The INDI Alliance struggles with a lack of substantial issues: PM Modi in Wardha
April 19th, 06:00 pm
Prime Minister Narendra Modi attended & addressed a public meeting in Wardha, Maharashtra. The PM was enamoured by the audience. The PM too showered his love and admiration on the crowd.Enthusiasts of Wardha, Maharashtra welcome PM Modi at a public meeting
April 19th, 05:15 pm
Prime Minister Narendra Modi attended & addressed a public meeting in Wardha, Maharashtra. The PM was enamoured by the audience. The PM too showered his love and admiration on the crowd.ପାଞ୍ଚ ବର୍ଷର ଅବଧି ପାଇଁ ୪,୪୪୫ କୋଟି ଟଙ୍କାର ମୋଟ ବ୍ୟୟବରାଦ ସହିତ ଦେଶରେ ୭ଟି ମେଗା ସମନ୍ୱିତ ବୟନ କ୍ଷେତ୍ର ଏବଂ ପରିଧାନ (ପିଏମ ମିତ୍ର) ପାର୍କ ପ୍ରତିଷ୍ଠାକୁ କେନ୍ଦ୍ର ସରକାରଙ୍କ ମଞ୍ଜୁରି
October 06th, 05:21 pm
ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସରକାର ଏକ ଆତ୍ମନିର୍ଭର ଭାରତ ନିର୍ମାଣ ଏବଂ ଭାରତକୁ ବିଶ୍ୱ ବୟନ ମାନଚିତ୍ରରେ ଏକ ସୁଦୃଢ଼ ସ୍ଥାନ ଦେବାର ଲକ୍ଷ୍ୟ ନେଇ କାର୍ଯ୍ୟ କରୁଛନ୍ତି। ଏହାକୁ ସାକାର କରିବା କରିବା ଲାଗି, ୨୦୨୧-୨୨ ଆର୍ଥିକ ବର୍ଷର କେନ୍ଦ୍ର ବଜେଟରେ କରାଯାଇଥିବା ଘୋଷଣା ପ୍ରକାରେ ୭ଟି ପିଏମ ମିତ୍ର ପାର୍କ ପ୍ରତିଷ୍ଠା ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି।ଜୁନ ୨୪ରେ ଟୟକାଥନ-୨୦୨୧ ପ୍ରତିଯୋଗୀମାନଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ
June 22nd, 12:25 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୁନ ୨୪ ସକାଳ ୧୧ ବେଳେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଟୟକାଥନ-୨୦୨୧ ପ୍ରତିଯୋଗୀମାନଙ୍କ ସହ ଆଲୋଚନା କରିବେ ।PM Modi addresses public meetings in Madurai and Kanyakumari, Tamil Nadu
April 02nd, 11:30 am
PM Modi addressed election rallies in Tamil Nadu's Madurai and Kanyakumari. He invoked MGR's legacy, saying who can forget the film 'Madurai Veeran'. Hitting out at Congress, which is contesting the Tamil Nadu election 2021 in alliance with DMK, PM Modi said, “In 1980 Congress dismissed MGR’s democratically elected government, following which elections were called and MGR won from the Madurai West seat. The people of Madurai stood behind him like a rock.”PM Modi addresses a public meeting in Coimbatore, Tamil Nadu
February 25th, 05:31 pm
At a public meeting in Tamil Nadu’s Coimbatore, PM Modi said, “This year Tamil Nadu will elect a new Government. The Assembly elections are happening at a critical moment of Indian history. In the last few years, people of India have given a strong message. The people of India have spoken that they want development-oriented governance.”Prime Minister Narendra Modi interacts with leaders of Pharma Industry
March 21st, 07:26 pm
