ଅହମ୍ମଦାବାଦ ମେଟ୍ରୋ ଦ୍ୱିତୀୟ ଫ୍ରେଜ୍ ଏବଂ ସୁରତ୍ ମେଟ୍ରୋ ପ୍ରକଳ୍ପର ଭୂମିପୂଜନ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

January 18th, 10:30 am

ଉତ୍ତରାୟଣ ଆରମ୍ଭରୁ ଆଜି ମୁଁ ଅହମ୍ମଦାବାଦ ଏବଂ ସୁରତକୁ ଅତ୍ୟନ୍ତ ମୂଲ୍ୟବାନ ଉପହାର ଦେଇଛି । ଦେଶର ଦୁଇଟି ବ୍ୟବସାୟିକ କେନ୍ଦ୍ର ଅହମ୍ମଦାବାଦ ଏବଂ ସୁରତ୍‌ରେ ଯୋଗଯୋଗ କ୍ଷେତ୍ରକୁ ମେଟ୍ରୋ ସେବା ସୁଦୃଢ କରିପାରିବ । ଗତକାଲି କେଓଡିଆକୁ ସଂଯୋଗ କରୁଥିବା ନୂତନ ରେଳପଥ ଏବଂ ନୂଆ ଟ୍ରେନ ଚଳାଚଳର ଆରମ୍ଭ ହୋଇଛି । ଅହମ୍ମଦାବାଦରୁ ମଧ୍ୟ ଆଧୁନିକ ଜନଶତାବ୍ଦୀ ଏକ୍ସପ୍ରେସ ବର୍ତ୍ତମାନ କେଓଡିଆ ପର୍ଯ୍ୟନ୍ତ ଯିବ । ଏହିସବୁର ଶୁଭାରମ୍ଭ ପାଇଁ ମୁଁ ଗୁଜରାତର ଲୋକମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଧନ୍ୟବାଦ ଜଣାଉଛି ।

ଅହମ୍ମଦାବାଦ ମେଟ୍ରୋ ରେଳପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ ଏବଂ ସୁରତ୍ ମେଟ୍ରୋ ରେଳ ନିମନ୍ତେ ପ୍ରଧାନମନ୍ତ୍ରୀଙ୍କ ଭୂମିପୂଜ

January 18th, 10:30 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ଅହମ୍ମଦାବାଦ ମେଟ୍ରୋରେଳପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ ଓ ସୁରତ୍ ମେଟ୍ରୋ ରେଳ ପ୍ରକଳ୍ପର ଭୂମି ପୂଜା କରିଛନ୍ତି । ଭିଡିଓ କନ୍‌ଫରେନ୍ସିଂ ଜରିଆରେ ହୋଇଥିବା ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ, ଗୁଜରାଟ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଆବାସ ଓ ସହରୀକରଣ ମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ ।

କଣ୍ଢେଇ ଓ ଖେଳନା ପାଇଁ ସ୍ଥାନୀୟଭାବେ ପ୍ରସ୍ତୁତ ହେଉଥିବା ସାମଗ୍ରୀ ନିମନ୍ତେ ତୁଣ୍ଡ ଖୋଲିବାର ସମୟ ଆସିଛି : 'ମନ କି ବାତ' ରେ ଆତ୍ମନିର୍ଭର ଭାରତ ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ ମୋଦୀ

