ବିଶ୍ୱ ରେଡିଓ ଦିବସ ଅବସରରେ ସମସ୍ତ ରେଡିଓ ଶ୍ରୋତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
February 13th, 01:11 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱ ରେଡିଓ ଦିବସ ଅବସରରେ ସମସ୍ତ ରେଡିଓ ଶ୍ରୋତା, ଆରଜେ ଓ ପ୍ରସାରଣ ଇକୋ-ସିଷ୍ଟମ ସହ ଜଡିତ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଶ୍ରୀ ମୋଦୀ ଏହି ଅବସରରେ ଫେବୃୟାରୀ ୨୬, ୨୦୨୩ର ମନ କି ବାତ କାର୍ଯ୍ୟକ୍ରମ ପାଇଁ ମତାମତ ମଧ୍ୟ ଆହ୍ୱାନ କରିଛନ୍ତି ।'ନରେନ୍ଦ୍ର ମୋଦୀ ଆପ' ରେ ନିଜର ବିଚାର ଏବଂ ଅନ୍ତଦୃଷ୍ଟି ପଠାଇଥିବା ଶୀର୍ଷ ଭାଗ୍ୟଶାଳୀ ୟୁଜର୍ସଙ୍କୁ ମିଳିଲା ବିଶେଷ ପୁସ୍ତକ
July 15th, 04:47 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନଶକ୍ତିରେ ବିଶ୍ୱାସ କରନ୍ତି ଏବଂ ସେଥିପାଇଁ ସେ ନିଜର ଅନେକ ଅଭିଭାଷଣ ଲାଗି 'ନରେନ୍ଦ୍ର ମୋଦୀ ଆପ' ମାଧ୍ୟମରେ ଜନତାଙ୍କୁ ସେମାନଙ୍କର ବିଚାର ଏବଂ ଅନ୍ତଦୃଷ୍ଟି ଦେବା ପାଇଁ ଆହ୍ୱାନ କରନ୍ତି । ଅତିନିକଟରେ ,ନିଜର ବିଚାର ଏବଂ ଅନ୍ତଦୃଷ୍ଟି ପଠାଇଥିବା କିଛି ଶୀର୍ଷ ଲୋକ 'ମନ୍ କୀ ବାତ୍-ଏ ସୋସିଆଲ ରିଭୋଲ୍ୟୁସନ ଅନ୍ ରେଡିଓ' ପୁସ୍ତକର ଏକ ନକଲ ପ୍ରାପ୍ତ କରିଛନ୍ତି ଏବଂ ଲୋକେ ଏହି ବିଶେଷ ପଦକ୍ଷେପ ଲାଗି ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ।President receives first copies of two books on PM Narendra Modi
May 26th, 12:04 pm
Lok Sabha Speaker, Smt. Sumitra Mahajan released two books on PM Narendra Modi and handed over the first copies to President, Shri Pranab Mukherjee. The first book, ‘Mann Ki Baat: A Social Revolution on Radio’, highlights PM Modi’s effective use of radio as a medium to connect with common citizens. The second book, ‘Marching With A Billion Dreams’ focuses on PM Narendra Modi’s way of governance.