ଆର୍ଜେଣ୍ଟିନା ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ଅବସରରେ ସ୍ଵାକ୍ଷରିତ ବୁଝାମଣା/ରାଜିନାମାର ତାଲିକା

February 18th, 01:55 pm

ଆର୍ଜେଣ୍ଟିନା ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ଅବସରରେ ସ୍ଵାକ୍ଷରିତ ବୁଝାମଣା/ରାଜିନାମାର ତାଲିକା

ଆର୍ଜେଣ୍ଟିନା ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଇଂରାଜୀରେ ପ୍ରଦାନ କରିଥିବା ପ୍ରେସ ବିବୃତ୍ତି (ଫେବୃଆରୀ 18, 2019)

February 18th, 01:53 pm

ମାନ୍ୟବର ରାଷ୍ଟ୍ରପତି, ତାଙ୍କ ପରିବାର ବର୍ଗ ଏବଂ ସମସ୍ତ ପ୍ରତିନିଧିମାନଙ୍କୁ ମୁଁ ସ୍ୱାଗତ କରୁଛି । ଏହା ଖୁବ ଆନନ୍ଦର ବିଷୟ ଯେ ବୁଏନୋସ ଆଇରିସଠାରେ ଆମ ବୈଠକ ହେବାର ଦୁଇ ମାସ ପରେ, ଆଜି ଭାରତରେ ଆପଣମାନଙ୍କୁ ସ୍ୱାଗତ କରିବା ପାଇଁ ମୋତେ ଏହି ସୁଯୋଗ ମିଳୁଛି । 2018ରେ G-28 ସମ୍ମିଳନୀର ସଫଳ ଏବଂ ସମର୍ଥ ଆୟୋଜନ କରିବା ନେଇ ମୁଁ ଏହି ଅବସରରେ ରାଷ୍ଟ୍ରପତି ମାକ୍ରି ଏବଂ ତାଙ୍କ ଟିମକୁ ଆଉ ଥରେ ଶୁଭେଚ୍ଛା ଜଣାଉଛି । ସମ୍ମିଳନୀର ସଫଳ ଆୟୋଜନ ପାଇଁ ରାଷ୍ଟ୍ରପତି ମାକ୍ରିଙ୍କର ନେତୃତ୍ୱ ଗୁରୁତ୍ୱପୂର୍ଣ୍ଣ ଥିଲା । ବୁଏନୋସ ଆଇରିସଠାରେ ଆୟୋଜିତ G-20 ସମ୍ମିଳନୀ ସମୟରେ ରାଷ୍ଟ୍ରପତି ମାକ୍ରି ଏକ ଆନନ୍ଦଦାୟକ ଘୋଷଣା କରିଥିଲେ ଯେ 2022ରେ ଭାରତର ସ୍ୱାଧୀନତା ଦିବସର 75ତମ ବର୍ଷ ପାଳନ ଅବସରରେ ଭାରତ ଜି-20 ସମ୍ମିଳନୀର ଆୟୋଜନ କରିବ । ଏଥିପାଇଁ ମୁଁ ତାଙ୍କୁ ଧନ୍ୟବାଦ ଜଣାଉଛି ।

"ପ୍ରଧାନମନ୍ତ୍ରୀ ମୋଦୀ ଆର୍ଜେଣ୍ଟିନା ରାଷ୍ଟ୍ରପତି ମୌରିସିଓ ମାରସିଙ୍କ ସହିତ ସାକ୍ଷାତ କରିଛନ୍ତି "

December 01st, 05:48 pm

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆର୍ଜେଣ୍ଟିନା ରାଷ୍ଟ୍ରପତି ମୌରିସିଓ ମାରସିଙ୍କ ସହିତ ସାକ୍ଷାତ କରିଛନ୍ତି । ଉଭୟ ନେତା ଭାରତ-ଆର୍ଜେଣ୍ଟିନା ସମ୍ପର୍କକୁ ଆଗକୁ ବଢ଼ାଇବାର ଉପାୟ ଉପରେ ବ୍ୟାପକ ଭାବେ ଆଲୋଚନା କରିଛନ୍ତି ।

ଦକ୍ଷିଣ ଆଫ୍ରିକାରେ ବ୍ରିକ୍ସ ଶିଖର ସମ୍ମିଳନୀ ଅବସରରେ ବିଭିନ୍ନ ଦେଶର ନେତାମାନଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱିପାକ୍ଷିକ ବୈଠକ

July 26th, 09:02 pm

ଜୋହାନ୍ସବର୍ଗ, ଦକ୍ଷିଣ ଆଫ୍ରିକାରେ ଦଶମ ବ୍ରିକ୍ସ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ବିଭିନ୍ନ ଦେଶର ନେତାମାନଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଛନ୍ତି ।

PM Modi meets President of Argentina, Mr. Mauricio Macri

September 05th, 02:48 pm

Prime Minister Shri Narendra Modi met President of Argentina, Mr. Mauricio Macri today in Hangzhou, China. Both the leaders discussed ways to strengthen partnership between the two nations.