ବାରଣାସୀରେ ଆର ଜେ ଶଙ୍କରା ନେତ୍ର ଚିକିତ୍ସାଳୟର ଉଦ୍ଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
October 20th, 02:21 pm
ଶ୍ରୀ କାଞ୍ଚି କାମକୋଟି ପୀଠରେ ଶଙ୍କରାଚାର୍ଯ୍ୟ ଜୀ, ପୂଜ୍ୟ ଜଗତଗୁରୁ ଶ୍ରୀ ଶଙ୍କର ବିଜୟେନ୍ଦ୍ର ସରସ୍ୱତୀ ଜୀ, ଉତ୍ତର ପ୍ରଦେଶର ରାଜ୍ୟପାଳ ଆନନ୍ଦି ବେନ ପଟେଲ, ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ଯୋଗୀ ଆଦିତ୍ୟନାଥ ଜୀ, ଉପ ମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ ଜୀ, ଶଙ୍କରା ନେତ୍ର ଫାଉଣ୍ଡେସନର ଆର ବି ରମଣି ଜୀ, ଡାକ୍ତର ଏସ.ବି. ବାଲସୁଭ୍ରମଣ୍ୟମ୍ ଜୀ, ଶ୍ରୀ ମୂରଲୀ କୃଷ୍ଣମୂର୍ତ୍ତୀ ଜୀ, ରେଖା ଝୁନଝୁନୱାଲା ଜୀ ସଂସ୍ଥା ସହ ଜଡିତ ଅନ୍ୟ ସମସ୍ତ ସଦସ୍ୟଗଣ, ମହିଳା ଏବଂ ଭଦ୍ରବ୍ୟକ୍ତିମାନେ ।ଉତ୍ତରପ୍ରଦେଶର ବାରଣାସୀରେ ଆରଜେ ସଙ୍କର ଚକ୍ଷୁ ହସ୍ପିଟାଲର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
October 20th, 02:15 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶର ବାରଣାସୀରେ ଆରଜେ ସଙ୍କର ଚକ୍ଷୁ ଚିକିତ୍ସାଳୟର ଉଦଘାଟନ କରିଛନ୍ତି। ବିଭିନ୍ନ ଚକ୍ଷୁ ଅବସ୍ଥା ପାଇଁ ଡାକ୍ତରଖାନା ବିସ୍ତୃତ ପରାମର୍ଶ ଏବଂ ଚିକିତ୍ସା ପ୍ରଦାନ କରିଥାଏ। ଏହି ଅବସରରେ ଅନୁଷ୍ଠିତ ପ୍ରଦର୍ଶନୀରେ ଶ୍ରୀ ମୋଦୀ ମଧ୍ୟ ପରିଦର୍ଶନ କରିଥିଲେ।ଜୟପୁରରେ ସିପେଟର ପେଟ୍ରୋକେମିକାଲ୍ସ ଟେକ୍ନୋଲୋଜି ପ୍ରତିଷ୍ଠାନର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
September 30th, 11:01 am
ରାଜସ୍ଥାନର ମାଟିର ସୁପୁତ୍ର ଆଉ ଭାରତର ସବୁଠାରୁ ବଡ଼ ପଂଚାୟତ ଲୋକସଭାର ରକ୍ଷାକର୍ତା, ଆମର ଆଦରଣୀୟ ବାଚସ୍ପତି ଶ୍ରୀମାନ ଓମ ବିରଲା ମହୋଦୟ, ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଶ୍ରୀମାନ ଅଶୋକ ଗହଲୋଟ ମହାଶୟ, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ମନସୁଖ ମଣ୍ଡଭ୍ୟ ମହାଶୟ, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ଅନ୍ୟ ସମସ୍ତ ସହଯୋଗୀ ଶ୍ରୀମାନ ଗଜେନ୍ଦ୍ର ସିଂହ ଶେଖାୱତ ମହାଶୟ, ଭୂପେନ୍ଦ୍ର ଯାଦବ ମହାଶୟ, ଅର୍ଜୁନ ରାମ ମେଘୱାଲ ମହାଶୟ, କୈଳାଶ ଚୌଧୂରୀ ମହାଶୟ, ଡକ୍ଟର ଭାରତୀ ପାୱାର ମହାଶୟ, ଭଗବନ୍ତ ଖୁବା ମହାଶୟ, ରାଜସ୍ଥାନର ପୂବତର୍ନ ମୁଖ୍ୟମନ୍ତ୍ରୀ ଭଉଣୀ ବସୁନ୍ଧରା ରାଜେ ମହାଶୟା, ବିରୋଧୀ ଦଳ ନେତା ଶ୍ରୀମାନ ଗୁଲାବ ଚନ୍ଦ କଟାରିୟା ମହାଶୟ, ରାଜସ୍ଥାନ ସରକାରଙ୍କ ଅନ୍ୟ ମନ୍ତ୍ରୀଗଣ, ସାଂସଦଗଣ, ବିଧାୟକଗଣ, କାର୍ଯ୍ୟକ୍ରମରେ ଉପସ୍ଥିତ ଅନ୍ୟ ସମସ୍ତ ମହାନୁଭବ, ଆଉ ରାଜସ୍ଥାନର ମୋର ପ୍ରିୟ ଭାଇ ଓ ଭଉଣୀମାନେ,ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସିଆଇପିଇଟି- ପେଟ୍ରୋରସାୟନ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ ଜୟପୁରଠାରେ ଉଦ୍ଘାଟିତ
September 30th, 11:00 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନ୍ଫରେନ୍ସିଂ ଜରିଆରେ ପେଟ୍ରୋରସାୟନ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ -ସିପେଟ ଜୟପୁରଠାରେ ଉଦ୍ଘାଟନ କରିଛନ୍ତି । ସେ ମଧ୍ୟ ରାଜସ୍ଥାନର ବାଂସୱାଡା, ସିରୋହୀ, ହନୁମାନଗଡ ଓ ଦଉସା ଜିଲ୍ଲାରେ ଚାରୋଟି ନୂତନ ମେଡିକାଲ କଲେଜର ଶିଳାନ୍ୟାସ ମଧ୍ୟ କରିଛନ୍ତି । ସିପେଟ ପ୍ରତିଷ୍ଠାନ ଓ ଚାରିଟି ନୂତନ ମେଡିକାଲ କଲେଜ ନିମନ୍ତେ ସେ ରାଜସ୍ଥାନବାସୀଙ୍କୁ ଅଭିନନ୍ଦନ ମଧ୍ୟ ଜଣାଇଥିଲେ । ୨୦୧୪ ମସିହା ପରେ କେନ୍ଦ୍ର ସରକାର ରାଜସ୍ଥାନ ପାଇଁ ୨୩ଟି ମେଡିକାଲ କଲେଜ ଅନୁମୋଦନ କରିଥିଲେ ଓ ସେଥିରୁ ସାତଟିର କାର୍ଯ୍ୟ ଶେଷ ହୋଇଛି ବୋଲି ସେ କହିଛଛନ୍ତି ।କୋଭିଡ-୧୯ ବିରୁଦ୍ଧ ସଂଗ୍ରାମରେ ମେଡିକାଲ ଛାତ୍ରଛାତ୍ରୀଙ୍କ ସାହାଯ୍ୟ ନେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ
May 03rd, 03:11 pm
ଦେଶରେ ଦେଖାଦେଇଥିବା କୋଭିଡ-୧୯ ମହାମାରୀ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ଏହାର କ୍ରମବର୍ଦ୍ଧିଷ୍ଣୁ ମାନବସମ୍ବଳ ଆବଶ୍ୟକତା ଉପରେ ଆଜି ସମୀକ୍ଷା କରିଛନ୍ତି । ଆଜି ଏଥିରେ ନିଆଯାଇଥିବା ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କୋଭିଡ ଡ୍ୟୁଟି ପାଇଁ ମାନବସମ୍ବଳର ଅଭାବକୁ ଅନେକ ମାତ୍ରାରେ ଦୂର କରିପାରିବ ।