ମଣିପୁରରେ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
January 04th, 09:45 am
କାର୍ଯ୍ୟକ୍ରମରେ ଉପସ୍ଥିତ ମଣିପୁରର ରାଜ୍ୟପାଳ ଲା. ଗଣେଶନ ମହୋଦୟ, ମୁଖ୍ୟମନ୍ତ୍ରୀ ଶ୍ରୀ ଏନ. ବିରେନ ସିଂହ ମହାଶୟ, ଉପ-ମୁଖ୍ୟମନ୍ତ୍ରୀ ୱାୟ. ଜୋୟ କୁମାର ସିଂହ ମହାଶୟ, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ଭୁପେନ୍ଦ୍ର ଯାଦବ ମହାଶୟ, ରାଜକୁମାର ରଂଜନ ସିଂହ ମହାଶୟ, ମଣିପୁର ସରକାରଙ୍କ ମନ୍ତ୍ରୀ ବିଶ୍ୱଜିତ ସିଂହ ମହାଶୟ, ଲୋସି ଦିଖୋ ମହାଶୟ, ଲେତ୍ପାଓ ହାଓକିପ ମହାଶୟ, ଅବାଙ୍ଗବାଓ ନ୍ୟୁମାଈ ମହାଶୟ, ଏସ. ରାଜେନ ସିଂହ ମହାଶୟ, ବୁଙ୍ଗଜାଗିନ ୱାଲେ ମହାଶୟ, ସତ୍ୟବ୍ରତେ ସିଂହ ମହାଶୟ, ଔ ଲୁଖୋଈ ସିଂହ ମହାଶୟ, ସଂସଦରେ ମୋର ସହଯୋଗୀଗଣ, ବିଧାୟକଗଣ, ଅନ୍ୟ ଜନ-ପ୍ରତିନିଧିଗଣ, ଏବଂ ମଣିପୁରର ମୋର ପ୍ରିୟ ଭାଇ ଓ ଭଉଣୀମାନେ! ଖୁରୁମଜରୀ!ମଣିପୁରର ଇମ୍ପାଲଠାରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
January 04th, 09:44 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୦୪.୦୧.୨୦୨୨) ୧୮୫୦ କୋଟି ଟଙ୍କାର ୧୩ଟି ପ୍ରକଳ୍ପ ଉଦ୍ଘାଟନ କରିଥିବାବେଳେ, ୨ହଜାର ୯୫୦କୋଟି ଟଙ୍କାର ନଅଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ।ଏହି ଉନ୍ନୟନ ପ୍ରକଳ୍ପଗୁଡିକ ମଧ୍ୟରେ ସଡକ ଭିତ୍ତିଭୂମି, ପାନୀୟ ଜଳ ଯୋଗାଣ, ସହରାଂଚଳ ଉନ୍ନୟନ, ପୂୂର୍ତ୍ତ, ସୂଚନା ପ୍ରଯୁକ୍ତି ବିଦ୍ୟା, କୌଶଳ ବିକାଶ, କଳା ଓ ସଂସ୍କୃତି ଅନ୍ତର୍ଭୁକ୍ତ ।