PM Modi interacted with the leaders of Pharma industry via video conferencing. The Prime Minister requested the industry leaders to work on manufacturing of RNA Diagnostic Kits for COVID-19 on war footing.ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ ବେଳେ ଭାରତ – ବାଂଲାଦେଶ ପକ୍ଷରୁ ଜାରି ମିଳିତ ବିବୃତ୍ତି
October 05th, 06:40 pm
ଏହି ଅବସରରେ ଉଭୟ ଦେଶର ପ୍ରଧାନମନ୍ତ୍ରୀ ପାରସ୍ପରିକ ସଦ୍ଭାବ ଏବଂ ଉଷ୍ମ ବାତାବରଣ ମଧ୍ୟରେ ବିସ୍ତୃତ ଆଲୋଚନା କରିଥିଲେ । ଏହାପରେ, ଦୁଇ ପ୍ରଧାନମନ୍ତ୍ରୀ ଉଭୟ ରାଷ୍ଟ୍ର ମଧ୍ୟରେ ସ୍ୱାକ୍ଷରିତ ଦ୍ୱିପାକ୍ଷିକ ବୁଝାମଣା ପତ୍ର/ରାଜିନାମା ସ୍ୱାକ୍ଷର ପାଇଁ ଆୟୋଜିତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ ।BJP forms a government to serve each and every Indian in whatever way we can: PM Modi
May 05th, 11:39 am
Prime Minister Narendra Modi addressed a huge rally of supporters in Bhadohi, Uttar Pradesh today. PM Modi touched upon several crucial issues related to national security, terrorism, political culture in the country and how the country has seen immense transformation under the BJP government since 2014.PM Modi addresses public meeting in Bhadohi, Uttar Pradesh
May 05th, 11:38 am
Prime Minister Narendra Modi addressed a huge rally of supporters in Bhadohi, Uttar Pradesh today. PM Modi touched upon several crucial issues related to national security, terrorism, political culture in the country and how the country has seen immense transformation under the BJP government since 2014.Honouring the legacy of Mahatma Gandhi
February 21st, 02:53 pm
Ever since he took over as the Prime Minister of India, Narendra Modi has been on a mission to ensure that Mahatma Gandhi’s ideals, principles and teachings are held aloft, both in India and abroad, through his speeches and actions.ବାରାଣସୀ କାର୍ପେଟ ଏକ୍ସପୋକୁ ଭିଡିଓ କନଫରେନ୍ସ ଜରିଆରେ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ
October 21st, 06:15 pm
ବାରାଣସୀରେ ଉପସ୍ଥିତ ମନ୍ତ୍ରୀମଣ୍ଡଳରେ ମୋର ସହଯୋଗୀ ସ୍ମୃତି ଇରାନୀ ମହାଶୟା, କାର୍ପେଟ କ୍ଷେତ୍ର ସହ ଜଡ଼ିତ ସମସ୍ତ ଉଦ୍ୟୋଗୀଗଣ, ମୋର ବୁଣାକାର ଭାଇ ଓ ଭଉଣୀମାନେ ଏବଂ ଏଠାରେ ଉପସ୍ଥିତ ଅନ୍ୟ ସମସ୍ତ ମହାନୁଭବ ।ବାରାଣସୀ ଇଣ୍ଡିଆ କାର୍ପେଟ ଏକ୍ସପୋକୁ ଭିଡିଓ କନଫରେନ୍ସ ଜରିଆରେ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ
October 21st, 06:13 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସ ଜରିଆରେ ବାରାଣସୀରେ ଆୟୋଜିତ ଇଣ୍ଡିଆ କାର୍ପେଟ ଏକ୍ସପୋକୁ ସମ୍ବୋଧିତ କରିଥିଲେ ।ଭିଏତନାମ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ସମୟରେ ଭାରତ-ଭିଏତନାମ ମିଳିତ ଇସ୍ତାହାର (ମାର୍ଚ୍ଚ 03, 2018)
March 03rd, 01:14 pm