August 30th, 11:00 am

ବନ୍ଧୁଗଣ, ଏହି ସମୟରେ ଓଣମ୍ ପର୍ବ ମଧ୍ୟ ଖୁବ ଧୁମଧାମରେ ପାଳନ କରାଯାଉଛି । ଚିଙ୍ଗମ୍ ମାସରେ ଏହି ପର୍ବ ପାଳନ କରାଯାଇଥାଏ । ଏହି ସମୟରେ ଲୋକେ କିଛି ନୂଆ ଜିନିଷ କିଣନ୍ତି, ନିଜ ଘର ସଜାନ୍ତି, ପୁକ୍କଲମ୍ ତିଆରି କରନ୍ତି । ଓଣମ୍-ସଦିୟାର ମଧ୍ୟ ମଜା ନିଅନ୍ତି, ବିଭିନ୍ନ ପ୍ରକାରର ଖେଳ ଓ ପ୍ରତିଯୋଗିତାର ଆୟୋଜନ ମଧ୍ୟ ହୋଇଥାଏ । ଓଣମର ଆନନ୍ଦ-ଉଲ୍ଲାସ ତ ଏବେ ସୁଦୂର ଦେଶ-ବିଦେଶକୁ ମଧ୍ୟ ବ୍ୟାପିସାରିଲାଣି । ଆମେରିକା ହେଉ, ୟୁରୋପ ହେଉ ବା ଉପସାଗରୀୟ ଦେଶଗୁଡ଼ିକ ହେଉ – ଓଣମର ଆନନ୍ଦ ଆପଣ ସବୁଠି ଦେଖିବାକୁ ପାଇବେ । ଓଣମ୍ ଗୋଟିଏ ଆନ୍ତର୍ଜାତିକ ଉତ୍ସବ ହେବାକୁ ବସିଲାଣି ।

ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭର ଭାରତ ଉପରେ ଆୟୋଜିତ ସେମିନାରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

August 27th, 05:11 pm

ଭାରତରେ ପ୍ରତିରକ୍ଷା ଉତ୍ପାଦନ ସହ ଜଡ଼ିତ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ଆଜି ଏଠାରେ ଉପସ୍ଥିତ ଥିବା ଦେଖି ମୁଁ ଆନନ୍ଦିତ। ଏହି ସେମିନାର ଆୟୋଜନ ନିମନ୍ତେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ମହାଶୟ ଏବଂ ତାଙ୍କର ସମସ୍ତ ସହଯୋଗୀମାନଙ୍କୁ ମୁଁ ଅନେକ ଅନେକ ଶୁଭକାମନା ଜଣାଉଛି। ଆଜି ଏଠାରେ ଅନୁଷ୍ଠିତ ଏହି ମନ୍ଥନରୁ ଯେଉଁ ଫଳାଫଳ ମିଳିବ, ତାହା ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରତା ନିମନ୍ତେ ଆମର ପ୍ରୟାସକୁ ଆହୁରି ଶକ୍ତି ଓ ଗତି ପ୍ରଦାନ କରିବ। ଆପଣମାନେ ଯେଉଁ ପରାମର୍ଶ ଦେଇଛନ୍ତି, ବିଚାରବିମର୍ଶ କରିଛନ୍ତି ତାହା ଆଗାମୀ ଦିନରେ ବିଶେଷ ଉପକାରସିଦ୍ଧ ହେବ।

ପ୍ରତିରକ୍ଷା ବିନିର୍ମାଣ କ୍ଷେତ୍ରରେ ଆତ୍ମନିର୍ଭର ଭାରତ ସେମିନାରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

August 27th, 05:00 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ପ୍ରତିରକ୍ଷା ମାନୁଫାକ୍ଚରିଂରେ ଆତ୍ମନିର୍ଭର ଭାରତ ଉପରେ ଆୟୋଜିତ ସେମିନାରକୁ ସମ୍ବୋଧିତ କରିଛନ୍ତି । ପ୍ରତିରକ୍ଷା ମାନୁଫାକ୍ଚରିଂ (ବିନିର୍ମାଣ)ରେ ଆତ୍ମନିର୍ଭର ହେବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଲେ, ପ୍ରତିରକ୍ଷା ଉତ୍ପାଦନକୁ ତ୍ୱରାନ୍ୱିତ କରିବା, ନୂଆ ଟେକ୍ନୋଲୋଜିର ବିକାଶ ଏବଂ ପ୍ରତିରକ୍ଷା କ୍ଷେତ୍ରରେ ଘରୋଇ କମ୍ପାନୀଙ୍କ ଭୂମିକାକୁ ଗୁରୁତ୍ୱ ଦେବା ଆମର ଲକ୍ଷ୍ୟ ।

ସୂକ୍ଷ୍ମ, ଲଘୁ, ମଧ୍ୟମ ଉଦ୍ୟୋଗ ପାଇଁ ଐତିହାସିକ ସହାୟତା ଓ ସଂପର୍କ ଅଭିଯାନର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

