୨୪ ଏପ୍ରିଲ୍ ‘ମନ୍ କି ବାତ୍‌' ଉପରେ ଆଧାରିତ ଦୁଇଟି କୁଇଜ୍ ରେ NaMo App ଜରିଆରେ ଭାଗ ନେବାକୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ

April 25th, 06:52 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ NaMo App ରେ ୨୪ ଏପ୍ରିଲ ‘ମନ୍ କି ବାତ୍‌' କାର୍ଯ୍ୟକ୍ରମ ଉପରେ ଆଧାର କରି ଲୋକଙ୍କୁ ଦୁଇଟି କୁଇଜରେ ଭାଗ ନେବାକୁ ଅନୁରୋଧ କରିଛନ୍ତି । ଲୋକମାନେ କିଭଳି ଏଥିରେ ଅଂଶଗ୍ରହଣ କରିପାରିବେ ସେଥିପାଇଁ ଶ୍ରୀ ମୋଦୀ କୁଇଜ୍ ର ଲିଙ୍କ୍ ମଧ୍ୟ ସେୟାର କରିଛନ୍ତି ।

ଆନ୍ତର୍ଜାତିକ ମହିଳା ଦିବସରେ ନାରୀ ଶକ୍ତି ପୁରସ୍କାର ବିଜେତାମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

March 08th, 05:03 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ ନୂଆଦିଲ୍ଲୀଠାରେ ନାରୀ ଶକ୍ତି ପୁରସ୍କାର ବିଜେତାମାନଙ୍କ ସହ ଆଲୋଚନା କରିଥିଲେ । ଲେହ, କାଶ୍ମୀର, ଆନ୍ଧ୍ର ପ୍ରଦେଶ ସହିତ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା 15 ଜଣ ମହିଳା ଆଚିଭର ପ୍ରଧାନମନ୍ତ୍ରୀଙ୍କ ସହିତ ନିଜ ସମସ୍ୟା, ସଂଘର୍ଷଗୁଡିକ ବିଷୟରେ ଆଲୋଚନା କରିଥିଲେ ଏବଂ ନିଜର ଲକ୍ଷ୍ୟ କିଭଳି ଭାବେ ହାସଲ କରିଛନ୍ତି ସେ ବିଷୟରେ ପ୍ରଧାନମନ୍ତ୍ରୀଙ୍କୁ ଅନୁଭୂତି ଜଣାଇଥିଲେ ।