ଭାରତର ରାଷ୍ଟ୍ରପତି ମହାମହିମ ଶ୍ରୀ ରାମ ନାଥ କୋବିନ୍ଦଙ୍କ ନିମନ୍ତ୍ରଣରେ ସମାଜବାଦୀ ଗଣତନ୍ତ୍ର ଭିଏତନାମର ରାଷ୍ଟ୍ରପତି ମହାମହିମ ତ୍ରାନ ଦାଇ କ୍ୱାଙ୍ଗ ଓ ତାଙ୍କ ପତ୍ନୀ 2018 ମାର୍ଚ୍ଚ 2ରୁ 4 ତାରିଖ ପର୍ଯ୍ୟନ୍ତ ଭାରତକୁ ସରକାରୀ ଗସ୍ତରେ ଆସିଛନ୍ତି । ଭିଏତନାମ ରାଷ୍ଟ୍ରପତିଙ୍କ ସହ ଏକ ଉଚ୍ଚସ୍ତରୀୟ ସରକାରୀ ପ୍ରତିନିଧିମଣ୍ଡଳ ଆସିଛନ୍ତି ଯେଉଁଥିରେ ଉପପ୍ରଧାନମନ୍ତ୍ରୀ ଓ ବିଦେଶ ମନ୍ତ୍ରୀ ମହାମହିମ ଫାମ୍ ପିନ୍ ମିହ୍ନ, ଅନେକ ମନ୍ତ୍ରଣାଳୟ, ପ୍ରଦେଶର ନେତୃବୃନ୍ଦ ଓ ବହୁ ସଂଖ୍ୟାରେ ବ୍ୟବସାୟିକ ପ୍ରତିନିଧି ଦଳ ସାମିଲ ଅଛନ୍ତି ।ଭିଏତନାମ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ସମୟରେ ମିଳିତ ପ୍ରେସ ବିବୃତିରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ
March 03rd, 01:13 pm
ଭିଏତନାମା ରାଷ୍ଟ୍ରପତିଙ୍କ ସହ ମିଳିତ ପ୍ରେସ ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ଆଜି ସୁରକ୍ଷା ଏବଂ ପ୍ରତିରକ୍ଷା ,ବ୍ୟାପାର ଏବଂ ନିବେଶ ,ଉର୍ଜା ,କୃଷି,ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ଏବଂ ପର୍ଯ୍ୟଟନ କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ରଣନୀତିକ ଭାଗିଦାରୀକୁ ଆହୁରି ବଢ଼ାଇବା ପାଇଁ ଗ୍ରହଣ କରାଯାଉଥିବା ପଦକ୍ଷେପ ଉପରେ ଗୁରୁତ୍ୱାରୋପ କରିଥିଲେ । ଉଭୟ ନେତା ବୈଶ୍ଵିକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ ।ସୋସିଆଲ ମିଡିଆ କର୍ଣ୍ଣର ଫେବୃୟାରୀ 19, 2018
February 19th, 08:04 pm
ସୋସିଆଲ ମିଡିଆରୁ ଗଭରନାନ୍ସ ଅପଡେଟର ପ୍ରତିଦିନ ଡୋଜ । ଗଭରନାନ୍ସରେ ଆପଣଙ୍କ ଟ୍ୱିଟ ଏଠାରେ ପ୍ରତିଦିନ ପାଇପାରିବେ । ପଢନ୍ତୁ ଏବଂ ସେର କରନ୍ତୁ ।The solution to every problem lies in development: PM Narendra Modi
September 22nd, 03:57 pm
Dedicating development projects worth Rs. 1000 crore in Varanasi, PM Modi said, “Those projects for which we lay the foundation stones, we ensure their timely completion.” PM Modi remarked the solutions to all troubles lied in development and said that the Centre was committed to bring positive transformations in lives of poor. The PM also spoke at length about welfare of weaver community.PM Modi dedicates multiple development projects, address public meeting in Varanasi
September 22nd, 03:56 pm
Dedicating development projects worth Rs. 1000 crore in Varanasi, PM Modi said, “Those projects for which we lay the foundation stones, we ensure their timely completion.” PM Modi remarked the solutions to all troubles lied in development and said that the Centre was committed to bring positive transformations in lives of poor. The PM also spoke at length about welfare of weaver community.ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 19, 2017
August 19th, 08:03 pm
ସୋସିଆଲ ମିଡିଆରୁ ଗଭରନାନ୍ସ ଅପଡେଟର ପ୍ରତିଦିନ ଡୋଜ । ଗଭରନାନ୍ସରେ ଆପଣଙ୍କ ଟ୍ୱିଟ ଏଠାରେ ପ୍ରତିଦିନ ପାଇପାରିବେ । ପଢନ୍ତୁ ଏବଂ ସେର କରନ୍ତୁ ।ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 6, 2017
August 06th, 06:46 pm
ସୋସିଆଲ ମିଡିଆରୁ ଗଭରନାନ୍ସ ଅପଡେଟର ପ୍ରତିଦିନ ଡୋଜ । ଗଭରନାନ୍ସରେ ଆପଣଙ୍କ ଟ୍ୱିଟ ଏଠାରେ ପ୍ରତିଦିନ ପାଇପାରିବେ । ପଢନ୍ତୁ ଏବଂ ସେର କରନ୍ତୁ ।