November 02nd, 05:51 pm

ମନ୍ତ୍ରୀମଣ୍ଡଳରେ ମୋର ସହଯୋଗୀ ଅରୁଣ ଜେଟଲୀ ମହାଶୟ, ଗିରିରାଜ ସିଂହ ମହାଶୟ, ଶିବ ପ୍ରସାଦ ଶୁକ୍ଳ ମହାଶୟ, ପୋଣ ରାଧାକୃଷ୍ଣନ ମହାଶୟ, ଅନ୍ୟାନ୍ୟ ସହଯୋଗୀଗଣ, ବ୍ୟାଙ୍କିଙ୍ଗ କ୍ଷେତ୍ରରୁ, ଆର୍ଥିକ ସଂସ୍ଥାନମାନଙ୍କରୁ, ବ୍ୟବସାୟ ଏବଂ କାରବାର ଜଗତର ଆପଣମାନେ ସମସ୍ତ ମହାନୁଭବଗଣ, ଏଠାରେ ଉପସ୍ଥିତ ସମସ୍ତ ମହାନୁଭବଗଣ ଏବଂ ସମଗ୍ର ଦେଶରୁ ମୋ ସହିତ ଜଡ଼ିତ ଲଘୁ ଉଦ୍ୟମୀଗଣ, ଭଦ୍ରବ୍ୟକ୍ତି ଓ ଭଦ୍ର ମହିଳାଗଣ!

ଏମଏସଏମଇ କ୍ଷେତ୍ର ଲାଗି ଐତିହାସିକ ସହାୟତା ଓ ଜନସମ୍ପର୍କ ଅଭିଯାନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

November 02nd, 05:50 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସୂକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) କ୍ଷେତ୍ର ଲାଗି ଐତିହାସିକ ସହାୟତା ଏବଂ ଜନସମ୍ପର୍କ ଅଭିଯାନର ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମର ଅଂଶବିଶେଷ ସ୍ୱରୂପ ପ୍ରଧାନମନ୍ତ୍ରୀ 12ଟି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମର ପ୍ରଚଳନ କରିଛନ୍ତି, ଯାହା ଦେଶରେ ଏମଏସଏମଇ କ୍ଷେତ୍ରର ଅଭିବୃଦ୍ଧି, ସମ୍ପ୍ରସାରଣ ଏବଂ ସୁବିଧା କ୍ଷେତ୍ରରେ ସହାୟକ ହେବ ।

ଉତ୍ତରପ୍ରଦେଶର ବାଗପତଠାରେ ‘ଇଷ୍ଟର୍ଣ୍ଣ ପେରିଫେରାଲ ଏକ୍ସପ୍ରେସ ୱେ’ ରାଷ୍ଟ୍ରକୁ ଉତ୍ସର୍ଗ କରିବା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

May 27th, 06:50 pm

ଚାରି ବର୍ଷ ପୂର୍ବେ ଆପଣମାନେ ଅପାର ସମର୍ଥନ ସହିତ ମୋତେ ସମଗ୍ର ଦେଶର ସେବା କରିବାର ସୁଯୋଗ ଦେଇଥିଲେ । ମଇ ମାସର ଏହି ଗରମରେ ଆଉ ଦ୍ୱିପ୍ରହରରେ ଯେତେବେଳେ ସୂର୍ଯ୍ୟ ଏତେ ପରିମାଣରେ ତାତି ଉଠୁଛି ।

ଇଷ୍ଟର୍ଣ୍ଣ ପେରିଫେରାଲ ଏକ୍ସପ୍ରେସ-ୱେ ଏବଂ ଦିଲ୍ଲୀ-ମିରଟ ଏକ୍ସପ୍ରେସ-ୱେ ଫେଜ-1 ରାଷ୍ଟ୍ରକୁ ସମର୍ପିତ କଲେ ପ୍ରଧାନମନ୍ତ୍ରୀ

