ସୋସିଆଲ ମିଡିଆ କର୍ଣ୍ଣର ଜାନୁୟାରୀ 1, 2018
January 01st, 07:46 pm
ସୋସିଆଲ ମିଡିଆରୁ ଗଭରନାନ୍ସ ଅପଡେଟର ପ୍ରତିଦିନ ଡୋଜ । ଗଭରନାନ୍ସରେ ଆପଣଙ୍କ ଟ୍ୱିଟ ଏଠାରେ ପ୍ରତିଦିନ ପାଇପାରିବେ । ପଢନ୍ତୁ ଏବଂ ସେର କରନ୍ତୁ ।13ଟି ଭାଷାରେ ଉପଲବ୍ଧ ହେଲା ପିଏମଇଣ୍ଡିଆ ବହୁଭାଷୀ ୱେବସାଇଟ
January 01st, 03:29 pm
ଏହି ଦୁଇଟି ଭାଷାଭିତ୍ତିକ ୱେବସାଇଟକୁ ମିଶାଇ ପ୍ରଧାନମନ୍ତ୍ରୀଙ୍କ ସରକାରୀ ୱେବସାଇଟ ଏବେ 11 ଟି ଆଞ୍ଚଳିକ ଭାଷାରେ ଉପଲବ୍ଧ ହେଉଛି । ଏହି ଆଞ୍ଚଳିକ ୱେବସାଇଟଗୁଡିକ ହେଲା – ଅହମିୟ/ଆସାମୀ, ବଙ୍ଗଳା, ଗଜରାଟୀ, କନ୍ନାଡା, ମାଲୟାଲାମ, ମଣିପୁରୀ, ମରାଠୀ, ଓଡିଆ, ପଞ୍ଜାବୀ, ତାମିଲ ଏବଂ ତେଲୁଗୁ ୱେବସାଇଟ । ଏଥିସହିତ ହିନ୍ଦୀ ଓ ଇଂରାଜୀ ଭାଷାରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଦୁଇଟି ପ୍ରମୁଖ ୱେବସାଇଟ ଉପଲବ୍ଧ ହେଉଛି ।