୍ତି । ମୁଁ ମଧ୍ୟ ଆପଣ ସମସ୍ତଙ୍କୁ ଅନୁରୋଧ କରିବି ଯେ ଆମେ ସମସ୍ତେ ଏହି ପ୍ରସ୍ତାବକୁ ଖାରଜ କରିବା ଏବଂ ଆମେ ସମସ୍ତେ ତିରିଶ ବର୍ଷ ପରେ ସମ୍ପୂର୍ଣ୍ଣ ବହୁମତ ସହିତ ଗଠନ ହୋଇଥିବା ସରକାର ଯେଉଁ ଗତିରେ କାମ କରିଛନ୍ତି ସେଥିପ୍ରତି ପୁଣିଥରେ ବିଶ୍ୱାସ ପ୍ରକଟ କରିବା ।

ଅନାସ୍ଥା ପ୍ରସ୍ତାବକୁ ନେଇ ସଂସଦରେ ପ୍ରଧାନମନ୍ତ୍ରୀ ପ୍ରଦାନ କରିଥିବା ବକ୍ତବ୍ୟର ମୂଖ୍ୟାଂଶ

July 20th, 08:30 pm

ଆଜି କିଛି ସଦସ୍ୟମାନଙ୍କର ନକାରାତ୍ମକତାକୁ ଦେଶ ଦେଖିଛି । ବିକାଶକୁ କିଛି ବ୍ୟକ୍ତି କିପରି ପ୍ରବଳ ଭାବେ ବିରୋଧ କରୁଛନ୍ତି ତାହା ଭାରତ ଦେଖିଛି ।

Appreciate the Yuva Morcha for staying connected with people online, offline and on ground: PM Modi

May 07th, 10:15 am

Interacting with the BJP Yuva Morcha of Karnataka, PM Modi appreciated them and said that they were at the forefront. Shri Modi lauded them for their efforts to remain constantly connected with people be it online, offline or on ground.

ଅନଲାଇନ ,ଅଫଲାଇନ ଏବଂ ପ୍ରାଥମିକ ସ୍ତରରେ ଲୋକମାନଙ୍କ ସହିତ ଯୁବ ମୋର୍ଚ୍ଚାର ଜଡିତ ରହିବା ପ୍ରଶଂସନୀୟ :ପ୍ରଧାନମନ୍ତ୍ରୀ ମୋଦୀ

May 07th, 10:14 am

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କର୍ଣ୍ଣାଟକର ଯୁବ ମୋର୍ଚ୍ଚା ସହ ମତ ବିନିମୟ କରି ସେମାନଙ୍କର ପ୍ରଶଂସା କରି କହିଲେ ସେମାନେ ସବୁ କ୍ଷେତ୍ରରେ ଆଗୁଆ । ପ୍ରଧାନମନ୍ତ୍ରୀ ମୋଦୀ ଯୁବ ମୋର୍ଚ୍ଚାକୁ ଅନଲାଇନ ,ଅଫଲାଇନ ଏବଂ ପ୍ରାଥମିକ ସ୍ତରରେ ଲୋକମାନଙ୍କ ସହିତ ଜଡିତ ରହିବାର ପ୍ରୟାସକୁ ପ୍ରଶଂସା କରିଛନ୍ତି ।

Nation is one. We will not work for Hindus or Muslims, we work for the people of India: Narendra Modi addressing 3D rally

May 02nd, 03:57 pm

Nation is one. We will not work for Hindus or Muslims, we work for the people of India: Narendra Modi addressing 3D rally