କର୍ଣ୍ଣାଟକର ମାଲକେଡ଼ରେ ନୂତନ ଭାବେ ଘୋଷିତ ରାଜସ୍ୱ ଗ୍ରାମର ଯୋଗ୍ୟ ହିତାଧିକାରୀଙ୍କୁ ପ୍ରମାଣ ପତ୍ର (ହକ୍କୁ ପତ୍ର) ବିତରଣ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

January 19th, 02:30 pm

କର୍ଣ୍ଣାଟକର ରାଜ୍ୟପାଳ ଶ୍ରୀ ଥାୱରଚନ୍ଦ ଗହଲୋଟ ମହୋଦୟ, କର୍ଣ୍ଣାଟକର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ବାସବରାଜ ବୋମାଇ ମହାଶୟ, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ଭଗୱନ୍ତ ଖୁବା ମହାଶୟ, କର୍ଣ୍ଣାଟକ ସରକାରଙ୍କ ମନ୍ତ୍ରୀଗଣ, ସାଂସଦଗଣ ଓ ବିଧାୟକଗଣ ଏବଂ ବିଶାଳ ସଂଖ୍ୟାରେ ଆସି ଆମକୁ ଆଶୀର୍ବାଦ ଦେଉଥିବା ମୋର ପ୍ରିୟ ଭାଇ ଓ ଭଉଣୀମାନେ!

କର୍ଣ୍ଣାଟକର କାଲାବୁର୍ଗିରେ ନୂତନ ଘୋଷିତ ରାଜସ୍ୱ ଗ୍ରାମଗୁଡିକର ପ୍ରାୟ ପଚାଶ ହଜାର ହିତାଧିକାରୀଙ୍କୁ ଟାଇଟଲ୍ ଡିଡସ୍‍ (ହକ୍କୁ ପତ୍ର) ବଣ୍ଟନ କରିଛନ୍ତି ପ୍ରଧାନମନ୍ତ୍ରୀ

January 19th, 02:26 pm

ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମନେ ପକାଇ ଦେଇଛନ୍ତି ଯେ ଜାନୁଆରୀ ମାସରେ ଭାରତର ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା ଏବଂ ସ୍ୱାଧୀନ ଭାରତରେ ନାଗରିକଙ୍କ ଅଧିକାର ସୁନିଶ୍ଚିତ ହୋଇଥିଲା ଏବଂ ଆଜି ଜାନୁଆରୀର ଏହି ପବିତ୍ର ମାସରେ କର୍ଣ୍ଣାଟକ ସରକାର ସାମାଜିକ ନ୍ୟାୟ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ବଞ୍ଜାରା ସମ୍ପ୍ରଦାୟ ପାଇଁ ସେହି ମହତ୍ୱପୂର୍ଣ୍ଣ ସମୟକୁ ମନେ ପକାଇ ଦେଇଛନ୍ତି ଯେତେବେଳେ ପଚାଶ ହଜାରରୁ ଅଧିକ ପରିବାର ପ୍ରଥମ ଥର ପାଇଁ ଟାଇଟଲ୍ ଡିଡସ୍‍ (ହକ୍କୁ ପତ୍ର) ଗ୍ରହଣ କଲେ ।

ଜାନୁଆରୀ ୧୯ ତାରିଖରେ କର୍ଣ୍ଣାଟକ ଏବଂ ମହାରାଷ୍ଟ୍ର ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ

January 17th, 07:15 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୯ ଜାନୁଆରୀ ୨୦୨୩ ରେ କର୍ଣ୍ଣାଟକ ଏବଂ ମହାରାଷ୍ଟ୍ର ଗସ୍ତ କରିବେ ।