ଭାରତ-ଅଷ୍ଟ୍ରେଲିଆ ଅର୍ଥନୀତିକ ସହଯୋଗ ଓ ବାଣିଜ୍ୟ ଚୁକ୍ତି (ଇଣ୍ଡଅସ୍-ଏକ୍ଟା) ସ୍ୱାକ୍ଷର ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ପ୍ରଦତ୍ତ ବାର୍ତ୍ତା
April 02nd, 10:01 am
ଆଜି ମାସକରୁ କମ୍ ସମୟ ମଧ୍ୟରେ ଏହା ମୋର ବନ୍ଧୁ ସ୍କଟ୍ଙ୍କ ସହିତ ତୃତୀୟ ପ୍ରତ୍ୟକ୍ଷ ଆଲୋଚନା । ଗତ ସପ୍ତାହରେ ଆୟୋଜିତ ଆଭାସୀ ଶିଖର ବୈଠକରେ ଆମ ଦୁଇଜଣଙ୍କ ମଧ୍ୟରେ ବେଶ୍ ଫଳପ୍ରଦ ଆଲୋଚନା ହୋଇଥିଲା । ସେହି ସମୟରେ ଆମେ ଉଭୟ ଆମର ଟିମ୍କୁ ଅର୍ଥନୀତିକ ସହଯୋଗ ଓ ବାଣିଜ୍ୟ ଚୁକ୍ତି ଘେନି ଚାଲିଥିବା କଥାବାର୍ତ୍ତାକୁ ଶୀଘ୍ର ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲୁ । ଆଜି ସେହି ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷରିତ ହେଉଥିବାରୁ ମୁଁ ବିଶେଷ ଆନନ୍ଦିତ । ଏହି ଅସାଧାରଣ ଉପଲବ୍ଧି ପାଇଁ ମୁଁ ଉଭୟ ଦେଶର ବାଣିଜ୍ୟମନ୍ତ୍ରୀ ଏବଂ ସେମାନଙ୍କ ଅଧିକାରୀମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି ।ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 16, 2018
April 16th, 07:40 pm
ସୋସିଆଲ ମିଡିଆରୁ ଗଭରନାନ୍ସ ଅପଡେଟର ପ୍ରତିଦିନ ଡୋଜ । ଗଭରନାନ୍ସରେ ଆପଣଙ୍କ ଟ୍ୱିଟ ଏଠାରେ ପ୍ରତିଦିନ ପାଇପାରିବେ । ପଢନ୍ତୁ ଏବଂ ସେର କରନ୍ତୁ ।ଆନ୍ତର୍ଜାତିକ ଖାଉଟି ସୁରକ୍ଷା ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
October 26th, 10:43 am
ଖାଉଟିଙ୍କ ସ୍ୱାର୍ଥ ପ୍ରତି ଦୃଷ୍ଟି ରଖିବା ହେଉଛି ଏହି ସରକାରଙ୍କ କେତେକ ପ୍ରାଥମିକତା ମଧ୍ୟରୁ ଗୋଟିଏ । ସରକାରଙ୍କ ଏହି ପ୍ରାଥମିକତା ନିଉ ଇଣ୍ଡିଆ ବା ନୂଆ ଭାରତର ସଂକଳ୍ପ ସହ ମଧ୍ୟ ଜଡ଼ିତ ହୋଇଛି । ନିଉ ଇଣ୍ଡିଆ ଯେଉଁଠି ଖାଉଟି ସୁରକ୍ଷାରୁ ଆଗକୁ ଆଗେଇ ଶ୍ରେଷ୍ଠ ଖାଉଟି କାର୍ଯ୍ୟପଦ୍ଧତି ଓ ଖାଉଟି ସମୃଦ୍ଧିର କଥା କୁହାଯିବ ।