May 27th, 01:50 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀ ଏନସିଆର କ୍ଷେତ୍ରଠାରେ ଦୁଇଟି ନବନିର୍ମିତ ଏକପ୍ରେସ-ୱେ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଥିଲେ । ଏଥି ମଧ୍ୟରେ ଦିଲ୍ଲୀ-ମିରଟ ଏକ୍ସପ୍ରେସୱେ ଫେଜ-1, ନିଜାମୁଦ୍ଦିନ ସେତୁ ଠାରୁ ଦିଲ୍ଲୀ-ଉତ୍ତରପ୍ରଦେଶ ସୀମା ପର୍ଯ୍ୟନ୍ତ 14 ଲେନ ବିଶିଷ୍ଟ ସଡକ ବିସ୍ତୃତ । ସେହିପରି ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ ହେବାକୁ ଥିବା ଦ୍ୱିତୀୟ ପ୍ରକଳ୍ପ 135 କି.ମି ଦୈଘ୍ୟର ଇଷ୍ଟର୍ଣ୍ଣ ପେରିଫେରାଲ ଏକ୍ସପ୍ରେସ-ୱେ (ଇପିଇ) ରାଷ୍ଟ୍ରୀୟ ରାଜମାର୍ଗ 1 ର କୁନ୍ଦଲି ଠାରୁ ରାଷ୍ଟ୍ରୀୟ ରାଜମାର୍ଗ 2 ର ପଲୱାଲ ପର୍ଯ୍ୟନ୍ତ ପରିବ୍ୟାପ୍ତ ।

କର୍ଣ୍ଣାଟକରେ ଏବେ କଂଗ୍ରେସର ଓଲଟା ଗଣତି ଆରମ୍ଭ ହୋଇଯାଇଛି :ବେଙ୍ଗାଲୁରୁରେ ପ୍ରଧାନମନ୍ତ୍ରୀ ମୋଦୀ

February 04th, 05:02 pm

ପ୍ରଧାନମନ୍ତ୍ରୀ ମୋଦୀ ରବିବାରକୁ କର୍ଣ୍ଣାଟକର ବେଙ୍ଗାଲୁରୁ ଭାରତୀୟ ଜନତା ଦଳର 'ପରିବର୍ତ୍ତନ ଯାତ୍ରା' ରାଲିକୁ ସମ୍ବୋଧିତ କରି କହିଲେ ଯେ କର୍ଣ୍ଣାଟକରେ କଂଗ୍ରେସ ସରକାରଙ୍କ ବିଦାୟର ଓଲଟା ଗଣତି ଆରମ୍ଭ ହୋଇଯାଇଛି । ପ୍ରଧାନମନ୍ତ୍ରୀ ମୋଦୀ କହିଲେ ଯେ ,ବିଜେପି ସରକାର ମାନେ କେବଳ ବିକାଶ ଏବଂ କଂଗ୍ରେସ ସରକାର ମାନେ ଭ୍ରଷ୍ଟାଚାର ,ତୁଷ୍ଟିକରଣ ,ଜାତିବାଦ ଏବଂ ବଂଶବାଦ ।

PM Modi addresses public meeting in Bengaluru, Karnataka

February 04th, 04:58 pm

Addressing a ‘Parivartane Yatre’ rally in Bengaluru, PM Narendra Modi remarked that countdown for Congress to exit the state had begun and they were now standing at the exit gate. He added that BJP was devoted to development while the Congress only stood for corruption, politics of appeasement and pision.

World market is waiting for us. No need to think our enterprise is small: PM at MSME event in Ludhiana

October 18th, 08:00 pm

India can play a major role in providing strength to global economy that is facing slowdown, Prime Minister Narendra Modi said while exhorting small businesses to make products with zero defect and zero effect on environment. He also stressed upon the need to promote Khadi industry. PM launched the National SC/ST Hub to provide support to entrepreneurs from the community. It will enable central public sector enterprises to fulfill procurement target set by the Government.

ଜାତୀୟ ଏସସି/ଏସଟି ଉଦ୍ୟୋଗ କେନ୍ଦ୍ର ଏବଂ ଜିରୋ ଡିଫେକ୍ଟ – ଜିରୋ ଇଫେକ୍ଟ ସ୍କିମର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ,

October 18th, 07:59 pm

PM Narendra Modi launched National SC/ST Hub and Zero Defect Zero Effect scheme today. PM Modi distributed Charkhas to 500 women and viewed their exhibits. He said, “Khadi is a priority for us. A Charkha at home brings more income.” The PM said that bringing the poor to the economic mainstream of the country was vital and the country’s progress was directly linked to it.