ଗୀତାବେନ୍ ରାବରୀଙ୍କ ଦ୍ୱାରା ଗାନ କରାଯାଇଥିବା ଭକ୍ତି ଭଜନ ‘ଶ୍ରୀ ରାମ ଘର ଆୟେ’କୁ ସେୟାର କଲେ ପ୍ରଧାନମନ୍ତ୍ରୀ
January 07th, 09:25 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୀତାବେନ୍ ରାବରୀଙ୍କ ଦ୍ୱାରା ଗାନ କରାଯାଇଥିବା, ମୌଲିକ ମେହତାଙ୍କ ଦ୍ୱାରା ରଚିତ ଏବଂ ସୁନୀତା ଯୋଶୀ(ପାଣ୍ଡ୍ୟା)ଙ୍କ ଦ୍ୱାରା ସଂଯୋଜିତ ଭକ୍ତି ଭଜନ ‘ଶ୍ରୀ ରାମ ଘର ଆୟେ’କୁ ସେୟାର କରିଛନ୍ତି ।