ଯଦି 125 କୋଟି ଭାରତୀୟ ହାତକୁ ହାତ ମିଶାଇ ଆଗେଇ ଆସନ୍ତି ,ତେବେ ମହାତ୍ମାଗାନ୍ଧୀଙ୍କ ସ୍ୱଚ୍ଛ ଭାରତର ସ୍ୱପ୍ନ ଚାହୁଁ ଚାହୁଁ ପୂରଣ ହୋଇଯିବ
October 02nd, 11:20 am
ସ୍ୱଚ୍ଛ ଭାରତ ମିଶନର ତୃତୀୟ ବାର୍ଷିକୀ ପାଳନ ଅବସରରେ ଜନତାଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଲେ ,'' ସ୍ୱଚ୍ଛ ଭାରତ ମିଶନ 'ବ୍ୟବସ୍ଥା' ଏବଂ 'ବିଚାର' (ମାନସିକତା) ଦୁଇଟି କଥାକୁ ଦର୍ଶାଉଛି । ପ୍ରଧାନମନ୍ତ୍ରୀ ମୋଦୀ କହିଲେ ଯେ ଯଦି 125 କୋଟି ଭାରତୀୟ ହାତକୁ ହାତ ମିଶାଇ ଆଗେଇ ଆସନ୍ତି ,ତେବେ ମହାତ୍ମାଗାନ୍ଧୀଙ୍କ ସ୍ୱଚ୍ଛ ଭାରତର ସ୍ୱପ୍ନ ଚାହୁଁ ଚାହୁଁ ପୂରଣ ହୋଇଯିବ ।ସ୍ୱଚ୍ଛ ଭାରତ ଦିବସ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ: ସ୍ୱଚ୍ଛ ଭାରତ ମିଶନର ତୃତୀୟ ବାର୍ଷିକୀ ପାଳନ ଏବଂ ସ୍ୱଚ୍ଛତା ହିଁ ସେବା ପକ୍ଷ ଉଦ୍ଯାପିତ
October 02nd, 11:16 am
ସ୍ୱଚ୍ଛ ଭାରତ ଦିବସ ପାଳନ ଅବସରରେ ଆୟୋଜିତ ଉତ୍ସବକୁ ପ୍ରଧାନମନ୍ତ୍ରୀ ସମ୍ବୋଧିତ କରିଛନ୍ତି । ସ୍ୱଚ୍ଛ ଭାରତ ମିଶନର ତୃତୀୟ ବାର୍ଷିକୀ ପାଳନ ହୋଇଥିବା ବେଳେ “ସ୍ୱଚ୍ଛତା ହିଁ ସେବା ପକ୍ଷ” ଉଦ୍ଯାପିତ ହୋଇଛି ।ପ୍ରଧାନମନ୍ତ୍ରୀ ମୋଦୀ ମୋଡାସା ,ଗୁଜରାଟଠାରେ ଜଳ ଯୋଗାଣ ଯୋଜନାର ଶୁଭାରମ୍ଭ କଲେ
June 30th, 12:10 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୋଡାସା ,ଗୁଜରାଟଠାରେ ଜଳ ଯୋଗାଣ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏକ ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଲେ ,'' ଆମେ ଏହା ସୁନିଶ୍ଚିତ କରିଛୁ ଯେ ଗୁଜରାଟର କୃଷକଙ୍କୁ ଆମର ବିଭିନ୍ନ ସିଂଚାଇ ଯୋଜନା ମାଧ୍ୟମରେ ପାଣି ମିଳୁ ।” ସେ ଫସଲ ବୀମା ଯୋଜନା ଏବଂ ଇ-ନାମ ବିଷୟରେ ମଧ୍ୟ କହିଥିଲେ ।